• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Criminals

ଅପରାଧୀଙ୍କ ଆଖିରେ ଢାଳୁଥିଲେ ଏସିଡ
Crime Story: ଭାରତର ଅପରାଧ ଦୁନିଆର କଳା ଇତିହାସ, ଅପରାଧୀଙ୍କ ଆଖିରେ ଢାଳୁଥିଲେ ଏସିଡ୍

୧୯୭୯ ଆରମ୍ଭରୁ ଭାଗଲପୁରରେ ଅପରାଧୀଙ୍କୁ ସାବାଡ଼ କରିବାକୁ ଋଣନୀତି ପ୍ରସ୍ତୁତ ହୋଇଥିଲା। ଗିରଫ ପରେ ଯେହେତୁ ଅପରାଧୀମାନେ ସାକ୍ଷୀ ଅଭାବରୁ ଖସିଯାଉଛନ୍ତି, ସେଥିପାଇଁ ଏମାନଙ୍କୁ ସାବାଡ଼ କରିବାକୁ ସେ ସମୟରେ ପୁଲିସ ଯେଉଁ ନିଷ୍ପତ୍ତି ନେଇଥିଲା, ଏକଥା ଶୁଣିଲେ ଦେହ ଶୀତେଇଯିବ। ଏକ ଅଜଣା ଭୟରେ ଛାତି ଥରିଉଠିବ।

Previous BJD Govt Shielded Criminals
Previous BJD Govt Shielded Criminals: BJDକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ; କହିଲେ-'ପୋଲିସକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିଲା ପୂର୍ବ ସରକାର'

କଟକରେ ପୂର୍ବ ସରକାରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶା ହାବିଲଦାର କନଷ୍ଟେବଲ୍ ସିପାହୀ ମହାସଂଘ ବାର୍ଷିକ ଉତ୍ସବରେ ଟାର୍ଗେଟ୍ ।

Online Gaming
Online Gaming: ଯୁବପୀଢ଼ିଙ୍କୁ ବିଗାଡୁଛି ଅଙ୍ଗୁଳି ଟିପରେ ରୋଜଗାର ନିଶା; ଅନଲାଇନ ଗେମ୍ ଖେଳି ହେଉଛନ୍ତି ସର୍ବସ୍ବାନ୍ତ

ଅନଲାଇନ ଗେମରେ ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ କରୁଛନ୍ତି ଯୁବପୀଢ଼ି । ଧାର କରଜ ଶୁଝିବା ପାଇଁ କିଏ କରୁଛନ୍ତି ବ୍ୟାଙ୍କ ଡକାୟତି ତ ଆଉ କିଏ କରୁଛନ୍ତି ଛିନତାଇ ।

Online Gaming Addiction Turning Youth Into Criminals
ଅନଲାଇନ ଗେମ୍‌ରୁ ଅପରାଧୀ ପାଳଟିଯାଉଛନ୍ତି ଯୁବପିଢ଼ି

ଆମେ ତଦନ୍ତ କରୁଥିବା ଅଧିକାଂଶ ମାମଲାରେ ସଂପୃକ୍ତ ଯୁବପିଢ଼ି। ସେମାନଙ୍କ ଭିତରୁ ଅଧିକାଂଶ ଅନଲାଇନ୍‌ ଗେମ୍‌ ଖେଳି ଲକ୍ଷ ଲକ୍ଷ ଟଙ୍କା ହାରି ଯାଉଛନ୍ତି । ତା’ ପରେ ପାଳଟିଯାଉଛନ୍ତି ଅପରାଧୀ । ଏମିତି କହିଛନ୍ତି ଉତ୍ତରାଂଚଳ ଆଇ.ଜି ହିମାଂଶୁ ଲାଲ।

Online Gaming Addiction Turning Youth Into Criminals
Online Gaming: ଆଇ.ଜିଙ୍କ ବଡ଼ ବୟାନ: ଅନଲାଇନ ଗେମ୍‌ରୁ ଅପରାଧୀ ପାଲଟିଯାଉଛନ୍ତି ଯୁବପିଢ଼ି !

ଆମେ ତଦନ୍ତ କରୁଥିବା ଅଧିକାଂଶ ମାମଲାରେ ସଂପୃକ୍ତ ଯୁବପିଢ଼ି। ସେମାନଙ୍କ ଭିତରୁ ଅଧିକାଂଶ ଅନଲାଇନ୍‌ ଗେମ୍‌ ଖେଳି ଲକ୍ଷ ଲକ୍ଷ ଟଙ୍କା ହାରି ଯାଉଛନ୍ତି । ତା’ ପରେ ପାଲଟିଯାଉଛନ୍ତି ଅପରାଧୀ । ଏମିତି କହିଛନ୍ତି ଉତ୍ତରାଂଚଳ ଆଇ.ଜି ହିମାଂଶୁ ଲାଲ।

Uttarakhand Police
ପୋଲିସ୍ ଦେଖାଇଲା ଅପରାଧୀର ଔକାତ୍! ଧରିବାକୁ ଘୋଷଣା କଲା ଏତିକି ଟଙ୍କା

ଅପରାଧୀଙ୍କ ଔକାତ୍ କେତେ .. ଏହା ସୂଚାଇବାକୁ ଯାଇ ପୋଲିସ ନେଇଛି ଅଭିନବ ପଦକ୍ଷେପ । ତିନି ଜଣ ଅପରାଧୀଙ୍କୁ ଧରାଇବାକୁ ପୋଲିସ ଘୋଷଣା କରିଛି ପୁରସ୍କାର ରାଶି ।

Crime
ଦାଗୀଙ୍କୁ ପାର୍ବଣ ମନା, ତଡ଼ିପାର ହେବେ ହାର୍ଡକୋର୍ ଅପରାଧୀ

ଚଳିତବର୍ଷ ପୂଜା ହେବ କ୍ରାଇମ ଫ୍ରି । ପାର୍ବଣ ପୂର୍ବରୁ ହାର୍ଡକୋର୍ ଅପରାଧୀଙ୍କୁ ସହରରୁ ତଡ଼ିପାର୍ ପାଇଁ କମିଶନରେଟ ପୋଲିସର ଯୋଜନା।

Mobile Inside Jail
ପାର୍ବଣରେ ଅପରାଧ ଭିଆଇବାକୁ ହେଉଛି କି ଯୋଜନା ?

ଜେଲ୍ ସୁରକ୍ଷାର ଚାରି କାନ୍ଥ ଭିତରେ ରହି ପାର୍ବଣ ପୂର୍ବରୁ ଅପରାଧ ଭିଆଇବାକୁ ଗୋଟି ଚଳାଇଲେଣି କି ଅପରାଧୀ ? ଜେଲ୍ ଭିତରୁ ନିଶା ସାମ୍ରାଜ୍ୟର ନେଟୱର୍କ ଗଢ଼ିବାକୁ ବିଚାରାଧୀନ ବନ୍ଦୀ ତିଆରି କରୁଛନ୍ତି କି ବ୍ଲୁ ପ୍ରିଣ୍ଟ୍? ଗୋଟିଏ କି ଯୋଡ଼ିଏ ନୁହଁ, ଦୁର୍ଦ୍ଦାନ୍ତ କ୍ରିମିନାଲ୍ ରହୁଥିବା ଅନେକ ଜେଲରୁ ମିଳିଲାଣି ବହୁ ନିଷିଦ୍ଧ ସାମଗ୍ରୀ। ଉଦବେଗର କଥା ହେଉଛି, ଡି’ବ୍ରଦର୍ସ ଗ୍ୟାଙ୍ଗ ମୁଖିଆ ସୁଶାନ୍ତ ଧଳସାମନ୍ତ ରହୁଥିବା ବଲାଙ୍ଗିର ଜେଲର ସେଲ୍ ରୁ ମିଳିଛି ସ୍ମାର୍ଟଫୋନ୍। ଏହି ଘଟଣା ପରେ ଜେଲ୍ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ଦାୟିତ୍ବ ସହ ସେମାନଙ୍କ ଭୂମିକାକୁ ନେଇଛି ଉଠିଛି ପ୍ରଶ୍ନ।..

Crime GPT
Crime GPT: ପୋଲିସର ବଡ଼ ପଦେକ୍ଷପ; ଅପରାଧୀଙ୍କୁ ଶୀଘ୍ର ଧରିବ କ୍ରାଇମ୍‌ ଜିପିଟି...

ଅପରାଧୀଙ୍କୁ ଧରିବା ପାଇଁ ପୋଲିସର ବଡ଼ ପଦେକ୍ଷପ । ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ, ଏଣିକି ଧରିବ କ୍ରାଇମ୍‌ ଜିପିଟି । 

encounter
୨ ଅପରାଧୀଙ୍କୁ ଏନ୍‌କାଉଣ୍ଟର, ବଡ଼ ଧରଣର ଲୁଟ୍‌ ମାମଲାରେ ସମ୍ପୃକ୍ତ ଥିଲେ

ପୋଲିସ୍‌ ଏନ୍‌କାଉଣ୍ଟରରେ ୨ ଅପରାଧୀ ଆହତ। ATMରୁ ୨୯ ଲକ୍ଷ ଲୁଟ୍ ଘଟଣାରେ ପୋଲିସ୍‌ର ଚଢାଉ ବେଳେ ଏହି ୨ ଅପରାଧୀଙ୍କ ସହ ମୁହାଁମୁହିଁ ହୋଇଥିଲା। ଏମାନଙ୍କ ପାଖରୁ ମାଗାଜିନ୍ ଓ ବହୁ ମାରଣାସ୍ତ୍ର ଜବତ ହୋଇଛି ।

One More Viral Video Of KBN Group
ରାଜଧାନୀ ରାତିରେ KBN ଗ୍ରୁପର ଆତଙ୍କ...ଫାଙ୍କାରେ କରୁଛନ୍ତି ଗୁଳିଚାଲଣା

ରାଜଧାନୀରେ ମାତିଛନ୍ତି କେବିଏନ୍ ଗ୍ରୁପ୍ । ନା କାହାକୁ ଅଛି ଡର, ନା କାହା ପ୍ରତି ଭୟ । ହାତରେ ମାଉଜର୍, ଆଉ ଫାଏର ହେଉଛି ଗୋଟିଏ ପରେ ଗୋଟିଏ ରାଉଣ୍ଡ ଗୁଳି । ଘଟଣା ସମୟର ଭିଡିଓ ଏବେ ଭାଇରାଲ୍ ହୋଇଛି । ଶୁଣନ୍ତୁ ଏହାର ପୁରା ଘଟଣା

crime
ରାଜଧାନୀରେ ଉତୁପାତିଆଙ୍କ ଆତଙ୍କ : KBN ଗ୍ରୁପର ଭିଡିଓ ପୁଣି ଭାଇରାଲ୍, ମାଉଜର୍ ଧରି ଫାଙ୍କାରେ ଗୁଳିଚାଳନା କରୁଛନ୍ତି ଯୁବକ

ରାଜଧାନୀ ଛାତିରେ ଆତଙ୍କ ମଚାଇଛନ୍ତି କେବିଏନ୍ ଗ୍ରୁପ୍ । ବେଫିକର୍...ନା କାହାକୁ ଅଛି ଡର, ନା କାହା ପ୍ରତି ଭୟ ।

Dreaded Criminal Rakesh Das Nabbed After Police Encounter In Cuttack
ରାକା ନିକଟରୁ ଗୋଟେ ବନ୍ଧୁକ ୩ ଟି ଗୁଳି ଜବତ

ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ୍ ରାକେଶ ଦାସକୁ କାବୁ କରିଛି ପୋଲିସ୍। ଧରିବାକୁ ଉଦ୍ୟମ ବେଳେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ରାକା..