ଆଜିର ଆଧୁନିକ ଜୀବନଶୈଳୀ ଅଧିକାଂଶ ଲୋକଙ୍କୁ ଡିପ୍ରେସନ ଆଡ଼କୁ ଟାଣି ନେଉଛି। ଆମ ଅଜାଣତରେ ଏହି ଭୟଙ୍କର ରୋଗ କେତେବେଳେ ଆମ ଭିତରେ ସୃଷ୍ଟି ହୋଇ ସାରିଥାଏ ଆମେ ଜାଣିପାରନ୍ତି ନାହିଁ। ଏହି ପ୍ରବନ୍ଧଟି ପଢ଼ି ସାରିଲା ପରେ ଥରଟିଏ ନିଜକୁ ବିଶ୍ଳେଷଣ କରି ଦେଖନ୍ତୁ, ହୁଏତ ଆପଣଙ୍କୁ ବି ଏହା ଆକ୍ରାନ୍ତ କରିନାହିଁ ତ ?
ମାଲକାନଗିରିରେ ଲଗାଣ ବର୍ଷାର ପ୍ରଭାବ । ଗତକାଲିଠୁ ପ୍ରବଳ ବର୍ଷା ଲାଗି ରହିବାରୁ ଜିଲ୍ଲାର ୫ଟି ସ୍ଥାନରେ ବୁଡ଼ିଛି ପୋଲ । ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି ।
ଅନେକ ସମୟରେ ଏମିତି ହୁଏ ଯେ ପରିବାରର କୌଣସି ସଦସ୍ୟ କଠିନ ସମୟ ଦେଇ ଗତି କରନ୍ତି ଏବଂ ଘର ଲୋକ ଚାହିଁଲେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାରେ ଅସମର୍ଥ ହୁଅନ୍ତି। ଆପଣଙ୍କ ପାଇଁ କିଛି ଟିପ୍ସ ଯାହା ଏପରି ସମସ୍ୟାରେ ପଡିଥିବା ଯେକୌଣସି ବ୍ୟକ୍ତିଙ୍କୁ ଭଲ ଅନୁଭବ କରିବାରେ ସାହାଯ୍ୟ କରିବ।
ମହିଳାମାନଙ୍କ ତୁଳନାରେ ପୁରୁଷମାନଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥାର ଖରାପ ଥିଲେ ଲକ୍ଷଣ ଭିନ୍ନ ଥାଏ । ମହିଳାଙ୍କ ଉଦାସୀନତାର ଲକ୍ଷଣ ପୁରୁଷଙ୍କ ତୁଳନାରେ ସାମାନ୍ୟ ଭିନ୍ନ |
ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୨୫ ରୁ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ସ୍ମାଇଲି° ଡିପ୍ରେସନ୍କୁ ଏମିତି କ୍ଲିନିକାଲି ବା ମେଡିକାଲ୍ ଭାଷାରେ ବ୍ୟାଖ୍ୟା କରିବା କଠିନ, କିନ୍ତୁ ସରଳ ଭାଷାରେ କହିଲେ ସ୍ମାଇଲି° ଡିପ୍ରେସନ୍ରେ ପିଡୀତ ମଣିଷମାନେ ନିଜ ଦୁଃଖ ଏବଂ ଅବସାଦକୁ ହସହସ ଚେହେରା ତଳେ ଲୁଚାଇ ଦିଅନ୍ତି। ତେବେ କେମିତି ଜାଣିବେ…
ମାନସିକ ଅବସାଦ ଏମିତି ଏକ ବ୍ୟାଧି ଯାହା ନିଜର ଅନୁଭବ, ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହାର ଶିକାର ହୋଇଥିବା ଲୋକେ କ୍ରମାଗତ ଭାବେ ଦୁଃଖ, କାମ ପ୍ରତି ଅନାଗ୍ରହର ସମ୍ମୁଖୀନ ହୁଅନ୍ତି। ତେବେ ଆସନ୍ତୁ ପ୍ରତି ସକାଳେ ଏହି ୬ଟି ଅଭ୍ୟାସକୁ ଜାରି ରଖିବା ଆଉ ଅବସାଦରୁ ମୁକ୍ତି ପାଇବା।
ଅବପାତ ପ୍ରଭାବରେ ଉପକୂଳ ଆନ୍ଧ୍ର ଏବଂ ଓଡ଼ିଶାର ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି।
ଗଭୀର ଅବପାତର ରୂପ ନେବ ବାତ୍ୟା : କାଲି ଅପରାହ୍ନରେ ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ବାତ୍ୟା
ଆଜି ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଅବପାତ । ଏହି ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ । ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି ।
ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ବାତ୍ୟା । ଡିସେମ୍ବର ୨ରୁ ରାଜ୍ୟରେ ଛେଚିବ ବର୍ଷା । ୩ ଓ ୪ରେ ଗଜପତି, ପୁରୀ, ଗଂଜାମକୁ ସତର୍କତା ଜାରି । ଛାନିଆ ଚାଷୀ, ଓୟୁଏଟି ଦେଲା ଫସଲ ସୁରକ୍ଷା ପରାମର୍ଶ ।
ଆହୁରି ୨-୩ଦିନ କୋହଳ ପାଗ ରହିବ.. ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତର ପରିମାଣ କମ୍ ଅନୁଭୂତ ହେବ..
ଆଜିର ଧାଁଦୌଡ ଜୀବନରେ ବିଷାଦ ଏକ ସାଧାରଣ କଥା ହୋଇଯାଇଛି। ଏହି ବିଷାଦ କାରଣରୁ ଅନେକ ସମୟରେ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚାନ୍ତ ହେବାକୁ ପଡିଛି। କିନ୍ତୁ ରୋଗୀଙ୍କୁ ଏଥିରୁ ରକ୍ଷା ମିଳିନି। କିନ୍ତୁ ବର୍ତ୍ତମାନ ଏଥିରୁ ମୁକ୍ତି ମିଳିବ। ଏନେଇ ଏକ ସ୍ୱତନ୍ତ ଡିଭାଇସ୍ ବାହାର କରାଯାଇଛି ଯାହା ଅଧାଅଧି ବିଷାଦ ଦୂର କରିବ। ଏହାକୁ ବ୍ରେନ୍ ପ୍ରେସମେକର କୁହାଯାଉଛି।
ସମ୍ଭାବ୍ୟ ବାତ୍ୟାକୁ ନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରେସମିଟ୍। ଶୁଣନ୍ତୁ ସେ କଣ କହୁଛନ୍ତି।
ମୁମ୍ବାଇ: ବଲିଉଡ୍କୁ ହଠାତ୍ ଦୁଃଖ ସାଗରେ ବୁଡ଼ାଇ ଦେଇ ଆରପାରିକୁ ଚାଲିଯାଇଛନ୍ତି ୩୪ ବର୍ଷୀୟ ଷ୍ଟାର୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ଆଜି ସୁଶାନ୍ତ ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।। ଘଟଣାରେ ତଦନ୍ତ ଚାଲିଛି। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ବଲିଉଡ୍କୁ ଶକ୍ତ ଝଟ୍କା ଦେଇଛି। ଦୋହଲି ଯାଇଛି ପୂରା ବି-ଟାଉନ୍। କେହି ସହଜରେ ବି ଏକଥାକୁ ବିଶ୍ୱାସ କରିପାରୁ […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରଠାରୁ ନୂଆ ନୂଆ କଥା ଖୁଲାସା ହେବାରେ ଲାଗିଛି। ପୋଲିସ ମଧ୍ୟ ଘଟଣାକୁ ଗୁରୁତର ଭାବେ ନେଇ ଅନୁସନ୍ଧାନ ଜାରି ରଖିଛି। ସୁଶାନ୍ତଙ୍କର ପାଖ ଲୋକମାନଙ୍କର ବୟାନ ମଧ୍ୟ ରେକର୍ଡ଼ କରୁଛି ପୋଲିସ। ସୁଶାନ୍ତଙ୍କ ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିବା ସହ ପୋଲିସ ସୁଶାନ୍ତଙ୍କ ମନସ୍ତତ୍ତ୍ୱବିତ୍ ଡାକ୍ତର କିର୍ସି ଚାୱାଲଙ୍କର ମଧ୍ୟ ବୟାନ ରେକର୍ଡ କରିଛି। ସୁଶାନ୍ତଙ୍କ ଡାକ୍ତର ପୋଲିସକୁ ଏକ ଚାଞ୍ଚଲ୍ୟକର ତଥ୍ୟ […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଙ୍କ ଦେହାନ୍ତ ପରଠାରୁ ତାଙ୍କ ସହ ଜଡ଼ିତ ଅନେକ କଥା ଅନେକ ଖବର ଶୁଣିବାକୁ ମିଳୁଛି। ସୋସିଆଲ ମିଡିଆରେ ବି ଭଳି ଭଳି ନୂଆ ଘଟଣା ଶେୟାର କରାଯାଉଛି। ଏହାରି ଭିତରେ ସମସ୍ତଙ୍କର ମୁହଁରେ ବଲିଉଡର ପ୍ରିୟାପ୍ରୀତି ତୋଷଣ କଥା ଉଠୁଛି। ସୁଶାନ୍ତଙ୍କ ଫ୍ୟାନ୍ସମାନେ ବଲିଉଡର ବଡ଼ ବଡ଼ ନିର୍ଦ୍ଦେଶଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ଏହାରି ଭିତରେ ସୁଶାନ୍ତ ସିଂହଙ୍କୁ ନେଇ ଏକ ନୂଆ ଘଟଣା […]
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁକୁ ନେଇ ପୂରା ବଲିଉଡ ସ୍ଥାଣୁ ପାଲଟିଯାଇଛି। ତାଙ୍କ ମୃତ୍ୟୁ ଖବର ଆସିବା ପରଠାରୁ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ସହ ଜଡ଼ିତ ଅନେକ ପୋଷ୍ଟ ସେୟାର ହେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଅଙ୍କିତା କାନ୍ଦି କାନ୍ଦି ସୁଶାନ୍ତଙ୍କ ଘରକୁ ଯାଉଥିବାର ଦେଖାଉଛି। View this post on Instagram #Ankitalokhande #sushantsinghrajput ex girlfriend reached […]