ଶଶି ଥରୁରଙ୍କୁ ମାତ୍ର ୧୦୭୨ ଭୋଟ୍ ମିଳିଥିବା ସୂଚନା
NCB ଭିଜିଲାନ୍ସ ଟିମ୍ର ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା । ୮ NCB ଅଧିକାରୀ ଜାଣିଶୁଣି ଆର୍ୟନଙ୍କୁ ଫସାଇଥିଲେ ।
ସହଜ ହେଲା କ୍ୟାନସର୍ ପରୀକ୍ଷା , ଅଧିକ ଖର୍ଚ୍ଚାନ୍ତ ନହୋଇ ରୋଗ ହୋଇଛି ନା ନାହିଁ ଜାଣିହେବ ।
ଗର୍ଭବତୀ ବୋଲି ଜାଣିବାର ୪୮ ଘଣ୍ଟା ପରେ ଜଣେ ମହିଳା ସନ୍ତାନ ପ୍ରସବ କରିଛନ୍ତି। ଏମିତି ଝଟକା ଦେବା ପରି ଘଟଣା ଘଟିଛି ଆମେରିକାରେ।
ପୋଲିସ୍ର ଗୋଡ଼ ଧରିଲେ, ତଥାପି ଦୁଷ୍କର୍ମ ପୀଡ଼ିତାଙ୍କ ଅଭିଯୋଗ ରଖିଲେନି
ପଞ୍ଜାବ ଲୁଧିଆନା ଖୁର୍ସିଦପୁର ଗାଁର ଅମାନବୀୟ ଘଟଣା । ଅଭିଯୁକ୍ତ ସ୍ୱାମୀ କୁଲଦୀପ ସିଂହଙ୍କୁ ଗିରଫ କଲା ପୋଲିସ ।
ଅସହ୍ୟ ହେଲା ବନ ବିଭାଗର ଅତ୍ୟାଚାର,ଆତ୍ମହତ୍ୟା କରିଛନ୍ତି ଅନୁଗୁଳର ଜଣେ ଚାଷୀ ।
ଗୋଟିଏ ଦେଶର ରାଜନୈତିକ ଅଶାନ୍ତି, ଦୀର୍ଘ ବର୍ଷର ଗୃହ ଯୁଦ୍ଧ ତାର ସାହିତ୍ୟକୁ ଏତେ ସମୃଦ୍ଧ କରିପାରେ ? ବିଶ୍ୱସ୍ତରର ମାନ୍ୟତା ଦେଇପାରେ ? ଏ ପ୍ରଶ୍ନର ଉତ୍ତର ଦେବ ୨୦୨୨ର ସମ୍ମାନଜନକ ବୁକର ପ୍ରାଇଜ।
ବାରମ୍ବାର କାହାକୁ ମେସେଜ୍ ପଠାଉଛନ୍ତି କି, କିମ୍ବା ବିନା ଅନୁମତିରେ କାହାକୁ ଗ୍ରୁପରେ ଆଡ୍ କରୁଛନ୍ତି କି ? ସାବଧାନ୍
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଶଶି ଥରୁର୍ ନା ମଲ୍ଲିକାର୍ଜୁନ ଖଡଗେ ? କିଏ ହେବେ ସଭାପତି ? ଆଜି ଘୋଷଣା ହେବ କଂଗ୍ରେସର ନୂଆ ସଭାପତିଙ୍କ ନାଁ ।
ପ୍ରତିରକ୍ଷା ପ୍ରଦର୍ଶନୀରେ ତିନି ସେନାର ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରାଯିବ ।
ଅଜି ହଠାତ୍ ଅକ୍ଷୟ କୁମାରଙ୍କୁ ନେଇ କାହିଁକି ଏତେ ଚର୍ଚ୍ଚା । ଏଭଳି ପ୍ରଶ୍ନ ଆପଣଙ୍କ ମନରେ ଆସିବା ସ୍ୱାଭାବିକ୍ କଥା ।
ପ୍ରତ୍ୟେକ ଲୋକଙ୍କ ଜୀବନରେ କିଛି ନା କିଛି ସମସ୍ୟା ରହିଥାଏ । ସେହି ସମସ୍ୟାକୁ ଅତିକ୍ରମ କରି ଜୀବନରେ ଆଗକୁ ବଢ଼ିଲେ ସଫଳତା ମିଳିଥାଏ । ଠିକ୍ ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଦିବ୍ୟାଙ୍ଗ ଦମ୍ପତି ଗୁପ୍ଚୁପ୍ ବିକ୍ରି କରୁଥିବାର ଦେଖିବାକୁ ମିଳିଛି ।
ବଙ୍ଗୋପସାଗରରେ ଚଳିତ ବର୍ଷର ଏହା ଦ୍ୱିତୀୟ ସାମୁଦ୍ରିକ ଝଡ଼ । ଏହାପୂର୍ବରୁ ଗତ ମେ’ ମାସରେ ବାତ୍ୟା ଅସାନୀ ସଂଘଟିତ ହୋଇଥିଲା ।
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କ ଘନିଷ୍ଠ ସହଯୋଗୀ ଭିକେ ଶଶିକଳାଙ୍କ ହାତ ଥିବା ସନ୍ଦେହ କରିଛି ଘଟଣାର ଯାଞ୍ଚ କରୁଥିବା ଗୋଟିଏ କମିଟି। ଏଥିପାଇଁ ଶଶିକଳା ଓ ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ବିରୋଧରେ ପୁଲିସ୍ ତଦନ୍ତ କରିବାକୁ କମିଟି ପକ୍ଷରୁ ସୁପାରିସ କରାଯାଇଛି।
ବିସିସିଆଇକୁ ମିଳିଲେ ନୂଆ ବସ୍। ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି । ଆଜି ବସିଥିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଦୀପାବଳି ପୂର୍ବରୁ ପୁଣି ଜମ୍ମୁ-କାଶ୍ମୀରରେ ଆତଙ୍କୀ ହମ୍ଲା ହୋଇଛି। ସୋପିଆନ୍ ଜିଲ୍ଲାରେ ଶନିବାର ଆତଙ୍କବାଦୀଙ୍କ ଦ୍ୱାରା କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା ପରେ ଏବେ ଜିଲ୍ଲାରେ ଆଉ ଦୁଇ ଜଣ ପ୍ରବସୀ ଶ୍ରମିକଙ୍କୁ ହତ୍ୟା କରାଯାଇଛି।
ଯଦି ଜଣେ ବ୍ୟକ୍ତି ହେଲମେଟ୍ ପିନ୍ଧି ମଦ କିଣିବା ପାଇଁ ଆସିବ ତେବେ ତାକୁ ମଦ ଦିଆଯିବ । ନଚେତ ଦୋକାନୀ ତାଙ୍କୁ ମଦ ବିକ୍ରି କରିପାରିବ ନାହିଁ ବୋଲି କଡ଼ା ନିୟମ କରାଯାଇଛି ।
ଟ୍ରସଙ୍କ ନିଷ୍ପତ୍ତିରେ ଆର୍ଥିକ ମାନ୍ଦାବସ୍ଥା ମୁହାଁ ବ୍ରିଟେନ
ଭାରତ ଯୋଡୋ ଯାତ୍ରାରେ ଅଛନ୍ତି ରାହୁଲ ଗାନ୍ଧି। ସାରା ଭାରତ ବୁଲୁଛନ୍ତି। ତଥାପି ଚେହେରାର ଚମକ କମିନି। ତେବେ କେଉଁ ବ୍ରାଣ୍ଡର ସନସ୍କ୍ରିନ ଲୋଶନ ଲଗାଉଛନ୍ତି ରାହୁଲ ? ଆପଣ ଜାଣନ୍ତି ?
କାମକାଜି ଡ୍ରୋନ ବ୍ୟବହାର ପରେ ୟୁକ୍ରେନ ଯୁଦ୍ଧରେ ଇରାନର ସଂପୃକ୍ତି ନେଇ ପ୍ରମାଣ ଖୋଜୁଛି ୟୁରୋପୀୟ ସଂଘ
ଟାଟା ଗ୍ରୁପର ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ସରକାରଙ୍କ ମୁଣ୍ଡରେ ଚେତା ପଶିଲା। ସଡକ ଦୁର୍ଘଟଣା ଓ ମୃତ୍ୟୁ ହାର କମାଇବା ପାଇଁ ନେବାକୁ ଯାଉଛନ୍ତି ଏମିତି ନିଷ୍ପତ୍ତି।
ବିକଶିତ ହେଲା ନୂଆ ଜ୍ଞାନକୌଶଳ, ବୈଦୁତିକ ଚାର୍ଜିଂ ପାଇଁ ଆଉ ଟେନସନ୍ ନେବାକୁ ପଡ଼ିବ ନାହିଁ ।
ସ୍ଥିର ରହିଛି ସୁନାର ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ସ୍ଥିର ରହିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୪୦୦ ଟଙ୍କା ରହିଛି ।