• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ranbir Kapoor

Alia Bhatt Ranbir Kapoor named their daughter Raha know what it mean
ଝିଅର ନାଁ କାହିଁକି ‘ରାହା’ ରଖିଲେ କପୁର ପରିବାର

କପୁର ପରିବାର କୁନି ପରୀର ନାଁ ରଖିଛନ୍ତି। ନିକଟରେ ଆଲିଆ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେମାନେ ଝିଅର ନାଁ ‘ରାହା’ ରଖିଛନ୍ତି। ଏହା ଖୁବ ଅର୍ଥପୂର୍ଣ୍ଣ ନାଁ। ତେବେ ଆସନ୍ତୁ ଜାଣିବା ସେମାନେ କାହିଁକି ଏପରି ନାଁ ରଖିଲେ।

Ranbir Kapoor's new look leaked from 'Animal' sets
ରଣବୀରଙ୍କ ଏମିତି ଅବସ୍ଥା କିଏ କଲା ? ଫ୍ୟାନ୍ସଙ୍କ ଅକଲ ଗୁଡ଼ୁମ...

ବଲିଉଡ୍‌ ଅଭିନେତା ରଣବୀର କପୁର ଫିଲ୍ମ ‘ଆନିମଲ୍‌’କୁ ନେଇ ବ୍ୟସ୍ତ ଅଛନ୍ତି। ଏବେ ରଣବୀରଙ୍କ ଶୁଟିଂ ସେଟ୍‌ର ଲାଟେଷ୍ଟ ଫଟୋ ଭାଇରାଲ୍‌ ହୋଇଛି। ଯାହାକୁ ଦେଖି ଫ୍ୟାନ୍ସଙ୍କ ଅକଲଗୁଡ଼ୁମ ହୋଇଛି।

Ranbir Kapoor secret instagram account revealed Neetu Kapoor
ମା’ ନୀତୁ କପୁର କରିଦେଲେ ଏମିତି ଭୁଲ୍, ଅଡୁଆରେ ପଡିଲେ ରଣବୀର

ଖୁସିରେ ଭୁଲ୍ କରିଦେଲେ ନୀତୁ କପୁର। ସୋସିଆଲ୍ ମିଡିଆରେ ଏମିତି ଏକ ଫଟୋ ଶେୟାର କରିଦେଲେ ଯେ ପୁଅ ରଣବୀରଙ୍କର ସିକ୍ରେଟ୍ ପଦାରେ ପଡିଗଲା। ଜାଣନ୍ତୁ ସେ କ’ଣ ଭୁଲ୍ କଲେ।

Alia Bhatt Rabir Kapoor welcome baby girl
ମା’ ହେଲେ ଆଲିଆ; ଜନ୍ମଦେଲେ ଶିଶୁ କନ୍ୟା

ରଣବୀର କପୁର ଓ ଆଲିଆ ଭଟ୍ଟ ବାପାମାଆ ହୋଇଛନ୍ତି। ଆଲିଆ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏନେଇ କପୁର ପରିବାରରେ ଖେଳିଯାଇଛି ଆନନ୍ଦର ଲହରି।

Brahmastra part one shiva is releasing on ott platform
OTT ଦୁନିଆରେ ପ୍ରବେଶ କଲା 'ବ୍ରହ୍ମାସ୍ତ୍ର: ଶିବା'

ରଣବୀର କପୁର ଓ ଆଲିଆ ଭଟ୍ଟ ଅଭିନୀତ 'ବ୍ରହ୍ମାସ୍ତ୍ର: ଶିବା' ଓଟିଟି ଦୁନିଆରେ ପ୍ରବେଶ କରିଛି। ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରୁ ନିଜ ପସନ୍ଦର ଭାଷା ଚୟନ କରି ଦର୍ଶକମାନେ ଏହାକୁ ଦେଖିପାରିବେ। ନଭେମ୍ବର ୪, ୨୦୨୨ ରେ ଏହା ବଡ ପରଦାରେ ରିଲିଜ୍ ହୋଇଥିଲା।

Who will play dev in brahmastra part 2
ବ୍ରହ୍ମାସ୍ତ୍ର ପାର୍ଟ -୨ ରେ କିଏ ହେବ ଦେବ୍ ?

‘ବ୍ରହ୍ମାସ୍ତ୍ର’ ଏବେ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରୁଛି। ଏହାର ଦ୍ୱିତୀୟ ଭାଗକୁ ନେଇ ମଧ୍ୟ ଦର୍ଶକେ ଉତ୍ସାହିତ ହୋଇପଡିଲେଣି। ଦ୍ୱିତୀୟ ଭାଗର ମୁଖ୍ୟ ଭୂମିକାରେ ରଣବୀର କପୁର ନା ହ୍ରିତିକ ରୋଶନ ନଜର ଆସିବେ, ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ତେବେ କିଏ ଏହି ଭୂମିକାରେ ଆସିବେ ଜାଣନ୍ତୁ।

Brahmastra day 5 box office collection
‘ବ୍ରହ୍ମାସ୍ତ୍ର’ର ସଫଳତା; ୧୫୦ କୋଟି କ୍ଲବ୍‌ରେ ସାମିଲ ହେଲା

ବୟକଟ୍ ବିରୋଧ ପରେ ବି ‘ବ୍ରହ୍ମାସ୍ତ୍ର’ର ରୋଜଗାରରେ କୌଣସି ଫରକ ପଡିନି। ଆରମ୍ଭରୁ ଫିଲ୍ମ ଭଲ ରୋଜଗାର କରୁଥିବା ବେଳେ ଏବେ ବି ଏହାର ରୋଜଗାରରେ କୌଣସି ଫରକ ପଡିନି। ୧୫୦ କୋଟି କ୍ଲବ୍‌ରେ ସାମିଲ ହେବାରେ ସଫଳ ହୋଇଛି।

Internet Is Flooded With Memes On Alia Bhatt For Having Only One Dialogue In 'Brahmastra'
'ବ୍ରହ୍ମାସ୍ତ୍ର'ରେ ଗୋଟିଏ ଡାଏଲଗ୍ ପାଇଁ ଆଲିଆ ଭଟ୍ଟଙ୍କୁ ଟ୍ରୋଲ୍‌

'ବ୍ରହ୍ମାସ୍ତ୍ର'ରେ ଅଭିନୟ ନେଇ ଟ୍ରୋଲ୍‌ ହେଉଛନ୍ତି ଆଲିଆ ଭଟ୍ଟ। ଫିଲ୍ମରେ କେବଳ ଗୋଟିଏ ଡାଏଲଗ୍‌ ପାଇଁ ତାଙ୍କୁ ଥଟ୍ଟା କରାଯାଉଛି। ଏହାକୁ ନେଇ ସେସିଆଲ୍ ମିଡିଆରେ ହେଉଛି ମେସ୍ସ ବର୍ଷା।

Brahmastra beats the Kashmir files
କାମ ଦେଉନି ‘ବୟକଟ୍’ ଟ୍ରେଣ୍ଡ୍; 'କାଶ୍ମୀର ଫାଇଲ୍ସ'କୁ ପଛରେ ପକେଇଲା 'ବ୍ରହ୍ମାସ୍ତ୍ର'

‘ବୟକଟ୍’ ବିବାଦ ପରେ ବି ଭଲ ରୋଜଗାର କରିଚାଲିଛି 'ବ୍ରହ୍ମାସ୍ତ୍ର'। ବଲିଉଡ୍‌ର ସବୁ ଫିଲ୍ମ ଫ୍ଲପ୍‌ ପରେ ଫ୍ଲପ୍ ହୋଇଚାଲିଥିଲେ ବି ଏହା କିପରି ଏଥିରୁ ବାଦ୍ ପଡିଲା ତାହା ଲୋକେ ବିଶ୍ୱାସ କରିପାରୁ ନାହାନ୍ତି। ତେବେ ଏହାରି ଭିତରେ 'ବ୍ରହ୍ମାସ୍ତ୍ର' 'କାଶ୍ମୀର ଫାଇଲ୍ସ'ର ରେକର୍ଡ ଭାଙ୍ଗିଛି।

Ranbir Kapoor Alia Bhatt film brahmastra become no1 in the world
ବୋବାଲ୍ କଲା 'ବ୍ରହ୍ମାସ୍ତ୍ର'; ସାରା ଦୁନିଆରେ ହେଲା ନମ୍ବର ୱାନ୍

ଥଣ୍ଡା ପଡିଯାଇଥିବା ହିନ୍ଦି ସିନେମାରେ ଜୀବନ ଭରିଛି 'ବ୍ରହ୍ମାସ୍ତ୍ର'। ସାରା ବିଶ୍ୱରେ ଏହାର ପ୍ରଥମ ସପ୍ତାହର ରୋଜଗାରକୁ ଦେଖିଲେ ଏହା ନମ୍ବର ୱାନ୍‌ ହୋଇଛି। ବିଦେଶ ବଜାରରେ କରୁଛି ବୋବାଲ୍‌।

Brahmastra worldwide box office collection crossed 100 crores in 2 days
'ବ୍ରହ୍ମାସ୍ତ୍ର' ବିରୋଧୀଙ୍କୁ ମୁହଁତୋଡ ଜବାବ; ରୋଜଗାର କଲାଣି ୧୬୦ କୋଟି

ବଲିଉଡ୍‌ର ବୟକଟ୍ ଜାଲରେ ବି ଫସିଥିଲା 'ବ୍ରହ୍ମାସ୍ତ୍ର'। ଚଳିତ ବର୍ଷର ପ୍ରାୟ ସବୁ ଫିଲ୍ମକୁ ‘ବୟକଟ୍’ କ୍ଷତି ଦେଇଛି। କୌଣସି ଫିଲ୍ମ ଚାଲିପାରି ନଥିବା ବେଳେ 'ବ୍ରହ୍ମାସ୍ତ୍ର' ବିରୋଧୀଙ୍କୁ ପରାସ୍ତ କରିଛି।

Brahmastra worldwide box office collection day-1 broke baahubali record
ପ୍ରଭାସଙ୍କ ‘ବାହୁବଳୀ’କୁ କାଟିଲା ରଣବୀରଙ୍କ 'ବ୍ରହ୍ମାସ୍ତ୍ର'

‘ବୟକଟ୍’ ଟ୍ରେଣ୍ଡରେ ଥାଇ ବି ବାଜି ମାରିଛି 'ବ୍ରହ୍ମାସ୍ତ୍ର'। ଫିଲ୍ମର କ୍ରେଜ୍ ଏମିତି ଛାଇ ଯାଇଛି ଯେ ରୋଜଗାର କ୍ଷେତ୍ରରେ ଏହା ବିଶ୍ୱସ୍ତରରେ ‘ବାହୁବଳୀ’ର ରେକର୍ଡ ଭାଙ୍ଗିଛି। ଏହି ହିସାବରେ ପ୍ରଭାସଙ୍କୁ ପଛରେ ପକେଇ ଦେଇଛନ୍ତି ରଣବୀର କପୁର।

Before Release Film Brahmastra Faces Boycott Trend
ରିଲିଜ୍‌ ପୂର୍ବରୁ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ବୟକଟ୍‌ ଡର: ରଣବୀର, ଆଲିଆଙ୍କୁ ଛାଡ଼ିଲେନି ମନ୍ଦିର

‘ବ୍ରହ୍ମାସ୍ତ୍ର’କୁ ଘାରିଛି ବୟକଟ୍ ଡର।  ବିରୋଧ ଏତେ ତେଜିଲାଣି ଯେ ଉଜୈନ ମହାକାଳଙ୍କ ମନ୍ଦିରକୁ ଫିଲ୍ମ ଲିଡ୍ ଷ୍ଟାର ରଣବୀର କପୁର ଓ ଆଲିଆ ଭଟ୍ଟ ଯାଇ ପାରିଲେନି।

Jr ntr says need to accept challenge and make better films
'ବ୍ରହ୍ମାସ୍ତ୍ର' ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବ୍ରହ୍ମାସ୍ତ୍ର ରୂପେ ଉଭା ହେଉ : ଜୁନିୟର୍ ଏନ୍‌ଟିଆର୍‌

‘ବ୍ରହ୍ମାସ୍ତ୍ର’କୁ ନେଇ ଏମିତି କହିଲେ ଜୁନିୟର୍ ଏନ୍‌ଟିଆର୍‌। ସେ ‌ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି ଯେ ବ୍ରହ୍ମାସ୍ତ୍ର ପ୍ରକୃତରେ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବ୍ରହ୍ମାସ୍ତ୍ର ରୂପେ ଉଭା ହେଉ ବୋଲି କହିବା ସହ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ନେଇ ମତ ଦେଇଛନ୍ତି।

KRK target karan johar for ranbir kapoor and alia brahmastra
KRKଙ୍କ ଟାର୍ଗେଟ୍‌ରେ କରଣ ଜୋହର; ଫ୍ଲପ୍ ହେବ କି 'ବ୍ରହ୍ମାସ୍ତ୍ର'

୨୦୨୨ ମସିହାର ଅନେକ ବଲିଉଡ୍ ଫିଲ୍ମ ଫ୍ଲପ୍ ହୋଇଛି ଯାହାର ପୂର୍ବାନୁମାନ KRK କରିଛନ୍ତି। ଆଗକୁ ଆସୁଛି କରଣ ଜୋହରଙ୍କ 'ବ୍ରହ୍ମାସ୍ତ୍ର'। ଏହାକୁ ନେଇ କ’ଣ କହିଛନ୍ତି KRK ଆସନ୍ତୁ ଜାଣିବା।

Shamshera is going to flop
ରଣବୀର କପୁରଙ୍କ ଡବଲ ରୋଲ୍ ସତ୍ତ୍ୱେ ଫ୍ଲପ୍‌ ହେବ ବି 'ଶମ୍‌ଶେରା'

ନିର୍ମାତା ଏବଂ ପ୍ରଶଂସକମାନେ ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଶମଶେରା'ରୁ ବହୁତ ଆଶା କରିଥିଲେ। କିନ୍ତୁ ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ହୋଇଛି ଯେ ଦର୍ଶକ ଏହି ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଫିଲ୍ମର କାହାଣୀ ଅତି ଦୁର୍ବଳ ବୋଲି ମନେ ହେଉଛି।

Alia Bhatt expecting twins
ଆଲିଆ ହେବେ ଯାଆଁଳା ଶିଶୁର ମା! ଜାଣନ୍ତୁ କ’ଣ କହିଲେ ରଣବୀର

ଯାଆଁଳା ପିଲାର ମାଆ ହେବେ କି ଆଲିଆ ଭଟ୍ଟ? ଏକ ସାକ୍ଷାତକାରରେ ରଣବୀର କପୁର ଏମିତି କିଛି କହିଛନ୍ତି ଯାହା ଲୋକଙ୍କୁ ଏହା ଭାବିବାକୁ ବାଧ୍ୟ କରୁଛି।

Brahmastra kesariya song out
'ବ୍ରହ୍ମାସ୍ତ୍ର'ର ପ୍ରଥମ ଗୀତ ରିଲିଜ୍; ରୋମାଣ୍ଟିକ୍ ମୁଡ୍‌ରେ ରଣବୀର-ଆଲିଆ

ରିଲିଜ୍ ହୋଇଛି 'ବ୍ରହ୍ମାସ୍ତ୍ର'ର ପ୍ରଥମ ଗୀତ। ଗୀତରେ ଆଲିଆ ଏବଂ ରଣବୀରଙ୍କ ମଧ୍ୟରେ ରୋମାଣ୍ଟିକ୍‌ର ଦୃଶ୍ୟ ଦେଖିବାକୁ ମିଳେ। ଗୀତରେ ଉଭୟଙ୍କ ବଣ୍ଡିଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି।

Alia Bhatt and Ranbir Kapoor announce pregnancy
ବିବାହର ୨ ମାସ ପରେ ଖୁସି ଖବର ଦେଲେ ଆଲିଆ

ମାଆ ହେବେ ଆଲିଆ ଭଟ୍ଟ । ସୋସିଆଲ୍ ମିଡିଆରେ ଶେୟାର କଲେ ଗୁଡ୍‌ ନ୍ୟୁଜ୍ ।

Ranveer - Alia Bhatt
କ୍ୟୁଟ୍ କପଲଙ୍କ ବିବାହ; ସାମ୍ନାକୁ ଆସିଲା ଫଟୋ, ଆଲିଆଙ୍କୁ କୋଳରେ ଉଠାଇଲେ ରଣବୀର ! ଦେଖନ୍ତୁ ଭିଡିଓ

ଫ୍ୟାନ୍ସ ଏବଂ ସେଲିବ୍ରିଟି ରଣବୀର-ଆଲିଆଙ୍କୁ ଏକ ନୂତନ ଜୀବନ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ନବ ବିବାହିତ ଦମ୍ପତିଙ୍କର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

Ranveer-Alia
ସ୍ୱଳ୍ପ ଲୋକଙ୍କ ଉପସ୍ଥିତିରେ ହେଉଛି ଆଲିଆ-ରଣବୀର ବିବାହ, ରିସେପ୍‌ସନ୍‌ ବି ଦେବେନି ! ହେଲେ କାହିଁକି ?

ପୂର୍ବରୁ ସେମାନଙ୍କର ରିସେପ୍‌ସନ୍‌ ଭୋଜିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କୁହାଯାଉଥିଲା କି ଉଭୟ ଦୁଇଟି ରିସେପ୍‌ସନ୍‌ ପାର୍ଟିର ଆୟୋଜନ କରିବେ ।

Ranbir Kapoor, Alia Bhatt To Tie Nuptial Knot Today
ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ରଣବୀର-ଆଲିଆଙ୍କ ଆଜି ପଡ଼ିବ ହାତଗଣ୍ଠି: ବିବାହ ପୂର୍ବରୁ ମିଳିଲା ସୁନାର ବୁକେ

ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ରଣବୀର-ଆଲିଆଙ୍କ ଆଜି ପଡ଼ିବ ହାତଗଣ୍ଠି। କପୁର ପରିବାରରେ ଲାଗିଲାଣି ବନ୍ଧୁବାନ୍ଧବଙ୍କ ଗହଳି...ଏଇ ସମୟରେ ବାହାରିବ ବାରାଥ୍‌...ବିବାହ ପୂର୍ବରୁ ଶୁଭେଚ୍ଛା ଦେବା ପାଇଁ ମିଳିଲା ସୁନାର ବୁକେ ଗିଫ୍ଟ

Ranbir Kapoor, Alia Bhatt Wedding Day
ଆଜି ରଣବୀର-ଆଲିଆଙ୍କ ବିବାହ

ଆଜି ବଲିଉଡ୍‌ରେ ବହୁ ପ୍ରତୀକ୍ଷିତ ବାହାଘର । ବିବାହ ବନ୍ଧନରେ ବାନ୍ଧି ହେବେ, ବି ଟାଉନର ହଟ୍ କପଲ ଆଲିଆ-ରଣବୀର ।

Alia Bhatt-Ranbir Kapoor
ସୋନମଙ୍କ ଠାରୁ ଦୀପିକା, କ୍ୟାଟ୍ରିନା ଠାରୁ ନର୍ଗିସ୍ : ବିବାହ କରିବାକୁ ଯାଉଥିବା ରଣବୀରଙ୍କ ପ୍ରେମିକାଙ୍କ ତାଲିକା ଖୁବ୍ ଲମ୍ବା

ତେବେ ବିବାହ ପୂର୍ବରୁ ରଣବୀରଙ୍କ ପୂର୍ବ ଆଫେୟାର୍ସକୁ ନେଇ ଚର୍ଚ୍ଚା ହେଉଛି । ହାତକୁ ଦିହାତ ହେବାକୁ ଯାଉଥିବା ରଣବୀରଙ୍କ ପ୍ରେମିକାଙ୍କ ତାଲିକା ଖୁବ୍ ଲମ୍ବା ।

Ranbir Kapoor wedding with Alia Bhatt
ଇଟାଲୀରେ ବାହାହେବେ ଆଲିଆ-ରଣବୀର

ବିବାହ ଋତୁ ଆରମ୍ଭ ହୋଇଯାଇଛି। ବିହାହ ଋତୁର ଆରମ୍ଭରେ ବଲିଉଡର ପ୍ରେମଯୋଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ବଲିଉଡ ଅବିନେତ୍ରୀ କାଟ୍ରୀନା କୈଫ୍ ଓ ଭିକୀ କୌଶଳଙ୍କ ବିବାହକୁ ନେଇ ଚର୍ଚ୍ଚା ଥିବା ବେଳେ ଏବେ ସେଥିରେ ଯୋଡି ହୋଇଯାଇଛି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡି। ଏହି ଦୁହିଁଙ୍କର ବିବାହକୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସୁଛି ଯାହା ଜାଣିବା ପରେ ତାଙ୍କ ପ୍ରଶଂସକମାନଙ୍କ ମନରେ ଖୁସୀର ଲହରୀ ଖେଳିଯିବ। ଗତ କିଛି ଦିନ ହେବ ଆଲିଆ-ରଣବୀରଙ୍କ ବିବାହ ଖବର ଖୁବ ଚର୍ଚ୍ଚାରେ ରହିଆସିଛି।