• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀ ୧୯ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ଦିବା ୦୧.୩୭ ଗତେ କର୍କଟ ,ତିଥ- ୧୦ମୀ ରାତ୍ରି ୧୨.୨୨ ଗତେ ୧୧ଶୀ,ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୦୧.୩୭ ପର୍ଯ୍ୟନ୍ତ,ଘାତବାର- ମକର ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ତିଳକାଞ୍ଚନ ଦାନ ରାତ୍ରି ୦୮.୧୦ ଗତେ ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ:

ଦିବା- ୦୮.୫୪ ରୁ ୧୦.୪୨

ଦିବା-୦୧.୦୬ ରୁ ୦୧.୨୪

ଦିବା-୦୪.୨୪ ରୁ ୦୫.୦୬

ସନ୍ଧ୍ୟା-୦୫.୫୩ ରୁ ୦୬.୪୧

ରାତ୍ରି- ୦୯.୦୫ ରୁ ୧୧.୩୦

ରାତ୍ରି-୦୧.୫୪ ରୁ ୦୩.୩୦

ଅଧିକ ପଢ଼ନ୍ତୁ: ଗୃହର ସମ୍ମୁଖରେ ମନ୍ଦିର ଥିଲେ ନାନା ସମସ୍ୟାରେ ଘାଣ୍ଟି ହୋଇଥାଆନ୍ତି ଗୃହବାସୀ, ଜାଣନ୍ତୁ ପ୍ରତିକାର

ଅଶୁଭ ସମୟ:

ରାହୁକାଳ- ଦିବା ୦୨.୫୪ ରୁ ୦୪.୨୪

କାଳବେଳା- ଦିବା ୦୧.୨୪ ରୁ ୦୨.୫୪

ବାରବେଳା- ପ୍ରାତଃ ୦୭.୨୪ ରୁ ୦୮.୫୪

କାଳରାତ୍ରି- ସନ୍ଧ୍ୟା ୦୭.୨୩ ରୁ ୦୮.୫୩

OTV is now on Whatsapp

Join and get latest news update delivered to you via whatsapp

Join Now