• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

50 Paise Reward For Criminal
ଅପରାଧୀର ଔକାତ୍ ମାପିଲା ପୋଲିସ... ଘୋଷଣା କଲା ଆଠଣା ପୁରସ୍କାର

ଏପରି ଘୋଷଣା ପଛରେ ପୋଲିସର ଏକ ଉଦ୍ଦେଶ୍ୟ ରହିଛି। ଅଭିଯୁକ୍ତ ନିଜକୁ ଡନ୍ ବୋଲି ଭାବିବା ଉଚିତ୍ ନୁହେଁ। ପ୍ରକୃତରେ ତା’ର ମୂଲ୍ୟ ୫୦ ପଇସା ସହ ସମାନ ବୋଲି ପୋଲିସ କହିଛି।

62 lakhs For Having Kids
କର୍ମଚାରୀଙ୍କ ପାଇଁ କମ୍ପାନୀର ଦମଦାର୍ ଅଫର: ପିଲା ଜନ୍ମ କଲେ ମିଳିବ ୬୨ଲକ୍ଷ ସହ ସ୍ଥାୟୀ ଭଡ଼ା ଘର

ଚଳିତବର୍ଷ କେବଳ ୭୦ କର୍ମଚାରୀ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ପାଇଁ କମ୍ପାନୀକୁ ମୋଟ ୭ବିଲିୟନ ୱେନ୍ ଖର୍ଚ୍ଚ କରିବାକୁ ପଡିବ।

SBI Recruitment 2024 Apply for managerial and other posts
SBI SCO Recruitment 2024: ଗ୍ରାଜୁଏସନ୍ କରିଥିଲେ SBIରେ ଚାକିରି; ବର୍ଷକୁ ପାରିଶ୍ରମିକ ୨୪.୫୦ ଲକ୍ଷ

ଯେଉଁମାନେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ୟାରିୟର କରିବାକୁ ସ୍ୱପ୍ନ ଦେଖନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ସ୍ୱତନ୍ତ୍ର କ୍ୟାଡର ଅଧିକାରୀ(SCO) ପଦବୀ ସହିତ ଅନ୍ୟାନ୍ୟ ମ୍ୟାନେଜର ପୋଷ୍ଟ୍ ପୂରଣ ହେବ।

Parking Dispute
ଥାନାରେ ଅଭିଯୋଗ କରିଥିଲେ ଯୁବକ; ବୁଝିଲାନି ପୋଲିସ, ନିଜେ ନିଜକୁ ଜାଳିଦେଲେ

ମଙ୍ଗଳବାର ଦିନ ଏହି ଘଟଣା ଘଟିଛି । ପୋଲିସ ମଧ୍ୟ ଏ ସମ୍ପର୍କରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ରୋହିଦାସ ଯାଦବ ନାମକ ଜଣେ ବ୍ୟକ୍ତି ତାଙ୍କ ଘର ନିକଟରେ ପାର୍କିଂକୁ ନେଇ ଅସନ୍ତଷ୍ଟ ଥିଲେ ।

Telescope Will Discover Alien
ଏଲିଅନଙ୍କ ସହ ଯୋଗାଯୋଗ ହେବ ସହଜ; ଏହି ଦେଶ ନିର୍ମାଣ କରୁଛି ଟେଲିସ୍କୋପ

ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ସ୍ପେକ୍ଟ୍ରାଲ୍ ଟେଲିସ୍କୋପ୍। ଏହା ଚୀନ୍ ଏବଂ ବିଶ୍ୱର ଅନ୍ୟ ବୈଜ୍ଞାନିକମାନଙ୍କୁ ମହାକାଶର ରହସ୍ୟ ଭେଦ କରିବାରେ ସାହାଯ୍ୟ କରିବ।

Arun govil to play dashrath in nitesh tiwari Ramayana
ଫିଲ୍ମ 'ରାମାୟଣ'ରେ ରାମ ହେବେ ରଣବୀର; ଆଶ୍ଚର୍ଯ୍ୟ କରିବ ଅରୁଣ ଗୋଭିଲ୍‌ଙ୍କ ଭୂମିକା

ନୀତେଶ ତିୱାରୀଙ୍କ ଫିଲ୍ମ 'ରାମାୟଣ' ଦୀର୍ଘ ଦିନ ଧରି କାଷ୍ଟିଂକୁ ନେଇ ଚର୍ଚ୍ଚା ସୃଷ୍ଟି କରିଆସୁଛି। ଫିଲ୍ମରେ ପ୍ରଭୁ ରାମ, ମାତା ସୀତା, ହନୁମାନ ଓ ରାବଣ ଭୂମିକାରେ ଅଭିନେତା ଚୟନ ସରିଥିବା ବେଳେ ବର୍ତ୍ତମାନ ଅଯୋଧ୍ୟା ନରେଶ ଦଶରଥ ଭୂମିକାରେ ଯାହାଙ୍କ ନାଁ ଚୟନ ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ।

Uttar Pradesh
ଉତ୍ତରପ୍ରଦେଶରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ଉତ୍ତରପ୍ରଦେଶ ଲକ୍ଷ୍ନୌରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଉପସ୍ଥିତ ରହିବେ ବୈଜୟନ୍ତ ।

Pulwama attack to air strike know all about it
Pulwama Attack Day 2024: ଗୁଳିର ଜବାବ ଗୁଳିରେ; ୪୦ ସହିଦଙ୍କ ଆତ୍ମା ଶାନ୍ତି ପାଇଲା ୩୦୦ ଆତଙ୍କବାଦୀଙ୍କ ରକ୍ତରେ

ଭାରତର ଇତିହାସରେ ସବୁଠାରୁ ଖରାପ ଦିନ ଥିଲା ଗୋଟିଏ ୧୪ ଫେବୃଆରୀ। ଏହି ଦିନ ମନେପକେଇ ଦିଏ ଜାମ୍ମୁ-କାଶ୍ମୀରରେ ହୋଇଥିବା ଏକ ଦୁଃଖଦ ଘଟଣା। ଏହି ଦିନ CRPF କର୍ମଚାରୀଙ୍କ ସେନା ଗାଡି ଉପରେ ହୋଇଥିଲା ଭୟଙ୍କର ଆକ୍ରମଣ। ସେବେଠାରୁ ଭାରତରେ ଏହି ଦିନକୁ କଳା ଦିବସ ଭାବେ ପାଳନ କରାଯାଉଛି।

Former bjp politician sushma swaraj had superb oratory skills
Birthday of Sushma Swaraj: କଥା ଏବଂ ତର୍କ ଶକ୍ତିରେ ବିରୋଧିଙ୍କ ମୁହଁ ବନ୍ଦ କରିଦେବା ନେତ୍ରୀ ଥିଲେ ସୁଷମା

୧୯୯୦ ଶତାବ୍ଦୀର ଶେଷ ଦଶନ୍ଧିର ଶେଷ ଭାଗରେ, ଜଣେ ମହିଳା ନେତା ଲୋକସଭାରେ ନିଜର ଶକ୍ତିଶାଳୀ ଭାଷଣ ଦେଇ ଲୋକଙ୍କୁ ପ୍ରଭାବିତ କରୁଥିବା ଦେଖାଯାଇଥିଲା। ସେ ଆଉ କେହି ନୁହନ୍ତି, ଦେଶର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ। ଆଜି ଦିନଟି ଏହି ମହିୟଷୀଙ୍କୁ ସ୍ମରଣ କରିବାକୁ ବାଧ୍ୟ କରେ।

BAPS Hindu Temple
ଆବୁଧାବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଆଜି BAPS ସ୍ୱାମୀ ନାରାୟଣ ମନ୍ଦିରର ଲୋକାର୍ପଣ

୨୭ ଏକର ଜମିରେ ନିର୍ମିତ ଏହି ମନ୍ଦିରରେ ଖର୍ଚ୍ଚ ହୋଇଛି ପ୍ରାୟ ୭୦୦ କୋଟି ଟଙ୍କା । ୭ ଶିଖର ବିଶିଷ୍ଟ ହୋଇଛି ଏହି ମନ୍ଦିର । ୟୁନାଇଟେଡ୍ ଆରବ ଏମିରେଟ୍ସରେ ଏହା ହେଉଛି ପ୍ରଥମ ମନ୍ଦିର ଯାହା ସଂପୂର୍ଣ୍ଣ ଭାବେ ପଥରରେ ନିର୍ମିତ ହୋଇଛି ।

Narendra Modi
‘ତୃତୀୟ ପାଳିରେ ବିଶ୍ୱର ତୃତୀୟ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର ହେବ ଭାରତ’

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି, UAEରେ ଦେଢ଼ ଲକ୍ଷରୁ ଅଧିକ ଭାରତୀୟ ପିଲା ପାଠ ପଢ଼ୁଛନ୍ତି। ପୂର୍ବରୁ IIT ଦିଲ୍ଲୀ କ୍ୟାମ୍ପସ୍‌ ମାଷ୍ଟର୍ସ କୋର୍ସ ଖୋଲିଥିଲା। ଆଉ ଏବେ ବହୁତ ଶୀଘ୍ର CBSE ଅଫିସ୍‌ ଖୋଲିବ।

Sonia Gandhi
ରାଜ୍ୟସଭାକୁ ଯିବେ ସୋନିଆ ଗାନ୍ଧି, ରାଜସ୍ଥାନରୁ କାଲି ଭରିବେ ନାମାଙ୍କନ !

ସୋନିଆ ଗାନ୍ଧି ରାଜ୍ୟସଭା ଯାଆନ୍ତି ତେବେ ୨୦୨୪ ନିର୍ବାଚନରେ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧି ପ୍ରଥମ ଥର ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି।

CBSE Fake Account
CBSE ନାଁରେ ମାଳ ମାଳ ଫେକ୍ ଆକାଉଣ୍ଟ, ବିଭ୍ରାନ୍ତିକର ତଥ୍ୟ ଦେଇ ଚୂନା ଲଗାଉଛନ୍ତି ସାଇବର ଠକ

ସିବିଏସଇ ହେଡକ୍ୱାଟର୍ସ- ଫେକ୍। ସିବିଏସଇ ବୋର୍ଡ ରେଜଲ୍ଟ – ଜାଲ୍। ସିବିଏସଇ ନ୍ୟୁଜ୍ – ନକଲି। ଗୋଟିଏ କି ଦୁଇଟି ନୁହେଁ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା CBSE ନାଁରେ ବୁଲୁଛି।

4 kids buried alive
ଖାଲରେ ପଡ଼ି ଚାଲିଗଲା ୪ ଶିଶୁଙ୍କ ଜୀବନ, BSF ଉପରେ ଦୋଷ ଲଦିଲେ ସ୍ଥାନୀୟ ଲୋକ

ଏହି ପିଲାମାନଙ୍କର ବୟସ ୫ରୁ ୧୨ ବର୍ଷ ବୟସ ମଧ୍ୟରେ ହେବ।

free scheme
କାହିଁକି ମାଗଣା ଯୋଜନା ଭରସାରେ ବିଜେଡି ? ୪ ଦିନରେ ୫ ବଡ଼ ଫ୍ରି ଘୋଷଣା...

୨୪ ବର୍ଷ ଶାସନ ପରେ ବି କାହିଁକି ମାଗଣା ଯୋଜନା ଭରସାରେ ବିଜେଡି ? ପିଡିଏସ୍ ହିତାଧିକାରୀଙ୍କୁ ହଜାରେ ଟଙ୍କା ଭଳି ୪ ଦିନରେ ୫ ବଡ଼ ଫ୍ରି ଘୋଷଣା...ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଲାଞ୍ଚ କହି ବର୍ଷିଲେ ବିରୋଧୀ...

Narendra Modi
UAEରେ ପିଏମ୍ ମୋଦି, ଆଲିଙ୍ଗନ କରି ଭବ୍ୟ ସ୍ୱାଗତ ଜଣାଇଲେ ରାଷ୍ଟ୍ରପତି ଜାୟେଦ

ଏହି ଅବସରରେ ଭାରତ ଓ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ରାଜିନାମା ସ୍ୱାକ୍ଷରିତ ହୋଇଛି।

Potatoes And Tomatoes On One Plant
ଆଶ୍ଚର୍ଯ୍ୟ ! ଚାଷୀଙ୍କ ନୂଆ କୌଶଳ...ଗୋଟିଏ ଗଛରେ ଫଳୁଛି ଟମାଟୋ ଓ ଆଳୁ !

କେବେ ଦେଖିଛନ୍ତି କି ଗୋଟିଏ ଗଛରେ ଆଳୁ ଓ ଟମାଟୋ ଫଳିବା ? ନାହିଁ ନା ? ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଗଛରେ ଫଳିଛି ଆଳୁ ଓ ଟମାଟୋ ।

PM Modi
ଆବୁଧାବିରେ ୟୁପିଆଇ-ରୁପେ ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି । ଏହା ସହ ଭାରତର ନିଜସ୍ୱ ପେମେଣ୍ଟ ବ୍ୟବସ୍ଥା ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କୁ ମଧ୍ୟ ଆରମ୍ଭ କରାଯାଇଛି ।

EV Car
କମିଲା EV ଦର, କାର୍ ମୂଲ୍ୟରେ ୧.୨୦ ଲକ୍ଷ ଟଙ୍କା ହ୍ରାସ କଲା ଏହି କମ୍ପାନୀ...

ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ୍ (TPEM) ଦ୍ୱାରା ମିଳିଥିବା ସୂଚନା ଅନୁସାରେ, କମ୍ପାନୀ ତା’ର ସବୁଠାରୁ ପପୁଲାର୍‌ ଇଲେକ୍ଟ୍ରିକ୍‌ କାର Nexon EVର ମୂଲ୍ୟକୁ ୧.୨୦ ଲକ୍ଷ ଟଙ୍କା ହ୍ରାସ କରିଛି।

Kota
କୋଟା ଦେଖିଲା ଆଉ ଏକ ମୃତ୍ୟୁ, JEE ରେ ବିଫଳତା ପାଇଁ ଜୀବନ ହାରିଲେ ଛାତ୍ର !

କୋଚିଂର ହବ କହୁଥିବା ରାଜସ୍ଥାନର କୋଟାରେ ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । JEE ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୬ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି ।

PM Surya Ghar Muft Bijli Yojana
Free Electricity: ସରକାରଙ୍କ ବଡ଼ ଘୋଷଣା...ମିଳିବ ମାଗଣା ବିଜୁଳି, ଜାଣନ୍ତୁ କେମିତି କରିବେ ଆବେଦନ

ସରିଲା ଚିନ୍ତା, ଆସିଲା ପିଏମ୍‌ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା । ଆଉ ଦେବାକୁ ପଡ଼ିବନି ବିଜୁଳି ବିଲ୍‌ । ଜାଣନ୍ତୁ ମାଗଣା ବିଜୁଳି ପାଇଁ କେମିତି କରିବେ ଆବେଦନ... 

Shivraj Singh Chouhan
‘ନବୀନ ବାବୁ କିଛି କରନ୍ତିନି କି ଜାଣନ୍ତିନି, ସବୁ ତାଙ୍କ ଅଫିସର କରନ୍ତି’

ଓଡ଼ିଶାର ବିକାଶ ପାଇଁ ଗତ ୯ ବର୍ଷରେ ମୋଦି ୧୮ ଲକ୍ଷ କୋଟି ଦେଇସାରିଲେଣି। ହେଲେ ଏଠାରେ ନବୀନ ବାବୁ ମୋଦି ଦେଉଥିବା ଅର୍ଥରେ ଠପ୍ପା ଲଗାଉଛନ୍ତି।

Desi Pistol For Sale
ଅନଲାଇନରେ ମିଳୁଛି ଦେଶୀ ବନ୍ଧୁକ, ଅର୍ଡର କଲେ ହେବ ହୋମ୍‌ ଡେଲିଭରୀ !

ପୋଲିସ୍‌ର ସୂଚନା ଅନୁସାରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫେସବୁକ୍‌’ରେ କୋହିନୂର ଗ୍ରୁପ୍‌ ନାମକ ଏକ ପେଜ୍‌ରେ ଏହି ପୋଷ୍ଟ ହୋଇଥିଲା। ଏହି ଗ୍ରୁପରେ ଜଣେ ଯୁବକ ଅଣ୍ଟା ବେଲ୍ଟରେ ପିସ୍ତଲ ରଖିଥିବାର ଫଟୋ ପୋଷ୍ଟ କରିଥିଲେ।

Man Bites Cop's Finger
Video: ଯୁବକଙ୍କ ଉନ୍ମକ୍ତ କାଣ୍ତ...ଟ୍ରାଫିକ୍‌ ନିୟମ ଭାଙ୍ଗି ପୋଲିସ ବାବୁଙ୍କ ଆଙ୍ଗୁଠି କାମୁଡ଼ି ଦେଲେ...

ରାସ୍ତା ଉପରେ ଚାଲିଲା ହାଇଡ୍ରାମା । ପୋଲିସ ଓ ଯୁବକଙ୍କ ମଧ୍ୟରେ ହେଲା ଖଣ୍ତଯୁଦ୍ଧ । ପୋଲିସ ବାବୁଙ୍କ ଆଙ୍ଗୁଠି କାମୁଡ଼ି ଦେଲେ ଯୁବକ...

Sunder Pichai
ସକାଳୁ ସକାଳୁ ଏଇ ସବୁ କାମ କରନ୍ତି Google CEO ସୁନ୍ଦର ପିଚାଇ

ଟେକ୍‌ମେମେ ଏକ ଟେକ୍‌ ୱେବ୍‌ସାଇଟ୍, ଯାହାର ନାଁରୁ ହିଁ ସ୍ପଷ୍ଟ ବାରି ହେଉଛି । ଏହି ପ୍ଲାଟ୍‌ଫର୍ମରେ ସାରା ବିଶ୍ୱର ସମସ୍ତ ଟେକ୍ନୋଲୋଜି ୱେବ୍‌ସାଇଟ୍‌ ଦେଖି ହୋଇଥାଏ ।