ଦିନ ଯେତେ ଗଡୁଛି ପ୍ରତିବାଦ ସେତେ ବଢୁଛି । ନ୍ୟାୟ ଦାବିରେ କି ଦିନ କି ରାତି ପ୍ରତିବାଦ ଦିନକୁ ଦିନ ବ୍ୟାପକ ହେଉଛି । କୋଲକାତା ଆରଜି କର ମେଡିକାଲ କାଣ୍ଡର ଅଭିଯୁକ୍ତକୁ କଠୋରରୁ କଠୋର ଶାସ୍ତି ଏବଂ ପୀଡିତାଙ୍କୁ ନ୍ୟାୟ ଦାବିରେ କୋଲକାତା ରାଜରାସ୍ତାରେ ଅଭୟା ପାଇଁ ନ୍ୟାୟ ଯାତ୍ରା କରାଯାଇଛି ।
ସିସିଟିଭି ଫୁଟେଜରୁ ସାମନାକୁ ଆସିଲା ରାଜକୋଟ ଟିଆରପି ଗେମିଂ ଜୋନରେ ଅଗ୍ନିକାଣ୍ଡର କାରଣ । ଏକ୍ସଟେନସନ ଏରିଆରେ ବିଲଡିଂ କାରଣରୁ ନିଆଁ ଲାଗିଥିବା ସୂଚନା ।
ରାଜସ୍ଥାନରେ ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର। ଠାକୁରଙ୍କ ଟଙ୍କା ସୁନାଗହଣା ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି। ଚୋରି ପୂର୍ବରୁ କରୁଛନ୍ତି ପ୍ରାର୍ଥନା। ଆଉ ତା’ପରେ ବୁଲାଉଛନ୍ତି କଳାକନା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କାର୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।
ଜାକ୍ତର ଜଣକ ମେଡିକାଲ ପରିସରରେ ଉଲଗ୍ନ ହୋଇ ବୁଲିବା ସହ ବୁଲି ବୁଲି ପରିଶ୍ରା କରୁଛନ୍ତି। ବାଥରୁମ୍ ଡୋର୍ ଖୋଲା ଥିବା ସତ୍ତ୍ୱେ ସେ ହାତରେ ଏକ କପଡ଼ା ଧରି ଉଲଗ୍ନ ହୋଇ ବୁଲୁଛନ୍ତି।
ହରଦୀପ ସିଂହଙ୍କୁ ହତ୍ୟା କରିବା ପୂର୍ବରୁ ଆକ୍ରମଣକାରୀମାନେ ପ୍ରଥମେ ତାଙ୍କ କାର୍କୁ ପିଛା କରିଥିଲେ। ଏହାପରେ ହରଦୀପଙ୍କ ଗାଡିକୁ ଓଭରଟେକ୍ କରି ଅଟକାଇଥିଲେ।
ଲୁଟ୍ କରି ଜଣେ ସନ୍ଦିଗ୍ଧ ଖସି ପଳାଉଥିବାର ଚିତ୍ର ସିସିଟିଭିରେ କଏଦ୍ । ଖୋଳତାଡ଼ କରୁଛି ବଳିଆପଣ୍ଡା ଥାନା ପୋଲିସ ।
ରାଜଧାନୀରେ ଏବେ ପ୍ରତ୍ୟେକ ଦିନ ଚୋରି ଓ ଲୁଟ୍ ଘଟଣା ନଜରକୁ ଆସୁଛି। ଝାରପଡ଼ାର ଜଗନ୍ନାଥ ନଗରରେ ଘରେ କାମ କରୁଥିବା ଜଣେ ମେଡ୍ ଦ୍ୱାରା ଆଲାମିରାରୁ ଟଙ୍କା ଚୋରି ଘଟଣା ସିସିଟିଭିରେ କଏଦ୍ ହେବା ପରେ ବଢ଼ିଛି ଚିନ୍ତା।
ବିରୋଧୀ ନୁହେଁ ଶାସକ ଦଳ ନେତା ଖୋଲିଦେଲେ ତହସିଲ ଅଫିସ୍ର ଗୁମର । ସିଧାସିଧା କହିଲେ ତଳିଆଠୁ ଉପର...ବିନା ଲାଞ୍ଚିରେ ଅଫିସ୍ରେ ହଲୁନି ପତ୍ର । ଆଉ ତହସିଲଦାର କହୁଛନ୍ତି ତୁମ କ୍ୟାମେରାକୁ ମୋର ବିଶ୍ୱାସ ନାହିଁ, ସିସିଟିଭି ଦେଖି...
ବରଗଡ଼ ଜିଲ୍ଲା ଭଟଲି ଛକରେ ରାଜା ଖାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ବେଳେ ଗୁଡ୍ଡୁ ମୁସଲିମ୍ର ଲିଙ୍କ୍ ଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ । ପୂର୍ବରୁ ଏହି ଘଟଣାରେ ରାଜା ଖାନ୍ଙ୍କ ସହ ଗୁଡ୍ଡୁ ମୁସଲିମ୍ର ଡ୍ରାଇଭର ଲିଙ୍କରେ ଥିବା ସୂଚନା ପାଇ ଜେରା ହୋଇଛି ।
ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ ।
ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପରେ ତମ୍ବିତୁଫାନ
ଜେଲ୍ ଭିତରେ ମସାଜ୍ ମଜା । ଆମ୍ ଆଦମୀ ପାର୍ଟିର କଏଦୀ ମନ୍ତ୍ରୀଙ୍କୁ ଦିଆଯାଉଛି ଗୋଡ଼ଠୁ ମୁଣ୍ଡ ପର୍ଯ୍ୟନ୍ତ ସେବା । କିଏ ଗୋଡ଼ ମୋଡୁଛି ତ କିଏ ହାତ ଆଉ ମୁଣ୍ଡକୁ ମସାଜ କରୁଛି । ଜେଲ୍ ଚିନ୍ତା ଭୁଲାଇ ଅୟସ ଆରାମରେ ତିହାର ଜେଲ୍ ଭିତରେ ଦିନ କାଟୁଛନ୍ତି ଦିଲ୍ଲୀ ଆପ୍ ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ...
ଜେଲ ପରିସରରେ ଆପ୍ ମନ୍ତ୍ରୀଙ୍କୁ ମାଲିସ କରାଯାଉଥିବା ଭିଡିଓ ଭାଇରାଲ ହୋଇଛି ।
ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ଆତ୍ମହତ୍ୟା କରିଥିଲେ ଧର୍ମେନ୍ଦ୍ର ନା ଆଉ କିଛି ? ପଡ଼ୋଶୀ ଘରେ ଲାଗିଥିବା ସିସିଟିଭିରୁ ମିଳିଲା ବଡ଼ ସୁରାକ ।
କଥାରେ ଅଛି ରାଗ ହେଉଛି ବ୍ରହ୍ମ ଚଣ୍ଡାଳ । ସେଇ ରାଗ ହିଁ ମଣିଷର ସବୁଠୁ ବଡ଼ ଶତ୍ରୁ ।
ଭକୁଆ ବନିଗଲା ଚୋର । ମୋବାଇଲ୍ ଭାବି ଦୋକାନାରେ ଥିବା ସ୍ୱାଇପ୍ ମେସିନ୍କୁ ଚୋରି କରିନେଇଗଲା ।
ପଂଜାବ ପଠାନକୋଟ ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ ବିସ୍ଫୋରଣ । ବିଳମ୍ବିତ ରାତିରେ ଆର୍ମିକ୍ୟାମ୍ପର ତ୍ରିବେଣୀ ଗେଟ୍ ନିକଟରେ ବିସ୍ଫୋରଣ ହୋଇଥିଲା । କେମିତି ବିସ୍ଫୋରଣ ହେଲା, କେଉଁଠୁ ଆସିଲା ଗ୍ରେନେଡ ଏନେଇ ପୋଲିସ ଛାନଭିନ୍ କରୁଛି ।
ରାଜଧାନୀରେ ବଡ଼ ଧରଣର ଚୋରି। ଘରେ ପଶି ୨୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ନେଇ ଯାଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ହେଉଛି ଲକ୍ଷ୍ମୀସାଗର ବୈରାଗୀ ନଗର ଅଞ୍ଚଳର। ଘଟଣା ସ୍ଥଳରୁ ପୂରା ରିପୋର୍ଟ ଦେଉଛନ୍ତି ଆମ ପ୍ରତିନିଧି ଅତୁଲ୍ୟ ବାଉତ୍
କଥାରେ ଅଛି ରଖେ ହରି ତ ମାରେ କିଏ । ଯଦି ଭଗବାନ ତମକୁ ରକ୍ଷା କରିବାକୁ ଚାହୁଁଥିବେ ତେବେ ଦୁନତିଆର କୌଣସି ଶକ୍ତି ତୁମକୁ ମାରି ପାରିବ ନାହିଁ । ଠିକ୍ ସେମିତି ଏକ ଘଟଣ ଏବେ ସାମ୍ନାକୁ ଆସିଛି ।