ପରିଷଦର ଆସନ୍ତା ଅକ୍ଟୋବରରେ ରିପୋର୍ଟ ଦେବା ପରେ ଏହା ଉପରେ ବିଚାର କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଜବତ ମୋଟ ୪୦ କେଜି ସୁନା ମଧ୍ୟରୁ ୩୬ କେଜି ସୁନାର କାଗଜପତ୍ର ଠିକଠାକ ରହିଛି । ସେହିପରି ୧ କୁଇଣ୍ଟାଲ ୨୦ କେଜି ରୂପାର କାଗଜପତ୍ର ମଧ୍ୟ ସଠିକ୍ ଥିବା ସୂଚନା ମିଳିଛି ।
ଟିକସ ଫାଙ୍କିବା ଅଭିଯୋଗରେ କଲେଜ ଛାତ୍ରଙ୍କୁ ନୋଟିସ । ଚାକିରି ନଥିବା ବେଳେ ଟିକସ ପାଇଁ କିପରି ନୋଟିସ ଆସିଲା ତାହାକୁ ନେଇ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି ଛାତ୍ରଜଣକ । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଗ୍ୱାଲିଅର ଜିଲ୍ଲାରେ ।
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏନେଇ ଏକ ପ୍ରସ୍ତାବ ଦେଇଛନ୍ତି । ନୀତିନ କହିଛନ୍ତି, ଏଣିକି ଭାରତରେ ଡିଜେଲ କାର କିଣିବା ଉପରେ ଅତିରିକ୍ତ ୧୦ ପ୍ରତିଶତ ସେବା କର ବା ଜିଏସ୍ଟି ଲାଗୁ କରାଯିବ ।
ସିନେମା ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇ ହଲରେ ମିଳୁଥିବା ଖାଦ୍ୟ ଉପରେ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ଜିଏସଟି ହ୍ରାସ କରାଯାଇଛି ।
BJDର ଯେଉଁ ଲୋକ ଏଥିରେ ସଂପୃକ୍ତ, ସମସ୍ତଙ୍କୁ ତଦନ୍ତକୁ ଅଣାଯାଉ । ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବୁ କହିଲେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ।
ବାଣିକ ଇନଷ୍ଟିଚ୍ୟୁଟ୍ରେ ଜିଏସଟି ରେଡ୍ । ରାଜଧାନୀର ଜଣାଶୁଣା କୋଚିଂ ଇନଷ୍ଟିଚ୍ୟୁଟରେ ଜିଏସଟି ପକ୍ଷରୁ ରେଡ୍ ହୋଇଥିବା ସୂଚନା ମିଳିଛି । କୋଚିଂ ଇନଷ୍ଟିଚ୍ୟୁଟରେ ସେଣ୍ଟ୍ରାଲ ଜିଏସଟି ଟିମ୍ ଚଢାଉ କରିଛି
୩ ନେତା ଦିବଙ୍ଗତ ବିଜୟ ବରିହାଙ୍କ ଅନୁଗତ ଥିବା ଚର୍ଚ୍ଚା । ଆୟକର ବିଭାଗ ରେଡ୍ରୁ କଣ ପାଇଛି, ତାହା ଅସ୍ପଷ୍ଟ ।
ପାଇକମାଲ, ଝାରବନ୍ଧରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ GST ରେଡ୍ କରାଯାଇଛି । ଉପନିର୍ବାଚନ ବେଳେ ଅଚାନକ ଏଭଳି ରେଡ୍ କାହିଁକି ବୋଲି ଲୋକଙ୍କ ମନରେ ପ୍ରଶ୍ନ ।
ଓଡିଆ ପେଟରେ ଜୋର ଦାର ଲାତ ମାରିଦେଲେ କି ସରକାର । ଶେଷରେ ମୁଢିରେ ବସେଇଦେଲେ ଜିଏସଟି
ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଲାଗିଲା GST । ସୋସିଆଲ୍ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ...
ଆଜିଠୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ(Daily Essential Items) ଦାମ୍ ବଢ଼ିଛି। ଯେପରିକି ଦହି, ଲସି, ଚାଉଳ, ପନିର ଓ କିଛି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍ ବୃଦ୍ଧି ହୋଇଛି।
ଆଜିଠାରୁ ଓଲା ଓ ଉବର ପରି କ୍ୟାବ୍ ସଂସ୍ଥା ମଧ୍ୟ ୫ ପ୍ରତିଶତ GST ସଂଗ୍ରହ କରିବେ । ଚପଲ, ଜୋତା ପାଇଁ ୧୨ ପ୍ରତିଶତ ଟ୍ୟାକ୍ସ ଲାଗିବ ।
:ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର GST କାଉନସିଲ ବୈଠକ ପରେ ଅନେକ ବଡ ନିଷ୍ପତ୍ତିର ଘୋଷଣା କରିଛନ୍ତି। ଅନେକ ଜିନିଷରୁ ଜିଏସ୍ଟି ହ୍ରାସ କରାଯାଇଛି। ଅନେକ ଜିନିଷ ଉପରେ ଜିଏସ୍ଟି ବଢିଛି।
ବର୍ତ୍ତମାନ ପାଇଁ ଜିଏସଟି ଅନ୍ତର୍ଭୁକ୍ତ ହେବନି ପେଟ୍ରୋଲ, ଡିଜେଲ ଓ ଅନ୍ୟ ପେଟ୍ରୋଲିୟମଜାତ ସାମଗ୍ରୀ। ଆଜି ବସିଥିବା ଜିଏସଟି କାଉନସିଲର ୪୫ତମ ବୈଠକରେ ଏହି ପ୍ରସ୍ତାବକୁ ରାଜ୍ୟମାନେ ଜୋରଦାର ବିରୋଧ କରିଥିଲେ। ଏପରିକି ଏହି ପ୍ରସ୍ତାବ ଉପରେ ଆଲୋଚନା ଲାଗି ରାଜି ବି ହୋଇନଥିଲେ
ନୂଆଦିଲ୍ଲୀ: କରୋନା ପାଇଁ ବ୍ୟବହୃତ ଔଷଧ ରେମଡେସିଭିର ଉପରୁ କମିଲା ଜିଏସ୍ଟି । ରେମଡେସିଭିର୍ ଉପରୁ GST ୧୨%ରୁ ୫%କୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଆଜି ୪୪ତମ GST କାଉନସିଲ ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର…