• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଜାଙ୍ଗ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର ଚନ୍ଦ୍ର – କର୍କଟ ଅହୋରାତ୍ରି ତିଥି- ୮ମୀ ଦିବା ୧୧/୫୮ ଗତେ ୯ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମକର ରାଶିର ପୁଷ୍କର ଦୋଷ

ଶୁଭ ସମୟ:

  • ପ୍ରାତଃ ୦୫/୪୫ ରୁ ୦୬/୩୧
  • ଦିବା ୦୮/୩୮ ରୁ ୧୧/୦୮
  • ସନ୍ଧ୍ୟା ୦୫/୧୭ ରୁ ୦୬/୫୧
  • ରାତ୍ରି ୦୯/୨୭ ରୁ ୧୧/୫୬
  • ରାତ୍ରି ୦୧/୩୬ ରୁ ୦୩/୧୬

ଅଧିକ ପଢ଼ନ୍ତୁ: Daily Horoscope 18th Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି

ଅଶୁଭ ସମୟ: 

  • ଋାହୁକାଳ – ଦିବା ୦୨/୨୪ ରୁ ୦୩/୫୧
  • କାଳବେଳା - ଦିବା ୧୨/୫୮ ରୁ ୦୨/୨୪
  • ବାରବେଳା – ପ୍ରାତଃ ୦୭/୧୨ ରୁ ୦୮/୩୮
  • କାଳରାତ୍ରି – ସନ୍ଧ୍ୟା ୦୬/୫୧ ରୁ ୦୮/୨୪