ପୋଷ୍ଟ ବଢାଇଲା ଚର୍ଚ୍ଚା । ଆଜି ବିଜେପିରେ ମିଶି ପାରନ୍ତି କଂଗ୍ରେସର ଭେଟେରାନ୍ ନେତା । ଯାହା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିପାରେ ବଡ଼ ଝଟକା ।
ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଅଭିନେତ୍ରୀ ମୃତ୍ୟୁରୁ ରକ୍ଷା ପାଇଛନ୍ତି। ଜଣେ ଅଭିନେତ୍ରୀ ବିମାନ ଭିତରୁ ଏକ ଫଟୋ ଶେୟାର କରି କହିଥିଲେ ଯେ ସେ ମୃତ୍ୟୁରୁ ରକ୍ଷା ପାଇଛନ୍ତି। ବିମାନଟି ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା କିନ୍ତୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା।
ଆରମ୍ଭ ହୋଇଯାଇଛି ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଗତକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଏହି ଅଧିବେଶନ । ବୈଠକ ଦୁଇଟି ପର୍ଯ୍ୟାୟରେ ହେଉଥିବା ବେଳେ ଗୋଟିଏ ନ୍ୟାସନାଲ କନଭେନସନ ଓ ଅନ୍ୟଟି ନ୍ୟାସନାଲ କାଉନସିଲ ନାମରେ ହେଉଛି ।
ଆରମ୍ଭ ହୋଇଯାଇଛି ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଗତକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଏହି ଅଧିବେଶନ ।
ଯେଉଁମାନେ ରେଳବାଇରେ ନିଜର କ୍ୟାରିୟର କରିବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ରେଳବାଇ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଟେକ୍ନିସିଆନ ଓ ସିଗ୍ନାଲ୍ ପଦବୀ ପୂରଣ ହେବ।
ରାଜକୋଟ୍ରେ ଟିମ୍ ଇଣ୍ତିଆର ଧମାକା। ଦମଦାର ବ୍ୟାଟିଂ ବଳରେ ଇଂଲଣ୍ତ ଆଗରେ ଠିଆ କରିଛି ବିଶାଳ ସ୍କୋର।
ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ନାଁ ସନ୍ନି ଲିଓନି ବୋଲି ଲେଖାଯାଇଛି । ଖାଲି ସେତିକି ନୁହେଁ ଆଡ୍ମିଟ୍ କାର୍ଡରେ ସନ୍ନି ଲିଓନିଙ୍କର ଫଟୋ ମଧ୍ୟ ଲାଗିଛି ।
ରାଜସ୍ଥାନର ଅଜମେରରେ ୨୧ ବର୍ଷ ବୟସରେ ଆଧ୍ୟାତ୍ମିକତା ପାଇଁ ସାଂସାରିକ ଜୀବନ ପରିତ୍ୟାଗ କରିଥିଲେ।
ଭାରତୀୟ ବାୟୁସେନାର ବାୟୁଶକ୍ତି-୨୪ ଏକ୍ସରସାଇଜ୍ । ବାୟୁସେନାର ୧୨୦ ଯୁଦ୍ଧ ବିମାନ ଅଭ୍ୟାସରେ ସାମିଲ ।
ଅଡୁଆରେ ପେଟିଏମ୍, ଚିନ୍ତାରେ ଜନସାଧାରଣ । କେବେ ପର୍ଯ୍ୟନ୍ତ କାମ କରିବ ପେଟିଏମ୍ ଫାସ୍ଟ୍ୟାଗ୍ ? କେମିତି ବନ୍ଦ କରିବେ ? ଜାଣନ୍ତୁ...
Meta CEO: ଫେସ୍ବୁକ୍ ମାଲିକଙ୍କର ଦିନ କେମିତି ଆରମ୍ଭ ହୁଏ ? ମେଟା ସିଇଓ ମାର୍କ ଜୁକରବର୍ଗ ତାଙ୍କର ଦୌନନ୍ଦିନ କାର୍ଯ୍ୟକୁ ପ୍ରକାଶ କରିଛନ୍ତି । ସକାଳୁ ଉଠି କରନ୍ତି ଏହି କାମ...
ମଣିଷ ନୁହେଁ ରାକ୍ଷାସ ! ନିଷ୍ଠୁରତାର ଶେଷ ସୀମା । ଏମିତି ଘଟଣା ଆପଣ ବି ଶୁଣିଲେ ଆପଣଙ୍କ ଛାତିଧରି ଉଠିବ । ଗର୍ଭବତୀଙ୍କୁ ଦୁଷ୍କର୍ମ ପରେ ପେଟ୍ରୋଲ ଢାଳି ଜାଳିଦେଲେ...
ଫିଲ୍ମ ‘ଦଙ୍ଗଲ’ ରେ ବବିତା ଫୋଗଟ୍ ଭୂମିକାରେ ଦମଦାର ଅଭିନୟ କରି ଚର୍ଚ୍ଚାରେ ଥିଲେ। ତେବେ ୧୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି।
କଂଗ୍ରେସ ଛାଡ଼ିପାରନ୍ତି ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ସେ ତାଙ୍କ ପୁଅ ନକୁଲନାଥ ବିଜେପିରେ ଯୋଗ ଦେବା ନେଇ ଏବେ ଲାଗିରହିଛି ଚର୍ଚ୍ଚା।
Cotton Candy Banned: ସରକାରଙ୍କ ବଡ଼ ନିଷ୍ପତ୍ତି । ବ୍ୟାନ୍ ହେଲା ବମ୍ବେଇ ଲଡୁ । ଆଉ ବଜାରରେ ମିଳିବନି ବମ୍ବେଇ ଲଡୁ । ସ୍ୱାସ୍ଥ୍ୟ ପାଇଁ ହାନୀକାରକ ବମ୍ବେଇ ଲଡୁ...
କବିତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଗଭୀର ଶୋକପ୍ରକାଶ କରିଛନ୍ତି ଅଭିନେତା ଶେଖର କାପୁର।
ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ୯ ଜଣଙ୍କ ମଧ୍ୟରୁ ୫ ଜଣ ମହିଳା ରହିଛନ୍ତି।
ଲୋକମାନେ ଯାହା କଲେ ବି ଟ୍ରୋଲ କରିବେ। ଏହା ଅତି ସାଧାରଣ କଥା। ଏଥିରେ କ’ଣ ଅସୁବିଧା ଅଛି?
ସୋଲେ, କୁଲି, ଦିବାର, ଅଗ୍ନିପଥ ଭଳି ଆକ୍ସନ୍ ପ୍ୟାକ୍ ଦେଇଥିବା ଅମିତାଭ୍ ‘ସିଲସିଲା’ ଭଳି ରୋମାଣ୍ଟିକ୍ ଫିଲ୍ମରେ ବି ଅଭିନୟ କରିଛନ୍ତି।
ସମସ୍ତ ମୃତକ ଗୁଜରାଟର କଚ୍ଛ ଅଞ୍ଚଳର ଗୋଟିଏ ପରିବାରର ଏବଂ ସମସ୍ତେ ଡାକ୍ତର । ସେମାନେ ଏକ ଟ୍ରିପରେ ଜମ୍ମୁ-କାଶ୍ମୀର ଯାଇ ପେରୁଥିଲେ।
ଶନିବାର ଦିନ ୧୧.୫୨ ମିନିଟ୍ରେ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୮ଟି ବଗି ଟ୍ରାକରୁ ଲାଇନଚ୍ୟୁତ୍ ହୋଇଛି।
ରେଲୱେ ଟ୍ରାକରେ ପଡିଥିବା ମୃତଦେହ ମଧ୍ୟରେ ଗୋଟିଏ ଆଠ ମାସର ଶିଶୁ ଓ ଗୋଟିଏ ଅଢେଇ ବର୍ଷ ଝିଅର ମୃତଦେହ ଅଛି ।
ଏକ ଏନଜିଓ ଏନେଇ ଅଭିଯୋଗ ଆଣିବା ପରେ ପୋଲିସ ଏହି ଘଟଣା ବିଷୟରେ ଅବଗତ ହୋଇଥିଲା। ଅଂଗ ତସ୍କରୀ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।
ମାତୃଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ପଦକ୍ଷେପ କେବଳ ବହୁଭାଷୀ ଶିକ୍ଷାକୁ ଉତ୍ସାହିତ କରିବା ନୁହେଁ ବରଂ ବୁଝାମଣା ଏବଂ ସଂଳାପ ଉପରେ ଆଧାର କରି ଏକତା ପ୍ରଦର୍ଶନ କରିବାକୁ ବିଶ୍ୱକୁ ଉତ୍ସାହିତ କରିବା। ଆସନ୍ତୁ ଜାଣିବା ଭାଷାକୁ ଆଗକୁ ନେବାର ପ୍ରମୁଖ ଉପାୟ।
ମାତୃଭାଷା ଆମକୁ ଜାତୀୟତା ସହିତ ଯୋଡିଥାଏ ଏବଂ ଦେଶପ୍ରେମର ଭାବନାକୁ ମଧ୍ୟ ଜାଗ୍ରତ କରିଥାଏ। ମାତୃଭାଷା ହେଉଛି ଯେକୌଣସି ବ୍ୟକ୍ତିର ଶବ୍ଦ ଏବଂ ଯୋଗାଯୋଗର ଦକ୍ଷତା। ଜଣେ ଦକ୍ଷ ଯୋଗାଯୋଗକାରୀ ନିଜ ମାତୃଭାଷା ପ୍ରତି ଖୁବ ସମ୍ବେଦନଶୀଳ ହୋଇଥାନ୍ତି।