ବିମାନ ଉଡାଣରେ ବିଳମ୍ବ ହେଲେ କିମ୍ବା ବିମାନ ବାତିଲ ହେଲେ ନିୟମ ଅନୁଯାୟୀ, କିଛି ସର୍ତ୍ତ ମୁତାବକ, ଯାତ୍ରୀମାନେ କ୍ଷତିପୂରଣ ପାଇବା ସହ ଖାଦ୍ୟ, ପାନୀୟ ଓ ହୋଟେଲରେ ରହିବା ସୁଯୋଗ ଯୋଗାଇବେ ଏୟାରଲାଇନ୍ସ କମ୍ପାନୀ ।
ବିଶ୍ବର ଅନେକ ଦେଶରେ କୃତ୍ରିମ ବର୍ଷା ପୂର୍ବରୁ କରାଯାଇଛି । ୟୁଏଇ ମୁଖ୍ୟତଃ ବିଶ୍ୱର ଉତ୍ତପ୍ତ ସହର ମଧ୍ୟରୁ ଅନ୍ୟତମ ହୋଇଥିବା ବେଳେ ଏଠାରେ ପାଣିର ଘୋର ଅଭାବ ପରିଲକ୍ଷିତ ହୋଇଥାଏ।
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଏୟାର ଇଣ୍ଡିଆର ୩ ଅଧିକାରୀଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ। ନିୟମ ଉଲଂଘନ ପାଇଁ DGCA ନେଲା କଡ଼ା ଆକ୍ସନ୍ ।
ଫ୍ଲାଇଟ କ୍ରୁ ସିଡ୍ୟୁଲ ଓ ଅପରେସନରେ ବାରମ୍ୱାର ଓ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି । ଏୟାର ଇଣ୍ଡିଆ ଏହାକୁ ସ୍ୱେଚ୍ଛାକୃତ ଭାବେ ମାନିଛି ମଧ୍ୟ । କ୍ରୁ ରୋଷ୍ଟରିଂ ପ୍ଲାଟଫର୍ମ ଟ୍ରାନ୍ଜିସନ ସମୀକ୍ଷା ବେଳେ ଏହା ସାମନାକୁ ଆସିଛି । କ୍ରୁ ସିଡ୍ୟୁଲିଂ, ନିୟମ ପାଳନର ତଦାରଖ ଓ ଆଭ୍ୟନ୍ତରୀଣ ଦାୟିତ୍ୱରେ ତ୍ରୁଟିଥିବା ଜଣାପଡିଛି । ଅପରେସନରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯିବା କ୍ଷୋଭର ବିଷୟ ବୋଲି କହିଛି ଡିଜିସିଏ ।
ଅହମ୍ମଦାବାଦ ଦୁର୍ଘଟଣା ପରେ DGCAର ନିର୍ଦ୍ଦେଶନାମା । ବିମାନ ଉଡ଼ାଣ ପୂର୍ବରୁ ଇନ୍ଧନ ପାରାମିଟର୍ ମନିଟରିଂ ହେବ । କ୍ୟାବିନ୍ ଏୟାର କମ୍ପ୍ରେସର୍ ଓ ସମ୍ପୃକ୍ତ ସିଷ୍ଟମର ବି ଯାଞ୍ଚ ହେବ। ଏହାସହ ଇଲେକ୍ଟ୍ରୋନିକ୍ ଇଞ୍ଜିନ ନିୟନ୍ତ୍ରଣ ସିଷ୍ଟମର ପରୀକ୍ଷା ଏବଂ ଟେକ୍ -ଅଫ୍ ପାରାମିଟରର ବି ରିଭ୍ୟୁ ହେବ ।
ତୁର୍କୀ ଏୟାରଲାଇନ୍ସ ଠାରୁ ୨ଟି ବୋଇଂ-777 ବିମାନ ଲିଜରେ ଆଣି ଚଳାଉଥିବା ଇଣ୍ଡିଗୋକୁ ଅଗଷ୍ଟ ୩୧ ସୁଦ୍ଧା ଚୁକ୍ତି ସମାପ୍ତ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସୋନାଲିକା ମିଶ୍ର, ନରସିଂହପୁରର ଏକ ବିନୀତ ଝିଅ ବଣ୍ଟି କମର୍ସିଆଲ ପାଇଲଟ୍ ହେବାରେ ସଫଳ ହୋଇଛନ୍ତି, ତାଙ୍କର ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ତାଙ୍କୁ ସଫଳତାର ମନ୍ଜୁଲ ପଥ ଦେଇଛି।
ଡିଜିସିଏ ଏହି ସୁପାରିଶକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପଠାଇଛି। ମନ୍ତ୍ରଣାଳୟରୁ ଅନୁମୋଦନ ପାଇବା ପରେ, ଏହି ପ୍ରସ୍ତାବ ଆଇନ ମନ୍ତ୍ରଣାଳୟକୁ ଯିବ । ଏହା ପରେ ହିଁ ଏହି ନୂତନ ନିୟମ କାର୍ଯ୍ୟକାରୀ ହେବ।
କୁଆପଥର ମାଡ଼ର ଶିକାର ଇଣ୍ଡିଗୋ ବିମାନକୁ ଏୟାରସ୍ପେଶ୍ କ୍ଲିଅରାନ୍ସ ଦେଲାନି। ପାକିସ୍ତାନର ଅମାନବିକତାର ଗୁମର ଖୋଲିଲା ଡିଜିସିଏ। ଜୀବନ ମରଣ ସ୍ଥିତିରେ ବି ଶତ୍ରୁତା ବାଛିଲା ଆତଙ୍କୀ ଦେଶ
ମଝି ଆକାଶରେ ଅଘଟଣରୁ ବର୍ତ୍ତିବା ପାଇଁ ସହାୟତା ମାଗିଥିଲା ଇଣ୍ଡିଗୋ। ହେଲେ ଏୟାରସ୍ପେଶ୍ ଦେବାକୁ ମନା କରିଦେଲା ପାକିସ୍ତାନ।
DGCA ସ୍ପଷ୍ଟୀକରଣ ପରେ ପଦାରେ ପଡ଼ିଲା ପାକିସ୍ତାନର କୁତ୍ସିତ କାମ। ପାକିସ୍ତାନ ଏୟାର ସ୍ପେସକୁ ବ୍ୟବହାର ପାଇଁ ଅନୁମତି ମାଗିଥିଲେ ପାଇଲଟ୍।
ପାକିସ୍ତାନ ବାୟୁସୀମା ବନ୍ଦ କରିବା ପରେ DGCAର ଆଡ୍ଭାଇଜରି ହୋଇଛି। ବିଭିନ୍ନ ଏୟାରଲାଇନ୍ସକୁ ଡିଜିସିଏର ୫ଟି ପ୍ରମୁଖ ପରାମର୍ଶ ଦିଆଯାଇଥିବା ନେଇ ଏନେଇ ସୂଚନା ଦିଆଯାଇଛି।
କେବଳ ଭାରତରେ CPL ଟ୍ରେନିଂ ପାଇଁ ଦ୍ୱାଦଶରେ ବିଜ୍ଞାନ ବିଷୟ ରଖାଯାଇଛି । ଅନ୍ୟ କୌଣସି ଦେଶରେ ଏହି ଶିକ୍ଷାଗତ ଯୋଗ୍ୟତା ରଖାଯାଇନାହିଁ । ଏହା ପରିବର୍ତ୍ତନ ହେବା ଦରକାର ବୋଲି ସେ କହିଛନ୍ତି । ପାଇଲଟମାନଙ୍କ ପାଇଁ ଦ୍ୱାଦଶରେ ବିଜ୍ଞାନ ପଢ଼ିବା ଜରୁରୀ ନୁହେଁ । ତଳ କ୍ଲାସରେ ଯାହା ପଢ଼ାଯାଉଛି, ତାହା ପାଇଲଟ୍ ଟ୍ରେନିଂ ପାଇଁ ଯଥେଷ୍ଟ ବୋଲି ସେ କହିଛନ୍ତି ।
ଆସନ୍ତା ୨୯ରେ ଅମୃତ ସ୍ନାନ ଥିବା ବେଳେ ପ୍ରୟାଗରାଜ ଯିବା ପାଇଁ ବିମାନ ଯାତ୍ରୀଙ୍କ ସଂଖ୍ୟା ଅଧିକ ହେଉଥିବାରୁ ଅଚାନକ ବିଭିନ୍ନ ଏୟାର ଲାଇନ୍ସ ପକ୍ଷରୁ ଯାତ୍ରୀ ଭଡା ବହୁ ଗୁଣା ବଢ଼ାଇ ଦିଆଯାଇଛି ।
ଉଦଘାଟନ ଦିନ ମାଲକାନଗିରି ବିମାନବନ୍ଦରକୁ ନେଇ ଯାହା ଆଶଙ୍କା କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି । ମାଲକାନଗିରିରେ ବାସ୍ତବରେ କ’ଣ ଉଦଘାଟନ ହୋଇଥିଲା, ଏୟାରପୋର୍ଟ ନା ଏୟାରଷ୍ଟ୍ରିପ୍ ?
ବିମାନରେ ଜଣେ ଯାତ୍ରୀ କେତେ ପିଇବେ ମଦ ? ଯାତ୍ରୀଙ୍କୁ ବିମାନରେ ଯିବା ସମୟରେ କେତେ ପରିମାଣର ମଦ ଦିଆଯିବା ଉଚିତ୍? ଏନେଇ DGCA ସୁପ୍ରିମ୍କୋର୍ଟକୁ ସୂଚନା ଦେଇଛି ।
ଡିଜିସିଏ ନିୟମ ଅନୁଯାୟୀ, ଜଣେ ଯାତ୍ରୀଙ୍କୁ କେତେ ମଦ୍ୟପାନ କରାଯିବା ଉଚିତ୍, ଯାହା ଦ୍ୱାରା ଯାତ୍ରୀ ଜଣକ ଉଡ଼ାଣ ସମୟରେ ଅଭଦ୍ର ବ୍ୟବହାର ନ କରନ୍ତି ତାହା ଉକ୍ତ ବିମାନ କମ୍ପାନୀ ଏବଂ ବିମାନରେ ଥିବା କର୍ମଚାରୀଙ୍କ ବିବେକ ଉପରେ ନିର୍ଭର କରେ ।
ବୃଦ୍ଧ ଯାତ୍ରୀଙ୍କ ପାଇଁ କାହିଁକି ପୂର୍ବରୁ ହ୍ୱିଲ ଚେୟାରର ବ୍ୟବସ୍ଥା କରାଯାଇ ନଥିଲା ଏନେଇ ପ୍ରଶ୍ନ କରିଥିଲା ଡିଜିସିଏ। ତେବେ ଏହାର ସନ୍ତୋଷଜନକ ଉତ୍ତର ଏୟାର ଇଣ୍ଡିଆ ଦେଇ ପାରିନଥିଲା ।
ଜାନୁଆରୀ ୧୪ ତାରିଖର ଏହି ଘଟଣା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।
ଇଣ୍ଡିଗୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ଡିଜିସିଏର ନିର୍ଦ୍ଦେଶର ତର୍ଜମା କରାଯାଉଛି, ତା ପରେ ଉତ୍ତର ଦିଆଯିବ।
ଜୟପୁରକୁ ଉଡାନ୍ ଯୋଜନାରେ ଇଣ୍ଡିଆ ଓ୍ୱାନ୍ ବିମାନ ସେବା ପ୍ରଦାନକାରୀ କମ୍ପାନୀ ବିମାନ ସେବା ଯୋଗାଇଦେବା ନେଇ ପୂର୍ବରୁ ଘୋଷଣା କରିସାରିଛି।
ଜୁଲାଇ ୨୮ ସୁଦ୍ଧା ନିର୍ଦ୍ଦେଶାଳୟକୁ ନିଶ୍ଚିତ କରିବେ ବିମାନ କମ୍ପାନୀ
୧୮ ଦିନ ଭିତରେ ୮ ଥର ବୈଷୟିକ ତ୍ରୁଟି। ଫଳରେ ବିମାନରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ଏହି କାରଣରୁ SpiceJetକୁ DGCA କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।
ଜଣେ ଭିନ୍ନକ୍ଷମ ପିଲାଙ୍କୁ ବିମାନରେ ପ୍ରବେଶ କରିବାକୁ ଅନୁମତି ନେଦେବା ପରେ ଡିଜିସିଏ, ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଜରିମାନା କରିଛି ।