୧୯୭୫ ଜରୁରୀକାଳୀନ ସ୍ଥିତିକୁ ପରଦାରେ ଦେଖିବେ ଦର୍ଶକ....ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି କଙ୍ଗନା...ଦେଖନ୍ତୁ ତାହାର କିଛି ଝଲକ…
ଅନ୍ଲାଇନ୍ରେ ମଟର ପନିର ଅର୍ଡର କରିଥିଲେ, ହେଲେ ଫୁଡ୍ ଡେଲିଭରିରେ ଚିକେନ୍ କରି ଆସିଥିଲା। ସେମାନେ ଜୋମାଟୋରେ ଖାଇବା ଅର୍ଡର ହୋଇଥିଲା। ଯେଉଁଠି ଏଭଳି ତ୍ରୁଟି ସାମ୍ନାକୁ ଆସିଛି।
ମହାରାଷ୍ଟ୍ର ରାଜନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ସଜସଜ ମୁଖ୍ୟମନ୍ତ୍ରୀ ହୋଇଥିବା ସିନ୍ଦେ ନିଜ ଦଳ ଓ ନେତାଙ୍କ ଉପରେ ଯେପରି ବିଶ୍ୱାସ ରଖିଛନ୍ତି, ତାହାକୁ ନେଇ ଏବେ ରାଜନୈତିକ ମହଲରେ ଝଡ଼ ସୃଷ୍ଟି ହେଲାଣି ।
ଭ୍ୟାନିଟି ଭ୍ୟାନ୍କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଶିଳ୍ପା ଶେଟ୍ଟୀ। ଭ୍ୟାନ୍ ନୁହେଁ ତ ସତେ ଯେପରି ଏକ ଲଗଜୁରୀ ଘର। ଅଛି ଦୁଇଟି ୱାଶ୍ ରୁମ୍, ଗୋଟିଏ ରୋଷେଇ ଘର ଆଉ ଏକ ସଭା କକ୍ଷ।
ହୃଦୟ ଛୁଇଁବା ପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
୮ ମହଲାରୁ ଡେଇଁଲେ ଇଞ୍ଜିନିୟର ଛାତ୍ର। ପୋଲିସ୍ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି।
ଯେଉଁ ସରକାରୀ କର୍ମଚାରୀ ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି, ତା’ପୂର୍ବରୁ ସେ ଚାକିରି କରିଥିବା ସମ୍ପୃକ୍ତ ବିଭାଗକୁ ଜଣାଇବେ। ଏହାପରେ ବିଭାଗ ପକ୍ଷରୁ ଆବଶ୍ୟକୀୟ ଅନୁମତି ମିଳିଲେ ହିଁ ବ୍ୟକ୍ତି ଜଣକ ଦ୍ୱିତୀୟ ବିବାହ କରିପାରିବେ।
ଆଇନ କାର୍ଯ୍ୟକାରୀ ହେବା ପରେ ଯଦି କୌଣସି ସଂସ୍ଥା ବା ବ୍ୟକ୍ତି ଏହାର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।
ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ପ୍ରେମରେ ପଡ଼ିଛନ୍ତି ଆଇପିଏଲର ପ୍ରତିଷ୍ଠାତା ଚେୟାରମ୍ୟାନ ତଥା ବିସିସିଆଇର ପୂର୍ବତନ ଭାଇସ ପ୍ରେସିଡେଣ୍ଟ ତଥା ବ୍ୟବସାୟୀ ଲଲିତ ମୋଦି । ସୋସିଆଲ ମିଡିଆରେ ଏହି ଦୁହିଁଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଏବେ ଆଲୋଚନା, ସମାଲୋଚନା ଓ ବିତର୍କ ହେବା ସ୍ୱାଭାବିକ ।
ସୈାର କର୍କଟ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶନିବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିିକ୍ରେମାସିଂଘେ ଦେଶର କାମଚଳା ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ବିିକ୍ରେମାସିଂଘେ ଜୁଲାଇ ୨୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରାଷ୍ଟ୍ରପତି ରହିବେ।
ଚୁକ୍ତିନାମା କରାଇଛନ୍ତି ଦମ୍ପତିଙ୍କ ସାଙ୍ଗମାନେ । ସୋସିଆଲ ମିଡିଆରେ ଚୁକ୍ତିର ୪ କୋଟି ଭିୟୁ ।
ଜୀବନର ଅନ୍ତିମ ବୟସରେ ବି ସେ ଦେଶ ପାଇଁ ଆଣିଛନ୍ତି ଗୌରବ। ଫିନ୍ଲ୍ୟାଣ୍ଡ୍ରେ ଆୟୋଜିତ ବିଶ୍ୱ ମାଷ୍ଟର୍ସ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ରେ ୯୪ ବର୍ଷୀୟ ଜଣେ ଜେଜେମା ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ଯୋଗର ନିୟମିତ ଅଭ୍ୟାସ ବିଭିନ୍ନ କ୍ରନିକ୍ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କାକୁ ଦୂର କରେ। କିନ୍ତୁ ଯୋଗ କରିବା ବେଳେ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଏନେଇ କ’ଣ କହୁଛି ଆୟୁଷ ମନ୍ତ୍ରଣାଳୟ ଆସନ୍ତୁ ଜାଣିବା।
ଅପୂର୍ବ ଗୁରୁ-ଶିଷ୍ୟ ବନ୍ଧନ ଦେଖିବାକୁ ମିଳିଛି। ଜଣେ ଶିକ୍ଷକଙ୍କ ବଦଳିକୁ ସହିପାରି ନାହାନ୍ତି ଛାତ୍ରଛାତ୍ରୀ। ସେ ସ୍କୁଲ୍ ଛାଡି ଗଲାବେଳେ ତାଙ୍କୁ ଘେରି କାନ୍ଦିବାକୁ ଲାଗିଛନ୍ତି।
ପରୀକ୍ଷା ଦିନ ହିଁ ଆଖି ବୁଜିଦେଲେ ମା। ପୁଅ କିନ୍ତୁ ହରେଇ ନଥିଲେ ଧୈର୍ଯ୍ୟ। ଛାତିରେ କୋହ ଆଉ ଆଖିରେ ଲୁହ ନେଇ ଦେଇଥିରେ ପରୀକ୍ଷା। ମିଳିଗଲା ସଫଳତା, କ୍ଲିୟର୍ ହେଲା JEE ମେନ୍।
କାଟ୍ସା ହଟିବା ଦ୍ୱାରା ଭାରତ ଏବଂ ଆମେରିକାର ପ୍ରତିରକ୍ଷା ଭାଗିଦାରୀ ସୃଦୃଢ ହେବ ବୋଲି ରୋ ଖାନ୍ନା ଆଶା ରଖିଛନ୍ତି।
ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପ୍ରବଳ ବର୍ଷା ହେଉଥିଲା..ଆଉ ଆକାଶରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ବର୍ଷୁଥିଲା। ଏତେ ଗୁଡ଼ାଏ ମାଛ ପାଇ ଖୁସି ହେଲେ ଲୋକେ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ
ଆଗାମୀ ଫିଚରକୁ ନେଇ ସ୍କ୍ରିନ୍ସଟ୍ ସେୟାର କରିଛି WAବିଟାଇନ୍ଫୋ।
ଆଇବିରେ ଚାକିରି କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦେଖନ୍ତୁ ଏହା ପାଇଁ ଯୋଗ୍ୟତା କ’ଣ ଓ କେମିତି କରିବେ ଆବେଦନ।
ପ୍ରକାଶ ପାଇଛି IMDb ଚଳିତ ବର୍ଷର ଏପର୍ଯ୍ୟନ୍ତର ସବୁଠାରୁ ଲୋକପ୍ରିୟ ଭାରତୀୟ ଚଳଚ୍ଚିତ୍ରର ତାଲିକା। ଆଗ ଧାଡିରେ ଅଛନ୍ତି ସାଉଥ୍ ଫିଲ୍ମା। ‘ସମ୍ରାଟ ପୃଥ୍ୱୀରାଜ’ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି।
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ୍ ଗେଟ୍ସ ଆଉ ଧନୀ ହେବାକୁ ଚାହୁଁ ନାହାନ୍ତି। ୨୦ ଅରବ ଡଲାର ଦାନ କରିବା ପାଇଁ ସେ ଘୋଷଣା କରିଛନ୍ତି।
ରିଲିଜ୍ ହୋଇଛି ‘ସାବାସ୍ ମିଠୁ’। ମିତାଲିଙ୍କ ଭୂମିକାରେ ତାପସୀ ପନ୍ନୁ ଖୁବ ଚମତ୍କାର ଅଭିନୟ କରିଥିବା ଦେଖିବାକୁ ମିଳିଛି। ଜଣେ ଖେଳାଳିର ସଂଘର୍ଷର କାହାଣୀ କହିଛି ଏହି ଫିଲ୍ମ।
୮ ବର୍ଷରେ ୧୪ଥର ଗର୍ଭପାତ। ଦିଲ୍ଲୀରେ ଜଣେ ମହିଳା ତାଙ୍କ ଲିଭ୍-ଇନ୍ ପାର୍ଟନରଙ୍କ ବ୍ୟବହାରରେ ଏତେ ଅତିଷ୍ଠ ହୋଇଯାଇଥିଲେ ଯେ ଶେଷରେ ଆତ୍ମହତ୍ୟା କରିଛନ୍ତି।