୨୪ ଘଣ୍ଟା ଭିତରେ ସମାନ ଢ଼ଙ୍ଗରେ ଦେଶରେ ୩ ପୋଲିସଙ୍କୁ ବର୍ବର ହତ୍ୟା ସମସ୍ତଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି ।
NTPC ରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ। ବାହାରିଛି ଅନେକଗୁଡିଏ ପଦବୀ। ଆବେଦନ କରିବାକୁ ଦେଖନ୍ତୁ ଏହି ଖବର।
ଯଦି ଆପଣ ଏବେ ସୁନା କିଣିବା ପାଇଁ ଚାହୁଁଛନ୍ତି ତା’ହେଲେ ଆପଣ ଅଲ୍ ଟାଇମ୍ ରେକର୍ଡ ଦାମ୍ ଠାରୁ ଶସ୍ତାରେ ପାଇପାରିବେ। କାରଣ ଅଲ୍ ଟାଇମ୍ ରେକର୍ଡ ତୁଳନାରେ ଏବେ ଆପଣଙ୍କୁ ପ୍ରତି ୧୦ ଗ୍ରାମକୁ ୪,୮୯୦ ଟଙ୍କା ଶସ୍ତାରେ ସୁନା ମିଳିବ।
ଆଜିକାଲି ହ୍ରିତିକ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଲଗାତର ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ପ୍ରାୟ ସମୟରେ ଅଭିନେତ୍ରୀ-ଗାୟକ ସବା ଆଜାଦଙ୍କ ସହ ଦେଖିବାକୁ ମିଳେ। ଏବେ ଖବର ଆସୁଛି ଯେ ହ୍ରିତିକ ସବାଙ୍କ ସହ ବିବାହ କରିବାକୁ ଯାଉଛନ୍ତି।
ବ୍ରୁସ୍ ଲିଙ୍କ ପରି ଫାଇଟର୍ ପ୍ରାୟ ଏ ଦୁନିଆରେ ଦେଖା ଯାଆନ୍ତି ନାହିଁ। ଲୋକଙ୍କ ଦେହରେ ତାଙ୍କ ପଞ୍ଚ୍ ବାଜିବା ପୂର୍ବରୁ ହିଁ ସେମାନେ ଗଳିପଡୁଥିଲେ। ହେଲେ ହଠାତ କେମିତି ହେଲା ତାଙ୍କର ମୃତ୍ୟୁ….
ତ୍ରିକୋଣୀୟ ମୁକାବିଲାରେ ବିଜୟୀ ହେଲେ ବିକ୍ରମାସିଂଘେ
ନିର୍ଯାତିତ ହେଉଛନ୍ତି କି ଲାଲୁ ପ୍ରସାଦ ଯାଦବଙ୍କ ପରିବାର ?
ବିରୋଧୀଙ୍କ ଏକତା ଉପରେ ପୁଣି ପ୍ରଶ୍ନବାଚୀ
ନିଟ୍ ପରୀକ୍ଷାରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ବାହାର କରି ଯାଞ୍ଚ କରାଯିବା ଘଟଣାର ତଦନ୍ତ ହେବ। ଘଟଣାର ସତ୍ୟାସତ୍ୟ ଯାଞ୍ଚ ହେବ।
ଆସନ୍ତାକାଲି ପ୍ରକାଶ ପାଇବ CBSE ଦ୍ୱାଦଶ ବୋର୍ଡ ରେଜଲ୍ଟ। ଦିନ ସାଢ଼େ ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା।
ମହାମାରୀ କରୋନା ଯୋଗୁ ଅଧିକାଂଶ କର୍ମଚାରୀ ଏବେ ଘରୁ କାମ(Work From Home) କରୁଛନ୍ତି। ଏବେ ବାଣିଜ୍ୟ ମନ୍ତ୍ରାଳୟ(Commerce Ministry) ୱାର୍କ ଫ୍ରମ୍ ହୋମ୍ ପାଇଁ ନୂଆ ନିୟମ ଘୋଷଣା କରିଛି।
ସନ୍ଦିଗ୍ଧ ଆର୍ଥର ପରଭେଜର ମୋବାଇଲ ଫୋନରୁ ନୁପୂରଙ୍କ ଠିକଣା ମିଳିବା ପରେ ବଢିଛି ସନ୍ଦେହ
ମହିଳା ସବଇନ୍ସପେକ୍ଟର ସନ୍ଧ୍ୟା ଟପ୍ନୋଙ୍କୁ ଗାଡ଼ି ମଡାଇ ହତ୍ୟା କରାଯାଇଛି ।
କେବେ ଦେଖିଛନ୍ତି ଭିନ୍ନ ପ୍ରଜାତୀର ପଶୁମାନଙ୍କ ସ୍ନେହ ପ୍ରେମ! ସାଧାରଣତଃ ଦେଖାଯାଏ ଯେ ବତକ ଛୁଆମାନଙ୍କୁ କୁକୁର ଦେଖିଲ୍ ମାରିଦିଏ ଅନାଥ ବତକଙ୍କ ବାପା ହୋଇ ସାହାରା ହେଲା କୁକୁର ଦେଖିଲେ ମାରିଦିଏ। କିନ୍ତୁ ଏଠି ଦେଖାଯାଏ ଯେ ଏକ କୁକୁର କିପରି ଅନାଥ ବତକଙ୍କ ବାପା ହୋଇ ସେମାନଙ୍କ ଯତ୍ନ ନେଉଛି।
୧୪ଟି ଟ୍ୱିଟ୍ କରି ସ୍ପଷ୍ଟ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
କୁହାଯାଏ ପୋଲିସ୍ ସାହସର ପ୍ରତୀକ। ଯଦି ଜଣେ ପୋଲିସ୍ ଡରିଯାଏ ତେବେ କଥା ସରିଲା। କିନ୍ତୁ ଜଣେ ପୋଲିସ୍ କର୍ମଚାରୀ ଡାକରଙ୍କ ହାତରେ ଇଞ୍ଜେକ୍ସନ ଦେଖି ଏମିତି କାନ୍ଦୁଛନ୍ତି ଯେ ଆପଣ ଦେଖିଲେ ହସି ହସି ଗଡିଯିବେ।
୩ ସନ୍ତାନର ଏହି ମହିଳା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ସାରା ଶରୀରକୁ ଲୁଚେଇବା ପାଇଁ ରଙ୍ଗ ବୋଲି କରିଛନ୍ତି ଟାଟୁ। ଦେଖିଲେ ଆଶ୍ଚର୍ଯ୍ୟ ହେବେ।
ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ରିଷି ସୋନକ। ଏମିତି ହେଲେ ଏହା ପ୍ରଥମ ଥର ହେବ ଯେ ଭାରତୀୟ ମୂଳ ବ୍ୟକ୍ତି ସେହି ଗୋରାମାନଙ୍କ ଉପରେ ଶାସନ କରିବେ ଯେଉଁମାନେ ଏକଦା ଭାରତକୁ ସେମାନଙ୍କର ଦାସ କରିଥିଲେ।
ସ୍ପେଶାଲ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅପରାଧୀଙ୍କୁ ଆଦୌ ଛଡ଼ାଯିବନି କହିଲେ ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର ।
ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆଜି ସକାଳେ କାରବାର ଆରମ୍ଭରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୮୦ ଟଙ୍କା ଛୁଇଁଛି ।
ରେଳବାଇରେ ଚାକିରି ସୁଯୋଗ। ୧୦ମ ପାଶ୍ କରିଥିଲେ ଏହିସବୁ ପଦବୀରେ କରିପାରିବେ ଚାକିରି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୮୭୬ ଟି ପଦବୀ ପୂରଣ ହେବ।
ଚର୍ଚ୍ଚାରେ ବିଗ୍ ବି’ଙ୍କ ଷ୍ଟାଇଲ୍। ଲୋକେ ଯେତିକି ହସୁଛନ୍ତି ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। କେହି କେହି ତାଙ୍କୁ ରଣବୀର ସିଂହଙ୍କ ସହ ମଧ୍ୟ ତୁଳନା କରୁଚନ୍ତି।
ଶିବସେନାର ସାଂସଦଙ୍କୁ ନେଇ ଏବେ ଚର୍ଚ୍ଚା । ପୁଣି ଲାଗିପାରେ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା । ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୨ ଜଣ ସାଂସଦଙ୍କ ସହ ସିନ୍ଦେ ଅନଲାଇନ୍ ବୈଠକ କରିଛନ୍ତି।
ଆସନ୍ତାକାଲି ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ତାହା ନିର୍ଦ୍ଧାରଣ ହେବ । ବର୍ତ୍ତମାନ ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଥିବା ରାନିଲ ବିକ୍ରମାସିଙ୍ଘେ ରେସରେ ରହିଥିବା ବେଳେ ଦୁଇ ଯୋଗ୍ୟ ପ୍ରାର୍ଥୀ ମଧ୍ୟ ମଇଦାନରେ ରହିଛନ୍ତି । ସେମାନେ ହେଲେ ୬୩ ବର୍ଷୀୟ ସିଂହଳୀ ବୁଦ୍ଧିଷ୍ଟ ଦୁଲାସ ଆଲାପେରୁମ୍ମା ଏବଂ ୫୩ ବର୍ଷୀୟ ଅନୁରା କୁମାରଦିସାନାୟକେ ।
ଯାଆଁଳା ପିଲାର ମାଆ ହେବେ କି ଆଲିଆ ଭଟ୍ଟ? ଏକ ସାକ୍ଷାତକାରରେ ରଣବୀର କପୁର ଏମିତି କିଛି କହିଛନ୍ତି ଯାହା ଲୋକଙ୍କୁ ଏହା ଭାବିବାକୁ ବାଧ୍ୟ କରୁଛି।