ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି, ଇଣ୍ଟରନେଟ୍ ସେବା ବ୍ୟାହତ ହୋଇଛି, ଦୋକାନ ବଜାର ବନ୍ଦ ରହିଛି। ରାସ୍ତାଘାଟ ପୂରା ଖାଁ ଖାଁ । କେବଳ ମେଡିକାଲ ଏବଂ ଅନ୍ୟ ଜରୁରୀ ସେବା ପାଇଁ ନିୟମ କୋହଳ କରାଯାଇଛି ।
ଗଣ୍ଡଗୋଳରେ ୪ମୃତ, ୨୫୦ ଆହତ । ଗଣ୍ଡଗୋଳକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ।
ରାଜ୍ୟ ବାହାରେ ହୋଇପାରେ ମାମଲାର ଶୁଣାଣି । ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବେ କେନ୍ଦ୍ର ସରକାର ।
କିଭଳି ସ୍ଥିତିରେ ହେଲା ନାହେଲଙ୍କ ମୃତ୍ୟୁ? ପୋଲିସର କହିବା ଅନୁଯାୟୀ ..୨୦୨୧ ପରେ ନାହେଲଙ୍କୁ ୫ ଥର ପୋଲିସ ଯାଞ୍ଚର ସାମ୍ନା କରିବାକୁ ପଡିଛି।
ହଜାର ହଜାର ଲୋକ କେବଳ ରାସ୍ତାକୁ ଓହ୍ଲାଉନାହାନ୍ତି, ବରଂ ଆଇନକୁ ନିଜ ହାତକୁ ନେବାକୁ ପଛାଉନାହାନ୍ତି ସେମାନେ ।
ଆତ୍ମହତ୍ୟା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ୍ ଛାତ୍ରୀଙ୍କ ସ୍କୁଲର ଆଉ ୨ ଜଣ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।