• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Airlines

alcohol
ବିମାନରେ ଜଣେ ଯାତ୍ରୀ କେତେ ପିଇବେ ମଦ ?

ବିମାନରେ ଜଣେ ଯାତ୍ରୀ କେତେ ପିଇବେ ମଦ ? ଯାତ୍ରୀଙ୍କୁ ବିମାନରେ ଯିବା ସମୟରେ କେତେ ପରିମାଣର ମଦ ଦିଆଯିବା ଉଚିତ୍? ଏନେଇ DGCA ସୁପ୍ରିମ୍କୋର୍ଟକୁ ସୂଚନା ଦେଇଛି ।

How much alcohol serve in flight
ବିମାନରେ ଯାତ୍ରୀଙ୍କୁ ଦିଆଯିବ କେତେ ମଦ ? DGCA ଦେଲା ବଡ଼ ଅପଡେଟ୍‌....

ଡିଜିସିଏ ନିୟମ ଅନୁଯାୟୀ, ଜଣେ ଯାତ୍ରୀଙ୍କୁ କେତେ ମଦ୍ୟପାନ କରାଯିବା ଉଚିତ୍, ଯାହା ଦ୍ୱାରା ଯାତ୍ରୀ ଜଣକ ଉଡ଼ାଣ ସମୟରେ ଅଭଦ୍ର ବ୍ୟବହାର ନ କରନ୍ତି ତାହା ଉକ୍ତ ବିମାନ କମ୍ପାନୀ ଏବଂ ବିମାନରେ ଥିବା କର୍ମଚାରୀଙ୍କ ବିବେକ ଉପରେ ନିର୍ଭର କରେ ।

Airline
ସଂକଟରେ ଭିସ୍ତାରା ! ସପ୍ତାହକ ମଧ୍ୟରେ ୧୦୦ ବିମାନ ଉଡ଼ାଣ ବାତିଲ...

ତେବେ ବିମାନ ଉଡ଼ାଣ ରଦ୍ଦ ହେଲେ, ଯାତ୍ରୀମାନେ ସେମାନଙ୍କ ପୈଠ ଟଙ୍କା ଫେରିପାରିବେ କି ନାହିଁ ? ଯଦି ଫେରିପାଇବେ ତେବେ କେମିତି ? ଆଉ କେତେ ଟଙ୍କା ଫେରିପାଇବେ ଆସନ୍ତୁ ଜାଣିବା କ’ଣ ରହିଛି ନିୟମ...

United Airlines flight loses tyre
ବିମାନ ଉଡ଼ାଣ ବେଳେ ଖସି ପଡ଼ିଲା ଚକା, ଦେଖନ୍ତୁ ଭିଡ଼ିଓ...

ବିମାନ ଉଠୁ ଉଠୁ ଗଳି ପଡ଼ିଲା ବିମାନର ଚକା । ଜରୁରୀକାଳୀନ ଅବତରଣ କଲା ବିମାନ । ଯାହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

2 IndiGo planes
ଟଳିଲା ବଡ଼ ଅଘଟଣ...ଧକ୍କା ହେବାରୁ ବର୍ତ୍ତିଲେ ୨ଟି ଇଣ୍ଡିଗୋ ବିମାନ...

ଅଳ୍ପକେ ବର୍ତ୍ତିଲେ ଦୁଇଟି ଇଣ୍ଡିଗୋ ବିମାନ। ପରସ୍ପର ସହିତ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲେ ଦୁଇ ବିମାନ‌ । 

delivery of baggage
ଏୟାରଲାଇନ୍ସକୁ BCASର ନିର୍ଦ୍ଦେଶ...ଏଣିକି ଅଧ ଘଣ୍ଟାରେ ମିଳିବ ଲଗେଜ୍ !

ବିମାନ ପହଁଚିବାର ଅଧଘଣ୍ଟା ଭିତରେ ଯାତ୍ରୀଙ୍କୁ ସେମାନଙ୍କ ଜିନିଷ ଦିଅ । ସମସ୍ତ ଏୟାରଲାଇନ୍ସକୁ ଏଭଳି ନିର୍ଦ୍ଦେଶ ଦେଇଛି ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି। 

American Airlines
ମହିଳା ଯାତ୍ରୀଙ୍କ ପ୍ରତି ଏ କି ଆଚରଣ ! ସମସ୍ତଙ୍କ ସାମ୍ନାରେ ପୋଷାକ ବଦଳାଇବାକୁ ବାଧ୍ୟ କଲେ ବିମାନ କର୍ମଚାରୀ

ଦୁଇ ଯୁବତୀଙ୍କୁ ବେଜିତ୍‌ କଲା American Airlines । ବିମାନ କମ୍ପାନୀର ଦାୟିତ୍ୱହୀନତାକୁ ନେଇ ଉଠିଲା ପ୍ରଶ୍ନ ।

FAA System Outage Causes Thousands Of Flight Delays In US
ବଡ଼ ଧରଣର ବୈଷୟିକ ତ୍ରୁଟି: ଘଣ୍ଟା ଘଣ୍ଟା ଧରି ଆମେରିକାରେ ବନ୍ଦ ହୋଇଗଲା ବିମାନ ସେବା

ଆମେରିକାରେ ବିମାନ ସେବା ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। ଘଣ୍ଟା ଘଣ୍ଟା ଧରି ବନ୍ଦ ପରେ ଏବେ ଏୟାର ସର୍ଭିସ୍ ସିଷ୍ଟମ ଧୀରେଧିରେ ଠିକ୍ ହେଉଥିବା ନେଇ ଫେଡରାଲ୍ ଆଭିଏସନ୍ ଆଡମିନ୍‌ଷ୍ଟ୍ରେସନ୍ ଟ୍ୱିଟ୍ କରି ସୂଚନା ଦେଇଛି।

Flight Viral Video
ଫ୍ଲାଇଟ୍‌ ଭିତରେ ଯାତ୍ରୀଙ୍କୁ ସଟ୍ ଅପ୍‌ କହିଲେ ଏୟାର ହୋଷ୍ଟେସ୍‌, ଦେଖନ୍ତୁ ଭିଡିଓ...

ଏୟାର ହୋଷ୍ଟେସ୍‌ଙ୍କ ବିରୋଧ ପରେ ଆରମ୍ଭ ହୋଇଥିଲା ଯୁକ୍ତି ତର୍କ ।

Deepak Chahar blames Malaysian airlines
ବିମାନରେ ଦୀପକ ଚହରଙ୍କୁ ମିଳିଲାନି ଖାଦ୍ୟ; ବଖାଣିଲେ ତିକ୍ତ ଅନୁଭୂତି

ବିନା ସୂଚନାରେ ହଠାତ ବଦଳିଲା ବିମାନ, ହଜିଗଲା କ୍ରିକେଟର ଦୀପକ ଚହରଙ୍କ ଲଗେଜ୍। ବିଜିନେସ୍ କ୍ଲାସ୍‌ରେ ଯାତ୍ରା ସତ୍ତ୍ୱେ ତାଙ୍କୁ ମିଳିଲା ନାହିଁ କୌଣସି ଖାଦ୍ୟ।

Centre Relaxes Rules For International Passengers Arriving In India
ହଟିଲା କଟକଣା, ବିଦେଶୀ ଯାତ୍ରୀଙ୍କ ପାଇଁ ନୂଆ ନିୟମ ଜାରି କଲେ ଭାରତ ସରକାର

ବିମାନରେ ଯାତ୍ରା କରୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ ଭାରତ ସରକାର ନୂଆ ନିୟମ ଜାରି କରିଛନ୍ତି। ଏଣିକି ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ସେଲ୍‌ଫ-ଡିକ୍ଲାରେସନ୍‌ ଫର୍ମ(Self-Declaration Form) ପୂରଣ କରିବାର ଆଉ କୌଣସି ଆବଶ୍ୟକତା ନାହିଁ।

Jeypore flight takes off from Bhubaneswar
ମାତ୍ର ୯୯୯ ଟଙ୍କାରେ ଭୁବନେଶ୍ୱରରୁ ଏହି ସ୍ଥାନକୁ ବିମାନ ଯାତ୍ରା କରନ୍ତୁ...

ପ୍ରତ୍ୟେକ ଦିନ ସକାଳ ୧୧ଟା ୩୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ। ଅପରାହ୍ନ ୧ଟା ୨୦ ମିନିଟରେ ଏହା ଜୟପୁରରେ ପହଞ୍ଚିବ।

Flight tickets to get expensive
ଯାତ୍ରୀଙ୍କୁ ଝଟ୍‌କା, ମହଙ୍ଗା ହୋଇପାରେ ବିମାନ ଯାତ୍ରା

ଅଗଷ୍ଟ ୩୧ ପରେ ବିମାନ ଯାତ୍ରା ଦର ଏୟାରଲାଇନ୍ସ କମ୍ପାନୀ ନିର୍ଦ୍ଧାରଣ କରିବେ। ତେଣୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଝଟ୍‌କା ଲାଗିପାରେ। 

Special story
ବିମାନରେ ଯାନ୍ତ୍ରିକ ତ୍ରୁଟି ବଢ଼ୁଥିବା ନେଇ କଠୋର ଡିଜିସିଏ : ଏୟାରଲାଇନ୍ସକୁ କଡ଼ା ନିର୍ଦ୍ଦେଶ

ଜୁଲାଇ ୨୮ ସୁଦ୍ଧା ନିର୍ଦ୍ଦେଶାଳୟକୁ ନିଶ୍ଚିତ କରିବେ ବିମାନ କମ୍ପାନୀ

airlines
୧୮ରୁ ପୂର୍ଣ୍ଣ କ୍ଷମତାରେ ଉଡ଼ିବ ବିମାନ

ଏବେ ବିମାନରେ ସବୁ ସିଟ୍ ଫୁଲ୍ ହବ। ଅକ୍ଟୋବର ୧୮ରୁ ସବୁ ଯାତ୍ରୀବାହୀ ବିମାନ ଚଳାଚଳ କରିବ। ଦେଶ ମଧ୍ୟରେ ସମସ୍ତ ବିମାନ ଚଳାଚଳ କରିବାକୁ ଅନୁମତି Iକୌଣସି ସିଟିଂ କାପାସିଟି କଟକଣା ବିନା ବିମାନ ଚଳାଚଳ କରିବ ।

Lufthansa Airlines
ବିମାନ ସେବାରେ ଆଉ କୁହାଯିବନି ‘ଲେଡିଜ୍ ଆଣ୍ଡ୍ ଜେଣ୍ଟଲିମ୍ୟାନ୍’

ଏକ ଜର୍ମାନ ବିମାନ କମ୍ପାନୀ ନିଷ୍ପତ୍ତି ନେଇଛି ଯେ ଯାତ୍ରୀମାନଙ୍କୁ ଲିଙ୍ଗମୁକ୍ତ ଉପାୟରେ ସମ୍ବୋଧିତ କରିବ। ସେଥିପାଇଁ ବର୍ତ୍ତମାନ ଜର୍ମାନୀର ଲୁଫଥାନ୍ସା ଏୟାର ସର୍ଭିସର ବିମାନରେ 'ଲେଡିଜ୍ ଆ।ଣ୍ଡ୍ ଜେଣ୍ଟଲିମ୍ୟାନ' ସମ୍ବୋଧନ ଶୁଣାଯିବ ନାହିଁ।