• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Monkeypox

India reports first case of Monkeypox
ଆସିଲା ଲାବ୍ ରିପୋର୍ଟ, ସନ୍ଦିଗ୍ଧ ଯୁବକ ମଙ୍କିପକ୍ସ ଆକ୍ରାନ୍ତ

ଦେଶରେ ପ୍ରଥମ ମଙ୍କିପକ୍ସ କେସ୍ । ଆଇସୋଲେସନରେ ଥିବା ସନ୍ଦିଗ୍ଧଙ୍କ ପାଖରୁ ଏମପକ୍ସ ଭାଇରସ୍ ଚିହ୍ନଟ।

Odisha Director of Health Services Bijay Mohapatra
ଭାରତରେ ମଙ୍କିପକ୍ସ ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ, ସବୁ ପ୍ରବେଶ ପଥରେ ଆଲର୍ଟ

ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ । ଭୟଭୀତ ହେବାର କାରଣ ନାହିଁ । ମଙ୍କିପକ୍ସ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Monkeypox
ଭାରତରେ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ, ସୂଚନା ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଭାରତରେ ଜଣେ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ସନ୍ଦେହ। ସ୍ୱାସ୍ଥ୍ୟାବସ୍ଥା ସ୍ଥିର,ସ୍ପଷ୍ଟତା ପାଇଁ ସାମ୍ପଲ୍ ସଂଗ୍ରହ। ଆକ୍ରାନ୍ତ ସନ୍ଦେହ କରାଯାଉଥିବା ଯୁବକ ହସ୍ପିଟାଲରେ ଭର୍ତ୍ତି।

Monkey pox
ଆପଣ ମଙ୍କିପକ୍ସ ସଂକ୍ରମିତ କି ? କେମିତି ଜାଣିବେ, କ'ଣ ଏହାର ଲକ୍ଷଣ, କେମିତି ବ୍ୟାପେ ?

କେତେ ମାରାତ୍ମକ ମଙ୍କିପକ୍ସ ? କୋଭିଡ ପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ହେଉଛି ସଂକ୍ରମଣ । ଗ୍ଲୋବାଲ୍ ଏମର୍ଜେନ୍ସି ଘୋଷଣା କରିସାରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Special story
ଦେଶରେ ବଢ଼ୁଛି ମଙ୍କିପକ୍ସ ରୋଗୀଙ୍କ ସଂଖ୍ୟା: ଦିଲ୍ଲୀରେ ପୁଣି ଜଣେ ବିଦେଶୀ ଆକ୍ରାନ୍ତ ଚିହ୍ନଟ

ଟ୍ରାକ୍ ହେଉଛି ଟ୍ରାଭେଲ ହିଷ୍ଟ୍ରି, ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରାଯାଉଛି ଆଇସୋଲେଟ୍

Delhi reports 2nd monkeypox case
ବିଦେଶ ନଯାଇ ବି ମଙ୍କିପକ୍ସରେ ଆକ୍ରାନ୍ତ, ଲକ୍ଷଣ ଦେଖାଯିବା ପରେ...

୩୫ ବର୍ଷୀୟ ଆକ୍ରାନ୍ତ ଯୁବକ ଜଣେ ଆଫ୍ରିକୀୟ ନାଗରିକ। ନିକଟରେ ସେ କୌଣସି ବିଦେଶ ଯାତ୍ରା କରିନଥିବା ଜଣାପଡ଼ିଛି। ତଥାପି ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି।

India’s First Monkeypox Death Reported From Kerala
ଭାରତରେ ପ୍ରଥମ ଜୀବନ ନେଲା ମଙ୍କିପକ୍ସ

ଭାରତରେ ପ୍ରଥମ ଜୀବନ ନେଲା ମଙ୍କିପକ୍ସ(Monkeypox)। କେରଳ ତ୍ରିଶୂରରେ ପ୍ରାଣ ହରାଇଥିବା ୨୨ ବର୍ଷୀୟ ଯୁବକ ଜଣକ ଜୁଲାଇ ୨୨ ତାରିଖରେ ୟୁଏଇରୁ ଫେରିଥିଲେ।

Monkeypox testing at RMRC Bhubaneswar!
ମଙ୍କିପକ୍ସ ସନ୍ଦିଗ୍ଧଙ୍କ ପାଇଁ ଆଶ୍ୱସ୍ତି: ରାଜଧାନୀ RMRCରେ ହେବ ଟେଷ୍ଟିଂ !

ଭୁବନେଶ୍ୱର RMRC(Regional Medical Research Centre)ରେ ମଙ୍କିପକ୍ସ ଟେଷ୍ଟିଂ ହେବ....

emergency meeting over monkeypox outbreak
ମଙ୍କିପକ୍ସ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ; ମଙ୍କିପକ୍ସର ମୁକାବିଲା ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ

ରାଜ୍ୟରେ ମଙ୍କିପକ୍ସ ମୁକାବିଲା ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ….

MonkeyPox
ବିଶ୍ୱର ୭୦ ଦେଶରେ ୧୬ ହଜାର ମଙ୍କିପକ୍ସ ରୋଗୀ ଚିହ୍ନଟ

ଯେହେତୁ ଅଳ୍ପ ଦିନ ଭିତରେ ଏହା କେରଳ ଓ ଦିଲ୍ଲୀକୁ ମଙ୍କିପକ୍ସ ଛୁଇଁଲାଣି, ଓଡ଼ିଶାକୁ ଆସିବନି ବୋଲି କହିହେବନି।

Center instructions to the states on the issue of monkeypox testing surveillance
ମଙ୍କିପକ୍ସ: ରାଜ୍ୟକୁ ଆଲର୍ଟ କଲା କେନ୍ଦ୍ର

ବିଶ୍ୱରେ ବଢ଼ୁଛି ମଙ୍କିପକ୍ସ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା । ଏନେଇ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି ।

Monkeypox
୧୯ରୁ ଅଧିକ ଦେଶକୁ ବ୍ୟାପିଲାଣି ‘ମଙ୍କିପକ୍ସ’, ଭାରତକୁ କରାଗଲା ସତର୍କ

କେନ୍ଦ୍ର ସରକାର ପକ୍ଷରୁ 'ନ୍ୟାସନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ’ ଏବଂ 'ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ'କୁ ସତର୍କ ରହିବାକୁ କୁହାଯାଇଛି ।

monkeypox
ସାଂଘାତିକ ହେଲାଣି ମଙ୍କିପକ୍ସ : ୧୪ଟି ଦେଶରେ ଠାବ ହେଲାଣି ଭୂତାଣୁର ସଂକ୍ରମଣ

ଅଷ୍ଟ୍ରେଲିଆ, ଇସ୍ରାଏଲ, ସ୍ୱିଜରଲାଣ୍ଡରେ ପ୍ରଥମ ଥର ପାଇଁ ମଙ୍କିପକ୍ସ ଭୂତାଣୁ ଠାବ କରାଯାଇଛି

Monkeypox: Odisha On Alert
ମଙ୍କିପକ୍ସକୁ ନେଇ ଓଡ଼ିଶାରେ ଆଲର୍ଟ, ଏହିସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ୍‌ କରନ୍ତୁ

ବିଶ୍ୱରେ ଏବେ ମଙ୍କିପକ୍ସ ରୋଗ ଦେଖା ଦେଇଥିବା ବେଳେ ଏହାକୁ ନେଇ ଓଡ଼ିଶା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଯଦି କିଛି ଲକ୍ଷଣ ଦେଖାଗଲା, ତତ୍‌କ୍ଷଣାତ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜିକୁ ନମୁନା ପଠାଇବାକୁ କୁହାଯାଇଛି।

Monkeypox outbreak: Govt alerts NCDC, ICMR to close watch, send samples to NIV. See details here
ମଙ୍କିପକ୍ସକୁ ନେଇ କେନ୍ଦ୍ରର ସତର୍କ ସୂଚନା; ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରିବାକୁ ନିର୍ଦ୍ଦେଶ

ମଙ୍କିପକ୍ସ ନେଇ ସତର୍କ କରାଇଲେ କେନ୍ଦ୍ର ସରକାର । ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରିବାକୁ ନିର୍ଦ୍ଦେଶ...

MonkeyPox
ୟୁରୋପ୍‌ ପରେ ମଙ୍କିପକ୍ସ ଜାଲରେ ଆମେରିକା

ଆମେରିକାର ପ୍ରଥମ ଥର ପାଇଁ ଜଣେ ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବ୍ୟକ୍ତି ଜଣକ ‘ମଙ୍କିପକ୍ସ’ ରୋଗରେ ପୀଡ଼ିତ ହୋଇଥିବା ବେଳେ ନିକଟରେ ସେ କାନାଡ଼ା ଯାତ୍ରା କରିଥିଲେ।

MonkeyPox
କରୋନା ବେଳେ ଆଉ ଏକ ଆତଙ୍କ 'ମଙ୍କିପକ୍ସ' !

୪ ବ୍ୟକ୍ତିଙ୍କ ଉପରେ ଅଧିକ ତଦନ୍ତ ଚାଲିଥିବା ନେଇ UKHSA କହିଛି।

texas
ଆମେରିକାକୁ ୨୦ ବର୍ଷ ପରେ ଫେରିଲା ବିରଳ ଭାଇରସ୍ ମଙ୍କି ପକ୍ସ

ମହାମାରୀ ସହ ମଙ୍କିପକ୍ସ ପାଇଁ ଚିନ୍ତାରେ ସରକାର । ସଂକ୍ରମିତ ବ୍ୟକ୍ତି ଜଣକ ନିକଟରେ ଆଫ୍ରିକାର ନାଇଜେରିଆ ଯାତ୍ରା କରିଥିବା ଜଣାପଡ଼ିଛି ।