• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Elephant

Elepgant
Elephant In NH: ହାତୀ ପାଇଁ ରାତିରେ ଘଣ୍ଟାଏ ଅଟକିଲା ରାଜପଥ !

ରାତି ପ୍ରାୟ ସାଢ଼େ ୧୨ଟା ହେବ। ଦନ୍ତା ହାତୀଟି ଜଙ୍ଗଲକୁ ନଯାଇ କାମାକ୍ଷାନଗର-ଡ଼ୁବୁରୀ ୫୩ ନମ୍ବର ଜାତୀୟ ରାଜପଥରର ମାଳପୁରାଠାରେ ଛିଡ଼ା ହୋଇଥିଲା। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ହାତୀଟି ରାସ୍ତା ମଝିରେ ଛିଡ଼ା ହୋଇଥିଲା।

Elephant Vs Man At Khordha
Man Elephant Conflict: ଖୋର୍ଦ୍ଧା ବନଖଣ୍ଡରେ ଉଗ୍ର ହେଲାଣି ହାତୀ-ମଣିଷ ଲଢେଇ

ଖୋର୍ଦ୍ଧା ବନଖଣ୍ଡରେ ଉଗ୍ର ହେଲାଣି ହାତୀ ମଣିଷ ଲଢେଇ । ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ୨୮ ଲୋକଙ୍କ ଜୀବନ ଯାଇଥିବା ବେଳେ ଭିନ୍ନ ଭିନ୍ନ କାରଣରୁ ୧୩ ହାତୀଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଏବଂ ଟାଙ୍ଗୀ ରେଞ୍ଜରେ ହାତୀପଲ ବ୍ୟାପକ ଧନ ଜୀବନ ହାନି କରୁଥିବା ଅଭିଯୋଗ ହୋଇଛି ।

JCB Attacks On Elephant
Elephant Injured Viral Video: ମଣିଷ ପାଲଟିଗଲା ପଶୁ, ଗଜରାଜଙ୍କୁ ଘଉଡ଼ାଇବା ପାଇଁ ବ୍ୟବହାର କଲା ଜେସିବି

ଗଜରାଜଙ୍କ ପ୍ରତି ଅମାନୁଷିକ ବ୍ୟବହାର କଲେ ଲୋକେ । ଭିଡିଓ ଭାଇରାଲ ପରେ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି ।

ମନେରହିବ ହାତୀ 'ଭବାନୀ'
Elephant Bhawani Passes Away: ମନେରହିବ ହାତୀ ‘ଭବାନୀ’, ଶିମିଳିପାଳ ଅଭୟାରଣ୍ୟ ଜଗୁଥିଲା, ମଣିଷର ସେବା କରୁଥିଲା

ସୁରକ୍ଷାରେ ନିୟୋଜିତ ଥିବା ପୋଷାହାତୀ ଭବାନୀ ସିନା ମରିଗଲା, କିନ୍ତୁ ତାକୁ ଝୁରୁଛି ଶିମିଳିପାଳ । ଝୁରୁଛି ସାରା ଓଡ଼ିଶା । ବହୁ ଲୋକଙ୍କୁ ସେ ପିଠିରେ ବସାଇ ଶିମିଳିପାଳ ଭିତରେ ବୁଲାଇଛି । କେବଳ ସେତିକି ନୁହେଁ କାଠ ଚୋରିକୁ ରୋକିବାକୁ ସେ ଜଣେ ସୁରକ୍ଷାକର୍ମୀର ଭୂମିକା ମଧ୍ୟ ତୁଲାଇଛି ।

Bhavani
Bhavani in Similipal National Park: ‘ଭବାନୀ’ ପାଇଁ କୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ ରାଜ୍ୟ ସରକାର

କହିବାକୁ ଗଲେ ଭବାନୀ ସମସ୍ତଙ୍କ ମନ କିଣି ନେଇଥିଲା। ସବୁଠାରୁ ରୋଚକ କଥା ହେଉଛି ବନ୍ୟ ଯନ୍ତୁଙ୍କ ଶତ୍ରୁ ପାଲଟିଥିବା ଭବାନୀ ଏହାରି ଭିତରେ ପ୍ରେମରେ ପଡ଼ିଥିଲେ। ସିଏ କୁଆଡେ ପୁରୁଷ ହାତୀ ମହେନ୍ଦ୍ରର ପ୍ରେମରେ ପଡ଼ିଥିଲେ। ମହେନ୍ଦ୍ର ହେଉଛନ୍ତି ଆଉ ଏକ ପୋଷା ପୁରୁଷ ହାତୀ।

ଅନ୍ନଦାତାଙ୍କୁ ଉତ୍ପାତିଆ ଦନ୍ତା ଚିନ୍ତା
Video: ଚାଷୀଙ୍କୁ ଘାରିଛି ଉତ୍ପାତିଆ ଦନ୍ତା ଚିନ୍ତା

ବିଲରେ କଟା ହୋଇ ପଡିଛି ପାଚିଲା ଧାନ। ଅମଳ ଫସଲ ଖଳାକୁ ନେବାକୁ ଚାଷୀ ତରତର। ହେଲେ ନିଦ ହଜାଇଛନ୍ତି ହାତୀ ପଲ। ଜମିରେ ପଶି ଉଜାଡି ଦେଉଛନ୍ତି ଚାଷୀର ବର୍ଷକର ପରିଶ୍ରମ।

ଅନ୍ନଦାତାଙ୍କୁ ଉତ୍ପାତିଆ ଦନ୍ତା ଚିନ୍ତା
Elephants: ଚାଷୀଙ୍କୁ ଘାରିଛି ଉତ୍ପାତିଆ ଦନ୍ତା ଚିନ୍ତା, ପାଚିଲା ଧାନ କିଆରିରେ ଉପଦ୍ରବ କରୁଛନ୍ତି ହାତୀ

ବିଲରେ କଟା ହୋଇ ପଡିଛି ପାଚିଲା ଧାନ। ଅମଳ ଫସଲ ଖଳାକୁ ନେବାକୁ ଚାଷୀ ତରତର। ହେଲେ ନିଦ ହଜାଇଛନ୍ତି ହାତୀ ପଲ। ଜମିରେ ପଶି ଉଜାଡି ଦେଉଛନ୍ତି ଚାଷୀର ବର୍ଷକର ପରିଶ୍ରମ।

Elephant Calf Dies
Elephant Calf Dies: ବିସ୍ଫୋରଣରେ ଛିଡ଼ି ଯାଇଥିଲା ପାଟି, ଭୋଗୁଥିଲା ଯନ୍ତ୍ରଣା! ହେଲେ ହାରିଗଲା ..

୧୨ ଦିନ ତଳେ ନବରଙ୍ଗପୁର ସୀମାନ୍ତ ପଡ଼ୋଶୀ ଛତିଶଗଡ଼ ଜଙ୍ଗଲରୁ ପଘାରପାଣି ଜଙ୍ଗଲକୁ ପଶି ଆସିଥିଲା ୬ ବର୍ଷର ହାତୀଛୁଆଟି ।

Proxy Forester Death
Proxy Forester Death: ହରଡ଼ଘଣାରେ ବନବିଭାଗ; କାଲି ଥିଲେ ଗଜସାଥୀ, ଆଜି ସାଧାରଣ ଲୋକ

ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କୁ ନେଇ ବଲାଙ୍ଗିର DFOଙ୍କ ମୁହଁରେ ଦୁଇଟି କଥା । କାଲି କହିଥିଲେ ଆମ କର୍ମଚାରୀ, ଆଉ ଆଜି କହୁଛନ୍ତି ସାଧାରଣ ଲୋକ ।

ଓଡ଼ିଶାରେ ଅଛନ୍ତି କେତେ ହାତୀ ?
Video: ଓଡ଼ିଶାରେ କେତେ ହାତୀ ?

ହାତୀର ଗଡ଼ କୁହାଯାଉଥିବା ଆଠଗଡ଼ରେ କେତେ ଅଛନ୍ତି ଗଜରାଜ ? ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ୫ଟି ରେଞ୍ଜରେ ହାତୀଙ୍କ ସଂଖ୍ୟା ବଢ଼ିଛି ନା ହ୍ରାସ ପାଇଛି ?

ଓଡ଼ିଶାରେ ଅଛନ୍ତି କେତେ ହାତୀ ?
Elephant Census: ଓଡ଼ିଶାରେ କେତେ ହାତୀ ? ୪୮ ବନଖଣ୍ଡରେ ଚାଲିଛି ଗଣନା

ହାତୀର ଗଡ଼ କୁହାଯାଉଥିବା ଆଠଗଡ଼ରେ କେତେ ଅଛନ୍ତି ଗଜରାଜ ? ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ୫ଟି ରେଞ୍ଜରେ ହାତୀଙ୍କ ସଂଖ୍ୟା ବଢ଼ିଛି ନା ହ୍ରାସ ପାଇଛି ?

Palm tree
Palm Trees Plantation: ହାତୀ ଡର, ତାଳଗଛ ଚାରା ରୋପଣ ନେଇ ଆଶା-ଆଶଙ୍କାରେ ଚାଷୀ

ପରିବେଶ ପାଇଁ ଉପଯୋଗୀ, ହେଲେ ଚାଷୀଙ୍କ ପାଇଁ ବଢାଉଛି ଡର। ଅନୁଗୁଳ ଜିଲ୍ଲାରେ ବନ ବିଭାଗର ତାଳଗଛ ଚାରା ରୋପଣ ଯୋଜନାକୁ ନେଇ ଆଶା-ଆଶଙ୍କାରେ ଚାଷୀ କୂଳ।

Elephant
Elephants In Odisha: ଗଜରାଜଙ୍କ ପାଇଁ ନାହିଁ ପର୍ଯ୍ୟାପ୍ତ ଜାଗା, ଓଡ଼ିଶା ଜଙ୍ଗଲରେ କ୍ଷମତାଠାରୁ ଅଧିକ

ହାତୀଙ୍କ ପାଇଁ ଛୋଟ ପଡ଼ିଲାଣି ଓଡ଼ିଶା । ଆମର ଏଠି ଜଙ୍ଗଲର କ୍ଷମତାଠୁ ବାସ କରୁଛନ୍ତି ୪୦୦ ଅଧିକ ହାତୀ ।

Unnatural Deaths of Elephants
ଗଜରାଜଙ୍କ ଡେଞ୍ଜର୍ ଜୋନ୍ ଆଠଗଡ଼ ବନାଞ୍ଚଳ; ପୁଣି ସକ୍ରିୟ ହେଲେଣି କି ହାତୀ ଶିକାରୀ ?  

ନରସିଂହପୁର ଓ ବଡ଼ମ୍ବା ଇଲାକା ବନିଗଲାଣି କି ହାତୀଙ୍କ ପାଇଁ ଅସୁରକ୍ଷିତ ସ୍ଥଳ ? ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ପଡ଼ି କଲବଲ ହେଉଛନ୍ତି ଗୋଟିଏ ପରେ ଗୋଟିଏ ହାତୀ।

Elephant
କୋଇଡ଼ାରେ ଅଭାବନୀୟ ଘଟଣା, ରେଡିଓ କଲାର ଲାଗିବା ପରେ ବି କେମିତି ଦଳି ମାରୁଛି ଦନ୍ତା ?

ବନବିଭାଗ ହାତୀର ଚଳ ପ୍ରଚଳ ଉପରେ ଅତି ସହଜରେ ନଜର ରଖିବା କଥା କିନ୍ତୁ ଏଥିରେ ବ୍ୟତିକ୍ରମ ଘଟିବାରୁ ଆଜି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି ।

Elephant
ହାତୀଙ୍କ ଉତ୍ପାତ, ହଜିଛି ଲୋକଙ୍କ ନିଦ ! ସଞ୍ଜ ନଇଁଲେ ଗାଁ ମୁହାଁ ଗଜରାଜ

ଢେଙ୍କାନାଳ ସଦର ବ୍ଲକ ନାଠୁଆ ଅଞ୍ଚଳରେ ହାତୀ ଉପଦ୍ରବ । ହାତୀଙ୍କ ଗତିବିଧି ଉପରେ ବନ ବିଭାଗର ତୀକ୍ଷଣ ନଜର ।

elephant
ହାତୀ ଘଉଡାଇବାକୁ ଯାଇ ମାଡ ଖାଇଲେ ବନ କର୍ମଚାରୀ

ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ । ଜଣେ ବନ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଆଉ ୨ କର୍ମଚାରୀ ଆହତ ହୋଇଛନ୍ତି । ଅନୁଗୁଳ ରେଞ୍ଜ ଫୁଲପଡାରେ ଜଣେ ବ୍ୟକ୍ତି ଆକ୍ରମଣ କରିଥିବା ଜଣାପଡ଼ିଛି । ଗୁରୁତର ବନ କର୍ମଚାରୀ ସୁକାନ୍ତ ସାହୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Elephant
କେନ୍ଦୁଝରରେ ହାତୀ ଉପଦ୍ରବ, ଧାନ ସହ ଖାଇଦେଲେ ୧୦ ହଜାର ଟଙ୍କା !

ରବିନ୍ଦ୍ର ପାତ୍ରଙ୍କ ପତ୍ନୀ ସେହି ଡୁଲିରେ ରଖିଥିବା ୧୦ ହଜାର ଟଙ୍କା ବି ଛାଡ଼ିନଥିଲେ ହାତୀପଲ । ହାତୀ ଯିବା ପରେ ବହୁ ଖୋଜାଖୋଜି କଲେ ବି ଟଙ୍କା ମିଳିନଥିଲା ।

Elephant
ହାତୀ ଦେହରେ ଲାଗିଛି ସାଲାଇନ୍‌

୩ ଦିନ ତଳେ ଗୋଠ ଛଡ଼ା ହୋଇ ବଲାଙ୍ଗୀରର ଦେଓଗାଁ ଜଙ୍ଗଲରେ ବୁଲୁଥିଲା । ସ୍ଥାନୀୟ ବନ ବିଭାଗ କର୍ମଚାରୀ ତାକୁ ଦେଖିଲେ ଆଉ ଧରି ଆଣିଲେ ।

Elephant
ଲାଗିଛି ସାଲାଇନ୍, କିଛି ଖାଉନି ହାତୀଛୁଆ

୩ ଦିନ ତଳେ ଗୋଠ ଛଡ଼ା ହୋଇ ବଲାଙ୍ଗୀରର ଦେଓଗାଁ ଜଙ୍ଗଲରେ ବୁଲୁଥିଲା । ସ୍ଥାନୀୟ ବନ ବିଭାଗ କର୍ମଚାରୀ ତାକୁ ଦେଖିଲେ ଆଉ ଧରି ଆଣିଲେ ।

Elephant
କିଛି ଖାଉନି କୁନୀ ହାତୀ, ଅସୁସ୍ଥ ହାତୀ ଛୁଆକୁ ବଞ୍ଚାଇବାକୁ ଡାକ୍ତରୀ ଟିମଙ୍କ ଉଦ୍ୟମ

ଅସୁସ୍ଥ ହାତୀ ଛୁଆକୁ ବଞ୍ଚାଇବାକୁ ଚାଲିଛି ସବୁ ପ୍ରୟାସ । ଗୋଠ ଛଡ଼ା ହୋଇଥିବା କୁନି ହାତୀର ତଣ୍ଟିରେ କିଛି ଲାଗିଯାଇଥିବା ଅନୁମାନ କରୁଛନ୍ତି ଡାକ୍ତରୀ ଟିମ୍ ।

Elephant Ramu
କେମିତି ହେଲା ହାତୀ ରାମୁର ମୃତ୍ୟୁ ?

ଚନ୍ଦକାରେ ଆଉ ଶୁଣିବାକୁ ମିଳିବନି ବୟସ୍କ ଗଜ ରାମୁର ଗର୍ଜନ କି ଦେଖିବାକୁ ମିଳବନି ତା’ ହରକତ । ଜୀବନର ୪୦ ବର୍ଷ ଚନ୍ଦକା ଜଙ୍ଗଲରେ ରାଜା ଭଳି ଜିଇଁବା ପରେ ଆଖି ବୁଜିଛି ହାତୀ ରାମୁ ।

Elephant
ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ କିଛି ଖାସ୍ ହାତୀଙ୍କୁ ମିଳୁଛି ହାଇଫାଇ ଖାତିରଦାରୀ

ଦୁର୍ଘଟଣାବଶତଃ ଗୋଠରୁ ଅଲଗା ହୋଇଯିବା ପରେ ଅନାଥ ପାଲଟିଥିବା ହାତୀଙ୍କୁ କୋଳେଇ ନେଇ, କୁମ୍କି ଟ୍ରେନିଂ ଦେଉଛି ବନବିଭାଗ ।

Elephant
ହାତୀଙ୍କୁ ହାଇଫାଇ ସୁବିଧା; ରହିଛି ସ୍ୱତନ୍ତ୍ର ଖେଳପଡ଼ିଆ, କିଚେନ୍-ରେସ୍ତୋରାଁ

ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ କିଛି ଖାସ୍ ହାତୀଙ୍କୁ ମିଳୁଛି ହାଇଫାଇ ଖାତିରଦାରୀ । ସେମାନଙ୍କ ପାଇଁ ଅଛି ସ୍ୱତନ୍ତ୍ର ଖେଳପଡ଼ିଆ, କିଚେନ୍ ଓ ରେସ୍ତୋରାଁ ।

Elephant
ଗୋଠଛଡ଼ା ଦନ୍ତା ଲୋକଙ୍କ ପାଇଁ ବିପଦ, ସୁଧାର କେନ୍ଦ୍ରକୁ ନେଇ ସୁଧାରିବେ ବିଶେଷଜ୍ଞ

ଖୁବ୍‌ଶୀଘ୍ର ଚନ୍ଦକାର ହାତୀ ସୁଧାର କେନ୍ଦ୍ରକୁ ନିଆଯିବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।