ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ସାଜିଦ ଖାନ୍ଙ୍କୁ ଶୋ’ରୁ ବାହାର କରିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ।
ଦୀପାବଳି ପୂର୍ବରୁ ରେଳବାଇ କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର
ଡାକ୍ତରଙ୍କୁ ଭଗବାନ୍ ଭାବି ଭରସା କରିଥିଲେ, ହେଲେ ସେ ଆଖି ତାଡ଼ି ନେଇଗଲେ । ଏବେ ହାତରେ କାଚ ଗୁଲି ଧରି ଘରୁ ଡାକ୍ତରଖାନା, ଆଉ ସେଠାରୁ ଥାନା ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି ବୃଦ୍ଧ ।
ପିଲାଙ୍କ ଭବିଷ୍ୟତ ପାଇଁ ସର୍ବଦା ଚିନ୍ତିତ ରହିଥାନ୍ତି ବାପାମାଆ । ପିଲାଙ୍କ ସ୍ୱପ୍ନ ସାକାର କରିବାରେ ବାପାମାଆ ପାରୁପର୍ଯ୍ୟନ୍ତ ସାହାଯ୍ୟ ମଧ୍ୟ କରନ୍ତି । ତେବେ ଏପରି ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବାପା ଜଣକ ଝିଅର ପରୀକ୍ଷା ପାଇଁ ନିଜେ ମଧ୍ୟ ଜ୍ଞାନ ଆହରଣ କରି ଝିଅକୁ ପଢ଼ାଉଛନ୍ତି ।
ଆଗାମୀ ୭ ଦିନ ମଧ୍ୟରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ। ଓଡ଼ିଶା ପାଇଁ କିଛି ବିପଦ ସମ୍ଭାବନା ନାହିଁ’ ବୋଲି IMD ଡିଜି କହିଛନ୍ତି।
ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଜୁମ୍କୁ ନିରୀକ୍ଷଣରେ ରଖାଯାଇଛି।
ଦୁର୍ଘଟଣା ପରେ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ଏହାସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ବିମାନଟି ବେସ୍କୁ ଫେରୁଥିବା ବେଳେ ଗୋଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଆଖିରେ ଆଖିଏ ସ୍ୱପ୍ନକୁ ବାନ୍ଧି ରଖିଥିବା ମଣିଷ ଅତର୍କିତ ସାମ୍ନା କରେ ପ୍ରତାରଣାକୁ। ବୁଝିପାରେନି, କେତେବେଳେ ତା ହାତକୁ ଜାବୁଡି ଧରିଥିବା ହାତର ବନ୍ଧନ ଶିଥିଳ ହୋଇଯାଇଛି। ଆଉ ସେ କଥାକୁ ବୁଝୁ ବୁଝୁ ଜୀବନର ସାଥୀଟି ତାକୁ ମଝିରାସ୍ତାରେ ଛାଡି ଚାଲିଯାଇଥାଏ।
ଏଥର କିଛି ଏମିତି ବ୍ୟାଟ୍ସମ୍ୟାନ୍ ରହିଛନ୍ତି ଯାହାଙ୍କ ବିସ୍ଫୋରକ ବ୍ୟାଟିଂ ଉପରେ ଫ୍ୟାନ୍ସଙ୍କ ନଜର ରହିବ । ତେବେ ଆସନ୍ତୁ ଜାଣିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ର ୫ ଜଣ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ଙ୍କ ବିଷୟରେ..
କମିଲା ସୁନା ଦର । ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୮୦୦ ଟଙ୍କା ରହିଛି ।
ପାଥନଥିଟ୍ଟାର ଇଲାନଥୁରରେ ଥିବା ଦମ୍ପତିଙ୍କ ଘରେ ଦୁଇଟି ଭିନ୍ନ ସମୟରେ ଦୁଇ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା।
ଶିବସେନାର ଉଦ୍ଧବ ଠାକ୍ରେ ଗୋଷ୍ଠୀଙ୍କୁ ଗତକାଲି ମଶାଲ ଚିହ୍ନ ମିଳିଥିବାବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଖଣ୍ଡା ଓ ଢାଲ ଚିହ୍ନ ମିଳିଛି।
ଆର୍ଥ୍ରାଇଟିସ୍ ଏକ ସାଧାରଣ ଶବ୍ଦ ହୋଇଥିଲେ ହିଁ ୧୫୦ ପ୍ରକାର ଗୁଣ ରଖିଥାଏ । ମୁଖ୍ୟତଃ ଏହା ଆମ ଅସ୍ଥି, ମାଂଶପେଶୀ ଓ ଗଣ୍ଠିସ୍ଥାନକୁ ପ୍ରଭାବିତ କରିଥାଏ ।
ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ। ଏନେଇ ଓଡ଼ିଶା ଆଞ୍ଚଳିକ ପାଣିକେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
କରିଡର ମଧ୍ୟରେ ରହିଛି ରୁଦ୍ରସାଗର ହ୍ରଦ ଓ ମହାକାଳ ବାଟିକା।
ପ୍ରଶାସନ ବି ଡିଜିଟାଲ ଦୁନିଆ ସହ ପାଦ ମାଳାଇ ଚାଲୁଥିବା ଦେଖାଯାଇଛି ।
ଏହି ସବୁ କାହାଣୀ ଜାଣିବା ପରେ ନିସ୍କର୍ଷ ହେଲା, ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ଏମାନେ ଶତପ୍ରତିଶତ ପ୍ରମାଣ କରି ଦେଖାଇଛନ୍ତି ।
ଏବେ ସୁଦ୍ଧା ପାଖାପାଖି ୨୦୦ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି । ଭାରତୀୟ ଫିଲ୍ମ ଜଗତରେ ଏମିତି କୌଣସି ପୁରସ୍କାର ନାହିଁ ଯାହା ତାଙ୍କୁ ନମିଳିଛି ।
ଲୋକମାନେ ‘ଧରତୀ ପୁତ୍ର ଅମର ରହେ’ର ସ୍ଲୋଗାନ ଦେଇ ମୁଲାୟମଙ୍କୁ ଶେଷ ବିଦାୟ ଦେଇଛନ୍ତି ।
ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ମା’ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ୍ ପାଇଥିବା ଦାବି କରିଛନ୍ତି ,ନବଜାତ ଶିଶୁ ଉପରେ କଣ ପଡ଼ିବ ଏହାର ପ୍ରଭାବ , ସେ ନେଇ ନାନା କଳ୍ପନା ଆରମ୍ଭ ହୋଇଛି ।
ସରପଞ୍ଚ ପ୍ରାର୍ଥୀଙ୍କରଏହି ଘୋଷଣାପତ୍ରଟି ଭାଇରାଲ ହୋଇଛି। ଏଥିରେ ୧୩ଟି ପ୍ରତିଶ୍ରୁତି ଦେଇଛନ୍ତି ପ୍ରାର୍ଥୀ। ଏ ପ୍ରତିଶ୍ରୁତି ପଢିଲେ ଆପଣଙ୍କ ହୋଶ ଉଡିଯିବ।
ଗଛ ତ ଗଛ..ଏତେ ବଡ ଗଛ ! ବାପ୍ରେ.. ପୃଥିବୀରେ ଏତେ ଡେଙ୍ଗା ଗଛ ଅଛି ବୋଲି ଆପଣ କେବେ ଶୁଣି ବି ନ ଥିବେ। ହେଲେ ଏମିତି ଗଛର ସନ୍ଧାନ ମିଳିଛି। ୨୫ ମହଲା କୋଠାର ଉଚ୍ଚତା ସହ ସମାନ ଏହି ଗଛର ଉଚ୍ଚତା। ଏହି ବିଶାଳ ଗଛ ରହିଛି ଆମାଜନ ଜଙ୍ଗଲରେ। ଏହି ଗଛ ପାଖରେ ପହଞ୍ଚିବା ପାଇଁ ବୈଜ୍ଞାନିକ ଟିମ୍ ୨ ସପ୍ତାହ ଧରି ଘଞ୍ଚ ଜଙ୍ଗଲରେ ବିପଦସଙ୍କୁଳ ଯାତ୍ରା କରିଥିଲେ। ଏଥିପାଇଁ ୩ ବର୍ଷ ଧରି ଯୋଜନା ପ୍ରସ୍ତୁତ କରିଥିଲେ ଏହି ବୈଜ୍ଞାନିକ ଟିମ୍।
ସାବଧାନ ! ଅନଲାଇନ୍ରେ କଲ୍ କରି ଯୁବପିଢିଙ୍କୁ ଫସାଉଛନ୍ତି ମାୟାବିନୀ। କଲ୍ ରିସିଭ୍ କଲା ମାତ୍ରେ ଖୋଲି ଦେଉଛନ୍ତି ପୂରା ପୋଷାକ।
ସିଭିଲ ସର୍ଭିସ୍ (ମେନ୍ସ) ପରୀକ୍ଷା ୨୦୨୧ ର ଫଳାଫଳ ମେ ୩୦, ୨୦୨୨ ରେ ଘୋଷଣା କରାଯାଇଥିଲା । ଯେଉଁଥିରେ ୭୪୯ ଟି ପଦବୀ ମଧ୍ୟରୁ ୬୮୫ ଜଣ ନିଯୁକ୍ତି ପାଇଥିବା ବେଳେ ବାକିଥିବା ୬୩ ପଦବୀ ପାଇଁ ତାଲିକା ପ୍ରକାଶ ପାଇଛି ।