• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ମଙ୍ଗଳବାର ,ତିଥି – ୬ ଷ୍ଠୀ ପ୍ରାତଃ ୦୭/୫୦ ଗତେ ୭ମୀ,ଚନ୍ଦ୍ର – ମୀନ ଅହୋରାତ୍ର, ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର, ଘାତ ବାର –ମକର ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ ପ୍ରାତଃ ୦୭/୫୦ ଗତେ ୨ ପାଦ - କୃଷି- ଓ ପଶୁହାନି -ଭୂମ ଓ ଅନ୍ନଦାନ ।

ଶୁଭ ସମୟ :-

ଦିବା ୦୮/୩୭ ରୁ ୧୦/୩୪

ଦିବା ୦୧/୧୧ ରୁ ୦୧/୩୦

ସନ୍ଧ୍ୟା ୦୪/୪୬ ରୁ ୦୫/୩୨

ସନ୍ଧ୍ୟା ୦୬/୨୪ ରୁ ୦୭/୦୮

ରାତ୍ରି ୦୯/୧୯ ରୁ ୧୧/୩୧

ରାତ୍ରି ୦୧/୪୨ ରୁ ୦୩/୧୦

ଅଶୁଭ ସମୟ :-

ଋାହୁକାଳ - ଦିବା ୦୩/୦୮ ରୁ ୦୪/୪୬

କାଳବେଳା - ଦିବା ୦୧/୩୦ ରୁ ୦୩/୦୮

ବାରବେଳା –ପ୍ରାତଃ ୦୬/୫୯ ରୁ ୦୮/୩୭

କାଳରାତ୍ରି - ରାତ୍ରି ୦୭/୪୬ ରୁ ୦୯/୦୮

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :- 

Aries
  • ଅଶ୍ୱନୀ – ବାଣିଜ୍ୟରେ ସଫଳତା ଲାଭ କରିବେ
  • ଦ୍ୱିଜା – ଖୋଜୁଥିବା ଜିନିଷଟି ପାଇ ଆନନ୍ଦିତ ହେବେ
  • କୃତିକା – ଆପଣଙ୍କର କର୍ତବ୍ୟ ନିଷ୍ଠା ପାଇଁ ଅନ୍ୟର ଆଦର ହେବେ

ପ୍ରତିକାର - ବଗଳାମୂଖିଙ୍କର ପୂଜାର୍ଚ୍ଚନା କରନ୍ତୁ

ବୃଷ :- 

Taurus
  • କୃତିକା - ବିବାଦିୟ ଘଟଣାରେ ବିଜୟ ଲାଭ କରିବେ
  • ରୋହିଣୀ – ନିଜ ପରିବାର ସହିତ ଭ୍ରମଣ ଯୋଗ ରହିଛି
  • ମୃଗଶିରା – କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି

ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ

ମିଥୁନ :- 

Gemini
  • ମୃଗଶିରା -ଅର୍ଥ ସମ୍ମାନର ଅଭାବ ରହିବ ନାହିଁ
  • ଆଦ୍ରା - ଆଗରୁ ଭୋଗୁଥିବା ଶାରିରୀକ ସମସ୍ୟାର ଉନ୍ନତି ହେବ
  • ପୁନର୍ବସୁ - ବନ୍ଧୁ କଲ୍ୟାଣ ସିଦ୍ଧି ହେବ

ପ୍ରତିକାର – ପ୍ରଭୁ ନାରାୟଣଙ୍କୁ ତୁଳସୀ ପତ୍ର ଚଢାନ୍ତୁ

କର୍କଟ :- 

Cancer
  • ପୁନର୍ବସୁ - ଆକସ୍କିକ ଦୁର୍ଘଟଣାର ସମୁଖିନ ହୋଇ ପାରନ୍ତି
  • ପୁଷ୍ୟା – ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ
  • ଅଶ୍ଳେଷା - ଅନ୍ୟର ଭଲ କାମ କରିବାକୁ ଯାଇ ଅପମାନିତ ହେବେ

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ସିଂହ :- 

Leo
  • ମଘା – ଭାତୃ ମଧ୍ୟରେ ମନ ମାଳିନ୍ୟ ହୋଇପାରେ
  • ପୂ , ଫାଲଗୁନୀ - ପରିଶ୍ରମ ତୁଳାନାରେ କମ୍ ଫଳ ପାଇବେ
  • ଉ ,ଫାଲଗୁନୀ – ପରିସ୍ଥିତିରେ ପଡି ଅଧିକ ଟଙ୍କା ଖର୍ଚ୍ଚ କରିବେ

ପ୍ରତିକାର – ମାତଙ୍ଗିଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କନ୍ୟା :- 

Virgo
  • ଉ , ଫାଲଗୁନୀ –ଦିନଟି ଆପଣଙ୍କ ଉଦାର ଲାଗି ପ୍ରସନ୍ନତା ନେଇ ଆସିଛି
  • ହସ୍ତା – ଶୃଖଂଳିତ ଭାବରେ କର୍ମ କରି ସଫଳତା ପାଇବେ
  • ଚିତ୍ରା – ଦାମ୍ପତି ଜୀବନ ପ୍ରେମପୂର୍ବକ ବିତିବ

ପ୍ରତିକାର - ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ତୁଳା:- 

Libra
  • ଚିତ୍ରା – ପ୍ରେମିକା ସହିତ ବାହାରକୁ ବୁଲି ଯାଇ ପାରନ୍ତି
  • ସ୍ୱାତୀ - ସୁନ୍ଦର କଳ୍ପନାରେ ବିଭୋର ରହିବେ
  • ବିଶାଖା – ବ୍ୟପାର ବୃର୍ତିରେ ପ୍ରଗତି ହେବ

ପ୍ରତିକାର – କମଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା :- 

Scorpio
  • ବିଶାଖା – କର୍ମ କ୍ଷେତ୍ରରେ କୈାଣସି ଭୁଲ୍ କାମ କରିପାରନ୍ତି
  • ଅନୁରାଧା – ପରିହାସ ଯୁକ୍ତ କଥା କହିବା କାରଣରୁ କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ
  • ଜ୍ୟେଷ୍ଠା – ପରିବାର ଭିତରେ ତିକ୍ତତା ଭାବ ସୃଷ୍ଟି ହୋଇପାରେ

ପ୍ରତିକାର – ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ

ଧନୁ :- 

Sagittarius
  • ମୂଳା – କର୍ମ କ୍ଷେତ୍ରରେ ନୂତନ ଦାୟତ୍ୱ ନେବେ
  • ପୂ , ଷାଢା – ପଛ କଥା ନଭାବି ବର୍ତମାନ ପରିସ୍ଥିତିକୁ ସାମ୍ନା କରିବେ
  • ଉ , ଷାଢା – ଭଲକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଆଣିବେ

ପ୍ରତିକାର – ଶିବଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମକର :- 

Capricorn
  • ଉ , ଷାଢା - ଆପଣଙ୍କ କାମରେ ଅନ୍ୟ ମାନଙ୍କୁ ଖୁସି କରିପାରିବେ
  • ଶ୍ରବଣା – ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟାଇବେ
  • ଧନିଷ୍ଠା – ପୂର୍ବ ଯୋଜନା ଅନୁସାରେ କାମ କରିବେ

ପ୍ରତିକାର – ଜଗନ୍ନାଥଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ :- 

Aquarius
  • ଧନିଷ୍ଠା – ପରିବାର ଭିତରେ ତିକ୍ତତା ଭାବ ସୃଷ୍ଟି ହୋଇପାରେ
  • ଶତଭିଷା – ଅବହେଳା କରିଥିବା କାର୍ଯ୍ୟ ପାଇଁ ଅନୁତାପ କରିବେ
  • ପୂ , ଭାଦ୍ରପଦ - ଯାତ୍ରା ସମୟରେ ହାତ କିମ୍ବା ଗୋଡରେ ଅଘାତ ଲାଗିପାରେ

ପ୍ରତିକାର – ରାହୁଙ୍କର ପୂଜାର୍ଚ୍ଚନା କରନ୍ତୁ

ମୀନ :- 

Pisces
  • ପୂ , ଭାଦ୍ରପଦ - ମହିଳାଙ୍କ ଭାଗ୍ୟ ଉଜ୍ଜଳ ହୋଇପାରେ
  • ଉ , ଭଦ୍ରପଦ - ପୂର୍ବ ବ୍ୟବସାୟ ଚୁକ୍ତିରୁ ଆପଣଙ୍କୁ ଅଚାନକ ଲାଭ ହେବ
  • ରେବତୀ – ସବୁ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ

ପ୍ରତିକାର – ହଳଦିଆ ରଙ୍ଗର ଭୋଗ ଲଗାଇ ପିଲାଙ୍କୁ ଖାଇବାକୁ ଦିଅନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)