• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Report

No Plastic
ଏଣିକି ପ୍ଲାଷ୍ଟିକ ନୁହେଁ ପିଲାଏ ଧରିବେ କାଗଜ ପେନ୍

ଆମେ ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ଡଟ୍ ପେନ୍ ପରିବେଶ ପାଇଁ ଭଲ ନୁହେଁ । ଏହାର ମୁକାବିଲା ପାଇଁ ଜଣେ ଯୁବକ ଏବେ କାଗଜ, ପତ୍ର, କାଠ ଆଦିରେ ତିଆରି କରୁଛନ୍ତି ଡଟ୍ ପେନ୍। ଏନେଇ ଖଡ଼ିଆଳରୁ ଦେଖିବା ଏଇ ବିଶେଷ ରିପୋର୍ଟ....

Bargarh
ଛାତିକୁ ପଥର କରି; ୯ ବର୍ଷର ନାତୁଣୀକୁ ସରକାରଙ୍କୁ ଟେକିଦେଲେ ଜେଜେ

ଅସହାୟତା ଓ ଅଭାବ ପାଇଁ ନାତୁଣୀକୁ ସରକାରଙ୍କ ହାତକୁ ଟେକିଦେଲେ ଜେଜେବାପା l ଏବେ ନାତୁଣୀ ବଢିବ ପର ଘରେ ନୂଆ ବାପାମାଙ୍କ କୋଳରେ ।

2 friends in Puri rescue cormorant stuck in fishing hook
କେରାଣ୍ଡି ଖାଇବାକୁ ଯାଇ ବନଶି କଣ୍ଟାରେ ଫଶିଗଲା ପାଣିକୁଆ

କେରାଣ୍ଡି ଖାଇବାକୁ ଯାଇ ବନଶି କଣ୍ଟାରେ ଲାଖିଗଲା ପାଣିକୁଆ। ଛଟପଟ ହେଉଥିବାର ଦେଖି ବାଟରେ ଯାଉଥିବା ଜଣେ ଯୁବକ ଦେଖିଲେ ଆଉ ତାକୁ ଉଦ୍ଧାର କରିଥିଲେ । ପୁରୀ ଜିଲ୍ଲା ତେଇଶିପୁର ଗ୍ରାମରୁ ଦେଖନ୍ତୁ ଏହି ରିପୋର୍ଟ..

Big Family
Special Report: ଗୋଟିଏ ଛାତ ତଳେ ରହୁଛନ୍ତି ୪ ପୀଢ଼ିର ୪୦ ସଦସ୍ୟ

ନ୍ୟୁକ୍ଲିୟର ଫ୍ୟାମିଲି ଯୁଗରେ ବି ବଞ୍ଚିଛି ଯୌଥ ପରିବାର ବ୍ୟବସ୍ଥା ।

special story
ବିବାହ ପୂର୍ବରୁ ଚାଲିଗଲା ଭାବି ସ୍ୱାମୀଙ୍କ ଚାକିରି . . . ଦ୍ୱନ୍ଦ୍ୱରେ ଯୁବତୀ

ମୁଁ ବିବାହ କରୁବାକୁ ଥିବା ଯୁବକ ଜଣକ ଏବେ ଚାକିରି ହରାଇଛନ୍ତି . .

special repot
ପୁଅ ନୁହେଁ ସେ ସୁନା ମୁଣ୍ଡା ! କଅଁଳ ବୟସରେ ବୋହୁଛି ପରିବାର ବୋଝ

ଏମିତି ପୁଅ ଭାଗ୍ୟରେ ଥିଲେ ମିଳେ । ଦିବ୍ୟାଙ୍ଗ ବାପା ଓ ଦୃଷ୍ଟିବାଧିତ ମା’ ପାଇଁ ସାହାରା ସାଜିଛି ୧୪ ବର୍ଷିୟ ରାକେଶ।

special story
ବିଧବା ଭାଉଜ ମଥାରେ ସିନ୍ଦୂର ଦେଇ ଆପଣାଇ ନେଲେ ଦିଅର : ୩ ଅନାଥ ଛୁଆଙ୍କୁ ମିଳିଲା ବାପାର ପରିଚୟ

 ଭାଉଜଙ୍କୁ ବିବାହ କରି ଉଜୁଡ଼ି ଯାଇଥିବା ପରିବାକୁ ସଜାଡ଼ି ଦେଲେ ଯୁବକ । ସମାଜକୁ ଦେଲେ ପରିବର୍ତ୍ତନର ବାର୍ତ୍ତା ।

Special story
ଡାଳ ଖାଇ ଦଣ୍ଡ ଭୋଗୁଛି ଛେଳି : ୩ ଦିନ ହେଲା ବନ୍ଧା ପଡ଼ିଛି ନୀରିହ ଜନ୍ତୁ

ଗଛର ଡାଳ ଖାଇଦେଲା ବୋଲି ଛେଳିକୁ ଉଠାଇ ନେଇ ୩ଦିନ ହେଲା ବନ୍ଦୀ କରି ରଖିଛନ୍ତି ବନ କର୍ମଚାରୀ

Special story
ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ ! ! ଶରୀରରୁ ନଷ୍ଟ ହେଇଯାଉଛନ୍ତି ଉପକାରୀ ବ୍ୟାକ୍ଟେରିଆ

RMRCର ଗବେଷଣାରୁ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, କୋଭିଡ୍ ଆରୋଗ୍ୟଙ୍କ ଉପରେ ହୋଇଥିଲା ଗବେଷଣା

Special story
କଅଁଳା ପିଲାକୁ କୋଳରୁ ଓହ୍ଲାଇ ପ୍ରଖର ସ୍ରୋତକୁ ଡେଇଁ ପଡ଼ି ଯୁବକଙ୍କ ଜୀବନ ବଞ୍ଚାଇଦେଲେ ରବିନା

ବୁଡ଼ି ଯାଉଥିବା ଯୁବକଙ୍କ ବଞ୍ଚାଇ ଦେଲେ ମହିଳା । ଦୁଃସାହସ ପାଇଁ ପୋଲିସ୍‌ ଏବେ ତାଙ୍କୁ ପ୍ରଶଂସା କରିବା ସହ ପୁରସ୍କୃତ କରିଛନ୍ତି ।

Special story
ଅବସର ପରେ ଥକିନି ମନ କି ଶରୀର : ପିଲାଙ୍କୁ ସୈନିକ ହେବାର ସ୍ୱପ୍ନ ଦେଖାଉଛନ୍ତି ପୂର୍ବତନ ନୌସେନା ଅଧିକାରୀ

ଯାଜପୁର ବରୀ ଅଞ୍ଚଳର ପୂର୍ବତନ ନୌସୈନିକ ତରୁଣ କୁମାର ଦାସ ଯୁବପିଢ଼ିଙ୍କୁ ସେନାରେ ସାମିଲ ପାଇଁ ଦେଉଛନ୍ତି ତାଲିମ ଓ ପ୍ରୋତ୍ସାହନ

special report
ଅଣ୍ଡା ସିଝାରୁ ଘଣ୍ଟା ପିଟା ସବୁ କରନ୍ତି ଦେବଜାନୀ ଦିଦି

ଇଏ ଆମ ଓଡ଼ିଶାର ଏମିତି ଏକ ସରକାରୀ ସ୍କୁଲ୍ ଯେଉଁଠି ପିଲା ପଢ଼ୁଛନ୍ତି ପ୍ରଥମରୁ ପଞ୍ଚମ। ହେଲେ ପାଠ ପଢ଼ାଉଛନ୍ତି ଜଣିଏ ମାତ୍ର ଶିକ୍ଷୟିତ୍ରୀ। ଅଣ୍ଡା ସିଝାରୁ ସ୍କୁଲ୍ ଘଣ୍ଟା ପିଟା ଯାଏଁ ସବୁ କାମ ଦେବଜାନୀ ଦିଦିଙ୍କ ମୁଣ୍ଡରେ… 

Is Virat Kohli the most expensive celeb in Asia - Watch OTV special report
ବିରାଟଙ୍କ ବିଗ୍‌ କ୍ରେଜ୍‌, ମାତ୍ର ଗୋଟିଏ ପୋଷ୍ଟରୁ ରୋଜଗାର କରୁଛନ୍ତି ୮ କୋଟି?

ବିରାଟଙ୍କ ବିଗ୍‌ କ୍ରେଜକୁ ନେଇ ବଢୁଛି ଚର୍ଚ୍ଚା। ଏସିଆ ମହାଦେଶରେ ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି କି ବିରାଟ କୋହଲି? କଣ କହୁଛି ରିପୋର୍ଟ....

Special story
କଳିଯୁଗର ଶ୍ରବଣ କୁମାର : ବାପାମା’ଙ୍କୁ ଭାରରେ ବସାଇ ୧୦୫ କିମି କାଉଡ଼ି ଯାତ୍ରାରେ ପୁଅ

ବାପାମା’ଙ୍କୁ କାନ୍ଧରେ ଧରି କାଉଡ଼ିଆ ଯାତ୍ରାରେ ପୁଅବୋହୂ ।

Special story
କିଏ ଗାଏବ କରୁଛି ବିଧବା ବୃଦ୍ଧା ଲକ୍ଷ୍ମୀପ୍ରିୟାଙ୍କ ଭତ୍ତା ? ସରକାରୀ କାଗଜରେ ଟଙ୍କା ଉଠୁଛି, ହେଲେ ତାଙ୍କୁ ମିଳୁନି

୧୫ ମାସ ଧରି ଭତ୍ତା ମଞ୍ଜୁର ହୋଇ ସାରିଛି, ହେଲେ ଆଉ କେହି ଜଣେ ତାଙ୍କର ଭତ୍ତା ଟଙ୍କା ଉଠାଉଛି ।

Russia\'s Putin running on deadline
ଆଉ ଜୀବିତ ନାହାନ୍ତି ଋଷିଆ ରାଷ୍ଟ୍ରପତି ? କଣ ରହିଛି ସତ....

ସତରେ କଣ ଆଉ ଜୀବିତ ନାହାନ୍ତି ଋଷିଆ ରାଷ୍ଟ୍ରପତି ପୁଟିନ୍‌? ତାଙ୍କର ପରଲୋକ ହୋଇସାରିଥିବା ନେଇ ବଢିଲା ଚର୍ଚ୍ଚା...ଜାଣନ୍ତୁ କଣ ରହିଛି ପୂରା ଘଟଣା

sp
ଛୁଆଙ୍କ ସହ ଛୁଆ ହୋଇଗଲେ ପୋଲିସ୍ ମାଡାମ : ହାଏରେ ମୋ ରାନୀ ଗୁରି ଗୀତରେ ମନଭରି ନାଚିଲେ . .

ପିଲାଙ୍କ ସହ ଦୁଃଖସୁଖ ହେଲେ ଆଉ ମନ ଭରି ନାଚିଲେ ନବରଙ୍ଗପୁର SP ମାଡାମ ଏସ. ସୁଶ୍ରୀ ।

special report
ଭୁଲରେ ଲୁଗା କାନିକୁ ଓଲଟାଇ ପିନ୍ଧିଦେଲେ ମହିଳା : ୧୭ ବର୍ଷ ହେଲା ବାସନ୍ଦ ଜୀବନ କାଟୁଛନ୍ତି ପରିବାର ଲୋକ

ସାମାନ୍ୟ କଥା ପାଇଁ ମୀନାଙ୍କ ପରିବାର ୧୭ ବର୍ଷ ହେଲା ବାସନ୍ଦ ଜୀବନ କାଟୁଛନ୍ତି ।

Special Report
ଜଣେ ମହାରାଣୀଙ୍କ କାହାଣୀ : ଏଲିଜାବେଥ ଦ୍ୱିତୀୟଙ୍କ ଶାସନ କାଳକୁ ପୂରିଛି ୭୦ ବର୍ଷ

ଜୁନ୍‍ ୨ରୁ ୫ ତାରିଖ, ଏହି ୪ ଦିନ ମହାରାଣୀଙ୍କ ଉଦ୍ଦେଶ୍ୟରେ ବଡ଼ ଧୁମଧାମରେ ପାଳନ ହେବ ପ୍ଲାଟିନମ୍‍ ଜୁବଲି ଉତ୍ସବ

special report
ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ : ନୀରିହଙ୍କ ମନକଥା ବୁଝି ଖାଇବାକୁ ଓ ପିଇବାକୁ ଦିଅନ୍ତି ହିମାଂଶୁ

ଏମିତି ଜଣେ ଯୁବକ, ଯିଏ ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ। ଯାହାଙ୍କ ଅନାବିଳ ଭଲ ପାଇବା ଆଗରେ ସବୁ କିଛିକୁ ପଛରେ ପକାଇ ଦେଇଛି। ଚାକିରି ଜୀବନରୁ ଅବସର ସମୟ କାଢି ଟଙ୍କା ଖର୍ଚ୍ଚ କରି ପଶୁପକ୍ଷୀଙ୍କ ସେବା କରି ଚାଲିଛନ୍ତି। ଭେଟନ୍ତୁ, ଢେଙ୍କାନାଳର ପଶୁପକ୍ଷୀ ପ୍ରେମୀ ହିମାଂଶୁ ବାରିକଙ୍କୁ...

special report
ଅବିଶ୍ୱାସ ଲାଗିଲେ ବି ସତ ! ଗଛ ହାଣିଲା ବେଳକୁ ବାହାରୁଛି ପିଇବା ପାଣି...

ଆଶ୍ଚର୍ଯ୍ୟ, ଅବିଶ୍ୱସନୀୟ। ଗଛକୁ ହାଣିଲା ବେଳକୁ ଜୋରସୋରରେ ବାହାରୁଛି ପିଇବା ପାଣି...ସ୍ୱାଦ ପୂରା ମିଠା ମିଠା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ...

special video
ସାମି ସାମି ଗୀତରେ ଯୁବକଙ୍କ ଜବରଦସ୍ତ ଡ୍ୟାନ୍ସ : ସ୍କର୍ଟ ପିନ୍ଧି ଝୁମିଲେ ଜୈନିଲ

‘ଗଙ୍ଗୁବାଇ’ ସିନେମାର ଝୁମେରେ ଗୋରୀ ପରେ ସାମି ସାମି ଗୀତରେ ନାଚି ପୁଣି ଚର୍ଚ୍ଚାରେ ଜୈନିଲ୍‌ ମେହେଟା

special report
ମହିଳା ପୋଷାକ ପିନ୍ଧି ରାସ୍ତାରେ ନାଚିଲେ ଯୁବକ, ଭିଡିଓ ହେଲା ଭାଇରାଲ୍‌...

ବ୍ୟାକ୍‌ ଗ୍ରାଉଣ୍ଡରେ ବାଜୁଥିଲା ‘ଗଙ୍ଗୁବାଇ’ ଫିଲ୍ମର ‘ଝୁମେ ରେ ଗୌରୀ’ ଗୀତ। ଯୁବତୀ ଡ୍ରେସ୍ ପିନ୍ଧି ହଠାତ୍ ନଜର ଆସିଲେ ଯୁବକ। ଆମେରିକା ରାସ୍ତାରେ ବୁଲି ବୁଲି ଧୁମ୍ ନାଚିଲେ।

Special Story | How Did A Journalist Turn A Terrorist - OTV Special Report
ଦିନେ ସାମ୍ବାଦିକ ଥିଲେ, ଏବେ ଆତଙ୍କବାଦୀ ହୋଇ ଯବାନଙ୍କ ଗୁଳିରେ ନିହତ ହେଲେ...

ଦିନେ ସାମ୍ବାଦିକ ହୋଇ ଆତଙ୍କୀଙ୍କ ସମ୍ପର୍କରେ ଖବର ପ୍ରସାରଣ କରୁଥିଲେ। ଆଉ ପରେ ନିଜେ ଆତଙ୍କବାଦୀ ହୋଇ ଜାମ୍ମୁରେ ନରସଂହାର କରୁଥିଲେ...ହେଲେ ଏବେ ଯବାନଙ୍କ ସହ ମୁହାଁମୁହିଁ ହେବା ପରେ ଏବେ ପ୍ରାଣ ହରାଇଲେ....ଦେଖନ୍ତୁ ସାମ୍ବାଦିକରୁ କେମିତି ହେଲେ ଆତଙ୍କବାଦୀ ?