ସୌର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ। ଇଂରାଜୀରେ ୧୮ ତାରିଖ ବୁଧବାର। ଚନ୍ଦ୍ର– ବିଛା ଅହୋରାତ୍ର। ତିଥି - ୧୧ଶୀ ଦିବା ୦୪.୦୩ ଗତେ ୧୨ଶୀ ।
ଘରେ, ବାହାରେ ଭୁଲ୍ ବୁଝାମଣା ହେତୁ ଅଯଥା ଶତୃ ବୃଦ୍ଧି ହେବାର ସମ୍ଭାବନା ଦେଖାଦେବ ।
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର । ତିଥି – ୧୨ ଶୀ ଦିବା ୦୮/୩୦ ଗତେ ୧୩ ଶୀ, ଚନ୍ଦ୍ର – ମିଥୁନ ପ୍ରାତଃ ୦୬/୫୬ କର୍କଟ, ଘାତ ଚନ୍ଦ୍ର- କନ୍ୟା ପ୍ରାତଃ ୦୬/୫୬ ପର୍ଯ୍ୟନ୍ତ, ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ - ୨ ପାଦ -ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ ଦିବା ୦୮/୩୦ ଗତେ ୧ ପାଦ କୁଟୁମ୍ଭ ହାନି- ତିଳକାଞନ ଦାନ ଦିବା ୦୧/୩୮ ପର୍ଯ୍ୟନ୍ତ
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ମଙ୍ଗଳବାର । ତିଥି – ୧୧ ଶୀ (ମଳ)ପ୍ରାତଃ ୦୬/୦୭ ଗତେ ୧୨ଶୀ, ଚନ୍ଦ୍ର – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତ ବାର – ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ପ୍ରାତଃ ୦୬/୦୭ ଗତେ ୨ ପାଦ - କୃଷି ଓ ପଶୁହାନି – ଭୂମି ଓ ଅନ୍ନଦାନ ଦିବା ୧୦/୪୩ ଗତେ ୩ ପାଦ-କୃଷି, ପଶୁ ବଂଶହାନି-ଭୂମି,ଅନ୍ନ ଓ ତିଳକାଞନ ଦାନ
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର । ତିଥି – ୧୧ ଶୀ ଅହୋରାତ୍ର, ଚନ୍ଦ୍ର – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ - ନାସ୍ତି
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ରବିବାର । ତିଥି – ୧୦ ମୀ ରାତ୍ରି ୦୩/୩୬ ଗତେ ୧୧ଶୀ, ଚନ୍ଦ୍ର – ବୃଷ ସନ୍ଧ୍ୟା ୦୬/୦୯ ଗତେ ମିଥୁନ, ଘାତ ଚନ୍ଦ୍ର- ବିଛା ସନ୍ଧ୍ୟା ୦୬/୦୯ ଗତେ କନ୍ୟା, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶୁକ୍ରବାର ତିଥି – ୮ ମୀ ରାତ୍ରି ୧୦/୫୯ ଗତେ ୯ମୀ ଚନ୍ଦ୍ର – ମେଷ ପ୍ରାତଃ ୦୬/୦୬ ଗତେ ବୃଷ ଘାତ ଚନ୍ଦ୍ର- ମେଷ ରାଶିର ପ୍ରାତଃ ୦୬/୦୬ ଗତେ ବିଛା ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭ ହାନି- ତିଳକାଞନ ଦାନ, ରାତ୍ରି ୦୧/୫୩ ପର୍ଯ୍ୟନ୍ତ
ସୌର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ଶୁକ୍ରବାର
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ଗୁରୁବାର, ତିଥି – ୬ଷ୍ଠୀ ପ୍ରାତଃ ୦୫/୪୧ ଗତେ ୭ମୀ (କ୍ଷୟ), ଚନ୍ଦ୍ର – କନ୍ୟା ପ୍ରାତଃ ୦୬/୩୯ ଗତେ ତୁଳା, ଘାତ ଚନ୍ଦ୍ର- ବୃଷ ରାଶିର ପ୍ରାତଃ ୦୬/୩୯ ପର୍ଯ୍ୟନ୍ତ, ଘାତ ବାର – ତୁଳା ଓ କୁମ୍ଭ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ପ୍ରାତଃ ୦୫/୪୧ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନ ଦାନ ନିଶାନ୍ତ ୦୫/୦୬ ପର୍ଯ୍ୟନ୍ତ
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଗୁରୁବାର। ଆଜି ଆପଣଙ୍କ କେମିତି କଟିବ ଦିନ
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ମଙ୍ଗଳବାର ,ତିଥି – ୬ ଷ୍ଠୀ ପ୍ରାତଃ ୦୭/୫୦ ଗତେ ୭ମୀ,ଚନ୍ଦ୍ର – ମୀନ ଅହୋରାତ୍ର, ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର, ଘାତ ବାର –ମକର ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ ପ୍ରାତଃ ୦୭/୫୦ ଗତେ ୨ ପାଦ - କୃଷି- ଓ ପଶୁହାନି -ଭୂମ ଓ ଅନ୍ନଦାନ ।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ମଙ୍ଗଳବାର, ତିଥି – ୧୩ଶୀ ପ୍ରାତଃ ୦୭/୪୬ ଗତେ ୧୪ଶୀ (କ୍ଷୟ) ରାତ୍ରି ୦୪/୦୧ ପୂର୍ଣ୍ଣିମା,ଚନ୍ଦ୍ର – ଧନୁ ଅହୋରାତ୍ର, ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର, ଘାତ ବାର – ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,୧ ପାଦ- କୃଷିହାନି- ଭୂମିଦାନ ।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ ସୋମବାର । ତିଥି – ୧୨ଶୀ ଦିବା ୧୧/୧୪ ଗତେ ୧୩ ଶୀ, ଚନ୍ଦ୍ର – ବିଛା ନିଶାନ୍ତ ୦୫/୧୫ ଗତେ ଧନୁ, ଘାତ ଚନ୍ଦ୍ର- ନିଶାନ୍ତ ୦୫/୧୫ ଗତେ ତୁଳା ଓ କୁମ୍ଭ ରାଶିର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୧୧/୧୪ ପର୍ଯ୍ୟନ୍ତ
ସୈାର ମିଥୁନ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ତିଥି – ୧୨ ଶୀ ରାତ୍ରି ୦୧/୧୦ ଗତେ ୧୩ଶୀ, ଚନ୍ଦ୍ର – ମେଷ ସନ୍ଧ୍ୟା ୦୫/୦୨ ଗତେ ବୃଷ, ଘାତ ଚନ୍ଦ୍ର- ମେଷ ରାଶିର, ସନ୍ଧ୍ୟା ୦୫/୦୨ ଗତେ ବିଛା ରାଶିର, ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର
ସୈାର ମିଥୁନ ମାସ କଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ଶୁକ୍ରବାର । ତିଥି – ୧୧ ଶୀ ରାତ୍ରି ୧୧/୧୨ ଗତେ ୧୨ଶୀ, ଚନ୍ଦ୍ର – ମେଷ ଅହୋରତ୍ର, ଘାତ ଚନ୍ଦ୍ର- ମେଷ ରାଶିର ଅହୋରତ୍ର, ଘାତ ବାର – ବିଛା, ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - ପଶୁସମ୍ପଦ ନାଶ- ଅନ୍ନଦାନ
ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ସୋମବାର । ତିଥି – ୭ମୀ ରାତ୍ରି ୦୯/୦୧ ଗତେ ୮ମୀ, ଚନ୍ଦ୍ର – କୁମ୍ଭ ରାତ୍ରି ୧୦/୩୬ ଗତେ ମୀନ, ଘାତ ଚନ୍ଦ୍ର- ମିଥୁନ, ମୀନ ରାଶିର ରାତ୍ରି ୧୦/୩୬ ଗତେ ଧନୁ ରାଶିର, ଘାତ ବାର - ମିଥୁନ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ - ପଶୁ ଓ ବଂଶହାନି- ତିଳକାଞନ ଦାନ ରାତ୍ରି ୦୯/୦୧ ଗତେ ୧ପାଦ କୁଟୁମ୍ଭ ହାନି ତିଳ କାଞନ ଦାନ ନିଶାନ୍ତ ୦୪/୩୫ ପର୍ଯ୍ୟନ୍ତ ।
ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶନିବାର । ତିଥି – ୫ମୀ ରାତ୍ରି ୧୨/୨୦ ଗତେ ୬ଷ୍ଠୀ । ଚନ୍ଦ୍ର – ମକର ସନ୍ଧ୍ୟା ୦୬/୪୩ ଗତେ କୁମ୍ଭ । ଘାତ ଚନ୍ଦ୍ର- ସିଂହ ରାଶିର, ସନ୍ଧ୍ୟା ୦୬/୪୩ ଗତେ ମିଥୁନ ଓ ମୀନ ରାଶିର । ଘାତ ବାର – ବୃଷ, ସିଂହ, କନ୍ୟା ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷି ହାନି- ଭୂମିଦାନ ।
ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର । ତିଥି – ୩ ୟା ପ୍ରାତଃ ୦୬/୧୧ ଗତେ ୪ର୍ଥୀ (କ୍ଷୟ) । ରାତ୍ରି ୦୨/୫୯ ଗତେ ୫ମୀ ।
ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର ।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ରବିବାର । ତିଥି – ୧୩ ଶୀ ରାତ୍ରି ୧୨/୨୭/୦୬ ଗତେ ୧୪ଶୀ । ଚନ୍ଦ୍ର - ତୁଳା ସନ୍ଧ୍ୟା ୦୬/୩୨ ଗତେ ବିଛା ।
ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୮ ତାରିଖ ବୁଧବାର । ତିଥି – ୮ମୀ ଦିବା ୦୮/୩୦/୫୧ ଗତେ ୯ମୀ । ଚନ୍ଦ୍ର - ସିଂହ ଦିବା ୧୦/୦୨ ଗତେ କନ୍ୟା । ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର, ଦିବା ୧୦/୦୨ ଗତେ ବୃଷ ରାଶିର । ଘାତ ବାର - କର୍କଟ ରାଶିର । ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,ଦିବା ୦୪/୦୩/୫୨ ଗତେ ୧ ପାଦ -କୁଟୁମ୍ଭ ହାନି- ତିଳକାଞନ ଦାନ ନିଶାନ୍ତ ୦୪/୩୦/୦୯ ପର୍ଯ୍ୟନ୍ତ ।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ସୋମବାର । ତିଥି – ୬ ଷ୍ଠୀ (ମଳ) ପ୍ରାତଃ ୦୬/୪୦/୧୨ ଗତେ ୭ମୀ। ଚନ୍ଦ୍ର - ସିଂହ ଅହୋରାତ୍ର। ଘାତ ଚନ୍ଦ୍ର- କର୍କଟ,ମକର ରାଶିର ଅହୋରାତ୍ର । ଘାତ ବାର – ମିଥୁନ ରାଶିର । ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ପ୍ରାତଃ ୦୬/୪୦/୧୨ ଗତେ ୧ ପାଦ - ପଶୁ ସମ୍ପଦ ନାଶ, ଅନ୍ନଦାନ ।
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୧ତାରିଖ, ଶୁକ୍ରବାର। ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା।