ଉଦଘାଟନ ଦିନ ମାଲକାନଗିରି ବିମାନବନ୍ଦରକୁ ନେଇ ଯାହା ଆଶଙ୍କା କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି । ମାଲକାନଗିରିରେ ବାସ୍ତବରେ କ’ଣ ଉଦଘାଟନ ହୋଇଥିଲା, ଏୟାରପୋର୍ଟ ନା ଏୟାରଷ୍ଟ୍ରିପ୍ ?
ବିମାନରେ ଜଣେ ଯାତ୍ରୀ କେତେ ପିଇବେ ମଦ ? ଯାତ୍ରୀଙ୍କୁ ବିମାନରେ ଯିବା ସମୟରେ କେତେ ପରିମାଣର ମଦ ଦିଆଯିବା ଉଚିତ୍? ଏନେଇ DGCA ସୁପ୍ରିମ୍କୋର୍ଟକୁ ସୂଚନା ଦେଇଛି ।
ଡିଜିସିଏ ନିୟମ ଅନୁଯାୟୀ, ଜଣେ ଯାତ୍ରୀଙ୍କୁ କେତେ ମଦ୍ୟପାନ କରାଯିବା ଉଚିତ୍, ଯାହା ଦ୍ୱାରା ଯାତ୍ରୀ ଜଣକ ଉଡ଼ାଣ ସମୟରେ ଅଭଦ୍ର ବ୍ୟବହାର ନ କରନ୍ତି ତାହା ଉକ୍ତ ବିମାନ କମ୍ପାନୀ ଏବଂ ବିମାନରେ ଥିବା କର୍ମଚାରୀଙ୍କ ବିବେକ ଉପରେ ନିର୍ଭର କରେ ।
ବୃଦ୍ଧ ଯାତ୍ରୀଙ୍କ ପାଇଁ କାହିଁକି ପୂର୍ବରୁ ହ୍ୱିଲ ଚେୟାରର ବ୍ୟବସ୍ଥା କରାଯାଇ ନଥିଲା ଏନେଇ ପ୍ରଶ୍ନ କରିଥିଲା ଡିଜିସିଏ। ତେବେ ଏହାର ସନ୍ତୋଷଜନକ ଉତ୍ତର ଏୟାର ଇଣ୍ଡିଆ ଦେଇ ପାରିନଥିଲା ।
ଜାନୁଆରୀ ୧୪ ତାରିଖର ଏହି ଘଟଣା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।
ଇଣ୍ଡିଗୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ଡିଜିସିଏର ନିର୍ଦ୍ଦେଶର ତର୍ଜମା କରାଯାଉଛି, ତା ପରେ ଉତ୍ତର ଦିଆଯିବ।
ଜୟପୁରକୁ ଉଡାନ୍ ଯୋଜନାରେ ଇଣ୍ଡିଆ ଓ୍ୱାନ୍ ବିମାନ ସେବା ପ୍ରଦାନକାରୀ କମ୍ପାନୀ ବିମାନ ସେବା ଯୋଗାଇଦେବା ନେଇ ପୂର୍ବରୁ ଘୋଷଣା କରିସାରିଛି।
ଜୁଲାଇ ୨୮ ସୁଦ୍ଧା ନିର୍ଦ୍ଦେଶାଳୟକୁ ନିଶ୍ଚିତ କରିବେ ବିମାନ କମ୍ପାନୀ
୧୮ ଦିନ ଭିତରେ ୮ ଥର ବୈଷୟିକ ତ୍ରୁଟି। ଫଳରେ ବିମାନରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ଏହି କାରଣରୁ SpiceJetକୁ DGCA କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।
ଜଣେ ଭିନ୍ନକ୍ଷମ ପିଲାଙ୍କୁ ବିମାନରେ ପ୍ରବେଶ କରିବାକୁ ଅନୁମତି ନେଦେବା ପରେ ଡିଜିସିଏ, ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଜରିମାନା କରିଛି ।