ଆଜିର ଦୁନିଆରେ ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେଉଛନ୍ତି । ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ଉଦ୍ୟମ କରୁଛନ୍ତି ।
ଶରୀରକୁ ଏନର୍ଜି ଦେଇଥାଏ ବ୍ଲାକ୍ ୱାଟର୍ । ତେବେ ଅତ୍ୟଧିକ ବ୍ଲାକ୍ ୱାଟର ପିଇଲେ ବି ସମସ୍ୟା ବଢ଼ିଯାଏ ।
ବ୍ଲାକ୍ ୱାଟରରେ ମିନେରାଲସ୍ ଥିବାରୁ ଏହାର ଚାହିଦା ବଢ଼ି ବଢ଼ି ଚାଲିଛି । ମଲାଇକା, ଉର୍ବଶୀ, କରନ ଜୋହର, ଗୌରୀ ଖାନ୍ ପିଉଛନ୍ତି ବ୍ଲାକ ୱାଟର ।