ଜ୍ୟୋତିଷି ଦୁନିଆରେ ଏହାକୁ ସାମୁଦ୍ରିକ ଶାସ୍ତ୍ର ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ର ବିଶେଷଜ୍ଞ ଏଭଳି ଚମତ୍କାର କିପରି କରୁଛନ୍ତି ।
ଶରୀରର ଥାଇରଏଡ୍ ଗ୍ରନ୍ଥି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଥିରେ ସମସ୍ୟା ଦେଖାଦେଲେ ଅନେକ ଶାରିରୀକ କ୍ଷତି ହୋଉଥାଏ। ଏହାକୁ ସୁସ୍ଥ ରଖିବା ପାଇଁ କେଉଁ ସବୁ ଯୋଗାସନ କରିବା ଜରୁରୀ ଆସନ୍ତୁ ଜାଣିବା।
ଟିଏମସି ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରୁ ବାହାରିଲା ଏଭଳି ଗଦାଗଦା ଟଙ୍କା । ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ଜବତ କରିଛି ଇଡି ।
ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର । ବିନୟ କୁମାର ସକ୍ସେନା ଆଇନ ଭଙ୍ଗ ସହିତ ଲାଇସେନ୍ସ ପାଇଥିବା ବ୍ୟକ୍ତିଙ୍କୁ ଅନେକ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇଥିବା କହିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ।
ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ବିରୋଧୀ କ୍ୟାମ୍ପରୁ ବିପୁଳ ସମର୍ଥନ। କ୍ରସ୍ ଭୋଟିଂରୁ ଆସିଛି ୧୨୫ ଏମ୍ଏଲ୍ଏ ଓ ୧୭ ଏମ୍ପିଙ୍କ ଭୋଟ୍ । ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇଥିବାରୁ ମହମ୍ମଦ ମୋକିମଙ୍କୁ ପିସିସି ସଭାପତିଙ୍କ ନୋଟିସ୍।
ପ୍ରକାଶ ପାଇଲା ସିବିଏସଇ ରେଜଲ୍ଟ। ଦ୍ୱାଦଶରେ ୯୨.୭୧ ପ୍ରତିଶତ, ଦଶମରେ ୯୪.୪୦ ପାସ୍ ହାର। ଉଭୟରେ ଟପ୍ରେ ତ୍ରିଭେନ୍ଦ୍ରମ୍ ରିଜିଅନ୍। ଏଥର ବି ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ।
ଦେଶର ବିଭିନ୍ନ ଶାଖାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପୂରଣ ହେବ ୬,୫୪୯ ଅଧ୍ୟାପକ ପଦବୀ। ଏନେଇ ଆବେଦନ ଆରମ୍ଭ ହେବ। ଜାଣନ୍ତୁ କେଉଁଠି ରହିଛି କେତେ ପଦବୀ।
ଦେହରେ ପାଖାପାଖି ୭୦ ଭାଗ ଟାଟୁ କରିଛନ୍ତି । କାନରେ ବିରାଟ କାୟ କୁଣ୍ଡଳ ଲଗାଇଛନ୍ତି । ମୁହଁରେ ମଧ୍ୟ ଅତି ବିରକ୍ତିକର ଦେଖାଗଲା ଭଳି ଟାଟୁ ଆଙ୍କିଛନ୍ତି ।
ବଲିଉଡ୍ର ଚର୍ଚ୍ଚିତ ଚେହେରା ଭିତରେ କରଣ ଜୋହର ଅନ୍ୟତମ। ପିଲାଦିନେ କାହା ସହ ମିଶିପାରୁ ନଥିଲେ। ଭାବୁଥିଲେ ସେ ଅନ୍ୟମାନଙ୍କଠାରୁ ଅଲଗା। ଶିକ୍ଷାଗତ ଯୋଗ୍ୟତା ଥିଲା…
ସବୁବେଳେ ନିଜ ଫ୍ୟାଶନ ସେନ୍ସକୁ ନେଇ ଚର୍ଚ୍ଚାରେ ରହୁଥିବା ରଣବୀର ସିଂହ ଏବେ ଏମିତି ଫଟୋସୁଟ୍ କରିଛନ୍ତି ଯାହାକୁ ଦେଖି ଆପଣ ନ ହସି ରହିପାରିବେ ନାହିଁ। ତାଙ୍କ ନ୍ୟୁଡ୍ ଫଟୋକୁ ନେଇ ଅନେକ ମୀମ୍ସ କରୁଛନ୍ତି।
ତାନାଜି ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି ।
ଗର୍ଭସ୍ଥ ଶିଶୁକୁ ଜନ୍ମ ଦେଇପାରିବେ ନାହିଁ ବୋଲି ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ।
୩ ମହଲାରୁ ଡେଇଁ ଜୀବନ ହାରିଲେ ୟୁଟ୍ୟୁବର। ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଦର୍ଶକଙ୍କ ସଂଖ୍ୟା କମୁଥିବାରୁ ଛାତ୍ର ଜଣକ ଚିନ୍ତାଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି।
ଏକ ପ୍ରତିଷ୍ଠିତ କଲେଜର ଜଣେ ଛାତ୍ର ଓ ଛାତ୍ରୀଙ୍କ କିସ୍ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଉଭୟ ଯୁବକ ଓ ଯୁବତୀ କଲେଜ ୟୁନିଫର୍ମରେ ଥିବାବେଳେ କିସ୍ କରୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
ରେଲୱେ ନେଲା ବଡ଼ ନିଷ୍ପତ୍ତି। ଏଣିକି ଯାତ୍ରା ବେଳେ ବରିଷ୍ଠ ନାଗରିକଙ୍କୁ ଆଉ ମିଳିବନି ଟିକେଟ୍ରେ କୌଣସି ରିହାତି। ଆର୍ଥିକ ବୋଝ ବଢୁଥିବାରୁ ଏମିତି ନିଷ୍ପତ୍ତି ନେଲା ରେଲୱେ...
ବିଶ୍ୱ ଆଥ୍ଲେଟିକ ଚାମ୍ପିଅନସିପ୍ରେ ଚମକିଲେ ଭାରତୀୟ । ସେହିପରି ଟ୍ରିପଲ ଜମ୍ପ ଇଭେଣ୍ଟ ଫାଇନାଲରେ ପ୍ରଥମ ଭାରତୀୟ ଭାବେ ପହଞ୍ଚିଲେ ଏଲଡୋସ ପଲ୍ ...
ରାଷ୍ଟ୍ରପତି ହେବା ପରେ ଜାଣନ୍ତୁ ମାସକୁ କେତେ ଦରମା ପାଇବେ ଦ୍ରୌପଦୀ ମୁର୍ମୁ? ଏହାସହ କି କି ସୁବିଧା ମିଳିବ ତାଙ୍କୁ?
ଗତବର୍ଷ ଅକ୍ଟୋବରରେ ମଡେଲ୍ ପ୍ରିସିଲା କ୍ରୋଏସିଆରେ ଥିବା ଏକ ଲକ୍ଜୁରୀ ରେଷ୍ଟୁରାଣ୍ଟରୁ ୨.୪୪ ମିଲିୟନ ଡଲାର(୧୯ କୋଟି ଟଙ୍କାରୁ ଅଧିକ) ମୂଲ୍ୟର ଦାମୀ ୱାଇନ୍ ଚୋରି କରିଥିଲେ।
୩୫ ବର୍ଷ ବୟସରେ ଆଖି ବୁଜିଲା ବିଶ୍ୱର ବୟୋଜ୍ୟେଷ୍ଠ ପାଣ୍ଡା...
ବିରାଟଙ୍କ ସୋସିଆଲ୍ ମିଡିଆରେ ବିଗ୍ କ୍ରେଜକୁ ନେଇ ବଢୁଛି ଚର୍ଚ୍ଚା। ଏସିଆ ମହାଦେଶରେ ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ବିରାଟ କୋହଲି ।
କାଉନସିଲରରୁ ୨ ଥର ବିଧାୟକ, ଥରେ ମନ୍ତ୍ରୀ, ତା ପରେ ରାଜ୍ୟପାଳ, ଆଉ ଏବେ ଦେଶର ରାଷ୍ଟ୍ରପତି । ରାଜନୈତିକ ଜୀବନରେ ଗୋଟିକ ପରେ ଗୋଟିଏ ପାହାଚ ଚଢ଼ି ଦେଶର ସର୍ବୋଚ୍ଚ ପଦରେ ଏବେ ମହାମହିମ ଦୌପଦୀ ମୁର୍ମୁ....
ଆଜି CBSE ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବ୍ସାଇଟ୍ cbseresults.nic.in and results.cbse.nic.in ରେ ରେଜଲ୍ଟ ଚେକ୍ କରିପାରିବେ।
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶୁକ୍ରବାର, ତିଥି – ୯ ମୀ ଦିବା ୦୯/୩୨ ଗତେ ୧୦ ମୀ, ଚନ୍ଦ୍ର – ମେଷ ରାତ୍ରି ୧୧/୦୨ ଗତେ ବୃଷ, ଘାତ ଚନ୍ଦ୍ର- ମେଷ ରାତ୍ରି ୧୧/୦୨ ଗତେ ବିଛା ରାଶିର, ଘାତ ବାର – ବିଛା , ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ଦିବା ୦୪/୨୪ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ।