• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Hardik Pandya

PBKS vs MI Qualifier 2 Who’ll win Prediction
IPL Qualifier 2: କର ବା ମର ସ୍ଥିତିରେ ପଞ୍ଜାବ-ମୁମ୍ବାଇ; କଣ କହୁଛି ଟ୍ରାକ୍‌ ରେକର୍ଡ଼ ? ଜାଣନ୍ତୁ...

ଚଳିତ ଆଇପିଏଲ୍‌ର  ଏଲିମିନେଟର୍-୨ ମୁକାବିଲା ଜୁନ୍ ୩ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏଥିରେ ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ।

hardik
Bats Under Scrutiny: କାହିଁକି ବ୍ୟାଟ୍ ଚେକ୍ କରୁଛନ୍ତି ଅମ୍ପାୟାର, ଭିଡିଓ ଭାଇରାଲ୍ ହେବା ପରେ ବଢ଼ିଲା ସନ୍ଦେହ

ମ୍ୟାଚ ଅଧାରେ ଅମ୍ପାୟାର ହଠାତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ ନେଇ ଏହାକୁ ଏକ ବ୍ୟାଟ ଗଜ ସେପର ମଧ୍ୟରେ ଭର୍ତ୍ତି କରିଥିଲେ। ପୂର୍ବରୁ ଅନେକ ସମୟରେ ବଲର ଆକାର ଓ ଆକୃତି ସଠିକ ରହିଛି କି ନାହିଁ ତାହା ସମାନ ଉପାୟରେ ପରୀକ୍ଷା କରାଯାଉଥିଲା।qqq

Natasa Stankovic shares bikini photos from her goa trip
Natasa Stankovic: ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଅଲଗା ହେବା ପରେ ଭାକେସନ୍ ଉପଭୋଗ କରୁଛନ୍ତି ନତାଶା

ନତାଶା ଷ୍ଟାନ୍‌କୋଭିକ୍ ଆଜିକାଲି ଭାକେସନ୍ ମୋଡ୍‌ରେ ଅଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଛାଡପତ୍ର ପରେ, ନତାଶା ଗୋଟିଏ ପରେ ଗୋଟିଏ ଭାକେସନ୍ ଉପଭୋଗ କରୁଛନ୍ତି। ସେ ଲଗାତାର ତାଙ୍କ ଯାତ୍ରାର ଫଟୋ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ନିକଟରେ ନତାଶା ତାଙ୍କ ଗୋଆ ଭାକେସନ୍‌ର କିଛି ଫଟୋ ଶେୟାର କରିଛନ୍ତି।

Hardik Pandya
Jasmin Walia: ମୁମ୍ୱାଇ ଇଣ୍ଡିଆନ୍ସ୍ ବସ୍‌ରେ କିଏ ଏହି ସୁନ୍ଦରୀ, ହାର୍ଦ୍ଦିକଙ୍କ ନୂଆ ଗର୍ଲଫ୍ରେଣ୍ଡ୍ ?

ମୁମ୍ୱାଇ ଇଣ୍ଡିଆନ୍ସ୍ ବସ୍‌ରେ କିଏ ଏହି ସୁନ୍ଦରୀ ? ଷ୍ଟାଡିୟମକୁ ଆସୁଛନ୍ତି, MIକୁ ଚିୟରଅପ୍ କରୁଛନ୍ତି, କ୍ୟାମେରାରେ କଏଦ ହେଉଛନ୍ତି, ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ୍ କରୁଛନ୍ତି ।

HardikPandya
ମୁମ୍ୱାଇ ବସରେ ନୂଆ ପ୍ରେମିକା

ମୁମ୍ୱାଇ ଇଣ୍ଡିଆନ୍ସ୍ ବସରେ କିଏ ଏହି ସୁନ୍ଦରୀ ? ଷ୍ଟାଡିୟମକୁ ଆସୁଛନ୍ତି MIକୁ ଚିୟରଅପ୍ କରୁଛନ୍ତି। କ୍ୟାମେରାରେ କଏଦ ହେଉଛନ୍ତି, ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ୍ କରୁଛନ୍ତି ।

Natasa stankovic living lavish life after divorced
Natasa Stankovic: ଛାଡପତ୍ର ପରେ ଜୀବନକୁ ଖୁବ ଉପଭୋଗ କରୁଛନ୍ତି ନତାଶା

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନ୍‌କୋଭିକ୍‌ଙ୍କ ଛାଡପତ୍ର ହେବାର ଦୀର୍ଘ ଦିନ ହେଲାଣି। ଉଭୟ ନିଜ ଜୀବନରେ ଆଗକୁ ବଢିଛନ୍ତି ଏବଂ ଉପଭୋଗ କରୁଛନ୍ତି। ଛାଡପତ୍ର ପରେ ନତାଶା ସୋସିଆଲ୍‌ ମିଡିଆରେ ବହୁତ ସକ୍ରିୟ ଅଛନ୍ତି।

Hardik pandya ex-wife natasa stankovic shared emotional post
Hardik Pandya: ନୂଆ ପ୍ରେମିକା ପାଇଁ ଖୁସିରେ ହାର୍ଦ୍ଦିକ ପାଣ୍ଡ୍ୟା; ଭାବପ୍ରବଣ ପୋଷ୍ଟ୍ କଲେ ନତାଶା ଷ୍ଟାନ୍‌କୋଭିକ୍‌

ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ ହାର୍ଦ୍ଦିକଙ୍କ ଚର୍ଚ୍ଚିତ ଗର୍ଲଫ୍ରେଣ୍ଡ ଜସ୍ମିନ ୱାଲିଆ ଦୁବାଇ ଷ୍ଟାଡିୟମରେ ମ୍ୟାଚ୍‌ ଦେଖୁଥିବାର ନଜର ଆସିଥିଲେ। ସେବେଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ଯେ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ୍‌ଙ୍କ ସହ ଛାଡପତ୍ର ପରେ ହାର୍ଦ୍ଦିକଙ୍କ ଜୀବନରେ ପରିବର୍ତ୍ତନ ଆସିଛି।

IPL 2025 Mumbai Indians
IPL 2025: ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ହାର୍ଦ୍ଦିକ ବ୍ୟାନ୍ ହେବାପରେ କିଏ ହେବେ ଅଧିନାୟକ?

ଆଇପିଏଲର ପ୍ରଥମ ଅଭିଯାନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି । କାରଣ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନିଲମ୍ବନ ଯୋଗୁଁ ଆଇପିଏଲର ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ । ଅନ୍ୟପଟେ ଦଳର ଷ୍ଟାର ବୋଲର ଯସପ୍ରୀତ ବୁମ୍‌ରା ଆଘାତ ଯୋଗୁ କିଛି ମ୍ୟାଚରୁ ବାହାରେ ରହିପାରନ୍ତି ।

divorced cricketers
Divorced Cricketer: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

ଭାରତୀୟ କ୍ରିକେଟ ଦଳର ତାରକା ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ଡିଭୋର୍ସ ଖବର ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଉଭୟଙ୍କ ନିକଟତର ବ୍ୟକ୍ତିଙ୍କ ଅନୁଯାୟୀ ଉଭୟ ଅଲଗା ହେବାକୁ ଯାଉଥିବା ବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି।

Indian celebrates whose separation break up fans heart
Year Ender 2024: ୭ ସେଲିବ୍ରିଟି ଦମ୍ପତିଙ୍କ ପାଇଁ ୨୪ ପାଲଟିଛି ଅଭିଶାପ; ଭାଙ୍ଗିଛି ଘର

ଅନେକ ସେଲିବ୍ରେଟିଙ୍କ ପାଇଁ ଚଳିତ ବର୍ଷ ଅଭିଶାପ ପାଲଟିଛି। ସେମାନଙ୍କ ଛାଡପତ୍ର ହୋଇଛି। ଛାଡପତ୍ର ନେଇଥିବା ସେଲିବ୍ରେଟିଙ୍କ ତାଲିକାରେ ଏଆର୍ ରହମାନ-ସାଇରା ବାନୁ, ଧନୁଷ-ଐଶ୍ୱର୍ଯ୍ୟା ଏବଂ ଆହୁରି ଅନେକ ନା ସାମିଲ ଅଛି। ଆସନ୍ତୁ ଜାଣିବା…

ଗୋଟିଏ ଟିମ୍‌ରେ ୪ କ୍ୟାପଟେନ୍‌
IPL 2025: ଗୋଟିଏ ଟିମ୍‌ରେ ୪ କ୍ୟାପଟେନ୍‌; କେହି ନୁହଁନ୍ତି କାହାଠୁ କମ୍‌, ଜାଣନ୍ତୁ କିଏ...କିଏ

ଗତ ସିଜିନ୍‌ ଭଳି ଏହି ସିଜିନ୍‌ରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଚାରି ଜଣ କ୍ୟାପଟେନଙ୍କୁ ନେଇ ଖେଳିବାକୁ ଯାଉଛି ।

pandya overtakes virat
ରନ୍‌ ମେସିନ୍‌ କୋହଲିଙ୍କ ରେକର୍ଡ଼ ଭାଙ୍ଗିଲେ ହାର୍ଦ୍ଦିକ; ଜାଣନ୍ତୁ କେମିତି...

ଗ୍ୱାଲିଅରରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିଥିଲେ ଚମତ୍କାର ଇନିଂସ । ଏଥିରେ ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି ।

indian cricketer
୨୦୨୩-୨୪ ଆର୍ଥିକ ବର୍ଷରେ କେଉଁ ଖେଳାଳି ଦେଇଛନ୍ତି ସର୍ବାଧିକ ଆୟକର ? ଜାଣନ୍ତୁ...

୨୦୨୩-୨୪ ଆର୍ଥିକ ବର୍ଷରେ କ୍ରୀଡାବିତମାନେ ଦେଇଥିବା ଟ୍ୟାକ୍ସ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି ଫର୍ଚୁନ ଇଣ୍ଡିଆ। ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳି ଦେଇଛନ୍ତି ସର୍ବାଧିକ ଆୟକର ...

Hardik pandya dating singer jasmine walia after split from natasa stankovic
ନତାଶାଙ୍କ ଠାରୁ ଅଲଗା ହେଉ ହେଉ ହାର୍ଦ୍ଦିକଙ୍କୁ ମିଳିଗଲା ନୂଆ ଲଭ୍ ବାର୍ଡ ! କିଏ ଏହି ସୁନ୍ଦରୀ…

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍‌ ବିବାହ ବିଚ୍ଛେଦ ହୋଇଛି। ଏହି ଖବର ପରେ ଅର୍ଥାତ୍ ଛାଡପତ୍ର ନିଶ୍ଚିତ ହେବାର ମାତ୍ର ୨୫ ଦିନ ପରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ପ୍ରେମିକା ମିଳିଯିବା ଖବର ଆସିଛି।

hardik pandya
ନତାଶାଙ୍କ ଫଟୋରେ ହାର୍ଦ୍ଦିକଙ୍କ କମେଣ୍ଟ ! ଭାଇରାଲ ହେଉଛି ପଟୋ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଛାଡପତ୍ର ପରେ ନତାଶା ଷ୍ଟାନକୋଭିକ୍ ତାଙ୍କ ଇନଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟ ସେୟାର କରିଥିଲେ । ଫଟୋରେ ନତାଶା, ଅଗସ୍ତ୍ୟଙ୍କ ସହିତ ସର୍ବିଆର ଥିମ୍ ପାର୍କରେ ବୁଲୁଥିବା ଦେଖିବାକୁ ମିଳିଛି । ସେ ତାଙ୍କ ପୁଅ ସହିତ ବିଭିନ୍ନ ପୋଜରେ ଫଟୋ କ୍ଲିକ୍ କରିଥିବା ଦେଖିବାକୁ ମିଳିଛି ।

why Hardik Pandya was denied India T20I captaincy
ଟି-ଟ୍ବେଣ୍ଟି ଟିମ୍‌ର କ୍ୟାପଟେନ୍ କାହିଁକି ହେଲେନି ହାର୍ଦ୍ଦିକ ? କାରଣ କହିଲେ ଅଗରକର...

ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ୍ ଟିମ୍ । ଟି-ଟ୍ବେଣ୍ଟି ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ କାହିଁକି ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାପଟେନ୍ କରାଗଲା, କାରଣ କହିଛନ୍ତି ଅଗରକର।

Ananya pandey hardik pandya dance video viral
Viral Video: ନତାଶାଙ୍କ ସହ ଅଲଗା ହେଉ ହେଉ ଏହି ଅଭିନେତ୍ରୀଙ୍କ ସହ ଜମିଲା ଯୋଡି!

ହାର୍ଦିକ-ନତାଶା ଛାଡପତ୍ର ଆଲୋଚନା ଥମି ନଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅନନ୍ୟା ପାଣ୍ଡେଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେମାନେ ସୋସିଆଲ ମିଡିଆରେ ପରସ୍ପରକୁ ଅନୁସରଣ କରିବା ଆରମ୍ଭ କରିଛନ୍ତି। ଲୋକେ କହୁଛନ୍ତି ଜମୁଛି କେମେଷ୍ଟ୍ରୀ।

Hardik Pandya
ଭାଙ୍ଗିଲା ୪ ବର୍ଷର ବୈବାହିକ ଜୀବନ, ଦାମ୍ପତ୍ୟ ଜୀବନରୁ ଅଲଗା ହେଲେ ହାର୍ଦ୍ଦିକ-ନତାଶା

କିଛି ଦିନ ତଳେ ନତାଶା ନିଜର ଇନଷ୍ଟାଗ୍ରାମ ଆଇଡିରୁ ନିଜ ନାଁରୁ ପାଣ୍ଡ୍ୟା ସରନେମ୍ ହଟାଇବାରୁ ଚର୍ଚ୍ଚା ଆହୁରି ବଢ଼ିଥିଲା ।

T20I Captaincy
ହାର୍ଦ୍ଦିକଙ୍କ ପତ୍ତା କାଟିବେ ସୂର୍ଯ୍ୟକୁମାର; ଏହି କାରଣରୁ କ୍ୟାପ୍‌ଟେନ୍‌ ହେବନି ପାଣ୍ଡ୍ୟା !

ରୋହିତ ଶର୍ମାଙ୍କ ପରେ କିଏ ? ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରୋହିତଙ୍କ ସ୍ଥାନ ନେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏଥିରେ ପଡ଼ିଛି ପୂର୍ଣ୍ଣଛେଦ ! ଜାଣନ୍ତୁ କାହିଁକି...

Hardik Pandya
ଇତିହାସ ରଚିଲେ ପାଣ୍ତ୍ୟା; ଟି-ଟ୍ୱେଣ୍ଟି ଫର୍ମାଟରେ ଏବେ ନଂ ୧ ଅଲରାଉଣ୍ତର

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ଟ୍ରଫି ଜିତିଥିଲା। ଯେଉଁଥିରେ ପ୍ରମୁଖ ଭୂମିକା ରହିଥିଲା ହାର୍ଦ୍ଦିକ ପାଣ୍ତ୍ୟାଙ୍କର।

T20 Captain
ଟି-୨୦ରେ ରୋହିତଙ୍କ ପରେ କିଏ ହେବ କ୍ୟାପଟେନ୍‌, ରେସ୍‌ରେ ଅଛନ୍ତି ଏହି ଖେଳାଳି...

ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏବେ କିଏ ତାଙ୍କ ସ୍ଥାନ ନେବା ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଅର୍ଥାତ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ କିଏ ଧରିବ ଟିମ୍‌ ଇଣ୍ଡିଆର ମଙ୍ଗ ?

Hardik Pandya
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମ୍ପତ୍ତିକୁ ନେଇ ଜୋରଦାର ଚର୍ଚ୍ଚା

ବର୍ତ୍ତମାନ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଜୋରଦାର ଚର୍ଚ୍ଚା। ପତ୍ନୀ ନତାଶାଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ତେବେ ବର୍ତ୍ତମାନ ହାର୍ଦ୍ଦିକଙ୍କ 70% ସମ୍ପତ୍ତି ନତାଶାଙ୍କ ପାଖକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି| ତେବେ ଆସନ୍ତୁ ଜାଣିବା ହାର୍ଦ୍ଦିକଙ୍କ ପାଖରେ କେତେ ସମ୍ପତ୍ତି ରହିଛି।

Hardik Pandya
ମୁମ୍ବାଇରେ ନାହିଁ ନିଜ ଘର, ବିଭିନ୍ନ ସ୍ଥାନରେ ନେଇଛନ୍ତି ଭଡ଼ା.. ଦାମ୍ ଜାଣିଲେ ତାଜୁବ ହେବେ

ଜୋଡ଼ି ଆପାର୍ଟମେଣ୍ଟର ଅର୍ଥ ହେଉଛି ଦୁଇଟି ରେସିଡେନ୍‌ସିଆଲ ୟୁନିଟ୍‌କୁ ଗୋଟିଏ ଭାବେ ମର୍ଜ କରାଯାଇଥିବ । ଡକ୍ୟୁମେଣ୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରୋଜେକ୍ଟ ଲୋଟସ ଏନ୍‌ପାର ରେସିଡେନ୍ସିରେ ଲଗାଇବା ପାଇଁ ଏହି ୩ ଜୋଡ଼ି ଆପାର୍ଟମେଣ୍ଟ ଭଡ଼ାରେ ନେଇଛନ୍ତି ହାର୍ଦ୍ଦିକ ପାଣ୍ଡିଆ ଓ ତାଙ୍କ ଭାଇ କୃଣାଲ ପାଣ୍ଡ୍ୟା ।

Hardik pandya natasa stankovic wedding video viral
Viral Video: ଛାଡପତ୍ର ଚର୍ଚ୍ଚା ଭିତରେ ଭାଇରାଲ୍ ହେଲା ହାର୍ଦ୍ଦିକ ପାଣ୍ଡ୍ୟା-ନତାଶାଙ୍କ ଏମିତି ଭିଡିଓ

ନତାଶାଙ୍କଠାରୁ ଅଲଗା ହେବାର ଖବର ପାଇଁ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ନତାଶାଙ୍କ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରୁ ଇଶାରା ମିଳିଛି ଯେ ଉଭୟଙ୍କ ମଧ୍ୟରେ ନିଶ୍ଚିତ ଭାବେ କିଛି ମତଭେଦ ହୋଇଛି। ଏହାରି ଭିତରେ ୨୦୧୮ରେ ହାର୍ଦ୍ଦିକ ଏବଂ ନତାଶାଙ୍କ ବିବାହର ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

Hardik Pandya
ଅଲଗା ହୋଇଗଲେ କି ହାର୍ଦ୍ଦିକ୍ -ନତାଶା, ସମ୍ମୁଖରେ କାହିଁକି ନଜର ଆସୁନାହାନ୍ତି ଉଭୟେ

ପ୍ରଥମେ ଦଳ ହାରିଲା, ଆଉ ବର୍ତ୍ତମାନ ସ୍ତ୍ରୀ ମଧ୍ୟ ଛାଡ଼ି ଯିବେ । ଟିମ୍ ଇଣ୍ତିଆର ଷ୍ଟାର୍ କ୍ରିକେଟର୍ ହାର୍ଦ୍ଦିକ୍ ପାଣ୍ତ୍ୟାଙ୍କ ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି ।