ବାରବାଟୀରେ ଅନ୍ଧାର କଳଙ୍କ । କ୍ରିକେଟ୍ ଭଳି ଲୟର ଖେଳରେ ଅଧଘଣ୍ଟା ଧରି ଫ୍ଲଡ୍ ଲାଇଟ୍ ଗୁଲ୍ । ଲଜ୍ଜିତ ଓସିଏ, ଅନ୍ତର୍ଜାତୀୟ କ୍ରିକେଟରେ ନିନ୍ଦିତ ଓଡ଼ିଶା ।
ମ୍ୟାଚ୍ ଦେଖିବାକୁ ସକାଳୁ ସକାଳୁ ଷ୍ଟାଡିୟମ ଭିତରେ ଓ ବାହାରେ ଲାଗିଛି ଖଚାଖଚ ଭିଡ଼। ପ୍ରିୟ ଖେଳାଳିଙ୍କୁ ଚିୟର ଅପ୍ ପାଇଁ ଦର୍ଶକ ମୁହଁରେ ରଙ୍ଗ ଲଗାଇ ଏବ ଟିମ୍ ଇଣ୍ଡିର ଜର୍ସି ପିନ୍ଧି ପ୍ରସ୍ତୁତ ରହିଛନ୍ତି ଫ୍ୟାନ୍ ଓ ଦର୍ଶକ।
ପ୍ରାୟ ୬ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଏକ ODI ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ଏପରି ପରିସ୍ଥିତିରେ, ସମସ୍ତଙ୍କ ନଜର ବାରବାଟୀର ପିଚ୍ ଉପରେ ରହିଛି।
ଆଜିର ମ୍ୟାଚ୍ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି। ଦିନ ୧୧ଟାରେ ଖୋଲିବ ବାରବାଟୀ ଷ୍ଟାଡ଼ିୟମ ଗେଟ୍। ଷ୍ଟାଡ଼ିୟମ ଭିତରକୁ ପାଣିବୋତଲ୍, ଫଳ, ଖାଦ୍ୟ ସାମଗ୍ରୀ, ହେଲମେଟ୍, ଲାଠି, ଲାଇଟର୍ କିମ୍ବା ଦିଆସିଲି ଭଳି ସାମଗ୍ରୀ କେହି ନେଇପାରିବେ ନାହିଁ।
ନେଟ୍ ପ୍ରାକ୍ଟିସ୍ ବେଳେ ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ନାହିଁନଥିବା କ୍ରେଜ୍ ଏବଂ ଅସମ୍ଭବ ଭିଡ଼ । ଆଉ ସେମାନଙ୍କ ଚିୟର ଅପ୍ କରିବାକୁ ଷ୍ଟାଡ଼ିୟମରେ ଖଚାଖଚ୍ ଭିଡ଼ । କାଲିର ମ୍ୟାଚ୍ ପୂର୍ବରୁ ମ୍ୟାଚ୍ର ଭ୍ରମ ସୃଷ୍ଟି କରିଛି ଆଜିର ଖଚାଖଚ୍ ଭରା ଷ୍ଟାଡ଼ିୟମ ।
ବାରବାଟୀ ଟିକେଟ୍ କଳାବଜାରୀର ଭିଡ଼ିଓ ଭାଇରାଲ। ସବୁ ଗ୍ୟାଲେରୀର ଟିକେଟ୍ ଆଭେଲେବଲ। ମୋଟା ଅଙ୍କର ପଇସା ଦିଅନ୍ତୁ ଟିକେଟ ନେଇ ଘରକୁ ଯାଆନ୍ତୁ।
ମ୍ୟାଚ ପୂର୍ବରୁ ଆଜି ସକାଳେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି। ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ୍ ସୁନ୍ଦର ଓ ଅକ୍ଷର ପଟେଲ୍ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି।
ଦିନକ ପରେ ବାରବାଟୀ ବ୍ୟାଟେଲ୍...ସୁପର ସଣ୍ଡେରେ ହେବ ସୁପର୍ ସୋ’...ଇଂଲଣ୍ଡ-ଇଣ୍ଡିଆ ଦିନିକିଆରେ ଉଡ଼ିବ ଚୌକା ଛକ୍କା...ଫ୍ୟାନଙ୍କ ଉପସ୍ଥିତିରେ ଗର୍ଜିବ କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମ ।
ଛାତିରେ ବିରାଟ କୋହଲିଙ୍କ ଫଟୋର ଟାଟୁ । ପିଠିରେ ଜର୍ସି ନମ୍ବର ସହ ରହିଛି ବିରାଟଙ୍କ ନାଁ । ଆଉ ବିରାଟ କୋହଲିଙ୍କ ନାଁର ଠିକ୍ ତଳେ ଇଂରାଜୀରେ ଲେଖା ରହିଛି Greatest Of All Time ।
ବିମାନ ବନ୍ଦରରେ ଟିମ୍ ଇଣ୍ଡିଆ ଖେଳାଳି ପହଞ୍ଚିବା ପରେ ନିଜର ପସନ୍ଦର ଖେଳାଳିଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ବେଶ୍ ଭିଡ଼ ଜମିଥିଲା । ନିଜ ପସନ୍ଦର ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ବିମାନ ବନ୍ଦର ପରିସରରେ ଅପକ୍ଷେ କରିଥିଲେ ଦର୍ଶକ ।
ଏୟାରପୋର୍ଟଠୁ ହୋଟେଲ୍ ଏବଂ କାଲି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ ସହିତ ରବିବାର ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଛି କମିଶନରେଟ୍ ପୋଲିସ । ଖେଳାଳିମାନେ ଭୁବନେଶ୍ବରରୁ କଟକ ଯିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ବାରବାଟୀରେ ମୋଟ ୧୯ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯାଇଛି । ଏହାମଧ୍ୟରୁ ୧୭ଟି ମ୍ୟାଚ୍ ଖେଳିଛି ମେନ୍ ଇନ୍ ବ୍ଲୁ ଓ ୧୩ଟିରେ ବିଜୟୀ ହୋଇଛି ।
ଆଜି ସନ୍ଧ୍ୟା ସୁଦ୍ଧା ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍ର ସମସ୍ତ ଟିକେଟ୍ ବିକ୍ରି ହୋଇସାରିଛି ।
ଇଣ୍ଡିଆ-ଇଂଲଣ୍ଡ ଫାଇଟ୍ ପୂର୍ବରୁ ବାରବାଟୀରେ କ୍ରିକେଟ୍ ଫ୍ୟାନଙ୍କ ଟିକଟ ଲଢ଼େଇ...ସାଂଘାତିକ ସ୍ଥିତି...ଚରମ ଅବ୍ୟବସ୍ଥା....ଜୀବନକୁ ପାଣି ଛଡ଼ାଇ ଧାଡ଼ିବାନ୍ଧିଥିବା କ୍ରିକେଟ ପ୍ରେମୀଙ୍କ ଅବସ୍ଥା ବେହାଲ ।
ତେବେ ସନ୍ଧ୍ୟା ୬ଟାରେ ଟିକେଟ୍ କାଉଣ୍ଟର ବନ୍ଦ ହୋଇଯିବାରୁ ସେଠାରେ ଉପସ୍ଥିତ ଥିବା ଲୋକ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି । ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେବା ପରେ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି ଲୋକେ ।
ଆସନ୍ତା ଫେବୃଆରୀ ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଦଳ । ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ତାରକା ହୋଟେଲରେ ଦୁଇ ଦଳ ରହିବା ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି ।
ଖବର ଏବେ ବାରବାଟୀରୁ। ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅନଲାଇନ୍ ଏବଂ ଓସିଏ ଅନୁବନ୍ଧିତ ସଂସ୍ଥାଙ୍କୁ ଟିକେଟ୍ ବିକ୍ରି ସରିବା ପରେ ସାଧାରଣଦର୍ଶକଙ୍କ ପାଇଁ କାଲିଠୁ କାଉଣ୍ଟରରେ ଟିକେଟ୍ ବିକ୍ରି। ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସବୁଠୁ ବଡ଼ କଥା ହେଉଛି, ଏଥର ପ୍ରଥମ ଥର ରାଜ୍ୟର ସ୍ବନାମଧନ୍ୟ ବ୍ୟକ୍ତିବିଶେଷଙ୍କୁ ମ୍ୟାଚ୍ ଦେଖିବାର ସୁଯୋଗ ଦେବାକୁ ଲିଜେଣ୍ଡ୍ରି ଲାଉଞ୍ଜର ବ୍ୟବସ୍ଥା କରିଛି ଓସିଏ।...
ଫେବ୍ରୁଆରୀ ୯ରେ ମ୍ୟାଚ୍ ହେବାକୁ ଥିବା ବେଳେ ୨ ତାରିଖରେ ଅନଲାଇନରେ ଟିକେଟ୍ ବିକ୍ରି ହେବ । ୨ ତାରିଖରେ ଅନଲାଇନରେ ୪ ହଜାର ଟିକେଟ୍ ବିକ୍ରି ହେବ ।
ମୁଖ୍ୟମନ୍ତ୍ରୀ ବାରବାଟୀରେ ହେବାକୁ ଥିବା ଇଂଲଣ୍ଡ-ଭାରତ ୱାନ୍ ଡେ ପାଇଁ ପ୍ରଥମ ଟିକେଟ କିଣିଛନ୍ତି। ଅନ୍ୟପଟେ ଓସିଏ ପକ୍ଷରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ନିମନ୍ତ୍ରଣ କରାଯାଇଛି ।