• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Mental Illness Not Just Impacts The Mind, But Also The Heart
ମାନସିକ ଅଶାନ୍ତିରେ ରହୁଛନ୍ତି କି? କ’ଣ ଏହାର ପରିଣାମ.. ଆସିଲା ନୂଆ ତଥ୍ୟ…

ମାନସିକ ଅଶାନ୍ତି ଖାଲି ମନ ଉପରେ ପ୍ରଭାବ ପକାଏ ନାହିଁ, ଏହା ହୃଦୟ ଉପରେ ବି ପ୍ରଭାବ ପକାଏ। ଏପରିକି ହାର୍ଟ ଫେଲ୍ୱରର ବି ସମ୍ଭାବନା ଥାଏ। ଜାଣନ୍ତୁ କ’ଣ କହୁଛି ନୂଆ ଅନୁସନ୍ଧାନ।

India
T20 World Cup: ଭାରତ-ପାକ୍‌ ମ୍ୟାଚ୍‌, ଶେଷ ଓଭର ସାଜିଥିଲା ଟର୍ଣ୍ଣିଂ ପଏଣ୍ଟ

କେଏଲ୍‌ ରାହୁଲ ଆରମ୍ଭରୁ ୮ ଟି ବଲ୍‌ ଖେଳି ୪ ରନ୍‌ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ରୋହିତ ଶର୍ମା ମଧ୍ୟ ଫ୍ଲପ୍‌ ହୋଇଥିଲେ ।  

Special story
ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ! କ୍ଲାସରୁମରେ ବିଧା, ଗୋଇଠା ବର୍ଷା

ପିଲାଙ୍କ ସମ୍ମୁଖରେ ମାଡ଼ ହେଲେ ଦୁଇ ଦିଦି, କମ୍ପିଲା ବିଦ୍ୟାଳୟ ।

Brahmastra part one shiva is releasing on ott platform
OTT ଦୁନିଆରେ ପ୍ରବେଶ କଲା 'ବ୍ରହ୍ମାସ୍ତ୍ର: ଶିବା'

ରଣବୀର କପୁର ଓ ଆଲିଆ ଭଟ୍ଟ ଅଭିନୀତ 'ବ୍ରହ୍ମାସ୍ତ୍ର: ଶିବା' ଓଟିଟି ଦୁନିଆରେ ପ୍ରବେଶ କରିଛି। ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରୁ ନିଜ ପସନ୍ଦର ଭାଷା ଚୟନ କରି ଦର୍ଶକମାନେ ଏହାକୁ ଦେଖିପାରିବେ। ନଭେମ୍ବର ୪, ୨୦୨୨ ରେ ଏହା ବଡ ପରଦାରେ ରିଲିଜ୍ ହୋଇଥିଲା।

Here are 8 Safety Tips for Diwali
ଦୀପାବଳିକୁ ସୁରକ୍ଷିତ କରିବାକୁ ମାନନ୍ତୁ ଏହି ୮ ନିୟମ

ଦୀପାବଳିକୁ ଉପଭୋଗ କରିବା ପାଇଁ ସମସ୍ତେ ବାଣ ଫୁଟାନ୍ତି। ଏହି ଦିନ ଫୁଲଝରୀ, ଆକାଶ ଗୁଳି ଏବଂ ଅନ୍ୟାନ୍ୟ ବାଣ ସହିତ ଅନେକ ଆତସବାଜି ହୋଇଥାଏ। କିନ୍ତୁ କେତେକ ଅସାବଧାନତା ଦୁର୍ଘଟଣାର କାରଣ ହୋଇଥାଏ। ଏହିସବୁ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହି ୮ ନିୟମ ଉପରେ ନଜର ପକାନ୍ତୁ।

Minister Slaped Woman
ମନ୍ତ୍ରୀଙ୍କଠୁ ଚାପୁଡ଼ା ଖାଇବା ପରେ ବି ପାଦ ଛୁଇଁ ଆଶୀର୍ବାଦ ମାଗିଲେ

ରାଗିଗଲେ ମନ୍ତ୍ରୀ। ଦେଖାଇଲେ ଦବଙ୍ଗଗିରି ! ଗୁହାରି କହିବାକୁ ଆସିଥିବା ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ମାରିଲେ ଚାପୁଡା।

Rajiv Gandhi Foundation
'ରାଜୀବ ଗାନ୍ଧୀ ଫାଉଣ୍ଡେସନ'ର FCRA ଲାଇସେନ୍ସ ବାତିଲ, ହୋଇପାରେ ସିବିଆଇ ଯାଞ୍ଚ

ଗାନ୍ଧୀ ପରିବାର ସହ ଜଡିତ ଏକ ସଂସ୍ଥା ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

Xi Jinping
ଇତିହାସ ରଚିଲେ ଜିନ୍‌ପିଙ୍ଗ୍‌ ! ତୃତୀୟ ଥର ପାଇଁ ହେଲେ ଚୀନ୍‌ର ସର୍ବେସର୍ବା

କ୍ଷମତାଶାଳୀ ନେତା ଜିନ୍‌ପିଙ୍ଗ (Xi Jinping)ଙ୍କ ଉପରେ ତୃତୀୟ ଥର ପାଇଁ ଚୀନ୍‌ କମାଣ ।

Nurse Tied And Gang-Raped At Health Centre
ଡାକ୍ତରଖାନାରେ ଅଭାବନୀୟ ଘଟଣା: ନର୍ସଙ୍କ ହାତ, ଗୋଡ଼ ବାନ୍ଧି ଗଣଦୁଷ୍କର୍ମ !

ନର୍ସଙ୍କ ହାତ, ଗୋଡ଼ ବାନ୍ଧି ଗଣଦୁଷ୍କର୍ମ ! ଅପରାହ୍ଣ ୨ଟା ସମୟରେ ନର୍ସଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତମାନେ ସ୍ୱାସ୍ଥ୍ୟକେନ୍ଦ୍ର ଭିତରକୁ ପଶି ନର୍ସଙ୍କ ତଣ୍ଟି ଚିପି ଥିଲେ। ଏହାପରେ ନର୍ସଙ୍କୁ ବାନ୍ଧି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

Prabhas has more than rs 1200 crore riding on his films
ଦୁଇ ଫ୍ଲପ୍ ଫିଲ୍ମ ପରେ ବି ପ୍ରଭାସଙ୍କ ହାତରେ ରହିଛି ୧୨୦୦ କୋଟିରୁ ଅଧିକ ଟଙ୍କାର ଫିଲ୍ମ

ଆଜିକାଲି ପାନ୍‌ ଇଣ୍ଡିଆ ସୁପର୍‌ଷ୍ଟାର୍ ପ୍ରଭାସ୍‌ଙ୍କ ଡିମାଣ୍ଡ କହିଲେ ନସରେ। ତାଙ୍କୁ ଏବେ ସବୁ ନିର୍ମାତା ନେବାକୁ ଇଛା କରୁଛନ୍ତି। ଏହା ଭିତରେ ସେ ୨ଟି ଫ୍ଲପ୍‌ ଫିଲ୍ମ ଦେଇଥିଲେ ବି ତାଙ୍କ ଉପରେ ଏହାର କୌଣସି ଫରକ ପଡିନି। ଏବେ ବି ତାଙ୍କ ହାତରେ ୧୨୦୦ କୋଟିରୁ ଅଧିକ ବଜେଟ୍‌ର ଫିଲ୍ମ ଅଛି। ଜାଣନ୍ତୁ କ’ଣ ସବୁ…

IND vs PAK
ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌; ଟସ୍‌ ଜିତି ଭାରତର ବୋଲିଂ

ମେଲବର୍ଣ୍ଣରେ ଖେଳାଯିବ ଭାରତ-ପାକିସ୍ତାନ ICC ଟି-୨୦ ବିଶ୍ୱକପ୍ ମୁକାବିଲା । ପାକିସ୍ତାନ ବିପକ୍ଷରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ଭାରତ ।

Elon Musk Plans To Fire 75% Employees After Buying Twitter
ଟ୍ୱିଟରରୁ ୭୫% କର୍ମଚାରୀଙ୍କୁ ଛଟେଇ ପାଇଁ ଏଲନ ମସ୍କଙ୍କ ଯୋଜନା ! CEO ମଧ୍ୟ ବିଦା ହୋଇପାରନ୍ତି

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ଟ ଟ୍ୱିଟର(Twitter) ଯଦି ସମ୍ପୂର୍ଣ୍ଣ ଭାବେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କ(Elon Musk)ଙ୍କ ଅଧିନକୁ ଚାଲିଯାଏ, ତା’ହେଲେ ଅଧିକାଂଶ କର୍ମଚାରୀଙ୍କ ଚାକିରି ଚାଲି ଯିବାର ବିପଦ ରହିଛି।

Namaz Offering
ଟ୍ରେନ୍‌ର ଭିତରେ କିଏ କାହିଁକି ପଢିଲା ନମାଜ ? ଭିଡିଓ ଭା‌ଇରାଲ୍‌…

ଆପଣ ଟ୍ରେନରେ ଯିବା ବେଳେ ଏମିତି ଦୃଶ୍ୟ ନିଶ୍ଚୟ ଦେଖିଥିବେ। ନମାଜ ସମୟ ହେଲେ ମୁସଲିମ୍ ସଂପ୍ରଦାୟର ବ୍ୟକ୍ତି ନିଜ ସିଟ ପାଠରେ ନମାଜ ପାଠ କରିଥାନ୍ତି। ହେଲେ ଏ ଦୃଶ୍ୟ ଟିକେ ନିଆରା। ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ବାଟ ଓଗାଳି ଏହି କିଛି ସଂଖ୍ୟାଲଘୁ ନମାଜ ପଢିବାକୁ ନେଇ ବିବାଦ ମୁଣ୍ଡ ଟେକିଛି। କଥା ଯାଇ ପହଂଚିଛି ରେଳବାଇ ସୁରକ୍ଷା ବୋର୍ଡ ନିକଟରେ...

PM Modi
ଖେଚୁଡ଼ି ରାନ୍ଧିଲେ ଶ୍ରମିକ, ମୋଦି ଖାଇଲେ...ଟିଣ ଘରେ ରାତି କାଟିଲେ

କେଦାରନାଥ ଓ ବଦ୍ରିନାଥ ମନ୍ଦିର ଗସ୍ତରେ ଯାଇ ୩ ହଜାର ୪ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ସମୁଦ୍ରତଟରୁ ୧୧,୩୦୦ ଫୁଟ୍‌ ଉଚ୍ଚତାରେ ରହିଥିବା ଭାରତୀୟ ସେନା କ୍ୟାମ୍ପରେ ରାତି କଟାଇଛନ୍ତି ।

Conman Sukesh Chandrasekhar Write Letter From Jail
ଜେଲ୍‌ରେ ଥାଇ ଚିଠି ଲେଖିଲେ ମହାଠକ ସୁକେଶ- ‘ଜ୍ୟାକଲିନ୍‌ ମୋଠୁ କେବଳ ଭଲ ପାଇବା ଚାହୁଁଥିଲେ ଆଉ...’

ଜେଲ୍‌ ଭିତରେ ଥାଇ ମହାଠକ ସୁକେଶ ନିଜ ଓକିଲଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ଜ୍ୟାକଲିନ୍‌ଙ୍କୁ ନେଇ ସେ ବଡ଼ ଖୁଲାସା କରିଛନ୍ତି। 

Chandrayan-3
ଆସନ୍ତାବର୍ଷ ଜୁନ୍‌ରେ ଚନ୍ଦ୍ରାୟଣ-୩ ମିଶନ !

ଚନ୍ଦ୍ରାୟଣ-୨ ମିଶନ୍ ଫେଲ୍ ମାରିଥିବାରୁ ଚନ୍ଦ୍ରାୟଣ-୩ ମିଶନରେ ଅନେକ ପରିବର୍ତ୍ତନ ଅଣାଯାଇଛି ।

Ayodhya Deepotsav
ଭବ୍ୟ ହେବ ଅଯୋଧ୍ୟାରେ ଦୀପୋତ୍ସବ; ୧୮ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେବ ରାମ ଜନ୍ମଭୂମି

ଗତ ୫ ବର୍ଷ ହେଲା ଅଯୋଧ୍ୟାରେ ଦୀପୋତ୍ସବର ଆୟୋଜନ ହୋଇ ଆସୁଛି । କେବଳ ନଦୀ ଘାଟରେ ଥିବା ରାମ କି ପୌଡିରେ ଏଥର ୧୮ ଲକ୍ଷ ଦୀପ ଜାଳିବାକୁ ବ୍ୟବସ୍ଥା କରାଯାଇଛି ।

4 Killed As Bus Collided With Dumper On Lucknow Expressway
ଦୀପାବଳି ପୂର୍ବରୁ ପୁଣି ଅକାଳରେ ଗଲା ଜୀବନ, ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା

୪୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସ୍ଲିପର୍‌ ବସ୍‌ଟି ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେର ଚ୍ୟାନେଲ୍‌ ନଂ ୧୦୩ ଓ ୧୦୪ ମଧ୍ୟ ଦେଇ ଯାତ୍ରା କରୁଥିଲା। ଏହି ସମୟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଡମ୍ପରକୁ ପଛପଟୁ ଧକ୍କା ଦେଇଥିଲା।

today panchang
Today Panchang 23rd Oct 2022 : ଜାଣନ୍ତୁ ଆଜିର ପଞ୍ଚାଙ୍ଗ ଓ ଶୁଭ ମୁହୂର୍ତ୍ତ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Deep Depression Over East Central Bay of Bengal
ବାତ୍ୟା ଲ୍ୟାଣ୍ଡ୍‌ଫଲ୍‌ ବେଳେ ଘଣ୍ଟା ପ୍ରତି ୧୦୦ କି.ମି. ବେଗରେ ପବନ ବହିବ, ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷିବ !

ଗତକାଲିର ଅବପାତ ଘନୀଭୂତ ହୋଇ ଆଜି ସକାଳେ ଗଭୀର ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି।

IND vs PAK
ମେଲବର୍ଣ୍ଣରେ ହାଇଭୋଲଟେଜ୍‌ ମ୍ୟାଚ୍‌; ପାକିସ୍ତାନକୁ ମାତ୍‌ ଦେଇ ବିଜୟ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ତିଆ

ମେଲବର୍ଣ୍ଣରେ ଆଜି ମହାମୁକାବିଲା । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଇଣ୍ତିଆ-ପାକିସ୍ତାନ ମଧ୍ୟରେ ହେବ ବ୍ଲକ୍‌ବଷ୍ଟର ମ୍ୟାଚ୍‌ ।