ମଙ୍କିପକ୍ସ ଭ୍ୟାକ୍ସିନକୁ ମିଳିଲା ଅନୁମତି। ଆଫ୍ରିକୀୟ ଦେଶରେ ବ୍ୟାପିଥିବା ମଙ୍କିପକ୍ସ ପାଇଁ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHO ପକ୍ଷରୁ ଅନୁମତି ମିଳିଛି।
ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି...
ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ରୋଗୀ ସଙ୍ଗରୋଧରେ ରହିବେ...
ମଙ୍କି ପକ୍ସ ନେଇ ରାଜ୍ୟର ସତର୍କତା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସବୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବିଶେଷଜ୍ଞ ଡାକ୍ତରମାନଙ୍କୁ ସଚେତନ କରାଇଲା ସ୍ୱାସ୍ଥ୍ୟ ବିଭାଗ..
କେନ୍ଦ୍ରୀୟ ଟିମ୍ ପଠାଇଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ସଂକ୍ରମଣ ରୋକିବାକୁ ଗାଇଡଲାଇନ ଜାରି
ମଙ୍କି ପକ୍ସ ଏକ ବିରଳ ଭୂତାଣୁ ସଂକ୍ରମଣ । ଏହା ଠିକ୍ ବସନ୍ତ ରୋଗ ଭଳି । ୧୯୫୮ରେ ପ୍ରଥମେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା