• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Education Department

Education
ଅଧ୍ୟାପକଙ୍କ ପାଠ ପଢାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ

ଅଧ୍ୟାପକଙ୍କ ପାଠ ପଢାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ଅନଲାଇନ୍‌ ଫିଡବ୍ୟାକ୍‌ ବ୍ୟବସ୍ଥାରେ ଉଚ୍ଚଶିକ୍ଷା ବିଭାଗକୁ ଅଭିଯୋଗ

School
ସବୁ ସ୍କୁଲର ପିଲା ଘର ଭିତରେ ବସୁଛନ୍ତି, ଆମେ କାହିଁକି ବାହାରେ ବସିବୁ ? ୫-ଟିର ଗୁମର ଖୋଲିଦେଲେ ସ୍କୁଲ ପିଲା

ସ୍କୁଲ ଭିତ୍ତିଭୂମିକୁ ସୁଦୃଢ କରିବାକୁ ଫାଇଭ-ଟିରେ ସ୍କୁଲକୁ ସାମିଲ କରାଗଲା। ହେଲେ ସ୍ଥିତିରେ କୌଣସି ସୁଧାର ଆସିନି। ଏମିତିକି ଅନ୍ୟ ସ୍କୁଲର ପିଲାମାନେ ଭଲରେ ପଢୁଛନ୍ତି। ଆମେ କାହିଁକି ବାରଣ୍ଡାରେ ବସିବୁ? ଖରା ବର୍ଷାରେ ପାଠ ପଢିବୁ ବୋଲି ପ୍ରଶ୍ନ କଲେଣି ସ୍କୁଲ ପିଲା।

Sunny leone photo on admit card of Karnataka teacher Examination
ଛାତ୍ରୀଙ୍କ ଆଡ୍‌ମିଟ୍ କାର୍ଡରେ ସନ୍ନୀ ଲିଓନ୍‌ଙ୍କ ଅଶ୍ଳୀଳ ଫଟୋ

ସରକାରୀ ଶିକ୍ଷକ ନିଯୁକ୍ତି ପରୀକ୍ଷା ନେଇ ଆସିଲା ଆଡ୍‌ମିଟ୍ କାର୍ଡ। କିନ୍ତୁ ଯୁବତୀଙ୍କ ହୋସ୍ ଉଡିଗଲା ଫଟୋ ଦେଖି। ଏଥିରେ ତାଙ୍କ ଫଟୋ ନଥିଲା, ଥିଲା ବ୍ଲୁ ଫିଲ୍ମ ଷ୍ଟାର୍ ସନ୍ନୀ ଲିଓନଙ୍କ ଅଶ୍ଳୀଳ ଫଟୋ। ଏହା ପରେ ରାଜନୀତି ମହଲରେ ଖେଳିଯାଇଛି ବିସ୍ଫୋରଣ।

Spelling error in BEO Office
ଶିକ୍ଷା ଅଧିକାରୀଙ୍କ ଅଫିସରେ ଭାଷାର ଅବମାନନା: ସୂଚନାଫଳକରେ ହାସ୍ୟାସ୍ପଦ ତ୍ରୁଟି

ଶିକ୍ଷା ଅଧିକାରୀଙ୍କ ଅଫିସରେ ଶିକ୍ଷାର ଏ କି ଅବମାନନା ? ଏଠି ଯଦି ଶିକ୍ଷାର ଅବସ୍ଥା ଏମିତି ତେବେ ବାହାରେ କେମିତି ଚାଲିଥିବ ଶିକ୍ଷା ଦାନ ?

OSSC aspirants
OSSC ପରୀକ୍ଷାରେ ଦୁର୍ନୀତିର ଗନ୍ଧ ବାରିଲେ ଆଶାୟୀ

ଆବଶ୍ୟକ ପଡ଼ିଲେ ବିରଞ୍ଚିଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ଏସ୍‌ପି ଆର. ପ୍ରକାଶ ସୂଚନା ଦେଇଛନ୍ତି। ଭିଜିଲାନ୍ସ ଚଢାଉ ବେଳେ କଟକ ଓ ଭୁବନେଶ୍ୱରରେ ବିରଞ୍ଚିଙ୍କ କୋଟି କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ଦେଢ଼ କିଲୋ ଓଜନର ସୁନା ଅଳଙ୍କାର ସହ ନଗଦ ୨୫ ଲକ୍ଷ ଟଙ୍କା, ୧୪ଟି ପ୍ଲଟ ଏବଂ ୨ଟି ଦୁଇ ତାଲା ଘର ସମେତ ୪ଟି କୋଠା ଠାବ କରିଥିଲା ଭିଜିଲାନ୍ସ