• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Skin Care

80 year old grandma having perfect plump skin without any wrinkles
Skin Care Tips: ବୟସ ହେଲାଣି ୮୦; ଚେହେରାରେ ନାହିଁ ଗୋଟିଏ ବି ଦାଗ; ଜାଣନ୍ତୁ ଏହାର ଗୁପ୍ତ ମନ୍ତ୍ର

ଆପଣ କ’ଣ କେବେ ଭାବି ପାରିବେ କି ୮୦ ବର୍ଷର ଜଣେ ବୁଦ୍ଧାଙ୍କ ଚର୍ମରେ ଦେଖାଯାଉଛି ଆଶ୍ଚର୍ଯ୍ୟଜନକ ଗ୍ଲୋ। ନିକଟରେ ସୋସିଆଲ ମିଡିଆରେ ଜଣେ ୮୦ ବର୍ଷର ମହିଳାଙ୍କ ଭିଡିଓ ଭାଇରାଲ୍ ହେଉଛି। ତାଙ୍କର ଚମକୁଥିବା ଚର୍ମ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି।

Use honey and turmeric for face to get instant glow
Skin Care Tips: ହଳଦୀ-ମହୁକୁ ଏମିତି ଲଗାନ୍ତୁ ମୁହଁରେ; ୫ ମିନିଟ୍‌ରେ ଚମକିବ ଚେହେରା

ସମସ୍ତେ ନିଜ ଚର୍ମରେ ଗ୍ଲୋ ଦେଖିବାକୁ ସ୍ୱପ୍ନ ଦେଖନ୍ତି। ଏନେଇ ସେମାନେ ବିୟୁଟିପାର୍ଲର ଯାଇ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି। ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଏପରି ଏକ ଟିପ୍ସ୍ କହିବାକୁ ଯାଉଛୁ, ଯାହାକୁ ଆପଣ ଘରେ କରି ୫ ମିନିଟ୍‌ରେ ନିଜ ଚେହେରାଙ୍କୁ ଚକ୍‌ଚକ୍ କରିପାରିବେ।

Banana peel for cleaning feet
Fashion Tips: ପାଦ ଫାଟୁଛି କି ? ଘଷନ୍ତୁ କଦଳୀ ଚୋପା, ଜାଣନ୍ତୁ ୪ ଟ୍ରିକ୍ସ...

ଶୀତଦିନେ ପ୍ରାୟ ମହିଳା ଫଟା ଗୋଇଠି ପାଇଁ ହଇରାଣ ହୁଅନ୍ତି। ଏହାକୁ ଏଡାଇବା ପାଇଁ କଦଳୀ ଚୋପାକୁ ଗୋଇଠିରେ ଘଷନ୍ତୁ। ତେବେ ଆସନ୍ତୁ ପାଦକୁ ସଫା ରଖିବା ପାଇଁ କଦଳୀ ଚୋପା ପ୍ରୟୋଗ କରିବାର ଉପକାର ଏବଂ ସଠିକ ପଦ୍ଧତି ଜାଣିବା।

Women special how to look younger after age of 30 naturally
Women Special: ଏହି ୬ଟି ଟିପ୍ସ ମାନିଲେ ମହିଳାମାନେ ସବୁବେଳେ କମ ବୟସର ଲାଗିବେ

ସୁନ୍ଦର ଆଉ ଫିଟ୍ ରହିବା ସବୁ ବୟସର ମହିଳାମାନଙ୍କର ସ୍ୱପ୍ନ। ଯଦି ଆପଣ ୩୦ ବର୍ଷ ବୟସରୁ ନିଜ ଚର୍ମକୁ ନେଇ ସାବଧାନ ରୁହନ୍ତି ତେବେ ଏଥିରେ କୁଞ୍ଚନ ଦେଖାଯିବା ଏବଂ ସୂକ୍ଷ୍ମ ରେଖା ସମସ୍ୟାକୁ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି ପ୍ରାକୃତିକ ଉପାୟରେ ବାର୍ଦ୍ଧକ୍ୟର ସମସ୍ୟାକୁ ହ୍ରାସ କରିପାରିବେ।

In winter skin and hair care
ଶୀତଋତୁରେ କିପରି ନେବେ ଚର୍ମ ଓ କେଶର ଯତ୍ନ; ଜାଣନ୍ତୁ ଟିପ୍ସ

ଶୀତଋତୁରେ ଚର୍ମ ଏବଂ କେଶ ଶୁଷ୍କ ଓ ରୁକ୍ଷ ହୋଇ କୁଣ୍ଡାଇ ହେବା, ଫାଟିବା, କେଶ ଝଡିବା ଓ ରୁପିହେବା ଆଦି ସମସ୍ୟା ଦେଖାଯାଏ। ଆମର ଦୈନନ୍ଦିନ ଜୀବନଶୈଳୀରେ କେତୋଟି ଅତି ସାଧାରଣ ପରିବର୍ତ୍ତନ ଆମକୁ ଏସବୁ ସମସ୍ୟାରୁ ରକ୍ଷା କରିପାରିବ। ଆସନ୍ତୁ ଜାଣିବା…

How to take care Skin and hair in rainy season
ଜାଣନ୍ତୁ ବର୍ଷାଋତୁରେ କିପରି ନେବେ ଚର୍ମ ଓ କେଶର ଯତ୍ନ

ଋତୁ ପରିବର୍ତ୍ତନ ଆମ କେଶ ଓ ଚର୍ମ ଉପରେ ମଧ୍ୟ ପ୍ରଭାବ ପକାଏ। ସବୁ ଋତୁରେ ଚର୍ମ ଓ କେଶର ଯତ୍ନ ଅଲଗା ହୋଇଥାଏ। ତେବେ ଚାଲନ୍ତୁ ଜାଣିବା, ବର୍ଷା ଋତୁରେ ଚର୍ମ ଓ କେଶର ଯତ୍ନର ସହଜ ଉପାୟ କ'ଣ।

to use coconut water for skin whitening
ପଇ‍ଡ ପାଣିରେ ଚମକିବ ଆପଣଙ୍କ ଚେହେରା

ପଇଡ ପାଣିର ବ୍ୟବହାର ତ ଏମିତି ଅନେକ ଅଛି। କିନ୍ତୁ ଆପଣ ହୁଏତ କମ ଜାଣିଥିବେ ଯେ ଫେସିଆଲ୍ ପାଇଁ ପଇଡ ପାଣି ବଡ ବଡ କସ୍‌ମେଟିକକୁ ମଧ୍ୟ ଟାର୍ଗେଟ୍ କରିପାରେ।

skin care in summer
ସନ୍‌ବର୍ଣ୍ଣ କଷ୍ଟରୁ ପାଆନ୍ତୁ ମୁକ୍ତି , ଆପଣାନ୍ତୁ ଏହି ଘରୋଇ ଉପଚାର

ଗ୍ରୀଷ୍ମ ଦିନେ ତ୍ୱଚାର ରଙ୍ଗ ସାମାନ୍ୟରୁ ଅଧିକ କଳା ପଡ଼ିଯାଇଥାଏ। ଟାଣ ଖରାରୁ ତ୍ୱଚାକୁ ଦୂରେଇ ରଖିବା ପାଇଁ ସନ୍‌ସ୍କ୍ରିନ୍‌ ଲୋଶନ ବହୁତ ପ୍ରଭାବୀ ହୋଇଥାଏ । ପ୍ରବଳ ଗରମ ଏବଂ ପ୍ରଦୂଷଣ ଯୋଗୁ ସାଧାରଣତଃ ଏହି ଦିନେ ତ୍ୱଚା କଳା ପଡ଼ିଯିବା ସହ ମୁହଁରେ କଳା ଦାଗ, ଟ୍ୟାନ, ସନ୍‌ବର୍ଣ୍ଣ ଆଦି ସମସ୍ୟା ଦେଖାଦେଇଥାଏ। ତେଣୁ ଆପଣ ଯେତେ ସମ୍ଭବ ନିଜ ତ୍ୱଚାକୁ ସୂର୍ଯ୍ୟଙ୍କ ସିଧା କିରଣରୁ ଦୂରେଇ ରଖିବା ଉଚିତ୍ ।