• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mumbai Indians

Shubman Gill
ମୁମ୍ବାଇ ଇଣ୍ତିଆନ୍ସ ବିପକ୍ଷରେ ଗିଲ୍‌ଙ୍କ ବିସ୍ଫୋରକ ଶତକ; ୨୩୪ ରନ୍‌ର ଟାର୍ଗେଟ୍‌

ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଶୁବମନ୍‌ ଗିଲ୍‌ । ମୁମ୍ବାଇ ଇଣ୍ତିଆନ୍ସ ବିପକ୍ଷରେ ଦମଦାର ଶତକ ହାସଲ କରିଛନ୍ତି ।

IPL
ଆଜି କଡ଼ା ଟକ୍କର, ଆଇପିଏଲ କ୍ୱାଲିଫାୟର-୨ ମୁକାବିଲା

ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନସ ମଧ୍ୟରେ ମୁକାବିଲା । କ୍ୱାଲିଫାୟର ୨ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନସ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ ହେବ କଡ଼ା ଟକ୍କର ।

mumbai indians beat LSG
ଲକ୍ଷ୍ନୌକୁ ପରାସ୍ତ କରି ଦ୍ୱିତୀୟ କ୍ୱାଲିଫାୟରରେ ପହଞ୍ଚିଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୮୨ ରନ୍‌ ସଂଗ୍ରହ କରିଥିଲା।

Arshdeep shatters middle stumps during ipl match
IPLରେ ୨ଟି ଦୀମୀ ଷ୍ଟମ୍ପ ଭାଙ୍ଗିଦେଲେ ଅର୍ଶଦୀପ, ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବ କିଏ ?

ବିଜୟର ଆଶା ରଖିଥିଲା ମୁମ୍ବାଇ ହେଲେ, ଯାହାକୁ ଧୂଳିସାତ୍‌ କରିଦେଇଥିଲେ ଅର୍ଶଦୀପ।

Arjun tendulkar receives player of the match from his father
ଅର୍ଜୁନ ତେନ୍ଦୁଲକରଙ୍କୁ ଆୱାର୍ଡ ଦେଲେ ବାପା ସଚିନ

ମ୍ୟାଚ୍‌ ଶେଷ ହେବା ପରେ ଅର୍ଜୁନ ରବି ଶାସ୍ତ୍ରୀଙ୍କୁ କଣ କହିଥିଲେ... ଜାଣନ୍ତୁ

Arjun Tendulkar
ଶେଷରେ ତେନ୍ଦୁଲକର୍‌ ହାତେଇଲେ ଆଇପିଏଲ୍‌ କ୍ୟାରିଅର୍‌ର ପ୍ରଥମ ୱିକେଟ୍‌

ଆଇପିଏଲ୍‌ରେ କମାଲ କରିଛନ୍ତି କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର୍‌ଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ନିଜର ପ୍ରଥମ ୱିକେଟ୍‌ ନେଇ ଟିମ୍‌କୁ ବୃହତ ବିଜୟ ଦେଇଛନ୍ତି । ଏନେଇ କ୍ରିକେଟ୍‌ ମହଲରୁ ଛୁଟିଛି ପ୍ରଶଂସାର ସୁଅ ।

Arjun Tendulkar
ଅପେକ୍ଷାର ଅନ୍ତ; IPLରେ ପୁଣି ତେନ୍ଦୁଲକର

ଭେଟେରାନ ରୋହିତ ଶର୍ମା ଅର୍ଜୁନଙ୍କୁ କ୍ୟାପ୍ ପିନ୍ଧାଇ ମୁମ୍ବାଇ ଚୂଡାନ୍ତ ଏକାଦଶକୁ ସ୍ୱାଗତ କରିଥିଲେ । ବହୁ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ସହିତ ଅର୍ଜୁନ ଯୋଡ଼ି ହୋଇରହିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିନଥିଲା ।

Mark Boucher
ମାର୍କ ବାଉଚର୍‌ ମୁମ୍ବାଇ ଇଣ୍ତିଆନ୍ସର ହେଡ୍‌ କୋଚ୍‌

ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ବାଉଚରଙ୍କୁ ମୁଖ୍ୟ କୋଚ୍ ଦାୟିତ୍ୱ ଦିଆଯାଇଥିବା ନେଇ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଘୋଷଣା କରାଯାଇଛି ।

Mumbai Indians
IPL ଇତିହାସରେ ରେକର୍ଡ କଲା ମୁମ୍ବାଇ ଇଣ୍ଡିଆନ୍ସ

ପ୍ରଥମ ଥର ପାଇଁ ଆଇପିଏଲ୍ ଇତିହାସରେ ଗୋଟିଏ ଦଳ କ୍ରମାଗତ ଭାବେ ୬ ଥର ପରାଜୟ ବରଣ କରିଛି । ଆଉ ଏହାସହ ମୁମ୍ବାଇ ଇଣ୍ଡିଆନ୍ସକୁ ପଏଣ୍ଟ ଟେବୁଲରେ କୌଣସି ଅଙ୍କ ମିଳିନାହିଁ ।

Ishan Kisan and Shane Watson
ଇଶାନ୍‌ ଜଣେ ପ୍ରତିଭାଶାଳୀ ଖେଳାଳି, ହେଲେ ତାଙ୍କ ପାଇଁ ୧୫ କୋଟି..

ଅଧିନାୟକ ରୋହିତ ଶର୍ମା ଓ ଟିମ୍‌ ମ୍ୟାନେଜମେଣ୍ଟ ଦଳର କମ୍ବିନେସନ ବାରମ୍ବାର ବଦଳାଉଛନ୍ତି ସତ, ହେଲେ ମୁମ୍ବାଇ ଇଣ୍ଡିଆନ୍ସର ପଏଣ୍ଟ ଟେବୁଲରେ ଖାତା ଫିଟୁ ପାରୁନାହିଁ । ଏପଟେ ଅଷ୍ଟ୍ରେଲିଆ ପୂର୍ବତନ କ୍ରିକେଟର ସେନ୍‌ ୱାଟସନ୍‌ କହିଛନ୍ତି କି ଇଶାନ୍‌ କିଶନ ୧୫ କୋଟି ଟଙ୍କାର ଖେଳାଳି ନୁହଁ ।

Harshal patel claims a hat trick
ହର୍ଷଲ ପଟେଲଙ୍କ ହାଟ୍ରିକ ୱିକେଟ ହାସଲ ; ବିରାଟଙ୍କ ଖୁସି କହିଲେ ନ ସରେ

ରବିବାର ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟ୍‌ରେ ହରାଇ ୧୬୫ ରନ କରିଥିଲା।  ଦଳ ପକ୍ଷରୁ ଗ୍ଲେନ ମ୍ୟାକ୍ସେଓ୍ବଲ ୩୭ ବଲରେ ୫୬ ରନ କରିଥିଲେ । ଜାବବରେ ମୁମ୍ବାଇ ଇଣ୍ଡିଆନ୍ସ ୧୧୧ରନରେ ଅଲ ଆଉଟ୍ ହୋଇଥିଲା ।

Surya kumar Yadav
ଋତୁରାଜଙ୍କ ପରେ ଚର୍ଚ୍ଚାରେ ସୂର୍ଯ୍ୟକୁମାର, ମ୍ୟାଚ୍ ପରେ ଜିତିଲେ ଫ୍ୟାନ୍‌ଙ୍କ ହୃଦୟ

ୟୁଏଇରେ ୧୯ ସେପ୍ଟେମ୍ବରରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ୧୪ ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା ।

Chennai Super Kings Beat Mumbai Indians
ବାଜି ମାରିଲା ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ

ଆଇପିଏଲ୍ ୨୦୨୧ର ଦ୍ୱିତୀୟ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ବାଜି ମାରିଛି ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌(CSK)।  ମୁମ୍ବାଇକୁ ୨୦ ରନରେ ମାତ୍ ଦେଇଛି CSK। ଋତୁରାଜ ଗାଏକ୍ୱାଡଙ୍କ ଦମଦାର ଇନିଂସ୍ ଓ ଡ୍ୱେନ୍ ବ୍ରାଭୋଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା।

IPL
IPL 2021: ମୁମ୍ବାଇ ଆଗରେ ୧୫୭ ରନ୍‌ର ଲକ୍ଷ, ରୋହିତ-ପାଣ୍ଡ୍ୟା ମଇଦାନ ବାହାରେ

ଆଇପିଏଲ୍ ୨୦୨୧ର ଦ୍ୱିତୀୟ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲା ମୁମ୍ବାଇ । ହେଲେ କିଛି ସମୟ ପରେ ଦଳର ସ୍ଥିତି ବିଗିଡ଼ିଗଲା । ସ୍କୋର ଆଖିଦୃଶିଆ ନଥିଲା କି ଅଧିକ ବଲ୍‌ ନଥିଲା ।

ipl 11
IPL 11: ଗୋଟିଏ ୱିକେଟ୍‌ରେ ମୁମ୍ବାଇକୁ ହରାଇଲା ଚେନ୍ନାଇ

ମୁମ୍ବାଇ: ଆଇପିଏଲ ସିଜିନ୍ ଇଲେଭେନ୍‌ର ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଚମତ୍କାର ପ୍ରଦର୍ଶନ।ମୁମ୍ବାଇ ୱାଙ୍ଖଡେ ଷ୍ଟାଡ଼ିୟମ୍‌ରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୧ ଓ୍ବିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। । ଚେନ୍ନାଇ ବିଜୟର ମୁଖ୍ୟ ଭୂମିକା ନେଇଥିଲେ ଡ୍ୱେନ ବ୍ରାଭୋ। ସେ ଧୂଆଁଧାର ୬୮ ରନ୍‌ କରିଥିଲେ। ଟସ୍‌ ଜିତି ଚେନ୍ନାଇ ମୁମ୍ୱାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବ୍ୟାଟିଂ କରିବାକୁ ପଡ଼ିଆକୁ ପ୍ରଥମେ ଆସିଥିଲେ ଅଧିନାୟକ […]

IPL
ଉଦଘାଟନୀ ଉତ୍ସବରେ ଯୋଗଦେବେ ବହୁ ବଲିଉଡ଼ କଳାକାର

ମୁମ୍ବାଇ: ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ୍‌ର ମହାସମର। ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲ୍‌ରେ ଏହା ୧୧ ତମ ସଂସ୍କରଣ।  ଉଦ୍‌ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ  କାର୍ଯ୍ୟକ୍ରମ ସାଙ୍ଗକୁ ବହୁ ବଲିଉଡ କଳାକାର ଯୋଗ ଦେବେ। ଆଜି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ। ଉଦ୍‌ଘାଟନୀ ସମାରୋହ କାର୍ଯ୍ୟକ୍ରମ ୯୦ ମିନିଟ ଧରି ଚାଲିବ।  ଏହା ପରେ ଆରମ୍ଭ ହେବ ଚଳିତ ବର୍ଷର ପ୍ରଥମ ମ୍ୟାଚ୍‌। ଉଦ୍‌ଘାଟନୀ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନିଜର ଜଲ୍‌ୱା ଦେଖାଇବାକୁ ସାମିଲ […]