• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Delhi Assembly Poll Results

Delhi Assembly Election
Reasons Behind BJP's Victory in Delhi: ଦିଲ୍ଲୀରେ ବିଜେପି ଜିତିବା ଓ ଆପ ହାରିବାର ୩ ପ୍ରମୁଖ କାରଣ କହିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ହିସାବରେ ଲୋକଙ୍କ ପାଖକୁ ଯିବା ସମୟରେ କେଜ୍ରିୱାଲଙ୍କ ପ୍ରତି ଆକ୍ରୋଶକୁ ଆମେ ଅନୁଭବ କରିଥିଲୁ ।

Arvind Kejriwal Political Career
Arvind Kejriwal Political Career: ଫେଲ୍ ହୋଇଗଲା କେଜ୍ରିୱାଲଙ୍କ ଦିଲ୍ଲୀ ମଡେଲ୍, କ'ଣ ହେବ କେଜ୍ରିୱାଲଙ୍କ ଭବିଷ୍ୟତ?

ଗୋଟିଏ ଦଶନ୍ଧିର ଖେଳ ଶେଷ ହୋଇଛି । ଯେଉଁଠି ଉତ୍ଥାନ, ସେଇଠି ପତନ ହୋଇଛି । ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ଗଡ଼ ଆଜି ଧୂଳିସାତ୍ ହୋଇଥିବା ବେଳେ, ଖୋଦ୍ କେଜ୍ରିୱାଲଙ୍କୁ ବି ମାତ୍ ଖାଇବାକୁ ପଡ଼ିଛି ।

Arvind Kejriwal Troll In Social Media
Arvind Kejriwal Video Viral: କୁହାଳିଆ କେଜରିୱାଲଙ୍କ ଭିଡିଓ ହେଲା ଭାଇରାଲ,ଟ୍ରୋଲ୍‌ କଲେ ସୋସିଆଲ ମିଡ଼ିଆ ୟୁଜର

ଅତ୍ୟଧିକ ଗର୍ବ ଏବଂ ମାତ୍ରାଧିକ ମିଛ ଯେ ମହଙ୍ଗା ପଡିଥାଏ । ଏହା କେଜରିୱାଲଙ୍କ କ୍ଷେତ୍ରରେ ଶତ ପ୍ରତିଶତ ସତ ପ୍ରମାଣିତ ହୋଇଛି । ଏ ସମ୍ପର୍କରେ ଚେତେଇ ଦେବା ପାଇଁ ସୋସିଆଲ ମିଡ଼ିଆ ୟୁଜର କେଜରିୱାଲଙ୍କ ବିଭିନ୍ନ ପୁରୁଣା ଭିଡିଓ ପୋଷ୍ଟ କରି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟ୍ରୋଲ୍‌ କରୁଥିବା ଦେଖିବାକୁ ମିଳୁଛି ।

Delhi Election Results 2025
Delhi Elections Results: ରାତି ପାହିଲେ ହେବ ହିସାବ ନିକାସ, କିଏ ଦଖଲ କରିବ ଦିଲ୍ଲୀ ସିଂହାସନ ?

ଦୀର୍ଘ ୨୭ ବର୍ଷ ପରେ ସତ ହେବାକୁ ଯାଉଛି କି ବିଜେପିର ଦିଲ୍ଲୀ ଦଖଲ ସ୍ବପ୍ନ ? ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ହାଇ ଭୋଲଟେଜ୍ ଲଢେଇ ପରେ ଅଧିକାଂଶ ଏକଜିଟ୍ ପୋଲ ବିଜେପିକୁ ଥମ୍ସ ଅପ୍ ଦେଇଛନ୍ତି । ୧୩ଟି ଏକଜିଟ୍ ପୋଲ ଫଳାଫଳରୁ ସର୍ବାଧିକ ୧୦ଟି ବିଜେପି ସପକ୍ଷରେ ଯାଇଥିବାରୁ ଏଥର ଦିଲ୍ଲୀରେ ପଦ୍ମ ଫୁଟିବା ଆଶାରେ ବିଜେପି ।