ଏହି ପ୍ରକଳ୍ପ ପାଇଁ ୧୪୩୫ କୋଟି ବ୍ୟୟ ହେବ । ପାନ୍ ୨.୦ ଏକ ଇ-ଗଭର୍ଣ୍ଣାସ ପ୍ରକଳ୍ପ । ଏହା ପାନ୍-୧ର ଅପଗ୍ରେଡ୍ ଭର୍ସନ ।
ଯଦି ଆପଣ ଚାହାଁନ୍ତି, ଆପଣ ମଧ୍ୟ ନିଜର QR କୋଡ୍ ସୃଷ୍ଟି କରିପାରିବେ ଏବଂ ଏହାକୁ ଆପଣଙ୍କର ଉତ୍ପାଦ କିମ୍ବା ଆପଣଙ୍କ ଭ୍ରମଣ କାର୍ଡ କିମ୍ବା ଟି-ସାର୍ଟରେ ପ୍ରିଣ୍ଟ୍ କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି ନିଜର QR କୋଡ୍ ସୃଷ୍ଟି କରିହେବ।
ଗୁରୁବାର ସନ୍ଧ୍ୟା ସମୟରେ ମାନସିକ ଭିନ୍ନକ୍ଷମ ପିଲାଟି ଘର ନିକଟରେ ସାଙ୍ଗଙ୍କ ସହ ଖେଳୁଥିଲ। ମାତ୍ର ହଠାତ୍ ପିଲାଟି ଘରଠୁ ଦୂର କୋଲାବା ଅଞ୍ଚଳକୁ ଚାଲି ଯାଇଥିଲା। ସେଠାରୁ ଆଉ ସେ ଫେରିବା ବାଟ ପାଇ ପାରି ନ ଥିବା ବେଳେ ରାସ୍ତାରେ ଏକୁଟିଆ ଛିଡ଼ା ହୋଇଥିଲା।
ଫୋନ୍ ପେ’ରେ ଭିକ୍ଷା ବୃତ୍ତି । ଆଶ୍ଚର୍ଯ୍ୟ କଲେ ବି ସତ ! ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଯୁବକଙ୍କ କ୍ରିଏଟିଭ୍ ଚିନ୍ତାଧାରା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଡେଟିଂ ପାଇଁ ଝିଅ ଖୋଜିବାର ନିଆରା ଉପାୟ ଆପଣେଇଛନ୍ତି ମୁମ୍ବାଇର ଜଣେ ଯୁବକ।
ଯଦି ଆପଣଙ୍କ ଟଙ୍କା ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କରେ ରହିଛି ତେବେ ଆପଣ ଏହାକୁ ବ୍ୟବହାର କରିପାରିବେ।
ବର୍ତ୍ତମାନ QR କୋଡ୍ ସ୍କାମ୍ ବୃଦ୍ଧି ପାଇବାରେ ଲାଗିଛି। ସ୍କାମର୍ମାନେ QR କୋଡ୍ ବ୍ୟବହାରର ସହଜରେ ଲାଭ ଉଠାଉଛନ୍ତି। ଏହା କରି ସେମାନେ ବ୍ୟବହାରକାରୀଙ୍କୁ ଫିସିଂ ସାଇଟ୍କୁ ନିର୍ଦ୍ଦେଶ ଦିଅନ୍ତି ଏବଂ ସେମାନଙ୍କ ସମ୍ବେଦନଶୀଳ ତଥ୍ୟ ଚୋରି କରିବାର ଫାଇଦା ଉଠାନ୍ତି।
ଏଥର କୁକୁରଙ୍କୁ ବି ମିଳିବ ଆଧାର କାର୍ଡ..QR କୋଡ୍ ଦ୍ୱାରା ମିଳିବ ପରିଚୟ
QR କୋଡ୍ ସ୍କାନ୍ କରୁଥିଲେ ସାବଧାନ୍ . . .ଠକେଇର ଶିକାର ହୋଇପାରନ୍ତି . .
ଖୁବ୍ଶୀଘ୍ର ଏଲ୍ପିଜି ସିଲିଣ୍ତରରେ ବି ଲଗାଯିବ କ୍ୟୁ ଆର୍ କୋଡ୍ । ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ।
ହାତରେ ନୁହେଁ QR CODEରେ ଭିକ ମାଗୁଛନ୍ତି ଭିକାରୀ । ବିହାର ବେତିୟା ଷ୍ଟେସନ୍ରେ ବୁଲୁଛନ୍ତି ଡିଜିଟାଲ୍ ଭିକାରୀ । ବାର କୋଡ୍ ସ୍କାନ୍ କରି ଭିକ ଦେଉଛନ୍ତି ଲୋକେ ।