ପିପୁଲସ ପ୍ରେସିଡେଣ୍ଟର ନାରା ଦେବା ସହ କୁଶଳୀ ଶ୍ରମିକ ଭିସା H-1Bର ସମ୍ପ୍ରସାରଣକୁ ସମର୍ଥନ କରିଥିଲେ କମଳା।
ଏଥର ରିପବ୍ଲିକାନ୍ ପାର୍ଟି ପକ୍ଷରୁ ମଇଦାନରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ବିରୋଧୀଙ୍କ ଏକତା ଉପରେ ପୁଣି ପ୍ରଶ୍ନବାଚୀ
ଡ଼ିଶାରୁ ଭୋଟ ଦେଲେନି ପ୍ରଶାନ୍ତ ଜଗଦ୍ଦେବ...
ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଲା ମତଦାନ । ଭୋଟବାକ୍ସରେ ସିଲ୍ ହେଲା ଆଗାମୀ ରାଷ୍ଟ୍ରପତିଙ୍କ ଭାଗ୍ୟ
ଏନଡିଏ ପ୍ରାର୍ଥୀ ଓଡ଼ିଆ ଝିଅ ଦ୍ରୌପଦୀଙ୍କ ବିଜୟ ମନାସିଲା ଓଡ଼ିଶା
ଚାକିରି ଛାଡ଼ି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ ଯୋଗ ଦେଇଥିଲେ ଦ୍ରୋପଦୀ।
ଏଥର ନିର୍ବାଚନରେ ବିରୋଧୀ ମିଳିତ ପ୍ରାର୍ଥୀ ଦେବା ସମ୍ଭାବନା ଥିବାରୁ, ଏବେଠୁ ସହଯୋଗୀ ଦଳମାନଙ୍କ ପାଖରେ ବିଜେପି ପହଞ୍ଚିବା ଆରମ୍ଭ କରିଛି । ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି କ୍ରମେ ଧର୍ମେନ୍ଦ୍ର ଏଥିପାଇଁ ପ୍ରଥମେ ବିହାରରେ ପହଞ୍ଚିଛନ୍ତି । ଆଗକୁ ସେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟ ଆସିପାରନ୍ତି ବୋଲି କୁହାଯାଉଛି ।