• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

horoscope
Daily Horoscope 14th July 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

 ‘Apna School’ where khaki wale guruji teaches slum kids
ଇନ୍ସପେକ୍ଟରଙ୍କ ବଡପଣ; ସାଜିଛନ୍ତି ‘ଖାକି ୱାଲେ ଗୁରୁଜୀ’

ପୋଲିସ୍ ସାଜିଛନ୍ତି ଗୁରୁ। ବସ୍ତି ପିଲାଙ୍କୁ ନିଜ ଖର୍ଚ୍ଚରେ ଦେଉଛନ୍ତି ଶିକ୍ଷା। ସେ ଏବେ ସାଜିଛନ୍ତି ସେମାନେ ଭାଗ୍ୟ ବିଧାତା। ତାଙ୍କୁ ନେଇ ପିଲାମାନେ ଦେଖିଛନ୍ତି ନୂଆ ସ୍ୱପ୍ନ।

Resume format for jobs
କିପରି ତିଆରି କରିବେ ସିଭି; କ’ଣ ରଖିବେ, କ’ଣ ନ ରଖିବେ

ଚାକିରି ପାଇଁ ଆବେଦନ କରିବା ବେଳେ ସିଭିର ଆବଶ୍ୟକ ଜରୁରୀ ହୋଇଥାଏ। କିନ୍ତୁ ଏହା କିପରି କରାଯାଏ ତାହା ଜାଣିବା ଜରୁରୀ। ଏମିତି କିଛି ତଥ୍ୟ ନ ରହିବା ଉଚିତ। ନଚେତ ଚାକିରି ନ ମିଳିପାରେ!

Water filled the road the younger sister started walking on brother back
କୁନି ଭଉଣୀକୁ ପିଠିରେ ଲଦି ପାଣି ଭରା ରାସ୍ତା ପାର କରିଦେଲା ବଡ ଭାଇ

ସାରା ରାସ୍ତାରେ ପାଣି ମାଡିଯାଇଛି। ପାଣିରେ ଯେପରି ତା’ କୁନି ଭଉଣୀର ପାଦ ଓଦା ହେବ ନାହିଁ, ତେଣୁ ଭାଇ ତା’ ଭଉଣୀକୁ ପିଠି ଲାଉ କରି ଖାଲି ପାଦରେ ଚାଲି ରାସ୍ତା ପାର କରିଦିଏ।

Crab having human like teeth
ଅଜବ କଙ୍କଡା: ରହିଛି ମଣିଷ ପରି ଦାନ୍ତ

ଭାଇରାଲ୍ ହେଉଛି ଏକ କଙ୍କଡାର ଫଟୋ। ଏହାର ରହିଛି ମଣିଷ ପରି ଦାନ୍ତ। ଇଣ୍ଟରନେଟ୍‌କୁ ଥରାଇ ଦେଇଛି ଏହି ଫଟୋ।

Special story
ଏଣିକି ଚିଠି ସହ ପିଠଉର ହୋମ୍‌ ଡେଲିଭରୀ କରିବ ଡାକ ବିଭାଗ

ଅର୍ଡର କଲା ମାତ୍ରେ ଘରେ ଘରେ ପହଞ୍ଚିଯିବ ଦୋସା ଓ ଇଡଲିର ପିଠଉ ।

Who Is The Next UK PM ?
କିଏ ହେବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ବୋରିସ୍ ଜନ୍‌ସନ୍‌ଙ୍କ ଇସ୍ତଫା ପରେ ରେସ୍‌ରେ ଅଛନ୍ତି ଏମାନେ...

ବୋରିସ ଜନସନ୍‌ଙ୍କ ଇସ୍ତଫା ପରେ ଏବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କୁ  ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ବୋରିସ୍ ଜନ୍‌ସନ୍‌ଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଭାରତୀୟ ବଂଶୋଦ୍ଭବ ଋଷି ସନକ୍ ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି। 

Sri Lanka doctors warn of drug shortage
ଡାକ୍ତରଙ୍କ ଇମୋସନାଲ୍‌ ମେସେଜ୍‌- ‘ରୋଗରେ ପଡ଼ନ୍ତୁ ନାହିଁ, ଦେଶରେ ଆଉ ଔଷଧ ନାହିଁ’

‘ରୋଗରେ ପଡ଼ନ୍ତୁ ନାହିଁ କି, ଦୁର୍ଘଟଣାର ଶିକାର ହୁଅନ୍ତୁ ନାହିଁ।’ କାରଣ ଦେଶରେ ଆଉ ଔଷଧ ନାହିଁ। ଏଭଳି କିଛି ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି ଶ୍ରୀଲଙ୍କାର ଡାକ୍ତର।

Delhi University non teaching recruitment 2022
ଏହି ଖବର ଦେଖି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଚାକିରି କରନ୍ତୁ

ଶ୍ରୀ ଭେଙ୍କଟେଶ୍ୱର କଲେଜ୍‌, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନେକ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। କେବେ ଶେଷ ତାରିଖ ଓ କିପରି କରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ।

Special story
ଦୁଇ ଛୁଆ ବୁଡ଼ି ଯାଉଥିବା ଦେଖି ସମୁଦ୍ରକୁ ଲମ୍ଫଦେଲା ବାପା, ତା’ପରେ...

ସମୁଦ୍ର ଦେଖା ହେଲା କାଳ । ବାପା ଓ ଦୁଇ ଛୁଆ ସମୁଦ୍ରରେ ଭାସିଗଲେ ।

Tusharkanti Behera
ଆଦିବାସୀ ମହିଳାଙ୍କୁ SDPOଙ୍କ ମାଡ଼ ଘଟଣା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି ।

Aamir khan will appear in dance deewane juniors
ପ୍ରଥମ ଥର ପାଇଁ ଏହି ରିଆଲିଟି ଶୋ’ରେ ନଜର ଆସିବେ ଆମିର ଖାନ

ଦୀର୍ଘଦିନ ପରେ ଟିଭି ଦୁନିଆକୁ ଫେରୁଛନ୍ତି ଆମିର୍ ଖାନ୍। ଏହାର ପ୍ରୋମୋ ଭିଡିଓ ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ଆକାଶଛୁଆଁ ହୋଇଛି। ଜାଣନ୍ତୁ କୋଉ ଶୋ’ରେ, କେବେ ଆସିବେ ନଜର।

Gold Price Today
ଆହୁରି ଶସ୍ତା ହେଲା ସୁନା

କିଛିଦିନ ସୁନା ଓ ରୁପା ଦର ବୃଦ୍ଧି ପାଇବା ପରେ ପୁଣି ଏହି ଦର ହ୍ରାସ ପାଇଛି। ଆଜି ପୁଣି ଏହା ହ୍ରାସ ପାଇଛି। ସୁନା ଦର ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୦,୬୫୬ ଟଙ୍କାରେ ପହଞ୍ଚିଛି।

Free Covid BoosterJabs From July 15
ଜୁଲାଇ ୧୫ରୁ ମାଗଣା ବୁଷ୍ଟର ଡୋଜ୍‌

୧୮ରୁ ୫୯ ବୟସ ବର୍ଗଙ୍କୁ ଜୁଲାଇ ୧୫ରୁ ମାଗଣାରେ କରୋନା ପ୍ରିକସନ୍ ଡୋଜ୍ ଦିଆଯିବ। ୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।

Mandira Bedi to make come back on tv
ଟିଭି ଦୁନିଆକୁ ପୁଣି ଫେରୁଛନ୍ତି ମନ୍ଦିରା ବେଦୀ

ଛୋଟ ପରଦାରେ ପୁଣି ନଜର ଆସିବେ ମନ୍ଦିରା ବେଦୀ। ଉଭୟ ପଜିଟିଭ୍ ଓ ନେଗେଟିଭ୍ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ। ଦୀର୍ଘ ଦିନ ପରେ ସେ ପୁଣି ଅଭିନୟ ଜଗତକୁ ଫେରୁଥିବାରୁ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହର ସହ ଚାହିଁ ରହିଛନ୍ତି।

Srilanka
ଖୁବ୍‌ଶୀଘ୍ର ଶ୍ରୀଲଙ୍କା ଦଶା ଭୋଗିବ ପାକିସ୍ତାନ, ଅନ୍ୟ ୪ ଦେଶର ବି ସମାନ ସ୍ଥିତି

ପାକିସ୍ତାନ ମଧ୍ୟ ଅନାହାର ଓ ଦାରିଦ୍ର୍ୟ ଆଡ଼କୁ ଗତି କରୁଛି ବୋଲି ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

Special story
ଟ୍ରକ୍‌ ହର୍ଣ୍ଣରେ ଯୁବକଙ୍କ ନାଗିନ୍‌ ଡାନ୍ସ : ବିଚ୍‌ ରାସ୍ତାରେ ନାଚି ନାଚି ଗଡ଼ିଲେ, ଭିଡିଓ ବି କଲେ

ହାଇୱେ ଉପରେ ବାଇକର୍‌ଙ୍କ ନାଗିନ୍‌ ଡାନ୍ସ, ଗାଡ଼ି ବି ଛାଡ଼ିଲେନି , ମନଭରି ନାଚିଲେ ଓ ଉପଭୋଗ କଲେ

Rohit Sharma Six Hits A Little Girl In The Crowd During India Vs England
ଛକା ମାରିଲେ ରୋହିତ, ଆହତ ହେଲେ କୁନି ଝିଅ...

ରୋହିତ ଶର୍ମା ଏମିତି ଏକ ଛକା ମାରିଥିଲେ, ବଲ୍‌ ଯାଇ ସିଧାସଳଖ ଗ୍ୟାଲେରୀରେ ବସିଥିବା ଜଣେ କୁନି ଝିଅର ଦେହରେ ବାଜିଥିଲା। ଏହାପରେ ସେହି ସମୟରେ ସେଠାରେ ଉପସ୍ଥିତ ଲୋକେ କୁନି ଝିଅ ନିକଟରେ ରୁଣ୍ଡ ହୋଇଯାଇଥିଲେ।

Srilanka Crisis
ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ରାଷ୍ଟ୍ରପତି ଗୋଟାବାୟା ମାଳଦ୍ୱୀପକୁ ଚାଲି ଆସିଥିବା ସୂଚନା ମିଳିଛି। 

Actor Rhea Chakraborty Charged In Drugs Case
‘ସୁଶାନ୍ତଙ୍କୁ ଗଞ୍ଜେଇ ଦେଉଥିଲେ ରିୟା’

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ NCB(Narcotics Control Bureau) ଅଭିଯୁକ୍ତ ଦର୍ଶାଇଛି। ଏହାସହ ରିୟା ଗଞ୍ଜେଇ କିଣିବା ଓ ଏଥିପାଇଁ ପେମେଣ୍ଟ୍‌ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।

Celebrity special meal service for street dogs
ରାସ୍ତାକଡ କୁକୁରଙ୍କୁ ସ୍ପେଶାଲ ଖାଦ୍ୟ ବାଣ୍ଟିଲେ ସେଲିବ୍ରିଟି

କୁକୁରମାନଙ୍କ ପାଇଁ ମଧ୍ୟ ସ୍ପେଶାଲ ହୋଇଗଲା ଏକ ରବିବାର। ଜଣେ ସେଲିବ୍ରେଟି ଏମିତି କରିଦେଲେ। ସେ ରାସ୍ତାକଡ କୁକୁରଙ୍କୁ ସ୍ୱତନ୍ତ୍ର ଖାଦ୍ୟ ବାଣ୍ଟି ସମସ୍ତଙ୍କ ପ୍ରଶଂସାକୁ ସାଉଁଟୁଛନ୍ତି।

Biggest Supermoon 2022
ଆଜି 'ସୁପର୍‌ମୁନ୍' : ଆକାଶରେ ଦେଖାଯିବ ବଡ, ଉଜ୍ଜ୍ୱଳ ଓ ଗୋଲାପୀ ଚନ୍ଦ୍ର

ଆଜି ଆକାଶରେ ଦେଖାଦେବ 'ସୁପରମୁନ୍'। ଅନ୍ୟ ଦିନ ଅପେକ୍ଷା ଆଜି ଚନ୍ଦ୍ର ବହୁତ ବଡ, ଉଜ୍ଜ୍ୱଳ ଏବଂ ଗୋଲାପୀ ଦେଖାଯିବ। ଚନ୍ଦ୍ର ପୃଥିବୀ ନିକଟକୁ ଚାଲି ଆସିବ।

Bravery story of Neerja Bhanot
ନୀରଜାଙ୍କ ସାହସିକତା...ଆତଙ୍କବାଦୀଙ୍କ କବଳରୁ ୩୬୦ଜଣଙ୍କୁ ବଞ୍ଚେଇଥିଲେ

ଏମିତି ଜଣେ ମହିଳା ଥିଲେ ଯିଏ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଜଡିତ ନଥିଲେ କି କୌଣସି ତାଲିମ ମଧ୍ୟ ନେଇ ନଥିଲେ। କିନ୍ତୁ ଯେତେବେଳେ ଦେଶବାସୀଙ୍କୁ ସୁରକ୍ଷା ଦେବାର ସୁଯୋଗ ଆସିଲା ସେତେବେଳେ ସେ ଆତଙ୍କବାଦୀଙ୍କ ସାମ୍ନାରେ ଠିଆ ହୋଇ ନିଜ ଜୀବନକୁ ବିପଦରେ ପକାଇ ୩୬୦ ଲକ୍ଷ ଜୀବନ ରକ୍ଷା କରିଥିଲେ।