ପାର୍କ ଓ ବନ ବିଭାଗ କତ୍ତୃପକ୍ଷ ତା ସାଙ୍ଗକୁ ପଶୁ ବିଶେଷଜ୍ଞ ଟିମ୍ ଲାଗି ପଡ଼ିଛନ୍ତି ହାତୀ ରେସକ୍ୟୁ ଅପରେସନରେ । ରାସ୍ତା କଡ଼ରେ ଥିବା ଏକ ଡ୍ରେନ୍ରେ ଗଳି ପଡ଼ିଥିଲା ଏହି ବର୍ଷକର ହାତୀ ଛୁଆ । ତାକୁ ଉଦ୍ଧାର କରିବାକୁ ଯାଇ ଫସିଯାଇଥିଲା ମାଆ ହାତୀ ।