• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cji

Letter TO CJI
ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ହୀନ ଉଦ୍ୟମ; CJIଙ୍କୁ ୨୧ ଅବସରପ୍ରାପ୍ତ ବିଚାରପତିଙ୍କ ଚିଠି

ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଦୀପକ ବର୍ମା, କୃଷ୍ଣ ମୁରାରୀ, ଦୀନେଶ ମାହେଶ୍ୱରୀ ଏବଂ ଏମଆର ଶାହାଙ୍କ ସମେତ ପୂର୍ବତନ ବିଚାରପତିମାନେ କୋର୍ଟ ଏବଂ ବିଚାରପତିଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ କରିଛନ୍ତି। ପତ୍ରର ଶୀର୍ଷକ ‘ନ୍ୟାୟପାଳିକାକୁ ଅନାବଶ୍ୟକ ଚାପରୁ ମୁକ୍ତ କରିବାର ଆବଶ୍ୟକତା ରହିଛି’।

Euthanasia Appeal
ମହିଳା ବିଚାରପତିଙ୍କ ଇଛା ମୃତ୍ୟୁ ଆବେଦନକୁ ନେଇ ଚର୍ଚ୍ଚା

ମହିଳା ବିଚାରପତିଙ୍କ ଇଛା ମୃତ୍ୟୁ ଆବେଦନ। ଯୌନ ଉତ୍ପୀଡନର ଶିକାର ଉତ୍ତରପ୍ରଦେଶର ମହିଳା ବିଚାରପତି, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡଙ୍କୁ ଆତ୍ମହତ୍ୟା ଅନୁମତି ମାଗିବାକୁ ନେଇ ଚର୍ଚ୍ଚା।

DY Chandrachud, CJI
ଓଡ଼ିଶାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ପୁରୀ ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କଟକ ଜୁଡିସିଆଲ ଏକାଡେମୀରେ ହେବାକୁ ଥିବା ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପରଲେସ କୋର୍ଟ ସମ୍ମିଳନୀରେ ଯୋଗ ଦେବେ।

Supreme Court
ଫାଶିଦଣ୍ଡର ବିକଳ୍ପ ଖୋଜିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ‘ଫାଶି ବଦଳରେ ଅପେକ୍ଷାକୃତ କମ୍ ଯନ୍ତ୍ରଣାଦାୟକ ବିକଳ୍ପ ଖୋଜ’ ।

election commissioner
ନିର୍ବାଚନ କମିଶନ ଚୟନ ଲାଗି ପ୍ୟାନେଲ ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟିର ସୁପାରିସ ଆଧାରରେ ନିର୍ବାଚନ କମିଶନର ଚୟନ ଲାଗି କହିଛନ୍ତି ସର୍ବୋଚ୍ଚ କୋର୍ଟ ।

District Judges Reluctant To Grant Bail Due To Fear Of Being Targeted
କାହିଁକି ବେଲ୍ ଦେବାକୁ ଡରୁଛନ୍ତି ଜଜ୍‌ ?

ବାର କାଉନ୍ସିଲ୍ ଅଫ ଇଣ୍ଡିଆର କାର୍ଯ୍ୟକ୍ରମରେ କହିଲେ CJI । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ।

cji will take oath
ନଭେମ୍ବର ୯ରେ ସିଜେଆଇ ଭାବେ ଶପଥ ନେବେ ଜଷ୍ଟିସ୍ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼

 ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ୍ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼। ୫୦ ତମ ପ୍ରଧାନ ବିଚାରପତି ଭାବେ ସୋମବାର ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରେପଦୀ ମୁର୍ମୁ।

justice nagarathna
ଦେଶର ପ୍ରଥମ ମହିଳା CJI ହୋଇପାରନ୍ତି ଜଷ୍ଟିସ ବି ଭି ନାଗରତ୍ନା

ଆଗାମୀ ଦିନରେ ଜଷ୍ଟିସ ବି ଭି ନାଗରତ୍ନା ହୋଇପାରନ୍ତି ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି। ଏହି ସୂଚନା ବୁଧବାର ସାମ୍ନାକୁ ଆସିଛି।

 Chief Justice Of India NV Ramana
ସଂସଦରେ ବିନା ବିତର୍କରେ ପାରିତ ହେଉଛି ଆଇନ୍: ପ୍ରଧାନ ବିଚାରପତି

ସଂସଦରେ ଏମିତି ଆଇନ୍ ପାରିତ ହେଉଛି ଯେଉଁଥିରେ ବହୁତ ଦୁର୍ବଳତା ରହୁଛି। କେଉଁ ଉଦ୍ଦେଶ୍ୟରେ ଏଭଳି ଆଇନ୍ ତିଆରି ହେଉଛି ତାହା ସେ ଜାଣିପାରୁନଥିବା କହି ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମୟ ଥିଲା ସଂସଦର ଉଭୟ ଗୃହ ଓକିଲରେ ଭର୍ତ୍ତି ରହୁଥିଲେ।

CJI
’ଆଇନରେ ସ୍ପଷ୍ଟତାର ଅଭାବ’ : ସଂସଦରେ ଆବଶ୍ୟକ ତର୍କ ବିନା ‍‍ବିଲ୍ ପାସ ହେବା ନେଇ ଉଦବେଗ ପ୍ରକାଶ କଲେ ମୁଖ୍ୟ ବିଚାରପତି

ସୁପ୍ରିମକୋର୍ଟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଏନ.ଭି ରମଣା ସଂସଦୀୟ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରଧାନ ବିଚାରପତି ତାଙ୍କ ଅଭିଭାଷଣରେ କେବଳ ଗୃହରେ ଚାଲିଥିବା ହଙ୍ଗାମା ସମ୍ପର୍କରେ କାରଣରୁ ଆଲୋଚନା କରିନାହାଁନ୍ତି, ବରଂ ବିଲ୍ ପାସ୍ ପ୍ରକ୍ରିୟା ଚାଲିଥିବା ସଂସଦୀୟ ବିତର୍କ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି

pegasus snooping case
’ସାମାଜିକ ଗଣମାଧ୍ୟମରେ ପେଗାସସ୍ ବିବାଦ ନେଇ ତର୍କ ନହେଉ, ସିଷ୍ଟମ ଉପରେ ବିଶ୍ୱାସ ରଖନ୍ତୁ ଆବେଦନକାରୀ’

ଶୁଣାଣି ସମୟରେ କୋର୍ଟ ମଧ୍ୟ କିଛି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କିଛି ଆବେଦନକାରୀ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଯୁକ୍ତିତର୍କ କରୁଛନ୍ତି, ସମସ୍ତ ବିତର୍କ କୋର୍ଟରେ କରାଯିବା ଉଚିତ । ଆବେଦନକାରୀମାନେ ସୋସିଆଲ ମିଡିଆରେ ନିଜେ ଯୁକ୍ତି କରିବାକୁ ଚାହୁଁଥିଲେ, ଏହା ସେମାନଙ୍କ ଉପରେ ନିର୍ଭର କରେ