• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Heart Attack

covid
COVID Impact on Heart Attacks: କୋଭିଡ୍ ପାଇଁ ବଢୁଛି ହୃଦଘାତ, ଗବେଷଣାରୁ ମିଳିଲା ତଥ୍ୟ

କୋଭିଡ୍ ପରବର୍ତ୍ତୀ କାଳରେ ବଢ଼ିଚାଲିଥିବା ହୃଦଘାତର କାରଣ ସଂପର୍କରେ ତିନି ଭାରତୀୟ ବୈଜ୍ଞାନିକଙ୍କ ମିଳିତ ଗବେଷଣାରୁ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ବଡ଼ କଥା ହେଉଛି କୋଭିଡ୍ ଓ ହୃଦରୋଗ ସଂପର୍କରେ ଥିବା ଏ ଲିଙ୍କକୁ ସାମ୍ନାକୁ ଆଣିଥିବା ଗବେଷକଙ୍କ ଭିତରେ ଅଛନ୍ତି ଆମେରିକାର ୟୁନିଭର୍ସିଟି ଅଫ୍ ଟେକ୍ସାସରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଡକ୍ଟର ସରୋଜ କୁମାର ପଣ୍ଡା।

covid
COVID Impact on Heart Attacks: କୋଭିଡ୍ ପାଇଁ ବଢୁଛି ହୃଦଘାତ, ଓଡ଼ିଆ ବୈଜ୍ଞାନିକଙ୍କ ଗବେଷଣାରୁ ମିଳିଲା ତଥ୍ୟ

କୋଭିଡ୍ ପରବର୍ତ୍ତୀ କାଳରେ ବଢ଼ିଚାଲିଥିବା ହୃଦଘାତର କାରଣ ସଂପର୍କରେ ତିନି ଭାରତୀୟ ବୈଜ୍ଞାନିକଙ୍କ ମିଳିତ ଗବେଷଣାରୁ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ବଡ଼ କଥା ହେଉଛି କୋଭିଡ୍ ଓ ହୃଦରୋଗ ସଂପର୍କରେ ଥିବା ଏ ଲିଙ୍କକୁ ସାମ୍ନାକୁ ଆଣିଥିବା ଗବେଷକଙ୍କ ଭିତରେ ଅଛନ୍ତି ଆମେରିକାର ୟୁନିଭର୍ସିଟି ଅଫ୍ ଟେକ୍ସାସରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଡକ୍ଟର ସରୋଜ କୁମାର ପଣ୍ଡା

Heart attack risk
Covid Increased Heart Attack: କୋଭିଡ ପରେ କାହିଁକି ବଢିଲା ହୃଦରୋଗ ? ବଡ଼ ଖୁଲାସା କଲେ ଗବେଷକ

କୋଭିଡ ପରେ କାହିଁକି ବଢିଲା ହୃଦରୋଗ ? ତାହାର କାରଣ ଖୋଜିପାଇଲେ ଭାରତୀୟ ଗବେଷକ । ହୃଦରୋଗକୁ ନେଇ କଲେ ଚାଞ୍ଚଲ୍ୟକର ଖୁଲାସା ।

Footballer Death
Football Player: ଫୁଟବଲ୍ ଖେଳୁଥିଲା ବେଳେ ଚାଲିଗଲା ଜୀବନ, ପରିବାର ଲୋକ ଆଖି ଦାନ କରି ଦେଲେ ମହାନତାର ପରିଚୟ

ପଡ଼ିଆରେ ଖେଳୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ଅଚେତ୍ ହୋଇ ପଡ଼ିଥିଲେ l ଉପସ୍ଥିତ ଲୋକମାନେ ତାଙ୍କ ମୁହଁରେ ପାଣି ଛିଞ୍ଚିବା ପରେ ତାଙ୍କର ଚେତା ଫେରିଥିଲା । ଚେତା ଆସିବା ପରେ ସେ ଅଳ୍ପ ପାଣି ପିଇ ପୁଣି ଖେଳିବାକୁ ବାହାରିଥିଲେ । ସାଥୀ ଖେଳାଳିମାନେ ତାଙ୍କୁ ଖେଳିବାକୁ ବାରଣ କରିଥିଲେ ମଧ୍ୟ କିଛି ହୋଇନି କହି ସେ ପୁଣି ପଡିଆକୁ ଯାଇଥିଲେ। ଫୁଟବଲ୍ ବି ଖେଳିଥିଲେ। କିନ୍ତୁ କିଛି ସମୟ ପରେ ଆଉ ଥରେ ଅସୁସ୍ଥ ହୋଇପଡିଥିଲେ।

heart attack
Heart Attack Symptoms: ହୃଦଘାତର ଆଗୁଆ ସୂଚନା ଦେଇଥାଏ ଏହି ୧୦ ଲକ୍ଷଣ, ଆଜି ହିଁ ହେଇଯାଆନ୍ତୁ ସତର୍କ

ହୃଦଘାତର ଆଗୁଆ ଲକ୍ଷଣଗୁଡ଼ିକୁ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ସମୟମତୋ ଚିକିତ୍ସା ପାଇଁ ସାହାଯ୍ୟ କରିପାରେ। ହୃଦଘାତ ଘଟିବା ପୂର୍ବରୁ ଶରୀର କିଛି ସଙ୍କେତ ଦେଇପାରେ, ଯାହାକୁ "ପ୍ରାରମ୍ଭିକ ଚେତାବନୀ" କୁହାଯାଏ। ଏହି ଲକ୍ଷଣଗୁଡ଼ିକ କିଛି ଘଣ୍ଟା, ଦିନ କିମ୍ବା ସପ୍ତାହ ପୂର୍ବରୁ ଦେଖାଦେଇପାରେ।

ଘୋଡ଼ା ଉପରେ ଉଡ଼ିଗଲା ପ୍ରାଣ
ଘୋଡ଼ା ଉପରେ ବରକୁ ଆସିଲା ସାଇଲେଣ୍ଟ ହାର୍ଟ ଆଟାକ୍‌

ନାଚ ଗୀତରେ ଲାଗି ଯାଇଥିଲା ଫୁଲ ଷ୍ଟପ୍। ମାଡ଼ି ଆସିଲା ଦୁଃଖର କଳାବାଦଳ। ଡିଜେ ଶବ୍ଦ ବଦଳରେ ଶୁଣିବାକୁ ମିଳିଥିଲା ଚିତ୍କାର। କନିଆଁ ଦୂଆରେ ପହଞ୍ଚିବା ପରେ ଟଳିପଡିଥିଲେ ଘୋଡା ଉପରେ ବସି ଥିବା ବର। ସାତ ଫେରା ନେବା ପୂର୍ବରୁ ଉଠିଲା କୋକେଇ।

Woman Dies While Dancing At Wedding In Vidisha
କାହିଁକି କମ୍ ବୟସ୍କଙ୍କୁ ହେଉଛି ହାର୍ଟ ଆଟାକ୍ ?

ଭଉଣୀ ମ୍ୟାରେଜ୍ ଫଙ୍କସନ୍ । ମନ ଖୁସିରେ ଝୁମୁଥିଲା । ଷ୍ଟେଜ୍ ଉପରେ ନାଚୁଥିଲେ । ବଲିଉଡ୍ ଗୀତର ତାଳେ ତାଳେ ଜବରଦସ୍ତ ଠୁମକା ବି ଲଗାଉଥିଲେ । ହେଲେ ନାଚୁ ନାଚୁ ହୃଦଘାତରେ ସେଇ ଷ୍ଟେଜ୍ ଉପରେ ଟଳି ପଡ଼ିଲେ ।

Woman Dies While Dancing At Wedding In Vidisha
Woman Dies While Dancing: ଭଉଣୀ ବାହାଘରରେ ମୃତ୍ୟୁ; କାହିଁକି କମ୍ ବୟସ୍କଙ୍କୁ ହେଉଛି ହାର୍ଟ ଆଟାକ୍ ? ଜାଣନ୍ତୁ...

ଭଉଣୀ ମ୍ୟାରେଜ୍ ଫଙ୍କସନ୍ । ମନ ଖୁସିରେ ଝୁମୁଥିଲା । ଷ୍ଟେଜ୍ ଉପରେ ନାଚୁଥିଲେ । ବଲିଉଡ୍ ଗୀତର ତାଳେ ତାଳେ ଜବରଦସ୍ତ ଠୁମକା ବି ଲଗାଉଥିଲେ । ହେଲେ ନାଚୁ ନାଚୁ ହୃଦଘାତରେ ସେଇ ଷ୍ଟେଜ୍ ଉପରେ ଟଳି ପଡ଼ିଲେ । 

water Bottle
ହୃଦଘାତର କାରଣ ହୋଇପାରେ ପ୍ଲାଷ୍ଟିକ ବୋତଲର ପାଣି

ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଥିଲେ ଆଜିଠାରୁ ହୋଇଯାଆନ୍ତୁ ସାବଧାନ। ବିଶୁଦ୍ଧ ଜଳ ଭାବି ଆପଣ ଯାହାକୁ ପିଉଥାନ୍ତି, ତାହା ସହଜରେ ଜହର ସାଜି ହୃଦୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ !

Six Morning Habits Keep Diseases Away
Health Tips: ସକାଳେ କରନ୍ତୁ ଏହି ୬ କାମ; ପାଖ ମାଡିବନି ଡାଏବେଟିସ୍-ହାର୍ଟ ଆଟାକ୍‌

ଶରୀରକୁ ଫିଟ୍ ରଖିବା ପାଇଁ ଆପଣ ସକାଳେ ଅତି କମରେ ୫ଟି କାମ କରିପାରିବେ। ଏହା କରିବା ଦ୍ୱାରା, ଆପଣ ନିଜକୁ ବହୁ ପରିମାଣରେ ସୁସ୍ଥ ରଖିପାରିବେ ଏବଂ ଆପଣଙ୍କ ଜୀବନକୁ ଉପଭୋଗ କରିପାରିବେ। ଆସନ୍ତୁ ଜାଣିବା ଏହି ୬ଟି କାମ କ’ଣ…

Woman Dies Of Heart Attack As Doctor Watches Reels
Woman Dies As Doctor Watches Reels: ବେଡ୍‌ରେ ପଡ଼ିଥିଲେ ରୋଗୀ; ରିଲ୍ସ ଦେଖୁଥିଲେ ଡାକ୍ତର, ତା’ପରେ...

ଏମିତି ଘଟଣା କେବେ ଶୁଣିନଥିବେ। ରିଲ୍ସ ଦେଖିବା ହେଲା କାଳ। ଚାଲିଗଲା ମହିଳାଙ୍କର ଜୀବନ। ବେଡ୍‌ରେ ପଡ଼ିଥିଲେ ରୋଗୀ, ରିଲ୍ସ ଦେଖୁଥିଲେ ଡ଼ାକ୍ତର । ଯାହାଫଳରେ ଚିକିତ୍ସା ନ ମିଳିବାରୁ ଚାଲିଗଲା ରୋଗୀଙ୍କ ଜୀବନ । 

ଦଣ୍ଡ ନିମିଷେ ଥିଲେ ପ୍ରାଣ
Miraculous Incident: ଆଶ୍ଚର୍ଯ୍ୟ ! ମୃତ ରୋଗୀ ବଞ୍ଚିଲେ, ବଞ୍ଚାଇଦେଲା ହମ୍ପସ୍

ମେଡିକାଲରୁ ଆସିବା ବେଳେ କିଛି ବାଟ ଦୂରରେ ଏକ ହମ୍ପସ ପଡିଲା । ହମ୍ପସରେ ଆମ୍ବୁଲାନ୍ସ ଟିକିଏ ପିଟି ହୋଇଯିବାରୁ ଜର୍କ ହୋଇଥିଲା । ଏହି ସମୟରେ ସଂପୃକ୍ତ ବ୍ୟକ୍ତି ଆଙ୍ଗୁଠି ହଲାଇଥିଲେ । ଏହା ତାଙ୍କ ପତ୍ନୀ ଦେଖିବା ପରେ ସେ ବଞ୍ଚିଛନ୍ତି ବୋଲି କହି ଚିତ୍କାର କରିଥିଲେ ।

 Cardiac Arrests
 Cardiac Arrest: କ’ଣ ପାଇଁ ସୁସ୍ଥ ଲୋକଙ୍କୁ ହେଉଛି ହାର୍ଟ ଆଟାକ୍ ? କ’ଣ ଏହାର କାରଣ ? ଜାଣନ୍ତୁ...

ଯୁବପିଢିମାନଙ୍କ ମଧ୍ୟରେ ହୃଦଘାତର ସମସ୍ୟା ମଧ୍ୟ ଦେଖାଯାଉଛି । ଆପଣ ହୁଏତ ସୋସିଆଲ ମିଡିଆରେ ଦେଖିଥିବେ ଯେ ବ୍ୟାୟାମ କିମ୍ବା ନାଚିବା ସମୟରେ ଯୁବକମାନେ ହଠାତ୍ ତଳେ ପଡ଼ି ମୃତ୍ୟୁବରଣ କରିଥାନ୍ତି । ତେବେ ଏହାର କାରଣ କଣ ? ଜାଣନ୍ତୁ...

ଗିଫ୍ଟ ଦେଉଥିଲେ ଚାଲିଗଲା ଜୀବନ
Viral Video: ଗିଫ୍ଟ ଦେବା ବେଳେ ଷ୍ଟେଜ୍‌ ଉପରେ ହେଲା ହୃଦଘାତ, ନବଦମ୍ପତିଙ୍କ ସାମ୍ନାରେ ଚାଲିଗଲା ସାଙ୍ଗର ଜୀବନ

ଜଣେ ବ୍ୟକ୍ତି ବର ଓ କନ୍ୟାଙ୍କୁ ଶୁଭକାମନା ଓ ଗିଫ୍ଟ ଦେବା ସମୟରେ ମଞ୍ଚରେ ହୃଦଘାତର ଶିକାର ହୋଇଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Cardiac Arrest
Heart Attack: ୧୨୦ ମିନିଟ୍ ଧରି ହାର୍ଟବିଟ୍ ବନ୍ଦ ! ତଥାପି ବଞ୍ଚିଗଲା ଜୀବନ

ପ୍ରାୟ ଦୁଇଘଣ୍ଟା ଯାଏଁ ବନ୍ଦ ହୋଇଯାଇଥିଲା ହାର୍ଟ ବିଟ୍ । ହୃତପିଣ୍ଡ ଜମାରୁ କାମ କରୁ ନଥିଲା ।

Bus Driver Dies Of Heart Attack While Driving
Bengaluru Bus Driver Death Viral Video: ବସ୍‌ ଚଳାଉଥିବା ବେଳେ ହାର୍ଟ ଆଟାକ୍‌ରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ; ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ...

ଚଳାଉଥିଲେ ବସ୍‌, ହଠାତ୍‌ ଚାଲିଗଲା ଜୀବନ । ବସ୍‌ ଚଳାଉଥିବା ବେଳେ ହଠାତ୍‌ ହାର୍ଟ ଆଟାକ୍‌ରେ ବେଙ୍ଗାଲୁରୁ ବିଏମଟିସିର ଜଣେ ଡ୍ରାଇଭର ପ୍ରାଣ ହରାଇଛନ୍ତି ।

Tips to Prevent Heart Blockage
Health Tips: ପାଳନ କରନ୍ତୁ ଏହି ୬ଟି ଟିପ୍ସ; କେବେ ବି ହେବନି ହାର୍ଟ୍ ବ୍ଲକ୍

ଶରୀରର ଧମନୀ ପ୍ଲେକ୍ ଜମା ହୋଇଯିବା କାରଣରୁ ରକ୍ତ ହୃଦୟରେ ପହଞ୍ଚେ ନାହିଁ ଏବଂ ଶରୀରରେ ଅମ୍ଳଜାନର ଅଭାବ ଦେଖାଦିଏ। ଏଭଳି ପରିସ୍ଥିତିରେ ଯଦି ତୁରନ୍ତ ଚିକିତ୍ସା ଯୋଗାଇ ଦିଆ ନଯାଏ, ତେବେ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ। ଏହି ସବୁ ପରିସ୍ଥିତିକୁ ଏଡ଼ାଇବା ପାଇଁ କିଛି ଟିପ୍ସ ମାନିବାକୁ ହୋଇଥାଏ

Diabetes
ମଧୁମେହ-ହୃଦରୋଗୀଙ୍କ ପାଇଁ ଖୁସି ଖବର, ରୋଗରୁ ଉପଶମ ଦେବ ସ୍ୱତନ୍ତ୍ର ଚା'

ମଧୁମେହ ରୋଗରୁ ଉପଶମ ଦେବ ଚା' । କିଡନୀ, ହୃଦରୋଗ ଓ ଗଣ୍ଠିବାତ ସମସ୍ୟା ପାଇଁ ହେବ ଲାଭଦାୟୀ ।

'Garba king' dies of heart attack
ପୁଅ ସହ ଡ୍ୟାନ୍ସ କରୁଥିଲେ ‘ଗରବା କିଙ୍ଗ୍’; ହଠାତ୍ ତଳେ ପଡ଼ିଗଲେ, ଚାଲିଗଲା ଜୀବନ

ମହାରାଷ୍ଟ୍ର ପୁଣେରୁ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି। ନିଜର ପୁଅ ସହ ଗରବା କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Teacher Gets Scam Call
ଝିଅ ସେକ୍ସ ରାକେଟରେ ଧରାପଡ଼ିଛି ବୋଲି ଆସିଲା ଫେକ୍‌ କଲ୍‌; ହାର୍ଟ ଆଟାକ୍‌ରେ ଚାଲିଗଲା ମା’ର ଜୀବନ

ଫେକ୍‌ ଫୋନ୍‌ କଲ୍‌ ଆସିଲା । ଝିଅର ଅଶ୍ଳୀଳ ଫଟୋ ଭାଇରାଲ ହୋଇଯିବ ବୋଲି ଶିକ୍ଷୟିତ୍ରୀଙ୍କୁ ଧମକ ମିଳିଲା। ଏମିତି ଘଟଣା ଶୁଣି ସହି ପାରିଲେନି ଶିକ୍ଷୟିତ୍ରୀ । ଶେଷରେ ଚାଲିଗଲା ଜୀବନ । 

What is the golden period of a heart attack know the lifeline
World Heart Day 2024: ହୃଦଘାତରେ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ 'ଗୋଲ୍ଡେନ୍ ଟାଇମ୍‌'; ଜାଣନ୍ତୁ ଏହା କ’ଣ...

ଆଜିକାଲି ହୃଦ୍‌ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ତଥାପି, ଯଦି ଏହାର 'ଗୋଲ୍ଡେନ୍ ଟାଇମ୍‌'କୁ ଧ୍ୟାନ ଦିଆଯାଏ ତେବେ ଅନେକଙ୍କ ଜୀବନ ରକ୍ଷା ହୋଇପାରିବ। ତେବେ କ’ଣ ଏହି 'ଗୋଲ୍ଡେନ୍ ଟାଇମ୍‌' ଆସନ୍ତୁ ଜାଣିବା।

Yoga for heart disease prevention
Yogasana: ହୃଦ୍‌ଘାତକୁ ଏଡାଇବା ପାଇଁ ସହଜ ଆସନ ଓ ପ୍ରାଣାୟାମ

ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ହୃଦୟ ସମ୍ବନ୍ଧୀୟ ରୋଗ ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଜଣେ ନିଜ ଦୈନନ୍ଦିନ କାର୍ଯ୍ୟରେ ଯୋଗାସନକୁ ଅନ୍ତର୍ଭୁକ୍ତ କରି ହୃଦୟ ସମ୍ବନ୍ଧୀୟ ସମସ୍ୟାକୁ ରୋକିପାରିବ। ତେବେ ଆସନ୍ତୁ କେଉଁ ଯୋଗାସନ ଦ୍ୱାରା ହୃଦଘାତର ଆଶଙ୍କା ହ୍ରାସ କରାଯାଇପାରିବ ସେସବୁ ଜାଣିବା।

Heart Attack
ଏମିତି ବି ଯାଏ ଜୀବନ ! CPR ଦେଇ ଜୀବନ ବଞ୍ଚାଇବାକୁ OTV ସାମ୍ବାଦିକଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ

ଅସୁସ୍ଥଙ୍କୁ ମେଡିକାଲ ନେବାକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ପିସିଆର ଭ୍ୟାନରେ ହସ୍ପିଟାଲ ଯିବା ପରେ ମୃତ ଘୋଷଣା ।

Heart Attack
ପେଟ୍ରୋଲ ପକାଇଲେ...ପଇସା ଦେଲେ, ତା’ପରେ ଟଳିପଡ଼ିଲେ..!

ଛାତିରେ ଯନ୍ତ୍ରଣା ହେବା ହାର୍ଟ ଆଟାକର ପ୍ରାଥମିକ ଲକ୍ଷଣ। ତେବେ ହାର୍ଟ ଆଟାକ୍ ହେଲେ କ’ଣ କରିବେ ଆସନ୍ତୁ ଜାଣିବା...

Hathras stampede
ହାଥରସ ଦଳାଚକଟା: ଶବ ଦେଖିବା ପରେ ଚାଲିଗଲା କନେଷ୍ଟବଳଙ୍କ ଜୀବନ

ଏତେ ସଂଖ୍ୟକ ମୃତଦେହ ଦେଖି ଜଣେ କନେଷ୍ଟବଳଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି । ଏକା ସାଙ୍ଗରେ ଏତେ ସଂଖ୍ୟକ ମୃତଦେହ ଦେଖିବା ଫଳରେ ଉକ୍ତ କନେଷ୍ଟବଳଙ୍କର ହାର୍ଟଆର୍ଟାକ୍ ହୋଇଥିଲା ।