• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gold Price Today

gold necklace
Today Gold Price- 28th Nov 2022: କମିଲା ସୁନା ଓ ରୁପା ଦର; ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୧,୪୫୦ ଟଙ୍କା ରହିଛି

gold price today
Today Gold Price- 25th Nov 2022: ବିବାହ ଋତୁରେ ବଢ଼ିଲା ସୁନା ଓ ରୁପା ଦର; ଜାଣନ୍ତୁ କେତେ ଅଛି ମୂଲ୍ୟ

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୭୩୦ ଟଙ୍କା ରହିଛି

gold price today
Today Gold Price- 24th Nov 2022: ପୁଣି ବଢ଼ିଲା ସୁନା ଓ ରୁପା ମୂଲ୍ୟ; ୧୦ ଗ୍ରାମ ପ୍ରତି କେତେ ହେଲା ଦାମ ଜାଣନ୍ତୁ

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୬୯୦ ଟଙ୍କା ରହିଛି ।

Gold Price Today
Today Gold Price- 23rd Nov 2022: ବିବାହ ଋତୁରେ କମିଲା ସୁନା ଦର, କିଣିବା ପୂର୍ବରୁ ଜଲଦି ଜାଣନ୍ତୁ ନୂଆ ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୨୬୦ ଟଙ୍କା ରହିଛି ।

gold price today
Today Gold Price- 22nd Nov 2022: ବିବାହ ଉପହାରରେ ସୁନା ଦେବାକୁ ଚାହୁଁଛନ୍ତି କି, ଜାଣି ନିଅନ୍ତୁ କେତେ ରହିଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୪୫୦ ଟଙ୍କା ରହିଛି ।

gold price today
Today Gold Price- 19th Nov 2022 : ବିବାହ ଋତୁରେ କମିଲା ସୁନା ଓ ରୁପା ଦର, ଘରକୁ କିଣି ଆଣନ୍ତୁ ସୁନା ଗହଣା

କମିଲା ସୁନା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୨,୪୦୦ ରହିଥିବା ବେଳେ ଆଜି ସୁନା ଦର ସାମାନ୍ୟ ହ୍ରାସ ପାଇ ୨୩ କ୍ୟାରେଟ୍ ସୁନା ୫୨,୨୦୦ ରହିଛି ।

Gold Price Today
Today Gold Price- 18th Nov 2022 : କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ସୁନାର ଦାମ୍

କମିଲା ସୁନା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା ଦର ସାମାନ୍ୟ କମି ୨୩ କ୍ୟାରେଟ୍ ସୁନା ୫୨,୪୦୦ ରହିଛି ।

gold price today
Today Gold Price- 15th Nov 2022 :ବଢିଲା ସୁନା ଦର, କେତେ ଅଛି ସୁନା ଦାମ୍, ଜାଣନ୍ତୁ ଆଜିର ଅପଡେଟ୍

ବଢିଲା ସୁନା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଗତକାଲି ସୁନା ଦର ଅପେକ୍ଷା ଆଜି ସୁନା ଦର ବୃଦ୍ଧି ରହିଛି ।

gold price today
Today Gold Price- 14th Nov 2022 : ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାଦର

ସ୍ଥିର ରହିଛି ସୁନା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଗତକାଲି ସୁନା ଦର ସହ ଆଜି ମଧ୍ୟ ମୂଲ୍ୟ ସମାନ ରହିଛି ।

gold price today
Today Gold Price- 11th Nov : ବଢିଲା ସୁନା ଓ ରୁପା ଦର; ୧୦ ଗ୍ରାମ ପ୍ରତି କେତେ ହେଲା ଦାମ ଜାଣନ୍ତୁ

ବଢିଲା ସୁନା ଓ ରୁପା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଗତକାଲି ୧୦ ଗ୍ରାମର ସୁନା ଦର ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୧,୫୦୦ ଟଙ୍କା ରହିଥିଲା । ଏହି କ୍ରମରେ ଆଜି ବୃଦ୍ଧି ପାଇ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୧୦୦ ଟଙ୍କା ରହିଛି ।

gold price
Today Gold Price- 9th Nov : ବଢ଼ିଲା ସୁନା ଦର ! ଗହଣା କିଣିବା ପାଇଁ ଚାହୁଁଥିଲେ, ଜାଣି ନିଅନ୍ତୁ ଆଜିର ମୂଲ୍ୟ . .

ବିବାହ ଋତୁ ଆରମ୍ଭ ହୋଇ ସାରିଥିବା ବେଳେ ପ୍ରତିଦିନ ସୁନା ଦର ପରିବର୍ତ୍ତନ ହେଉଛି ।

gold price today
Today Gold Price- 8th Nov : ସ୍ଥିର ରହିଛି ସୁନା ଦର, ଜଲ୍‌ଦି କରନ୍ତୁ, ଘରକୁ ଆଣନ୍ତୁ ସୁନା ଗହଣା

ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୫୦୦ ଟଙ୍କା ରହିଛି ।

gold price today
Today Gold Price- 7th Nov : ବିବାହ ଋତୁରେ କିଣନ୍ତୁ ସୁନା ଗହଣା, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା ଦର

ବଢିଲା ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଗତକାଲି ୧୦ ଗ୍ରାମର ସୁନା ଦର ୫୦,୬୦୦ ଟଙ୍କା ରହିଥିଲା । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୯୦୦ ଟଙ୍କା ରହିଛି ।

gold price today
Today Gold Price- 5th Nov :ବଢିଲା ସୁନା ଦର, କିଣିବାକୁ ଚାହୁଁଥିଲେ ଏଠାରେ ଦେଖି ନିଅନ୍ତୁ ଦର

ବଢିଲା ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦,୩୫୦ ଟଙ୍କା ରହିଥିଲା । ଏହି କ୍ରମରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦,୬୦୦ ଟଙ୍କା ରହିଛି ।

gold price today
Today Gold Price- 4th Nov :ସ୍ଥିର ରହିଛି ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍‌

କମିଲା ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୩୫୦ ଟଙ୍କା ରହିଛି ।

gold price todaty
Today Gold Price- 2nd Nov :ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍‌

ବଢିଲା ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୬୦୦ ଟଙ୍କା ରହିଛି ।

Gold Price Today
Today Gold Price- 1st Nov :ସ୍ଥିର ରହିଛି ସୁନାର ଦାମ୍, ଘରକୁ ନେଇ ଆସନ୍ତୁ ସୁନା ଓ ରୁପାର ଗହଣା

ସ୍ଥିର ରହିଛି ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦,୩୦୦ ଟଙ୍କା ରହିଥିଲା । ଏହି କ୍ରମରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦ ହଜାର ଟଙ୍କା ରହିଛି ।

gold price today
Today Gold Price- 29th Oct : କମିଲା ସୁନା ଦର, ଆଜି ହିଁ ଘରକୁ କିଣି ଆଣନ୍ତୁ ଗହଣା, ରହିଛି ମନଲୋଭା ଅଫର୍

ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ହ୍ରାସ ଘଟିଛି । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦,୪୦୦ ଟଙ୍କା ରହିଥିଲା । ଏହି କ୍ରମରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦ ହଜାର ଟଙ୍କା ରହିଛି ।

gold price today
Today Gold Price- 28th Oct : ଭୁବନେଶ୍ୱରରେ ବଢିଲା ସୁନା ଦର, ୧୦ ଗ୍ରାମ ପ୍ରତି ଏତିକି ରହିଛି ମୂଲ୍ୟ

ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି । ଗତକାଲି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୭୦୦ ଟଙ୍କା ରହିଥିଲା । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୭୯୦ ଟଙ୍କା ରହିଛି ।

gold price today
Today Gold Price- 27th Oct : ପୁଣି ବଢିଲା ସୁନାର ଦାମ୍, ଜାଣନ୍ତୁ ଆଜିର ଦର

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୭୦୦ ଟଙ୍କା ରହିଛି ।

gold price today
Today Gold Price- 22nd Oct : ଧନତେରସ୍‌ରେ କିଣନ୍ତୁ ସୁନା ,ଜାଣନ୍ତୁ କେତେ ରହିଛି ସୁନାର ଦାମ୍

ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦ ହଜାର ୩୦୦ ଟଙ୍କା ରହିଛି ।

gold price today
Today Gold Price- 20th Oct : କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ସୁନାର ଦାମ୍

କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ସାମାନ୍ୟ କମ୍‌ ରହିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୧୦୦ ଟଙ୍କା ରହିଛି ।

gold price today
Today Gold Price- 19th Oct : କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍

କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ସ୍ଥିର ରହିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୩୫୦ ଟଙ୍କା ରହିଛି ।

gold praice today
Today Gold Price- 18th Oct : ସ୍ଥିର ରହିଛି ସୁନାର ଦର, ଘରକୁ ଆଣନ୍ତୁ ସୁନା ଗହଣା

ସ୍ଥିର ରହିଛି ସୁନାର ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ସ୍ଥିର ରହିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୪୦୦ ଟଙ୍କା ରହିଛି ।

gold price today
Today Gold Price- 17th Oct : ବଢିଲା ସୁନା ଓ ରୁପାର ମୂଲ୍ୟ, ଦୋକାନକୁ ଯିବା ଆଗରୁ ଜାଣି ନିଅନ୍ତୁ ଦାମ୍

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୪୦୦ ଟଙ୍କା ରହିଛି ।