• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

NHPC ରେ ଚାକିରି ସୁଯୋଗ। ୨୬୯ ଟ୍ରେନି ଇଞ୍ଜିନିୟର/ ଟ୍ରେନି ଅଫିସର୍‌ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନର ଶେଷ ତାରଖ ମାର୍ଚ୍ଚ ୨୬ ରହିଛି। ଆଶାୟୀ NHPC ର ଅଫିସିଆଲ୍‌ ୱେବସାଇଟ୍‌ www.nhpcindia.com ରେ ଯାଇ ଅନଲାଇନ୍‌ ଆବେଦନ କରିପାରିବେ। Gate ୨୦୨୩ ମାର୍କ ଆଧାରରେ ଏହି ନିଯୁକ୍ତି କରାଯିବ।

ପୋଷ୍ଟ ବିବରଣୀ:

୨୬୯ ଟ୍ରେନି ଇଞ୍ଜିନିୟର/ ଟ୍ରେନି ଅଫିସର୍‌

ଅଧିକ ପଢ଼ନ୍ତୁ: ନବୋଦୟ ବିଦ୍ୟାଳୟ ସମିତିରେ ପୂରଣ ହେବ ୧୩୦୦ରୁ ଅଧିକ ପଦବୀ; ଦଶମ ପିଲା ବି ନେବେ ସୁଯୋଗ

ଚୟନ ପ୍ରକ୍ରିୟା:

GATE 2023 ପରୀକ୍ଷାର ମାର୍କ ଆଧାରରେ ଏହି ପୋଷ୍ଟ ପାଇଁ ଆଶାୟୀ ପ୍ରାର୍ଥୀ ଚୟନ କରାଯିବ। ଏହାପରେ ପ୍ରାର୍ଥୀର ବ୍ୟକ୍ତିଗତ ସାକ୍ଷାତକାର ନିଆଯିବ।

ଆବେଦନ ଶୁଳ୍କ:

(UR / EWS / OBC - ୬୦୦ ଟଙ୍କା

SC / ST / PwBD- ଦେୟମୁକ୍ତ

କେମିତି କରିବେ ଆବେଦନ:

ପ୍ରଥମେ NHPC ର ଅଫିସିଆଲ ୱେବସାଇଟ୍‌ www.nhpcindia.com କୁ ଯାଆନ୍ତୁ।

ହୋମ୍‌ ପେଜ୍‌ରେ କ୍ୟାରିୟର ଟ୍ୟାବ୍‌ରେ କ୍ଲିକ୍‌ କରନ୍ତୁ।

ଏହାପରେ ଟେନି ଇଞ୍ଜିନିୟର/ଟ୍ରେନି ଅଫିସର ପୋଷ୍ଟ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କ୍ଲିକ୍‌ କରନ୍ତୁ।

ରେଜିଷ୍ଟ୍ରେସନ ପରେ ଆପ୍ଲିକେସନ୍‌ ଫର୍ମ ପୂରଣ କରନ୍ତୁ।

ଆବେଦନ ଫି ଅନଲାଇନ୍‌ରେ ପେମେଣ୍ଟ କରନ୍ତୁ।

OTV is now on Whatsapp

Join and get latest news update delivered to you via whatsapp

Join Now