ପେଟ ଭିତରେ ଛୋଟ ଛୋଟ କ୍ୟାପ୍ସୁଲ୍ ଦ୍ୱାରା ହେରୋଇନ୍ ଗୁଡ଼ିକ ପ୍ୟାକ୍ ହୋଇ ରହିଥିଲା ।
ଜୀବନକୁ ବାଜି ଲଗାଇ ୫ ଜଣଙ୍କୁ ନୂଆ ଜୀବନ ଦେଲେ ଏହି ଡେଲିଭରୀ ବୟ, ଦେଖନ୍ତୁ ଲାଇଭ୍ ଦୃଶ୍ୟ...
ଏହି ଖାଲି ପାଦ ଫଟୋ ହିଁ ଦିନେ ତାଙ୍କୁ ଧନୀ କରିବ । ଆଉ ସେହି ପାଦ ଫଟୋ ପୋଷ୍ଟ କରି ସେ ସେଥିରୁ ରୋଜଗାର କରିବେ ।
ଚଳିତ ବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି ଗୁଜରାଟ ଅକ୍ତିଆର କରିବାକୁ ପ୍ରୟାସ ଆରମ୍ଭ କରିଛି ।
ବିଲ୍ ଗେଟ୍ସ ଏବେ ଗୋଟିଏ ପାହାଚ ତଳକୁ ଖସି ୫ ନମ୍ବର ସ୍ଥାନରେ ରହିଛନ୍ତି । ବିଲ୍ ଗେଟ୍ସଙ୍କ ନେଟ୍ ୱର୍ଥ ଖସି ଆସି ଏବେ ୧୦୩ ଆରବ ଡଲାରରେ ପହଞ୍ଚିଛି ।
ଭଲ ରୋଜଗାର କରିବାକୁ ଚାହୁଁଛନ୍ତି କି ? ସଫେଇ କାମ କରି ପାଆନ୍ତୁ ମାସିକ ୮ ଲକ୍ଷ ଟଙ୍କା....
ରିଲ୍ ଲାଇଫ୍ ର ଟେମ୍ପଲ ରନ୍ ଗେମ୍ ତ ସମସ୍ତେ ଜାଣିଛନ୍ତି, ହେଲେ କେବେ ଦେଖିଛନ୍ତି କି ରିୟଲ ଲାଇଫ୍ ର ଟେମ୍ପଲ ରନ୍...
ଆସିଲା ପ୍ରଥମ ରାଉଣ୍ଡ ଫଳାଫଳ
କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦେଇଥାନ୍ତି। ଏମିତି କିଛି ଘଟିଛି ବ୍ରିଟେନର ଜଣେ ବ୍ୟକ୍ତିଙ୍କ ସହ। ଲଟେରୀ ଟିକେଟ୍ ଜିତି ଏହି ବ୍ୟକ୍ତି ଜଣକ ରାତାରାତି କୋଟିପତି ହୋଇଯାଇଛନ୍ତି।
ଗ୍ଲୋବାଲ୍ ମାର୍କେଟ୍ରେ ସୁନା ଦରରେ ବଡ଼ ଧରଣର ହ୍ରାସ ଯୋଗୁ ଭାରତୀୟ ବଜାରରେ ମଧ୍ୟ ଦାମ୍ ହ୍ରାସ ପାଇଛି। ଆଜି ସକାଳେ MCXରେ ୨୪ କ୍ୟାରେଟ୍ ସୁନା ୨୫୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୯,୯୫୮ ଟଙ୍କାରେ କାରବାର ଚାଲିଥିଲା।
ନିଜର ସମସ୍ତ କଷ୍ଟଅର୍ଜିତ ସମ୍ପତ୍ତି ଦାନ କରିଦେଲେ ଅରବିନ୍ଦ ଗୋଏଲ୍
ନ୍ୟାସନାଲ୍ ହେରାଲ୍ଡ ନ୍ୟୁଜ୍ପେପର୍ରେ ହୋଇଥିବା ଅର୍ଥ ହେରଫେର ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି।
ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ହୋଇଥିଲା। ଆଜି ଦିନ ୧୧ଟାରେ ପାର୍ଲାମେଣ୍ଟ ହାଉସ୍ର ପ୍ରଥମ ମହଲାରେ ଥିବା ୬୩ ନମ୍ବର ରୁମ୍ରେ ଭୋଟ୍ ଗଣତି ଆରମ୍ଭ ହେବ।
ପରୀକ୍ଷାରେ ଭଲ କରିବା ପାଇଁ ଘର ଲୋକେ ଅନେକ ପ୍ରକାର ଲୋଭ ଦେଖେଇ ଥା’ନ୍ତି। କିନ୍ତୁ ଜଣେ ଯୁବତୀଙ୍କୁ ପରିବାର ଲୋକ ବାହା କରେଇ ଦେବାକୁ କହିବାରୁ ସେ UPSC ପରୀକ୍ଷାରେ ସଫଳତା ପାଇଗଲେ।
ଦେଶର ସାର୍ବଭୌମକତା, ଏକତା ଓ ଅଖଣ୍ଡତାକୁ ହନନ କରୁଥିବା ଶକ୍ତିଙ୍କ ସକ୍ରିୟ ସହଯୋଗରେ ଦେଶରେ ବିଦ୍ରୋହ, ଉତ୍ତେଜନା, ବିବାଦ, ଆନ୍ଦୋଳନ, ହିଂସା ଆଦି ବଢିଚାଲିଛି। କେବେକେବେ ଜାତିର ଦ୍ୱାହି ଦେଇ ତ ବେଳେବେଳେ ଧର୍ମ, ପୁଣି କେତେବେଳେ ଭାଷା, ରାଜ୍ୟ କିମ୍ବା ବ୍ୟବସ୍ଥା ନେଇ ବିଛିନ୍ନତାବାଦ ଓ ସନ୍ତ୍ରାସବାଦ କାୟା ବିସ୍ତାର କରିଚାଲିଛି।
ପ୍ରକୃତି ଯେବେ ଦେଖାଏ ତାଣ୍ଡବ, ସବୁ କିଛି ହୋଇଯାଏ ଛାରଖାର୍। ଦିନେ ଏହି ଗାଁ ହୋଇଯାଇଥିଲା ଜଳମଗ୍ନ। ଏବେ ଦୀର୍ଘ ୮୨ ବର୍ଷ ପରେ ଦେଖାଯାଉଛି ଏହାର ଝଲକ।
ପ୍ରେମ କେଉଁଠି ଓ କେବେ ହୁଏ ତାହା କେହି କହିପାରିବେ ନାହିଁ। ଖାଲି ଯେ ଯୁବକମାନେ ପ୍ରେମରେ ପଡନ୍ତି ଆଉ ବିବାହ କରନ୍ତି ତାହା ନୁହେଁ। ପରିଣତ ବୟସରେ ବି ପ୍ରେମ ହୁଏ ଆଉ ବାହାଘର ବି ହୁଏ। ଏମିତି ଘଟିଛି ଏକ ୭୦ ବର୍ଷୀୟ ଦମ୍ପତିଙ୍କ କ୍ଷେତ୍ରରେ।
କାହା ସପକ୍ଷରେ ଯାଇଛି ବିଧାୟକ ଓ ସାଂସଦଙ୍କ ମତ ? ଆସନ୍ତାକାଲି ଭୋଟ୍ ଗଣତି, ବଢୁଛି ଉତ୍କଣ୍ଠ ।
କେମିତି ହେବ ଶ୍ରୀଲଙ୍କାର ଉଦ୍ଧାର? କଣ ବିକ୍ରମସିଙ୍ଘେ ଶ୍ରୀଲଙ୍କାକୁ ଦେଇପାରିବେ ନୂଆ ଜୀବନଦାନ? ଶ୍ରୀଲଙ୍କା ପରେ କିଏ ଭୋଗିବ ସମଦଶା; ପାକିସ୍ତାନ, ନେପାଳ ନା ଭାରତ ?
ୟୁପିରେ ତାଙ୍କ ନାଁରେ ରୁଜୁ ହୋଇଥିବା ସମସ୍ତ ଏଫଆଇଆରକୁ ସୁପ୍ରିମକୋର୍ଟ ଦିଲ୍ଲୀକୁ ସ୍ଥାନାନ୍ତରଣ ମଧ୍ୟ କରିଛନ୍ତି ।
ଆର୍ଥିକ ସଂକଟରୁ ରାଜନୈତିକ ଅସ୍ଥିରତା ଆଉ ଏହାକୁ ନେଇ ସୃଷ୍ଟି ହୋଇଥିବା ଜନ ଆନ୍ଦୋଳନ, ହିଂସା ଓ ଅଶାନ୍ତିର ବାତାବରଣ। ଏଭଳି ଘଡ଼ସନ୍ଧି ମୁହୁର୍ତ୍ତରେ ଶ୍ରୀଲଙ୍କାର କ୍ରାଇସିସ ମ୍ୟାନେଜର ଭୂମିକାରେ କାମଚଳା ରାଷ୍ଟ୍ରପତିରୁ ନବନିର୍ବାଚିତ ରାଷ୍ଟ୍ରପତି ରାନୀଲ ୱିକ୍ରମାସିଙ୍ଘେ । ଆଶା କରାଯାଉଛି ଯେ, ଚରମ ବିଶୃଙ୍ଖଳାରୁ ଦେଶକୁ ମୁକୁଳାଇବା ସହ ଦିଗ୍ଦର୍ଶନ ଦେବାରେ ସମର୍ଥ ହେବେ ରାନୀଲ । ଆଉ ସେଥିପାଇଁ ରାଷ୍ଟ୍ରପତି ନିର୍ବାଚନ ଜିଣି ନିଜର ପ୍ରଥମ ଅଭିଭାଷଣରେ ସେ ବିରୋଧୀଙ୍କୁ ସାଙ୍ଗରେ ନେଇ କାମ କରିବାକୁ ଆହ୍ବାନ ଦେଇଛନ୍ତି । କିନ୍ତୁ ଏ ବାଟ ଏତେ ସହଜ ନୁହେଁ ଏକଥା ରାନୀଲ ବି ଜାଣିଛନ୍ତି । ପଢ଼ନ୍ତୁ ରିପୋର୍ଟ.....
ମହିଳାମାନେ ଘର ଭିତରେ ରହି କାମ କରନ୍ତି। ଏ କଥା ଆମେ କହୁନୁ ସମସ୍ତେ ଭାବିଥାନ୍ତି। ତେବେ ଏହାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି ଏହି ମହିଳା ଜଣକ। ଏନଏଚ ଉପରେ ମହିଳାଙ୍କ ଡ୍ରାଇଭିଂ ଦେଖିଲେ ଆପଣ ତାଜୁବ୍ ହୋଇଯିବେ..
ପୋଲିସ ଏନ୍କାଉଣ୍ଟର ବେଳେ ବିପରିତ ଦିଗରୁ ମଧ୍ୟ ଗୁଳି ବର୍ଷା ହୋଇଥିଲା । ଏଥିରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।