• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Surge In COVID19 Cases In India
କରୋନାର କମ୍‌ ବ୍ୟାକ୍‌: ଦିନକରେ ୧୬ ହଜାର ଉପରେ ଆକ୍ରାନ୍ତ, ଚିନ୍ତା ବଢ଼ାଇଲା ଏହିସବୁ ରାଜ୍ୟ...

ଗତ ୭ ସପ୍ତାହରେ କରୋନା କେସ୍‌ ଓ ମୃତ୍ୟୁ ସଂଖ୍ୟା ଯେଉଁଭଳି ଲଗାତାର ଭାବେ ବୃଦ୍ଧି ପାଉଛି, ତାହା ଚିନ୍ତାର କାରଣ ହୋଇଛି।  ଗତ ୨୪ ଘଣ୍ଟାରେ ଦେଶରେ ୧୬,୯୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Gold Price Today
କିଛି ଦିନ କମିବା ପରେ ବଢ଼ିଲା ସୁନା ଦାମ୍‌

ଗତ ସପ୍ତାହରେ ଲଗାତାର ଭାବେ ସୁନା ଦର ହ୍ରାସ ପାଇଥିବା ବେଳେ ଆଜି ପୁଣି ସୁନା ଓ ରୁପା ଦର ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍‌ ସୁନା ୨୪୮ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୫୦,୩୫୫ ଟଙ୍କାରେ ପହଞ୍ଚିଛି।

pm-modi-cmSanitation worker sacked for carrying photos of PM Modi, Yog-yogi-photos-found-garbage-car
ଅଳିଆ ବୁହା ଗାଡ଼ିରେ ମୋଦି ଓ ଯୋଗୀଙ୍କ ଫଟୋ : ବରଖାସ୍ତ ହେଲେ ସଫେଇ କର୍ମଚାରୀ

ଅଳିଆ ବୁହା ଗାଡ଼ିରେ ମୋଦି ଓ ଯୋଗୀଙ୍କ ଫଟୋ ରଖିବା ସଫେଇ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଲା ।

Special story
NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଜଗଦୀପ ଧନଖଡ଼

ପଶ୍ଚିମବଙ୍ଗ ରାଜ୍ୟପାଳ ଥିବା ଜଗଦୀପ ଧନଖଡ଼ଙ୍କୁ ବିଜେପି ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୟନ କରାଯାଇଛି ।

Bus Falls Into Narmada River In Madhya Pradesh
ବଡ଼ ଦୁର୍ଘଟଣା: ନଦୀକୁ ଖସିଲା ବସ୍‌, ୧୩ ଯାତ୍ରୀ ମୃତ

୫୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସି ପଡ଼ିଛି। ଆଜି ସକାଳୁ ସକାଳୁ ମଧ୍ୟପ୍ରଦେଶରେ ଏହି ଅଘଟଣ ଘଟିଛି।

GST On Some Essential Products
ଆଜିଠୁ ସାଧାରଣଜନତାଙ୍କ ଉପରେ ମହଙ୍ଗା ମାଡ଼: ଜାଣନ୍ତୁ, କ’ଣ ହେଲା ମହଙ୍ଗା, କ’ଣ ଶସ୍ତା...

ଆଜିଠୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ(Daily Essential Items) ଦାମ୍‌ ବଢ଼ିଛି। ଯେପରିକି ଦହି, ଲସି, ଚାଉଳ, ପନିର ଓ କିଛି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍‌ ବୃଦ୍ଧି ହୋଇଛି।

Monkey Throws 4-Month-Old Baby Off Building In UP
୪ ମାସର ଶିଶୁକୁ ୩ ମହଲାରୁ ଫିଙ୍ଗି ଦେଲା ମାଙ୍କଡ଼, ତା’ପରେ...

୪ ମାସର ଶିଶୁକୁ ୩ ମହଲାରୁ ଫିଙ୍ଗି ଦେଲା ମାଙ୍କଡ଼। ଫଳରେ ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ଘଟିଛି।

Today Presidential Polls
ଆଜି ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁ- ଯଶଓ୍ୱନ୍ତ ସିହ୍ନାଙ୍କ ମଧ୍ୟରେ ଟକ୍କର

ଆଜି ରାଷ୍ଟ୍ରପତି ନିର୍ବାଚନ। NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ୟୁପିଏ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କ ମଧ୍ୟରେ ହେବ ଟକ୍କର।

how much time we should do yoga daily
ଦିନକୁ କେତେ ସମୟ ଯୋଗ କରିବା ଜରୁରୀ

ଯୋଗାସନ ମନ ଓ ଶରୀର ପାଇଁ ଅତ୍ୟନ୍ତ ଉପକାରୀ। କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଆସେ ଯେ ଦିନକୁ କେତେ ସମୟ ଯୋଗ କରିବା ଉଚିତ। ଆସନ୍ତୁ ଜାଣିବା…

Japanese pop star married to her 27 year older fan
ନିଜ ପ୍ରତି ପ୍ରେମ ଦେଖି ୨୭ ବର୍ଷ ବଡ ଫ୍ୟାନ୍‌ଙ୍କୁ ବାହାହୋଇଗଲେ ପପ୍‌ଷ୍ଟାର୍‌

ପ୍ରେମ ଆଗରେ ହାର ମାନିଲା ବୟସ। ନିଜ ପ୍ରତି ଅହେତୁକ ଭଲ ପାଇବା ଦେଖି ୨୭ ବର୍ଷ ବଡ ନିଜ ଫ୍ୟାନକୁ ବାହା ହେଇଗଲେ ପପ୍‌ଷ୍ଟାର୍ ଯୁବତୀ। ସେମାନଙ୍କ ପ୍ରେମ କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ।

Chandigarh girl trolled for crowdfunding donation
ବିଦେଶ ଯିବାକୁ ଟଙ୍କା ମାଗି ଟ୍ରୋଲ୍ ହେଉଛନ୍ତି ଯୁବତୀ

କ୍ରାଉଡ୍‌ଫଣ୍ଡିଂକୁ ନେଇ ଜଣେ ଯୁବତୀ ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ୍। ଯୁବତୀ ଜଣଙ୍କ ଲୋକଙ୍କ ଆର୍ଥିକ ସହାୟତା ଚାହୁଁଛନ୍ତି, କିନ୍ତୁ କୌଣସି ରୋଗର ଚିକିତ୍ସା ପାଇଁ ନୁହେଁ ବରଂ ବିଦେଶ ଯିବା ପାଇଁ। ଜାଣନ୍ତୁ ଏହି ଯୁବତୀ କିଏ ଓ କୋଉଠିକାର।

Cricket
ଋଷଭ ପନ୍ତଙ୍କ ଦମଦାର ଶତକ: ସିରିଜ୍‌ କବଜା କଲା ଭାରତ

ଫେଲ ମାରିଥିଲେ ଟିମ୍ ଇଣ୍ଡିଆ ଟପ୍ ଅର୍ଡର।

Special story
ରାତି ପାହିଲେ ରାଷ୍ଟ୍ରପତି ଭୋଟ୍ : ମତଦାନ ପାଇଁ ସଂସଦରୁ ବିଧାନସଭା ଯାଏଁ ପ୍ରସ୍ତୁତି

ଏନଡିଏ ପ୍ରାର୍ଥୀ ଓଡ଼ିଆ ଝିଅ ଦ୍ରୌପଦୀଙ୍କ ବିଜୟ ମନାସିଲା ଓଡ଼ିଶା

Special story
ପ୍ରକାଶ ପାଇଲା ICSE ବୋର୍ଡର ଦଶମ ଶ୍ରେଣୀ ରେଜଲ୍ଟ

ଛାତ୍ରଙ୍କ ପାସ୍ ହାର ୯୯. ୯୭ ପ୍ରତିଶତ, ଛାତ୍ରୀଙ୍କ ପାସ୍ ହାର ୯୯. ୯୮ ପ୍ରତିଶତ

Special story
ଜଗଦୀପ ଧନଖଡ଼ଙ୍କ ବିପକ୍ଷରେ ମାର୍ଗାରେଟ ଆଲଭା ଉପରାଷ୍ଟ୍ରପତି ପ୍ରାର୍ଥୀ

ବିଭିନ୍ନ ରାଜ୍ୟର ରାଜ୍ୟପାଳ ଦାୟିତ୍ୱ ତୁଲାଇଛନ୍ତି ମାର୍ଗାରେଟା ଆଲଭା

America hostaged aliens in area 51
ଏଲିଏନ୍‌ମାନଙ୍କୁ କଏଦ କରି ରଖିଛି ଆମେରିକା

ଆମେରିକାର ଏରିଆ ୫୧କୁ ଯିବା କାହାକୁ ଅନୁମତି ନାହିଁ। ଏଠାରେ ଏଲିଏନମାନଙ୍କୁ କଏଦ କରି ରହିଛି ଆମେରିକା। ଏରିଆ ୫୧ରେ କାମ କରିଥିବା ଜଣେ ଇଞ୍ଜିନିୟର ଏମିତି କହିଛନ୍ତି।

Special story
ଡିଜିଟାଲ ଲୋନ୍ ଆପ୍ ମାଧ୍ୟମରେ ଠକେଇ : ୩ ଚାଇନା ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର

ଓଡ଼ିଶା ସମେତ ଦେଶର ପ୍ରାୟ ୧ ଲକ୍ଷ ଲୋକଙ୍କୁ ଠକିଥିବା ଅଭିଯୋଗ

Monsoon Session Of Parliament: All-party Meet Called By Government
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। 

Again India Creates History: Cross 200 Crore Mark In Covid Vaccine Doses
ଟିକାକରଣରେ ପୁଣି ମାଇଲଷ୍ଟୋନ୍ ଅତିକ୍ରମ କଲା ଭାରତ

ଦେଶରେ ୨ ଶହ କୋଟି ଡୋଜ୍ ଟିକାକରଣ ହୋଇଛି। ୧୮ ମାସ ଧରି ଚାଲିଥିବା ଟିକାକରଣରେ ଏବେ ଯାଏ  ୨୦୦ କୋଟି ମାର୍କକୁ ପାର୍‌ କରିଛି।

Goods Worth Rs 80 Lakhs Found Inside Ground Bunker
ଅଣ୍ଡରଗ୍ରାଉଣ୍ଡ୍‌ ବଙ୍କର: ମିଳିଲା ୮୦ ଲକ୍ଷ ଟଙ୍କାର ଜିନିଷ, ଲାଇଟ୍‌ ଓ ଫ୍ୟାନ୍‌ ସହ ଥିଲା ଏମିତି ସୁବିଧା...

ଏକ ନିଛାଟିଆ ସ୍ଥାନରେ ଥିବା ଅଣ୍ଡରଗ୍ରାଉଣ୍ଡ୍‌ ବଙ୍କରରୁ ୮୦ ଲକ୍ଷ ଟଙ୍କାର ଜିନିଷ ମିଳିଛି। ଏହାସବୁ ଲୁଟ୍‌ ସାମଗ୍ରୀ ବୋଲି ଜଣାପଡ଼ିଛି।

ITBP SI Recruitment 2022
୧୦ମ ପାଶ୍ କରିଥିଲେ ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସରେ ଚାକିରି ସୁଯୋଗ

ITBP ସବ୍ ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ଆବେଦନକୁ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୭ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଅଛି ଶେଷ ତାରିଖ।

Special story
ଜନାର୍ଦ୍ଦନଙ୍କ ବାଡ଼ିରେ ସୁନାର ଫସଲ : ଫଳିଛି ପେନ୍ଥା ପେନ୍ଥା ଅଙ୍ଗୁର, ସପୁରୀ, ଲିଚୁ, ବାଦାମ

ସୁବର୍ଣ୍ଣପୁର ଜିଲ୍ଲାର ଜଣେ ବ୍ୟକ୍ତି ଉଦ୍ୟାନ କୃଷି ସହିତ ମାଛଚାଷ କରି ସଫଳ ହେଉଛନ୍ତି ।

anand Mahindra on social media shares jugaad video of invisible staircase trending on internet
ଅଜବ ସିଡ଼ି ! କେବେ ବି ଦେଖିନଥିବେ...

ସିଡ଼ି ଅଛି ହେଲେ ଦୃଶ୍ୟମାନ ନୁହେଁ ! ଆଗରୁ କେବେ ଦେଖିନଥିବେ ଏହିପରି ଅଜବ ସିଡ଼ି..

Brahmastra kesariya song out
'ବ୍ରହ୍ମାସ୍ତ୍ର'ର ପ୍ରଥମ ଗୀତ ରିଲିଜ୍; ରୋମାଣ୍ଟିକ୍ ମୁଡ୍‌ରେ ରଣବୀର-ଆଲିଆ

ରିଲିଜ୍ ହୋଇଛି 'ବ୍ରହ୍ମାସ୍ତ୍ର'ର ପ୍ରଥମ ଗୀତ। ଗୀତରେ ଆଲିଆ ଏବଂ ରଣବୀରଙ୍କ ମଧ୍ୟରେ ରୋମାଣ୍ଟିକ୍‌ର ଦୃଶ୍ୟ ଦେଖିବାକୁ ମିଳେ। ଗୀତରେ ଉଭୟଙ୍କ ବଣ୍ଡିଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି।