• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kshama Bindu

Kshama Bindu
କରୱା ଚୌଥ୍‌ରେ ଉପବାସ ଭାଙ୍ଗିଲେ ନିଜକୁ ନିଜେ ବାହା ହୋଇଥିବା କ୍ଷମା ବିନ୍ଦୁ

ଆମେ କହୁଛୁ ସେହି କ୍ଷମା ବିନ୍ଦୁଙ୍କ କଥା, ଯେଉଁ ମହିଳା ଦିନେ ନିଜକୁ ନିଜେ ବିବାହ କରି ହନିମୁନ୍ ଯାଇଥିଲେ । ଆଉ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା ।

Special story
ହନିମୁନରେ ଗୋଆ ଯିବେ କ୍ଷମା ବିନ୍ଦୁ : କେଉଁ କେଉଁ ସ୍ଥାନ ବୁଲିବେ ପ୍ରସ୍ତୁତ ହୋଇସାରିଛି ତାଲିକା

ନିଜକୁ ନିଜେ ବିବାହ କରିଥିବା କ୍ଷମା ବିନ୍ଦୁ ଏବେ ହନିମୁନ୍‌ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

Special story
ଦେଶରେ ପ୍ରଥମ : ନାଲି ଲେହଙ୍ଗା ପିନ୍ଧି ମଥାରେ ସିନ୍ଦୂର ନାଇ ନିଜକୁ ନିଜେ ବିବାହ କଲେ କ୍ଷମା

କ୍ଷମାଙ୍କ ଜିଦ୍‌ ରହିଲା । ନିଜକୁ ନିଜେ ବିବାହ କଲେ ବଡ଼ୋଦରାର କ୍ଷମା ।

Gujarat Girl Kshama Bindu To Marry Herself
ନିଜ ସହ ନିଜେ ୭ ଫେରା ନେବେ କ୍ଷମା, ହେଲେ ମନ୍ଦିରରେ ବିବାହ ପାଇଁ ମିଳିବନି ଅନୁମତି !

ହୋମ ନିଆଁ ଜଳିବ, ୭ ଫେରା ନେବେ। ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ହେବ। ହେଲେ ନା ଏହି ବିବାହରେ ବର ରହିବ ନା କେହି ବରଯାତ୍ରୀଙ୍କୁ ଦେଖିବାକୁ ମିଳିବ।