ଖାଦ୍ୟ ଖାଉ ଖାଉ ଛାଡିଗଲା ଜୀବନ। ଲକ୍ଷ ଲକ୍ଷ ଲୋକ ଦେଖିଲେ ମୃତ୍ୟୁର ଲାଇଭ ଟେଲିକାଷ୍ଟ। ତେବେ ଏହା ପଛର କାରଣ ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।
ଚାରିମାସ ତଳେ ୭୫୦ ଶଯ୍ୟ ବିଶିଷ୍ଟ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଉଦଘାଟନ କରିଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପାଇଁ ଉଦଘାଟନ ତ କରିଦେଲେ ହେଲେ ନୂଆ ହସପିଟାଲ ଆଜିଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ ।
ଆମେ ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ଡଟ୍ ପେନ୍ ପରିବେଶ ପାଇଁ ଭଲ ନୁହେଁ । ଏହାର ମୁକାବିଲା ପାଇଁ ଜଣେ ଯୁବକ ଏବେ କାଗଜ, ପତ୍ର, କାଠ ଆଦିରେ ତିଆରି କରୁଛନ୍ତି ଡଟ୍ ପେନ୍। ଏନେଇ ଖଡ଼ିଆଳରୁ ଦେଖିବା ଏଇ ବିଶେଷ ରିପୋର୍ଟ....
ଅସହାୟତା ଓ ଅଭାବ ପାଇଁ ନାତୁଣୀକୁ ସରକାରଙ୍କ ହାତକୁ ଟେକିଦେଲେ ଜେଜେବାପା l ଏବେ ନାତୁଣୀ ବଢିବ ପର ଘରେ ନୂଆ ବାପାମାଙ୍କ କୋଳରେ ।
କେରାଣ୍ଡି ଖାଇବାକୁ ଯାଇ ବନଶି କଣ୍ଟାରେ ଲାଖିଗଲା ପାଣିକୁଆ। ଛଟପଟ ହେଉଥିବାର ଦେଖି ବାଟରେ ଯାଉଥିବା ଜଣେ ଯୁବକ ଦେଖିଲେ ଆଉ ତାକୁ ଉଦ୍ଧାର କରିଥିଲେ । ପୁରୀ ଜିଲ୍ଲା ତେଇଶିପୁର ଗ୍ରାମରୁ ଦେଖନ୍ତୁ ଏହି ରିପୋର୍ଟ..
ପଦକ୍ଷେପ ତ ଦୂରର କଥା ପିଲାଙ୍କୁ ଦିଆଯାଉନି ଯାତାୟତ ଖର୍ଚ୍ଚ ।
ନ୍ୟୁକ୍ଲିୟର ଫ୍ୟାମିଲି ଯୁଗରେ ବି ବଞ୍ଚିଛି ଯୌଥ ପରିବାର ବ୍ୟବସ୍ଥା ।
ମୁଁ ବିବାହ କରୁବାକୁ ଥିବା ଯୁବକ ଜଣକ ଏବେ ଚାକିରି ହରାଇଛନ୍ତି . .
ଏମିତି ପୁଅ ଭାଗ୍ୟରେ ଥିଲେ ମିଳେ । ଦିବ୍ୟାଙ୍ଗ ବାପା ଓ ଦୃଷ୍ଟିବାଧିତ ମା’ ପାଇଁ ସାହାରା ସାଜିଛି ୧୪ ବର୍ଷିୟ ରାକେଶ।
ଭାଉଜଙ୍କୁ ବିବାହ କରି ଉଜୁଡ଼ି ଯାଇଥିବା ପରିବାକୁ ସଜାଡ଼ି ଦେଲେ ଯୁବକ । ସମାଜକୁ ଦେଲେ ପରିବର୍ତ୍ତନର ବାର୍ତ୍ତା ।
ଗଛର ଡାଳ ଖାଇଦେଲା ବୋଲି ଛେଳିକୁ ଉଠାଇ ନେଇ ୩ଦିନ ହେଲା ବନ୍ଦୀ କରି ରଖିଛନ୍ତି ବନ କର୍ମଚାରୀ
RMRCର ଗବେଷଣାରୁ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, କୋଭିଡ୍ ଆରୋଗ୍ୟଙ୍କ ଉପରେ ହୋଇଥିଲା ଗବେଷଣା
ବୁଡ଼ି ଯାଉଥିବା ଯୁବକଙ୍କ ବଞ୍ଚାଇ ଦେଲେ ମହିଳା । ଦୁଃସାହସ ପାଇଁ ପୋଲିସ୍ ଏବେ ତାଙ୍କୁ ପ୍ରଶଂସା କରିବା ସହ ପୁରସ୍କୃତ କରିଛନ୍ତି ।
ଯାଜପୁର ବରୀ ଅଞ୍ଚଳର ପୂର୍ବତନ ନୌସୈନିକ ତରୁଣ କୁମାର ଦାସ ଯୁବପିଢ଼ିଙ୍କୁ ସେନାରେ ସାମିଲ ପାଇଁ ଦେଉଛନ୍ତି ତାଲିମ ଓ ପ୍ରୋତ୍ସାହନ
ଇଏ ଆମ ଓଡ଼ିଶାର ଏମିତି ଏକ ସରକାରୀ ସ୍କୁଲ୍ ଯେଉଁଠି ପିଲା ପଢ଼ୁଛନ୍ତି ପ୍ରଥମରୁ ପଞ୍ଚମ। ହେଲେ ପାଠ ପଢ଼ାଉଛନ୍ତି ଜଣିଏ ମାତ୍ର ଶିକ୍ଷୟିତ୍ରୀ। ଅଣ୍ଡା ସିଝାରୁ ସ୍କୁଲ୍ ଘଣ୍ଟା ପିଟା ଯାଏଁ ସବୁ କାମ ଦେବଜାନୀ ଦିଦିଙ୍କ ମୁଣ୍ଡରେ…
ବିରାଟଙ୍କ ବିଗ୍ କ୍ରେଜକୁ ନେଇ ବଢୁଛି ଚର୍ଚ୍ଚା। ଏସିଆ ମହାଦେଶରେ ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି କି ବିରାଟ କୋହଲି? କଣ କହୁଛି ରିପୋର୍ଟ....
ବାପାମା’ଙ୍କୁ କାନ୍ଧରେ ଧରି କାଉଡ଼ିଆ ଯାତ୍ରାରେ ପୁଅବୋହୂ ।
୧୫ ମାସ ଧରି ଭତ୍ତା ମଞ୍ଜୁର ହୋଇ ସାରିଛି, ହେଲେ ଆଉ କେହି ଜଣେ ତାଙ୍କର ଭତ୍ତା ଟଙ୍କା ଉଠାଉଛି ।
ସତରେ କଣ ଆଉ ଜୀବିତ ନାହାନ୍ତି ଋଷିଆ ରାଷ୍ଟ୍ରପତି ପୁଟିନ୍? ତାଙ୍କର ପରଲୋକ ହୋଇସାରିଥିବା ନେଇ ବଢିଲା ଚର୍ଚ୍ଚା...ଜାଣନ୍ତୁ କଣ ରହିଛି ପୂରା ଘଟଣା
ପିଲାଙ୍କ ସହ ଦୁଃଖସୁଖ ହେଲେ ଆଉ ମନ ଭରି ନାଚିଲେ ନବରଙ୍ଗପୁର SP ମାଡାମ ଏସ. ସୁଶ୍ରୀ ।
ସାମାନ୍ୟ କଥା ପାଇଁ ମୀନାଙ୍କ ପରିବାର ୧୭ ବର୍ଷ ହେଲା ବାସନ୍ଦ ଜୀବନ କାଟୁଛନ୍ତି ।
ଜୁନ୍ ୨ରୁ ୫ ତାରିଖ, ଏହି ୪ ଦିନ ମହାରାଣୀଙ୍କ ଉଦ୍ଦେଶ୍ୟରେ ବଡ଼ ଧୁମଧାମରେ ପାଳନ ହେବ ପ୍ଲାଟିନମ୍ ଜୁବଲି ଉତ୍ସବ
ଏମିତି ଜଣେ ଯୁବକ, ଯିଏ ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ। ଯାହାଙ୍କ ଅନାବିଳ ଭଲ ପାଇବା ଆଗରେ ସବୁ କିଛିକୁ ପଛରେ ପକାଇ ଦେଇଛି। ଚାକିରି ଜୀବନରୁ ଅବସର ସମୟ କାଢି ଟଙ୍କା ଖର୍ଚ୍ଚ କରି ପଶୁପକ୍ଷୀଙ୍କ ସେବା କରି ଚାଲିଛନ୍ତି। ଭେଟନ୍ତୁ, ଢେଙ୍କାନାଳର ପଶୁପକ୍ଷୀ ପ୍ରେମୀ ହିମାଂଶୁ ବାରିକଙ୍କୁ...
ଆଶ୍ଚର୍ଯ୍ୟ, ଅବିଶ୍ୱସନୀୟ। ଗଛକୁ ହାଣିଲା ବେଳକୁ ଜୋରସୋରରେ ବାହାରୁଛି ପିଇବା ପାଣି...ସ୍ୱାଦ ପୂରା ମିଠା ମିଠା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ...
‘ଗଙ୍ଗୁବାଇ’ ସିନେମାର ଝୁମେରେ ଗୋରୀ ପରେ ସାମି ସାମି ଗୀତରେ ନାଚି ପୁଣି ଚର୍ଚ୍ଚାରେ ଜୈନିଲ୍ ମେହେଟା