ତେଲେଙ୍ଗାନରେ ଟନେଲ ଭୁଷୁଡ଼ିବା ଘଟଣାକୁ ୪ ଦିନ ହେଲାଣି। ଏବେବି ମାଟି ତଳେ ଫସି ରହିଛନ୍ତି ୮ ଶ୍ରମିକ। ସମାନେ କେମିତି ଅଛନ୍ତି। କ’ଣ କରୁଛିନ୍ତି କିଛି ବି ହୋଇପାରୁନି ଯୋଗାଯୋଗ।
ଆଜକୁ ୩ ଦିନ ହେଲାଣି ସରିବାର ନାଁ ଧରୁନି ତେଲେଙ୍ଗାନା ଶ୍ରୀଶୈଲମ୍ ଟନେଲ୍ ରେସ୍କ୍ୟୁ ଅପରେସନ୍ । ଏବେ ବି ଅନ୍ଧାରୀ ସୁଡଙ୍ଗ ଭିତରେ ଫସିରହିଛି ୮ ଜୀବନ । ତେବେ ରେସ୍କ୍ୟୁ କାର୍ଯ୍ୟରେ ଶେଷ ୪୦ ମିଟର ବାଧା ସାଜିଥିବା ସୂଚନା ମିଳିଛି ।
ତେଲେଙ୍ଗାନା ଟନେଲ୍ ଭୁଶୁଡ଼ିବା ଘଟଣାରେ ୨୪ ଘଣ୍ଟାରୁ ଅଧିକ ସମୟ ହେଲା ଜାରି ରହିଛି ରେସ୍କ୍ୟୁ ଅପରେସନ । ସେନା ଓ NDRF ଉଦ୍ଧାର କାର୍ଯ୍ୟରେ ମୁତୟନ ।
ତେଲଙ୍ଗାନାରେ ଏକ ଅଜଣା ରୋଗରେ କୁକୁଡା ମାନଙ୍କ ମୃତ୍ୟୁ ଘଟୁଛି। ଏହି ଅଜଣା ରୋଗର ଆତଙ୍କ ଖେଳି ଯାଇଥିବା ବେଳେ ମାତ୍ର ୩ ଦିନରେ ଅଢେଇ ହଜାର କୁକୁଡା ଛୁଆଙ୍କ ମୃତ୍ୟୁ ହୋଇଛି।
ସେ ଦିନ ଅଲ୍ଲୁ ଅର୍ଜୁନ ଜାଣିଥିଲେ ହଲ୍ ବାହାରେ ଦଳାଚକଟାରେ ଯାଇଛି ଜଣଙ୍କ ଜୀବନ । ଏହା ପରେ ବି କାର୍ରୁ ବାହାରି ହାତ ହଲେଇ ଲୋକଙ୍କୁ ଉସୁକାଇଥିଲେ ।
ଚାଲାକ୍ ହେବା ଭଲ ହୋଇପାରେ କିନ୍ତୁ ଅତି ଚାଲାକ ହେଲେ ଖରାପ । ଜଣେ ରାଜନେତା ଜର୍ମାନୀର ନାଗରିକ ଥାଇ ଭାରତରେ ନିର୍ବାଚନ ଲଢୁଥିଲେ । ଥରେ କି ଦୁଇ ଥର ନୁହେଁ, ୪ ଥର ବିଧାୟକ ଭାବେ ଜିତିଛନ୍ତି । ହାଇକୋର୍ଟ ତାଙ୍କୁ ୩୦ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହି ରାଜନେତା ଆଉ ଭାରତରେ ନିର୍ବାଚନ ଲଢିପାରିବେନି ।
ସିଭିଲ ସର୍ଭିସେସ୍ ପରୀକ୍ଷାରେ ପ୍ରଥମ ପ୍ରୟାସରେ ସ୍ମିତା ବିଫଳ ହୋଇଥିଲେ । ହେଲେ ତାଙ୍କର ଦୃଢ଼ ମନୋବଳ ପାଇଁ ସେ ପରେ ସଫଳତା ହାସଲ କରିଥିଲେ । ସେ ପୁଣି ଥରେ ଚେଷ୍ଟା କରିଥିଲେ ।
ସୋନିଆ ଗାନ୍ଧି ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ ପ୍ରିୟଙ୍କା ଗାନ୍ଧି ରାୟବରେଲିରୁ ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ରେବନ୍ତ ।
୧୬ ବର୍ଷ ଧରି ସେ ମାଓବାଦୀ ଥିଲେ । ବହୁ ହିଂସାକାଣ୍ଡରେ ମଧ୍ୟ ସଂପୃକ୍ତ ଥିଲେ । ପରେ ମନ ପରିବର୍ତ୍ତନ କରି ହିଂସାର ପଥ ଛାଡ଼ି ଅନସୂୟା ମୁଖ୍ୟସ୍ରୋତରେ ହୋଇଥିଲେ ସାମିଲ ।
ତେଲେଙ୍ଗାନାରେ ନିର୍ବାଚନ ରଣନୀତିକାର ସୁନିଲ କାନୁଗୋଲୁଙ୍କ ସଂସ୍ଥାକୁ ନିର୍ଣ୍ଣୟ ନେବା ଲାଗି କଂଗ୍ରେସ ସଂପୂର୍ଣ୍ଣ ସ୍ୱତନ୍ତ୍ରତା ଦେଇଥିବା କୁହାଯାଉଛି। ଫଳରେ କାନୁଗୋଲୁଙ୍କ ଟିମ୍ କରିଥିବା ଆଭ୍ୟନ୍ତରୀଣ ସର୍ଭେ ଅନୁସାରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯାଇଥିଲା।
ତେଲେଙ୍ଗାନା ନିର୍ବାଚନରେ ଲୋକେ ବାଛିଲେ ଡାକ୍ତରୀ ନେତା । ରାଜ୍ୟର ୧୫ ଡାକ୍ତର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି ।
ଆଜି ସକାଳୁ ସକାଳୁ ଏହି ବଡ଼ ଦୁର୍ଘଟଣା ଘଟିଛି । ତେଲେଙ୍ଗାନାର ଡୁଣ୍ଡିଗାଲର ବାୟୁସେନା ଏକାଡେମୀରେ ଟ୍ରେନିଂ ଚାଲିଥିବା ସମୟରେ ଏହି ଅଘଟଣ ହୋଇଛି ।
ରୋକି ପାରିଲେନି ନିଜର ଉତ୍କଣ୍ଠା। ଆଗୁଆ ଶୁଭେଚ୍ଛା ଜଣାଇବାକୁ ହାତରେ ଫୁଲତୋଡା ଧରି ପହଞ୍ଚି ଯାଇଥିଲେ ଘରେ । ଫଳରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାର।
ତେଲେଙ୍ଗାନାରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ରହିଛି ରେଭନ୍ଥ ରେଡ୍ଡୀଙ୍କ ମୁଖ୍ୟ ଭୂମିକା । କାରଣ ପଲିଟିକାଲ ପସାପାଲିରେ ରେଭନ୍ଥଙ୍କ ଗୋଟି ଚାଳନା ଆଜି କଂଗ୍ରେସକୁ ସଫଳତା ଆଣିଦେବାକୁ ଯାଉଛି ।
ସାରା ଦେଶରେ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହା ଫଳରେ ତିଜାରା ବିଧାନସଭା ଆସନ ଏବେ ହଟ୍ ସିଟ୍ ପାଲଟିଛି । ସମସ୍ତଙ୍କ ଆଖି ଏବେ ସେହି ଆସନରେ ।
ଆରମ୍ଭରୁ ବିଜେପି ଟ୍ରେଣ୍ଡରେ ଆଗୁଆ ରହିଛି । ଦିନ ୧୧.୩୦ ସୁଦ୍ଧା ବିଜେପି ୧୧୨ ସିଟ୍ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୦ ସିଟ୍ରେ ଆଗୁଆ ରହିଛି ।
ମାଓ ଅଧ୍ୟୁଷିତ ୧୩ ଆସନରେ ଅପରାହ୍ନ ୪ଟା ସୁଦ୍ଧା ସରିବ ଭୋଟିଂ, ଭାରତ ରାଷ୍ଟ୍ରୀୟ ସମିତି, କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର...
ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦର କଚେଗୁଡା-ରାୟଚୁର ଟ୍ରେନ ସେବାକୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ, ଦେଶର ଅନେକ ପ୍ରମୁଖ ଅର୍ଥନୈତିକ କରିଡର ତେଲେଙ୍ଗାନା ଦେଇ ଯାଉଛି ।
ହଠାତ୍ ସାଙ୍ଗଙ୍କ ମେଳରେ ସବୁକିଛି ଠିକ୍ ଚାଲିଥିଲା । କିନ୍ତୁ କେକ୍ କାଟିବାର କିଛି ସମୟ ପୂର୍ବରୁ ସଚିନଙ୍କ ହୃଦଘାତ ହୋଇଥିଲା ।
ଆଜ୍ଞା ହଁ ଏପରି ଏକ ଘଟଣା ନିକଟରେ ସାମ୍ନାକୁ ଆସିଛି । ବରଘର ଅଧିକ ଯୌତୁକ ଦେଇନଥିବାରୁ ବାହାଘର ଭାଙ୍ଗି ଦେଇଛି କନ୍ୟା ।
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍ ଶର୍ମିଲା କାର୍ ଭିତରେ ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସେନା ଯବାନ ହେଲିକପ୍ଟର ମାଧ୍ୟମରେ ମାଞ୍ଚିରିଅଲ ଜିଲ୍ଲାର ଚେନୁରରେ ଗୋଟିଏ ଜେସିବି ଉପରେ ଅଟକି ରହିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ଆଣିଛନ୍ତି ।
ଭୟଙ୍କର ଅଗ୍ନିକାଣ୍ଡରେ ଜୀଅନ୍ତା ଜଳିଗଲେ ୧୧ ଜଣ ଶ୍ରମିକ। ତେଲେଙ୍ଗାନା ସିକନ୍ଦରାବାଦରେ ଏକ କାଠ ଗୋଦାମରେ ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି।
ଦେଶରେ କୋଭିଡ୍ ସ୍ଥିତିକୁ ନେଇ ତେଲଙ୍ଗାନାରେ ଲାଗିଲା କଟକଣା । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଶୋଭାଯାତ୍ରା, ରାଲି, ସାଧାରଣ ସଭା, ଜନ ସମାଗମ, ସବୁ ପ୍ରକାର ଧାର୍ମିକ ରାଜନୈତିକ ଏବଂ ସାଂସ୍କୃତିକ ସମାଗମ ଆୟୋଜନ ଉପରେ ରୋକ ଲାଗିଛି । ଏହାସହ ସମସ୍ତ ସରକାରୀ ଓ ଘରୋଇ ପରିବହନ ବ୍ୟବସ୍ଥା, ଦୋକାନ, ମଲ୍, କାର୍ଯ୍ୟାଳୟ ସହ ଅନ୍ୟ ପ୍ରତିଷ୍ଠାନ ଗୁଡିକରେ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେଲେଙ୍ଗାନାରେ ଏକ କଲେଜର ୪୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଇଭେଣ୍ଟରେ ଅଧିକାଂଶ ଛାତ୍ରଛାତ୍ରୀ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା