• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Alia Bhatt expecting twins
ଆଲିଆ ହେବେ ଯାଆଁଳା ଶିଶୁର ମା! ଜାଣନ୍ତୁ କ’ଣ କହିଲେ ରଣବୀର

ଯାଆଁଳା ପିଲାର ମାଆ ହେବେ କି ଆଲିଆ ଭଟ୍ଟ? ଏକ ସାକ୍ଷାତକାରରେ ରଣବୀର କପୁର ଏମିତି କିଛି କହିଛନ୍ତି ଯାହା ଲୋକଙ୍କୁ ଏହା ଭାବିବାକୁ ବାଧ୍ୟ କରୁଛି।

Special story
ବିଧାୟକଙ୍କ ପରେ ଶିବସେନାର ୧୨ ସାଂସଦଙ୍କୁ Y+ ସୁରକ୍ଷା

ପୁଣି ଶିବସେନାରେ ଆରମ୍ଭ ହୋଇଛି ବିଦ୍ରୋହ। ବିଧାୟକଙ୍କ ପରେ ସାଂସଦଙ୍କର ପାଳି ପଡିଛି। ଉଦ୍ଧବ ଗୋଷ୍ଠୀଙ୍କ ୧୨ ଜଣ ବିଦ୍ରୋହୀ ସାଂସଦଙ୍କୁ ଦିଆଯାଇଛି ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା।

Traffic Violation
ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଜୋରିମାନା ନୁହେଁ ବରଂ କରିବାକୁ ପଡ଼ିବ ରକ୍ତଦାନ

ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ କେବଳ ଜୋରିମାନା ନୁହେଁ ବରଂ ମେଡ଼ିକାଲରେ ଯାଇ କରିବାକୁ ପଡ଼ିବ ରକ୍ତଦାନ। ଯଦି ନିୟମ ନମାନନ୍ତି, ତେବେ ଜାଣନ୍ତୁ କଣ ରହିଛି ନୂଆ ନିୟମ..

Special story
ଭାରତରେ ବଢ଼ିଲା ମଙ୍କିପକ୍ସ ଡର : କେରଳରେ ସଂକ୍ରମିତଙ୍କ ସଂଖ୍ୟା ୨କୁ ବୃଦ୍ଧି

କେନ୍ଦ୍ରୀୟ ଟିମ୍ ପଠାଇଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ସଂକ୍ରମଣ ରୋକିବାକୁ ଗାଇଡଲାଇନ ଜାରି

Special story
ପୃଥିବୀ ଉପରେ ସୌରଝଡ଼ ବିପଦ : ପ୍ରଭାବିତ ହୋଇପାରେ ଜିପିଏସ୍, ସାଟେଲାଇଟ୍, ରେଡିଓ

ଘଣ୍ଟାକୁ ଲକ୍ଷେ କିଲୋମିଟର ବେଗରେ ସୌରଝଡ଼ ଆସୁଥିବା ନାସାର ଆକଳନ

Special story
ବିମାନରେ ଯାନ୍ତ୍ରିକ ତ୍ରୁଟି ବଢ଼ୁଥିବା ନେଇ କଠୋର ଡିଜିସିଏ : ଏୟାରଲାଇନ୍ସକୁ କଡ଼ା ନିର୍ଦ୍ଦେଶ

ଜୁଲାଇ ୨୮ ସୁଦ୍ଧା ନିର୍ଦ୍ଦେଶାଳୟକୁ ନିଶ୍ଚିତ କରିବେ ବିମାନ କମ୍ପାନୀ

Daily Horoscope
Daily Horoscope 19th July 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ମଙ୍ଗଳବାର ,ତିଥି – ୬ ଷ୍ଠୀ ପ୍ରାତଃ ୦୭/୫୦ ଗତେ ୭ମୀ,ଚନ୍ଦ୍ର – ମୀନ ଅହୋରାତ୍ର, ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର, ଘାତ ବାର –ମକର ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ ପ୍ରାତଃ ୦୭/୫୦ ଗତେ ୨ ପାଦ - କୃଷି- ଓ ପଶୁହାନି -ଭୂମ ଓ ଅନ୍ନଦାନ ।

Margaret Alva
ଉପରାଷ୍ଟ୍ରପତି ନିର୍ବାଚନ ରେସ୍ : ଆଜି ନାମାଙ୍କନ ଭରିବେ ମାର୍ଗାରେଟ ଆଲଭା

ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା

Bhupinder singh
ଜଣାଶୁଣା ଗଜଲ ଗାୟକ ଭୁପିନ୍ଦର ସିଂହଙ୍କ ପରଲୋକ

କ୍ରିଟି କେୟାର ହସ୍ପିଟାଲର ଡ. ଦୀପକ ନାମଜୋସି କହିଛନ୍ତି ଯେ, ଭୁପିନ୍ଦର ସିଂହ ୧୦ ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା ।

Draupadi Murmu
NDA ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ BJDର ସମର୍ଥନ ନେଇ କାହିଁକି ଏତେ ଚର୍ଚ୍ଚା ?

କଂଗ୍ରେସର ଆକ୍ଷେପ ବିଜେଡିକୁ ଘାରୁଛି ଇଡି ଓ ସିବିଆଇ ଡର । ବିଜେଡି କହିଲା ଏନଡିଏର ଉଭୟ ପ୍ରାର୍ଥୀ ଉପଯୁକ୍ତ । ବିଜେପି କହିଲା ଅଣକଂଗ୍ରେସ ଦଳ ଭାବେ ନାହିଁ ବିକଳ୍ପ ପନ୍ଥା ।

Elephant Rescued
ଛୁଆ ହାତୀକୁ ବଞ୍ଚାଇବାକୁ ଯାଇ ଫସିଲା ମାଆ ହାତୀ, ଉଦ୍ଧାର ବେଳର ଭିଡିଓ ଏବେ ଭାଇରାଲ

ପାର୍କ ଓ ବନ ବିଭାଗ କତ୍ତୃପକ୍ଷ ତା ସାଙ୍ଗକୁ ପଶୁ ବିଶେଷଜ୍ଞ ଟିମ୍ ଲାଗି ପଡ଼ିଛନ୍ତି ହାତୀ ରେସକ୍ୟୁ ଅପରେସନରେ । ରାସ୍ତା କଡ଼ରେ ଥିବା ଏକ ଡ୍ରେନ୍‌ରେ ଗଳି ପଡ଼ିଥିଲା ଏହି ବର୍ଷକର ହାତୀ ଛୁଆ । ତାକୁ ଉଦ୍ଧାର କରିବାକୁ ଯାଇ ଫସିଯାଇଥିଲା ମାଆ ହାତୀ ।

Kerala Neet Exam
NEET ପରୀକ୍ଷା ଦେବାକୁ ହେଲେ ଖୋଲିବାକୁ ପଡ଼ିବ ଅନ୍ତବସ୍ତ୍ର, ଏଭଳି ନିୟମ ଶୁଣି ପରୀକ୍ଷାର୍ଥୀ କାଟିଦେଲେ ହୁକ୍‌

କୋଲାମ ରୁରାଲ ଏସ୍‌ପିଙ୍କୁ ଘଟଣାର ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମାନବାଧିକାର କମିଶନଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି ।

Draupadi Murmu or Yashwant Sinha : Who will be India's next President
କାହା ମୁଣ୍ଡରେ ମୁକୁଟ, ଦ୍ରୌପଦୀ ମୁର୍ମୁ ନା ଯଶୋବନ୍ତ ସିହ୍ନା?

କିଏ ହେବେ ଦେଶର ନୂଆ ରାଷ୍ଟ୍ରପତି: ଦ୍ରୌପଦୀ ମୁର୍ମୁ ନା ଯଶୋବନ୍ତ ସିହ୍ନା, ଭୋଟ୍ ପରେ ବାଲଟ୍ ବକ୍ସରେ ସିଲ୍ ଦୁଇ ପ୍ରାର୍ଥୀଙ୍କ ଭାଗ୍ୟ...ପ୍ରଧାନମନ୍ତ୍ରୀଙ୍କଠୁ ମୁଖ୍ୟମନ୍ତ୍ରୀ ଯାଏଁ ବାଛିଲେ ମନ ପସନ୍ଦର କ୍ୟାଣ୍ଡିଡେଟ୍...ଜୁଲାଇ ୨୧ରେ ଗଣତି, ୨୫ରେ ଶପଥ...

Telangana Flood
ତେଲେଙ୍ଗାନାରେ ସ୍ଥିତି ଅଣାୟତ ! ପ୍ରଥମ ମହଲା ଉପରେ ଯାଉଛି ପାଣି‌; ରାସ୍ତା ଘାଟ ବନ୍ଦ, ଯାତାୟତ ବି ଠପ୍‌

ସେନା ଯବାନ ହେଲିକପ୍ଟର ମାଧ୍ୟମରେ ମାଞ୍ଚିରିଅଲ ଜିଲ୍ଲାର ଚେନୁରରେ ଗୋଟିଏ ଜେସିବି ଉପରେ ଅଟକି ରହିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ଆଣିଛନ୍ତି ।

President Election
ଗୋଟିଏ ଭୋଟ କେତେ ମୂଲ୍ୟବାନ ! କରୋନା ଆକ୍ରାନ୍ତ ଥାଇ ବି ପୂର୍ବତନ ଉପମୁଖ୍ୟମନ୍ତ୍ରୀ କଲେ ମତଦାନ

ପିପିଇ କିଟ୍‌ ପିନ୍ଧି ସବୁ ପ୍ରକାର ପ୍ରିକସନ୍‌ ଗ୍ରହଣ କରି, ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧାନସଭାରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ଯାହାକୁ ଦେଖି ସମସ୍ତେ ଚକିତ ।

Tamilnadu
ଜଳୁଛି କାଲ୍ଲାକୁରୁଚି ! ଯୁଆଡ଼େ ଦେଖିବ ଭଙ୍ଗାରୁଜା-ପୋଡ଼ାଜଳା, ତୀବ୍ର ହେଉଛି ଛାତ୍ରୀ ମତ୍ୟୁ ଉତ୍ତେଜନା

ଆତ୍ମହତ୍ୟା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ୍ ଛାତ୍ରୀଙ୍କ ସ୍କୁଲର ଆଉ ୨ ଜଣ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

gst will be levied on many things people said there is a situation like sri lanka
ଭାରତରେ ବି ହେବକି ଶ୍ରୀଲଙ୍କା ସ୍ଥିତି ?

ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଲାଗିଲା GST । ସୋସିଆଲ୍‌ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ...