ଜମ୍ମୁରେ ଭାଙ୍ଗିଲା ଶିବ ମୂର୍ତ୍ତି । ତାତିଲେ ଲୋକେ...
ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ଓ ଆଇପିଏଲ୍ର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦିଙ୍କ ଆଫାୟର୍ସ ସାମ୍ନାକୁ ଆସିବା ପରେ ଉଭୟଙ୍କ ରିଲେସନଶିପ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।
୨୪୭ ରନ୍ର ପିଛା କରି ୧୪୬ ରନ୍ରେ ରହିଲା ଭାରତ । ରବିବାରର ତୃତୀୟ ତଥା ଶେଷ ମୁକାବିଲା ହେବ ର୍ନିଣ୍ଣାୟକ ।
ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଶୁକ୍ରବାର, ତିଥି – ୨ୟା ଦିବା ୦୪/୩୯ ଗତେ ୩ୟା, ଚନ୍ଦ୍ର – ମକର ରାତ୍ରି ୦୪/୧୭ ଗତେ କୁମ୍ଭ, ଘାତ ଚନ୍ଦ୍ର- ସିଂହ ରାଶିର , ରାତ୍ରି ୦୪/୧୭ ଗତେ ମିଥୁନ ଓ ମୀନ ରାଶିର,ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନ ଦାନ ଦିବା ୦୪/୩୯ ପର୍ଯ୍ୟନ୍ତ ।
ସୁସ୍ମିତାଙ୍କ ସହ କିଛି ଅନ୍ତରଙ୍ଗ ମୁହୁର୍ତ୍ତର ପ୍ରଥମ ଫଟୋ ପୋଷ୍ଟ କରି ଟୁଇଟରରେ ଲଳିତ ମୋଦି ଲେଖିଛନ୍ତି ଯେ, ସାରା ବିଶ୍ୱ ପରିଭ୍ରମଣ କରି ବର୍ତ୍ତମାନ ଲଣ୍ଡନ ଫେରିଲୁ ସପରିବାର ।
ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ପ୍ରଥମେ ମାଳଦ୍ୱୀପ ଓ ସେଠାରୁ ସିଙ୍ଗାପୁର ଚାଲି ଯାଇଥିବା ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ଦାବି କରି ଶ୍ରୀଲଙ୍କାରେ ଆନ୍ଦୋଳନ ତୀବ୍ର ହେଉଥିବାରୁ ଆଜି ସନ୍ଧ୍ୟାରେ ସେ ରାଷ୍ଟ୍ରପତି ପଦ ଛାଡ଼ି ଦେଇଛନ୍ତି।
ଡରିଯାଇଛନ୍ତି କି ଭାଇଜାନ୍? ଏଥର ଇଦ୍ରେ ଘରୁ ବାହାରିଲେନି କି ପ୍ରଶଂସକଙ୍କୁ ବି ଭେଟିଲେନି। ପଞ୍ଜାବୀ ଗାୟକ ମୁସେୱାଲାଙ୍କୁ ହତ୍ୟା ପରେ ସଲମାନ ଡରିଯାଇଥିବା ନେଇ ବଢିଲା ଚର୍ଚ୍ଚା ।
ଜବରଦସ୍ତ ଫାଇଟିଂ ସିନ୍ରେ ଧନୁଷଙ୍କୁ ଦେଖିବାକୁ ମିଳିବ । ତେବେ ଅନ୍ୟମାନଙ୍କ ଭଳି ତାଙ୍କ ଅଭିନୟ ମାତ୍ର କିଛି ମିନିଟ୍ ପାଇଁ ନା ବଡ଼ ରୋଲ ପାଇଛନ୍ତି । ତାର ସ୍ପଷ୍ଟ ସୂଚନା ନାହିଁ ।
ଦେଶକୁ ଦେଶ ଘୁରି ବୁଲୁଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ....
ରିପୋର୍ଟ ଅନୁଯାୟୀ, ଅମିର ଖାନଙ୍କୁ ପ୍ରଥମ ଏପିସୋଡରେ ଦେଖିବାକୁ ମିଳିବ । ସେ ତାଙ୍କର ଆଗାମୀ ଫିଲ୍ମ ଲାଲ ସିଂ ଚଡ୍ଡାକୁ ପ୍ରମୋଟ୍ କରିବାକୁ ଆସୁଛନ୍ତି ।
ବିଶ୍ୱରେ ବଢ଼ୁଛି ମଙ୍କିପକ୍ସ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା । ଏନେଇ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି ।
ଜେଲ୍ ଗଲେ ବଲିଉଡ୍ କଣ୍ଠଶିଳ୍ପୀ ଦଲେର ମେହେନ୍ଦି ।
ବିଶ୍ୱରେ ଏକା ଭଳି ଦେଖାଯାଉଥିବା ପ୍ରାୟ ୭ ଜଣ ଲୋକ ରହିଥାନ୍ତି । ଅର୍ଥାତ ପ୍ରତ୍ୟେକ ଲୋକର ହମ୍ସକଲ ରହିଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ପଚାଂୟତ ପିପିଲିପଦର ଗାଁ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି
ମୋମୋ ଗଢ଼ିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...
କୋହଲିଙ୍କୁ ବାଦ୍ ଦିଆଯାଇଛି ନା ବିଶ୍ରାମ ? ଆହତ କାରଣରୁ ବାଦ୍ ପଡ଼ିଛନ୍ତି କି କୋହଲି ?
ସାକ୍ଷାତକାରରେ ଚାଞ୍ଚଲ୍ୟକର ଖୁଲାସା କଲେ ବଲିଉଡ୍ ଅଭିନେତ୍ରୀ ।
ରାଷ୍ଟ୍ରପତି ଗୋଟାବାୟାଙ୍କ ପଳାୟନ ସତ୍ତ୍ୱେ ଶ୍ରୀଲଙ୍କାରେ ଥମୁନି ଅଶାନ୍ତିର ନିଆଁ...
ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ ରେସ୍ର ସବୁଠାରୁ ଆଗରେ ଭାରତୀୟ ବଂଶୋଦ୍ଭବ ତଥା କନଜରଭେଟିଭ୍ ପାର୍ଟି ନେତା ଋଷି ସୁନକ୍ ଅଛନ୍ତି। ୮୮ ଭୋଟ୍ ସହ ସବୁଠାରୁ ଆଗରେ ରହିଛନ୍ତି ଋଷି ସୁନକ୍।
ମହାରାଷ୍ଟ୍ର ଗୁଜରାଟରେ ବର୍ଷା ବିତ୍ପାତ । ପୂର୍ଣ୍ଣା ଓ କାବେରୀ ନଦୀ ଭୟଙ୍କର ରୂପ ଧାରଣ କରିଛି । ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବହୁ ଅଞ୍ଚଳ ଜଳମଗ୍ନ...
ଆହୁରି ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ହ୍ରାସ ପାଇଥିବା ବେଳେ ଡିଜେଲ ଲିଟର ପିଛା ୩ ଟଙ୍କା ହ୍ରାସ ପାଇଛି।
ସାଉଦି ଏୟାରଲାଇନ୍ସ ଯୋଗେ ସିଙ୍ଗାପୁର ଗଲେ ରାଜପକ୍ସେ, ପୂର୍ବରୁ ଦେଶ ଛାଡ଼ି ମାଳଦ୍ୱୀପରେ ଥିଲେ
ପିଲାଦିନେ କବାଡ଼ି ଖେଳୁଥିବା ଭଗବାନୀ ଦେବୀ କେବେ ଚିନ୍ତା କରିନଥିଲେ ସେ ଦିନେ ଦେଶ ପାଇଁ ଗୌରବ ଆଣିବେ ।