ସ୍ଥିର ରହିଛି ସୁନାର ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ସ୍ଥିର ରହିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୪୦୦ ଟଙ୍କା ରହିଛି ।
ମିଳିତ ଜାତିସଂଘର ସଦ୍ୟତମ ରିପୋର୍ଟରେ ଅନୁସାରେ ୨୦୦୫-୦୬ରୁ ୨୦୧୯-୨୧ ମଧ୍ୟରେ ୪୧.୫ କୋଟି ଲୋକ ଦାରିଦ୍ର୍ୟକୁ ମାତ୍ ଦେଇଛନ୍ତି ।
ବିପଦ ଅତିର୍କିତ ଆସେ। ହଠାତ୍ ସାମ୍ନାରେ ବିପଦକୁ ଦେଖି ମଣିଷ ଡରିଯାଏ। ବିପଦବେଳେ ଏମିତି ଭୟ ବୁଦ୍ଧି ଭ୍ରଷ୍ଟ କରିଦିଏ। ଆଉ ଥରେ ବୁଦ୍ଧି ହଜିଗଲେ ବିପଦ ତୁମ ଉପରେ ମାଡିବସେ ।
କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି।
ବାପାଙ୍କୁ ନେଇ ଥାନାରେ ପହଞ୍ଚିଲା କୁନି ପୁଅ, ହସି ହସି ଅଭିଯୋଗ ରଖିଲା ପୋଲିସ୍
ଜନବସତି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହେଲା ଋଷ ଯୁଦ୍ଧ ବିମାନ। ଆକାଶରେ ଉଡୁଥିବାବେଳେ ହଠାତ୍ ଧକ୍କା ଦେଇଥିଲା ଏକ ଆପାର୍ଟମେଣ୍ଟକୁ । ଦୁର୍ଘଟଣାରେ ଏକାଧିକ ଲୋକ ପ୍ରାଣ ହରାଇଛନ୍ତି।
ଅଣଗାନ୍ଧି ପରିବାରର ସଦସ୍ୟ ଆଗାମୀ ଦିନରେ ନୂଆ ସଭାପତି ହେବାକୁ ଯାଉଥିବା ବେଳେ ଥରୁରଙ୍କ ଟ୍ୱିଟ୍ ପରୋକ୍ଷରେ ସଭାପତି ପଦବୀକୁ ନେଇ ଉଠାଇଛି ପ୍ରଶ୍ନ
ଶରୀରକୁ ଏନର୍ଜି ଦେଇଥାଏ ବ୍ଲାକ୍ ୱାଟର୍ । ତେବେ ଅତ୍ୟଧିକ ବ୍ଲାକ୍ ୱାଟର ପିଇଲେ ବି ସମସ୍ୟା ବଢ଼ିଯାଏ ।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗତକାଲି ସିବିଆଇ ୯ ଘଣ୍ଟା ଧରି ଜେରା କରିବା ପରେ ସିସୋଦିଆ ଆଣିଛନ୍ତି ସାଂଘାତିକ ଅଭିଯୋଗ ।
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ୍ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼। ୫୦ ତମ ପ୍ରଧାନ ବିଚାରପତି ଭାବେ ସୋମବାର ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରେପଦୀ ମୁର୍ମୁ।
SC, ST, ESM and PWD ପ୍ରାର୍ଥୀଙ୍କ ପାଇଁ ହାରାହାରି ୫୦ ପ୍ରତିଶତ ମାର୍କର ଆବଶ୍ୟକ ନାହିଁ।
ବିଏମ୍ଡବ୍ଲୁ ଗାଡ଼ି ରକେଟ୍ ବେଗରେ ଯାଉଥିଲା । କଣ୍ଟା ୩୦୦ ଟପୁଥିଲା । ଟିକିଏ ସ୍ପିଡ୍ କମି ୨୩୦କୁ ଖସିଲା ବେଳକୁ ପାଖରେ ବସିଥିବା ଜଣେ ବ୍ୟକ୍ତି ଡ୍ରାଇଭରଙ୍କୁ ଟିହାଉଛି, ଆଉ ଟିକେ ସ୍ପିଡ୍ ବଢ଼ା ।
ତାଙ୍କ ପତ୍ନୀଙ୍କୁ ଏବେ ୮୯ ବର୍ଷ ଛୁଇଁଲାଣି । ସେ ମଧ୍ୟ ଏବେ ବି ନିଜର ବୃତ୍ତି ଛାଡ଼ିନାହାନ୍ତି । ସେ ଏବେ ବି ସାଇକୋନାଲିଷ୍ଟ ଭାବେ କାମ କରୁଛନ୍ତି ।
ଆମେ କହୁଛୁ ସେହି କ୍ଷମା ବିନ୍ଦୁଙ୍କ କଥା, ଯେଉଁ ମହିଳା ଦିନେ ନିଜକୁ ନିଜେ ବିବାହ କରି ହନିମୁନ୍ ଯାଇଥିଲେ । ଆଉ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା ।
ବିପଜ୍ଜନକ ପ୍ରଜାତିର କୁକୁର ରଖିଲେ ଦୁଇ ମାସ ଭିତରେ ପଞ୍ଜିକରଣ କରିବାକୁ ପଡ଼ିବ ।
ଶିକ୍ଷା ଅଧିକାରୀଙ୍କ ଅଫିସରେ ଶିକ୍ଷାର ଏ କି ଅବମାନନା ? ଏଠି ଯଦି ଶିକ୍ଷାର ଅବସ୍ଥା ଏମିତି ତେବେ ବାହାରେ କେମିତି ଚାଲିଥିବ ଶିକ୍ଷା ଦାନ ?
ଅନ୍ଧ ବାପା-ମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁଥିବା ଶ୍ରବଣକୁମାରର ସଂଘର୍ଷକୁ କେହି ହୁଏତ ଆଜି ପରୀ ରାଇଜର କାହାଣୀ ବୋଲି କହିପାରନ୍ତି। ହେଲେ ଆଜି ଆମେ ଆପଣଙ୍କୁ ସେଇ ଶ୍ରବଣକୁମାରଙ୍କ ସହ ଭେଟ କରାଇବୁ। ଏଇ ଶ୍ରବଣକୁମାର ବାପାମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁନି କାନ୍ଧରେ ବସାଇ ପାହାଡ଼ ଚଢୁଛି ।
ପୋଲିସ୍ ହାତରେ ବୈଶାଳୀଙ୍କ ଯେଉଁ ଡାଏରୀ ଲାଗିଛି, ସେଥିରେ ସେ ନିଜ ବାପା ଓ ମା’ଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଲେଖିଛନ୍ତି, ‘ ମୁଁ ଭଲ ଝିଅ ହୋଇପାରିଲିନି।’
ଖାଦ୍ୟ ଆମ ପାଇଁ କାହିଁକି ଦରକାର, ଆମ ଜୀବନରେ ଏହା କେତେ ମହତ୍ତ୍ୱପୂର୍ଣ୍ଣ ଏହା ସମସ୍ତେ ଜାଣନ୍ତି। ଆଉ ଏହା ମଧ୍ୟ ସମସ୍ତେ ଜାଣନ୍ତି ଯେ, ଖାଦ୍ୟ କେବଳ ଭୋକ ମେଣ୍ଟିବା କିମ୍ବା ପେଟ ପୂରିବା ପାଇଁ ଆମେ ଖାଇ ନଥାଉ । ଖାଦ୍ୟରୁ ହିଁ ଆମ ଶରୀରକୁ ଶକ୍ତି ମିଳିଥାଏ ।
ସ୍ୱପ୍ନରେ ସାପ ଦେଖିଲେ କି ସଙ୍କେତ ମିଳିଥାଏ ? ଶୁଭ ନା ଅଶୁଭ ? କି ପ୍ରକାର ସାପଙ୍କୁ ଦେଖିଲେ କି ଫଳ ମିଳିଥାଏ ?
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୪୦୦ ଟଙ୍କା ରହିଛି ।
ଚେନ୍ନାଇର ଜଣେ ବ୍ୟବସାୟୀ ତାଙ୍କର ଷ୍ଟାଫଙ୍କୁ ଏମିତି କିଛି ସର୍ପ୍ରାଇଜ୍ ଗିଫ୍ଟ ଦେଇଛନ୍ତି, ଯାହା ଜାଣିଲା ପରେ ଷ୍ଟାଫ୍ଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଛି। ସେ ତାଙ୍କର ଷ୍ଟାଫ୍ ଓ ସହଯୋଗୀଙ୍କୁ କାର୍ ଓ ବାଇକ୍ ଦେଇ ଏବେ ଚର୍ଚ୍ଚାରେ।
ଖାଦ୍ୟରେ ଅନୁୟମିତତା ଏବଂ ଆଧୁନିକ ଜୀବନଶୈଳା ଯୋଗୁଁ ଅନେକ ରୋଗ ସୃଷ୍ଟି ହୋଇଥାଏ । ଚର୍ବି, କୋଲେଷ୍ଟ୍ରଲ କିମ୍ବା ସୋଡିୟମ ହୃଦୟ ପାଇଁ ଅତ୍ୟନ୍ତ ଖରାପ ହୋଇଥାଏ । ତେଣୁ ହୃଦୟକୁ ସୁସ୍ଥ ରଖିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ।
ଏ କାହାଣୀ ଜଣେ ଆଇପିଏସ୍ ଅଫିସର୍ଙ୍କର ,ପିଲାଦିନର କାହାଣୀ ସେ ନିଜ ବହିରେ ବଖାଣିଛନ୍ତି ।