ରାଜନାଥ କହିଛନ୍ତି ଯେ, ସେତେବେଳେ ଆତଙ୍କବାଦ, ନକ୍ସଲବାଦ ଓ ଆତଙ୍କ ସବୁବେଳେ ଲାଗି ରହିଥିଲା । ଆଜି ଆତଙ୍କବାଦ କେଉଁଠି ରହିଛି, ଆପଣମାନେ ଜାଣିଛନ୍ତି । ପୁଲୱାମା ଘଟଣା ପରେ ମୁହଁତୋଡ଼ ଜବାବ ଦିଆଯାଇଛି ।
୩୨ ବର୍ଷୀୟ ମହିଳା କାହିଁକି ଏପରି କଲେ ତାହା ଜଣାପଡ଼ିନାହିଁ । ପାରିବାରିକ କଳହ ନା ଅନ୍ୟ କେଉଁ କାରଣରୁ ମହିଳା ଜଣକ ଏତେ ବଡ଼ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ ।
ସ୍ଥାୟୀ ମେକ୍ଅପ’ର ଲୋକପ୍ରିୟତା ବଢୁଛି। ସୌନ୍ଦର୍ଯ୍ୟକୁ ଭଲ ପାଉଥିବା ଅନେକ ବ୍ୟକ୍ତିଙ୍କ ପାଇଁ ଏହା ଏକ ପସନ୍ଦଯୋଗ୍ୟ ବିକଳ୍ପ ପାଲଟିଗଲାଣି। ସମସ୍ତେ ସକାଳେ ଉଠୁ ଉଠୁ ଗୋଲାପୀ ଏବଂ ସତେଜ ଦେଖାଯିବାକୁ ଚାହୁଁଛନ୍ତି ଯେପରି ସେମାନେ ଏବେ ଏବେ ସେଲୁନ୍ରୁ ବାହାରିଛନ୍ତି ଆଉ ପୂରା ନିଜକୁ ସଜ କରିଛନ୍ତି।
ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଭୁଲ ଖାଦ୍ୟ ଅଭ୍ୟାସ ଯୋଗୁଁ ଲୋକମାନେ କିଡ୍ନୀ ରୋଗର ଶିକାର ହେଉଛନ୍ତି। ତେବେ ଡାକ୍ତରଙ୍କ କହିବାନୁସାରେ, ଯଦି ଏହି ରୋଗ ଠିକ୍ ସମୟରେ ଚିହ୍ନଟ ହୁଏ ଏବଂ ଏହାର ଚିକିତ୍ସା ଆରମ୍ଭ ହୁଏ, ତେବେ ରୋଗୀର ଜୀବନ ଦୀର୍ଘାୟୁ ହୋଇପାରେ।
ଦୀର୍ଘ ୬ ବର୍ଷ ପରେ ଦୁନିଆର ସବୁଠାରୁ ଡେଙ୍ଗା ଓ ସବୁଠାରୁ ଗେଡା ବ୍ୟକ୍ତି କାଲିଫର୍ନିଆରେ ଏକାଠି ହୋଇଛନ୍ତି ଆଉ ଜଳଖିଆ କରିଛନ୍ତି। ତୁର୍କୀର ସୁଲତାନ କୋସେନ୍ ଏବଂ ଭାରତର ଜ୍ୟୋତି ଆମ୍ଜେଙ୍କ ମଧ୍ୟରେ ଉଚ୍ଚତାରେ ୬ ଫୁଟର ପାର୍ଥକ୍ୟ ରହିଛି।
ବିଶାଳ ଆନାକୋଣ୍ଡାର ଓଜନ ୨ କ୍ୱିଣ୍ଟାଲ୍ ରହିଛି । ଯାହା ଭାବିଲେ ମଧ୍ୟ ଆପଣଙ୍କୁ ଭୟ ଲଗିବ । କାରଣ ୨୬ ଫୁଟ୍ ଲମ୍ବ ସହ ୨ କ୍ୱିଣ୍ଟାଲ୍ ଓଜନର ଆନାକୋଣ୍ଡା କେତେ ଯେ ବଡ଼ ଆପଣ ଅନୁମାନ କରିପାରୁଥିବେ ।
ଛଅ ମୋହଲା କୋଠାରୁ ଡେଇଁ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ବିଏସସି ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିବାବେଳେ ଗତ ଶନିବାର ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ।
ଛାତ୍ର ଜଣକ ଏଥିପାଇଁ ମାସିକ ପ୍ରାୟ ୧୨୦୦ ଡଲାର୍ ଖର୍ଚ୍ଚ କରିଥା’ନ୍ତି । ଯାହା କି ଭାରତୀୟ ଟଙ୍କାରେ ୯୯ ହଜାର ୬୩୧ ଟଙ୍କା । ହେଲେ ସେଠାରେ ସେ ଏକ ଆପାର୍ଟମେଣ୍ଟ ଘରଭଡ଼ା ନେବାକୁ ହେଲେ ତାଙ୍କୁ ପ୍ରାୟ ୨୧ଶହ ଡଲାର ଖର୍ଚ୍ଚ କରିବାକୁ ହେବ ।
ଗତ ଜାନୁଆରୀ ୧୮ ରେ ନୋଏଡା ପ୍ରାଧିକରଣ କାର୍ଯ୍ୟାଳୟରେ ତାଲା ପକାଇବା ପାଇଁ ପ୍ରାୟ ୭୪୬ କୃଷକ ଯାଇଥିଲେ । ବର୍ତ୍ତମାନ ସେ ସମସ୍ତ କୃଷକଙ୍କ ବିରୋଧରେ FIR ଦାଖଲ କରାଯାଇଛି ।
ଯାହାର ଦେଖାରଖା କରୁଥିଲେ, ସେ ହିଁ ନେଇଗଲା ପ୍ରାଣ । ଦିନେ ସେଇ ସିଂହର ସେ ଅତି ପ୍ରିୟ ଥିଲେ, ଖାଇବାକୁ ଦେଉଥିଲେ ତା’ର ଯତ୍ନ ନେଉଥିଲେ । ଶେଷରେ ସେ ହିଁ ସାଜିଲା କାଳ । ଖାଇବାକୁ ଦେବା ସମୟରେ କଲା ଆକ୍ରମଣ, ଚାଲିଗଲା ପ୍ରାଣ ।
କଥାଟା ଆପଣଙ୍କୁ ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଏପରି ଏକ ଅବିଶ୍ୱସନୀୟ କଥା ନିକଟରେ ସାମ୍ନାକୁ ଆସିଛି । ଅଫ୍ ଗ୍ରୀଡ୍ ଦ୍ୱୀପପୁଞ୍ଜରେ ଏହି ଘଟଣା ଘଟିଛି ।
ଏବେବି ସଚିନଙ୍କ ଲୋକପ୍ରିୟତା କମିନି। ପୂର୍ବଭଳି ସେ ଲୋକଙ୍କ ହୃଦୟରେ ଅଛନ୍ତି। ସଚିନଙ୍କୁ ଟିକିଏ ଦେଖିବା ପାଇଁ ସମସ୍ତେ ଉତ୍ସାହିତ ଥାଆନ୍ତି।
କିଛି ଦିନ ପୂର୍ବରୁ ଅଜୟ ଦେବଗନଙ୍କ 'ଶୈତାନ'ର ଟିଜର୍ ଲଞ୍ଚ କରାଯାଇଥିଲା, ଯାହାକୁ ବହୁତ ପସନ୍ଦ କରାଯାଇଥିଲା। ବର୍ତ୍ତମାନ ଅଜୟ ଦେବଗନ୍ 'ଶୈତାନ'ର ଟ୍ରେଲର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଏହା ସହିତ ସେ ଫିଲ୍ମର ସର୍ବଶେଷ ପୋଷ୍ଟରର ଝଲକ ମଧ୍ୟ ଦେଖାଇଛନ୍ତି।
ହସ୍ପିଟାଲରେ ଆବଶ୍ୟକ ବେଡ୍ ନଥିଲା। ତେଣୁ ହସ୍ପିଟାଲ ବାହାରେ ଥିବା ରାସ୍ତାରେ ସମସ୍ତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। ରୋଗୀଙ୍କୁ ଦିଆଯାଇଥିବା ସାଲାଇନକୁ ଗଛରେ ଟଙ୍ଗା ଯାଇଥିଲା।
ଆଜିକାଲି ସ୍କୁଲ ଯାଉଥିବା ଅଧିକାଂଶ ପିଲା ଚଷମା ବ୍ୟବହାର କରୁଛନ୍ତି। ଯଦି ଆପଣ ନିଜର ପିଲାମାନଙ୍କର ଦୁର୍ବଳ ଦୃଷ୍ଟିଶକ୍ତିକୁ ଠିକ୍ କରିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କ ଜୀବନଶୈଳୀରେ କିଛି ପରିବର୍ତ୍ତନ କରି ସେମାନଙ୍କ ଆଖିକୁ ସୁସ୍ଥ ରଖିପାରିବେ।
ମନୋଜ ତିୱାରୀ ଦାବି କରିଛନ୍ତି ଯେ, ଯଦି ସେ କୋଲକାତା ନାଇଟ୍ ରାଇଡର୍ସର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀରଙ୍କ ସହ ଝଗଡ଼ା ନ କରିଥାନ୍ତେ ତେବେ ତାଙ୍କୁ ଅଧିକ ଫାଇଦା ମିଳିଥାଆନ୍ତା ।
ଯେଉଁମାନେ ଏୟାରପୋର୍ଟରେ ନିଜର କ୍ୟାରିୟର କରିବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(AAI) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ପୂରଣ ହେବ ୪୯୦ ପଦଦୀ।
୨୦ ଫେବୃଆରୀ ମଙ୍ଗଳବାର ଦିନ ଦାଦାସାହେବ ଫାଲ୍କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୪ ଅନୁଷ୍ଠିତ ହୋଇଥିଲା। ଏହି ପୁରସ୍କାର ମହୋତ୍ସବରେ ଶାହରୁଖ ଖାନ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି। ଶାହରୁଖ ଖାନଙ୍କୁ ତାଙ୍କ ଚଳଚ୍ଚିତ୍ର ‘ଜବାନ’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଛି।
ଦିଲ୍ଲୀର ଫୁଟପାଥରେ ପଢ଼ନ୍ତି ପାଠ । ଏଥି ସହ ଘର ସମ୍ଭାଳିବା ପାଇଁ କାମ ମଧ୍ୟ କରନ୍ତି । ବୟସ ବହୁତ କମ । କିନ୍ତୁ ପାଠ ପଢ଼ିବାର ଅଦମ୍ୟ ଇଚ୍ଛା ତାଙ୍କୁ ଜୀବନ ସଂଘର୍ଷରୁ ହଟାଇ ପାରିନି ।
ସେ କହିଥିଲେ, 'ସଫଳତା ପାଇଁ କଠିନ ପରିଶ୍ରମ ଏବଂ ଦୟା କେତେ ଗୁରୁତ୍ୱପୂର୍ଣ୍ଣ ତାହା ମୁଁ ପ୍ରାୟ ୭୦ ବର୍ଷ ପୂର୍ବେ ଶିଖିଥିଲି । କର୍ମଚାରୀ ଓ ମାଲିକଙ୍କ ଭିତରେ ଥିବା ପାର୍ଥକ୍ୟ ଦୂର ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ।
୫ ବର୍ଷରୁ କମ୍ ବର୍ଗର ପିଲାମାନଙ୍କ ପାଇଁ ଯେଉଁ ଆଧାର କାର୍ଡ ଆବେଦନ କରାଯାଇଥାଏ, ତାହାର ରଙ୍ଗ ବ୍ଲୁ ହୋଇଥାଏ। ଏହାକୁ ସାଧାରଣରେ ବାଲ ଆଧାର ମଧ୍ୟ କୁହାଯାଏ।
୧୯୩୨ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅମିନ ସାୟାନି ୬୦ ବର୍ଷ ଧରି ରେଡିଓରେ ସଂପୃକ୍ତ ଥିଲେ। ସେ ୫୦ ହଜାରରୁ ଅଧିକ ରେଡିଓ ପ୍ରୋଗ୍ରାମର ପ୍ରଡ୍ୟୁସର ଓ ଉପସ୍ଥାପକ ଥିଲେ।
ଅଟୋରେ ପ୍ରାୟ ୧୫ଯାତ୍ରୀ ଥିବା ବେଳେ ଘଟଣାସ୍ଥଳରେ ୯ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ବହୁ ଯାତ୍ରୀ ଟ୍ରକ୍ ଚକା ତଳେ ଚାପି ହୋଇ ଯାଇଥିଲେ। ଆଉ କିଛି ଛିଟିକି ରାସ୍ତା ଉପରେ ପଡ଼ିଥିଲେ।
ବରିଷ୍ଠ ଓକିଲ ନରିମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଅତିରିକ୍ତ ସଲିସିଟର ଜେନେରାଲ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କୁ ଜାନୁଆରୀ ୧୯୯୧ରେ ପଦ୍ମ ଭୂଷଣ ଏବଂ ୨୦୦୭ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଏଗ୍ରିମେଣ୍ଟ ଅନୁସାରେ, ନୂଆ ସରକାରରେ ପିଏମଏଲ-ଏନ୍ ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ।