ପରିଚୟ ହରାଇଲା ‘ଭିସ୍ତାରା’। ଗତକାଲି ‘ଏୟାର ଇଣ୍ଡିଆ’ ଏୟାର ଲାଇନ୍ସରେ ବିଲୟ ହୋଇଛି ‘ଭିସ୍ତାରା ଏୟାର ଲାଇନ୍ସ’ । ଆଜି ଉଭୟ ସଂସ୍ଥାର ପ୍ରଥମ ମିଳିତ ବିମାନ କତାର ରାଜଧାନୀ ଦୋହାରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଛି ।
ସଫଳତାର ଶିଖର ଛୁଇଁଲେ ମହିଳା ! ଫ୍ଲାଇଟ୍ ଆଟେଣ୍ଡାଣ୍ଟରୁ ବନିଗଲେ ଏୟାର ଲାଇନ୍ସ ସିଇଓ । ପ୍ରଥମ ଥର ପାଇଁ ଜାପାନରେ କଲେ ଇତିହାସ ସୃଷ୍ଟି ।
ବିମାନରେ ଜଣେ ଯାତ୍ରୀ କେତେ ପିଇବେ ମଦ ? ଯାତ୍ରୀଙ୍କୁ ବିମାନରେ ଯିବା ସମୟରେ କେତେ ପରିମାଣର ମଦ ଦିଆଯିବା ଉଚିତ୍? ଏନେଇ DGCA ସୁପ୍ରିମ୍କୋର୍ଟକୁ ସୂଚନା ଦେଇଛି ।
ଡିଜିସିଏ ନିୟମ ଅନୁଯାୟୀ, ଜଣେ ଯାତ୍ରୀଙ୍କୁ କେତେ ମଦ୍ୟପାନ କରାଯିବା ଉଚିତ୍, ଯାହା ଦ୍ୱାରା ଯାତ୍ରୀ ଜଣକ ଉଡ଼ାଣ ସମୟରେ ଅଭଦ୍ର ବ୍ୟବହାର ନ କରନ୍ତି ତାହା ଉକ୍ତ ବିମାନ କମ୍ପାନୀ ଏବଂ ବିମାନରେ ଥିବା କର୍ମଚାରୀଙ୍କ ବିବେକ ଉପରେ ନିର୍ଭର କରେ ।
ତେବେ ବିମାନ ଉଡ଼ାଣ ରଦ୍ଦ ହେଲେ, ଯାତ୍ରୀମାନେ ସେମାନଙ୍କ ପୈଠ ଟଙ୍କା ଫେରିପାରିବେ କି ନାହିଁ ? ଯଦି ଫେରିପାଇବେ ତେବେ କେମିତି ? ଆଉ କେତେ ଟଙ୍କା ଫେରିପାଇବେ ଆସନ୍ତୁ ଜାଣିବା କ’ଣ ରହିଛି ନିୟମ...
ବିମାନ ଉଠୁ ଉଠୁ ଗଳି ପଡ଼ିଲା ବିମାନର ଚକା । ଜରୁରୀକାଳୀନ ଅବତରଣ କଲା ବିମାନ । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଅଳ୍ପକେ ବର୍ତ୍ତିଲେ ଦୁଇଟି ଇଣ୍ଡିଗୋ ବିମାନ। ପରସ୍ପର ସହିତ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲେ ଦୁଇ ବିମାନ ।
ବିମାନ ପହଁଚିବାର ଅଧଘଣ୍ଟା ଭିତରେ ଯାତ୍ରୀଙ୍କୁ ସେମାନଙ୍କ ଜିନିଷ ଦିଅ । ସମସ୍ତ ଏୟାରଲାଇନ୍ସକୁ ଏଭଳି ନିର୍ଦ୍ଦେଶ ଦେଇଛି ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି।
ଦୁଇ ଯୁବତୀଙ୍କୁ ବେଜିତ୍ କଲା American Airlines । ବିମାନ କମ୍ପାନୀର ଦାୟିତ୍ୱହୀନତାକୁ ନେଇ ଉଠିଲା ପ୍ରଶ୍ନ ।
ଆମେରିକାରେ ବିମାନ ସେବା ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। ଘଣ୍ଟା ଘଣ୍ଟା ଧରି ବନ୍ଦ ପରେ ଏବେ ଏୟାର ସର୍ଭିସ୍ ସିଷ୍ଟମ ଧୀରେଧିରେ ଠିକ୍ ହେଉଥିବା ନେଇ ଫେଡରାଲ୍ ଆଭିଏସନ୍ ଆଡମିନ୍ଷ୍ଟ୍ରେସନ୍ ଟ୍ୱିଟ୍ କରି ସୂଚନା ଦେଇଛି।
ଏୟାର ହୋଷ୍ଟେସ୍ଙ୍କ ବିରୋଧ ପରେ ଆରମ୍ଭ ହୋଇଥିଲା ଯୁକ୍ତି ତର୍କ ।
ବିନା ସୂଚନାରେ ହଠାତ ବଦଳିଲା ବିମାନ, ହଜିଗଲା କ୍ରିକେଟର ଦୀପକ ଚହରଙ୍କ ଲଗେଜ୍। ବିଜିନେସ୍ କ୍ଲାସ୍ରେ ଯାତ୍ରା ସତ୍ତ୍ୱେ ତାଙ୍କୁ ମିଳିଲା ନାହିଁ କୌଣସି ଖାଦ୍ୟ।
ବିମାନରେ ଯାତ୍ରା କରୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ ଭାରତ ସରକାର ନୂଆ ନିୟମ ଜାରି କରିଛନ୍ତି। ଏଣିକି ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ସେଲ୍ଫ-ଡିକ୍ଲାରେସନ୍ ଫର୍ମ(Self-Declaration Form) ପୂରଣ କରିବାର ଆଉ କୌଣସି ଆବଶ୍ୟକତା ନାହିଁ।
ପ୍ରତ୍ୟେକ ଦିନ ସକାଳ ୧୧ଟା ୩୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ। ଅପରାହ୍ନ ୧ଟା ୨୦ ମିନିଟରେ ଏହା ଜୟପୁରରେ ପହଞ୍ଚିବ।
ଅଗଷ୍ଟ ୩୧ ପରେ ବିମାନ ଯାତ୍ରା ଦର ଏୟାରଲାଇନ୍ସ କମ୍ପାନୀ ନିର୍ଦ୍ଧାରଣ କରିବେ। ତେଣୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଝଟ୍କା ଲାଗିପାରେ।
ଜୁଲାଇ ୨୮ ସୁଦ୍ଧା ନିର୍ଦ୍ଦେଶାଳୟକୁ ନିଶ୍ଚିତ କରିବେ ବିମାନ କମ୍ପାନୀ
ଏବେ ବିମାନରେ ସବୁ ସିଟ୍ ଫୁଲ୍ ହବ। ଅକ୍ଟୋବର ୧୮ରୁ ସବୁ ଯାତ୍ରୀବାହୀ ବିମାନ ଚଳାଚଳ କରିବ। ଦେଶ ମଧ୍ୟରେ ସମସ୍ତ ବିମାନ ଚଳାଚଳ କରିବାକୁ ଅନୁମତି Iକୌଣସି ସିଟିଂ କାପାସିଟି କଟକଣା ବିନା ବିମାନ ଚଳାଚଳ କରିବ ।
ଏକ ଜର୍ମାନ ବିମାନ କମ୍ପାନୀ ନିଷ୍ପତ୍ତି ନେଇଛି ଯେ ଯାତ୍ରୀମାନଙ୍କୁ ଲିଙ୍ଗମୁକ୍ତ ଉପାୟରେ ସମ୍ବୋଧିତ କରିବ। ସେଥିପାଇଁ ବର୍ତ୍ତମାନ ଜର୍ମାନୀର ଲୁଫଥାନ୍ସା ଏୟାର ସର୍ଭିସର ବିମାନରେ 'ଲେଡିଜ୍ ଆ।ଣ୍ଡ୍ ଜେଣ୍ଟଲିମ୍ୟାନ' ସମ୍ବୋଧନ ଶୁଣାଯିବ ନାହିଁ।