• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Manish Sisodia

Manish Sisodia
୧୭ ମାସ ପରେ ଜେଲରୁ ମୁକୁଳିବେ ମନୀଷ ସିସୋଦିଆ, ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ତିନୋଟି ସର୍ତ୍ତରେ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

Manish Sisodia
ସିସୋଦିଆଙ୍କୁ ହାଇକୋର୍ଟ ଝଟକା, ମିଳିଲାନି ଜାମିନ !

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମିଳିଲାନି ବେଲ୍ । ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବ ଆମ୍ ଆଦମୀ ପାର୍ଟି ।

Manish Sisodia
ସିସୋଦିଆଙ୍କୁ ସୁପ୍ରିମ୍‌ ଝଟକା; ଜାମିନ୍ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏସ୍.ଭି.ଏନ୍ ଭଟ୍ଟୀ ଏହି ରାୟ ଶୁଣାଇଛନ୍ତି । ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରି ୬ରୁ ୮ମାସ ମଧ୍ୟରେ ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Delhi excise case:
ମନୀଷ ସିସୋଦିଆଙ୍କ ସମ୍ପତ୍ତି ଆଟାଚ୍‌

ସିସୋଦିଆଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ୫୨ କୋଟିର ସମ୍ପତ୍ତି ଆଟାଚ୍‌ କରିଛି ଇଡି ।

Manish Sisodia
ସିସୋଦିଆଙ୍କ ଜାମିନ୍ ଆବେଦନ ଖାରଜ

ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ ମାମଲାରେ ମନିଷ ସିସୋଦିଆଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି ।

Manish Sisodia first day in tihar jail
ଜେଲ୍‌ରେ ସିସୋଦିଆଙ୍କ ପ୍ରଥମ ରାତି; ସାଙ୍ଗରେ କ’ଣ ନେଇଥିଲେ, କ’ଣ ଖାଇଲେ ଜାଣନ୍ତୁ...

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସୋମବାର ତିହାର ଜେଲ୍‌ରେ ପ୍ରଥମ ଦିନ କଟିଛି। ଏହି ସମୟରେ ତାଙ୍କୁ ତିନୋଟି ନୂଆ କମ୍ବଳ, ଗୋଟିଏ ନୂଆ ବେଡ୍‌ସିଟ୍ ରାତିରେ ଶୋଇବା ପାଇଁ ପୋଷାକ ଦିଆଯାଇଥିଲା। ରାତ୍ରି ଭୋଜନରେ କ’ଣ ଖାଇଲେ ଜାଣନ୍ତୁ…

Manish SIsodia
ସିସୋଦିଆଙ୍କ ଗିରଫ ପରେ ଗର୍ଜୁଛି ଆପ୍

ଗିରଫ ପରେ ଗତକାଲି ସିସୋଦିଆ ସିବିଆଇ ମୁଖ୍ୟାଳୟରେ ରାତି କଟାଇଥିବା ବେଳେ ଆଜି ସ୍ଥାନୀୟ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା ସିବିଆଇ । ତାଙ୍କୁ ଅଧିକ ଜେରା ପାଇଁ ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ ।

Manish Sisodia arrested
ଦିଲ୍ଲୀ ମଦ ନୀତି ଘୋଟାଲା ମାମଲା; ଗିରଫ ହେଲେ ମନୀଷ ସିସୋଦିଆ

ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ କରିଥିଲା ସିବିଆଇ । କିନ୍ତୁ ସିସୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ । ଆଜି ସିବିଆଇ ଅଫିସରେ ହାଜର ପରେ ସିସୋଦିଆଙ୍କୁ ଜେରା କରିଥିଲା ସିବିଆଇ। ଜେରା କରିବା ପରେ ତାଙ୍କୁ ସିବିଆଇ ଗିରଫ କରିଥିବା ସୂଚନା ମିଳିଛି ।

Manish Sisodia
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ସିବିଆଇ ସମନ୍

କେନ୍ଦ୍ର ସରକାର ତାଙ୍କ ବିରୋଧରେ ସିବିଆଇ ଓ ଇଡିର ପୁରା ଶକ୍ତି ପ୍ରୟୋଗ କରୁଥିବା ସିସୋଦିଆ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ପୂର୍ବରୁ ସିବିଆଇ ତାଙ୍କ ଘର ରେଡ୍ କରିଛି । ବ୍ୟାଙ୍କ ଲକ୍କର ମଧ୍ୟ ଯାଞ୍ଚ୍ କରିଛି । ହେଲେ ଯାଞ୍ଚ କରିବା ସତ୍ତ୍ୱେ କିଛି ବି ପାଇନାହିଁ ।

Delhi deputy chief minister Manish Sisodia
ସିବିଆଇ ବିରୋଧରେ ସିସୋଦିଆ ଆଣିଲେ ସାଂଘାତିକ ଅଭିଯୋଗ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗତକାଲି ସିବିଆଇ ୯ ଘଣ୍ଟା ଧରି ଜେରା କରିବା ପରେ ସିସୋଦିଆ ଆଣିଛନ୍ତି ସାଂଘାତିକ ଅଭିଯୋଗ ।

Manish Sisodia
ସିସୋଦିଆଙ୍କ ପିଛା ଛାଡ଼ୁନି CBI ! ଲକର୍ ଯାଞ୍ଚ ପରେ ବି କିଛି ମିଳିଲାନି

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବ୍ୟାଙ୍କ୍ ଲକର ଯାଞ୍ଚ କରିଛି CBI । ସିସୋଦିଆଙ୍କ ଉପସ୍ଥିତିରେ ଲକର ଯାଞ୍ଚ କଲା ସିବିଆଇ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇର ଛାନ୍‌ଭିନ୍‌ ।

manish-sisodia
ED ରେଡ୍‌କୁ ଅସନ୍ତୋଷ ଜାହିର କଲେ ସିସୋଦିଆ, କହିଲେ ମୋଦି ଜି ଏସବୁ କି ଡ୍ରାମା ଚାଲିଛି..?

ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ଏହାସହ ଅନ୍ୟ ୧୩ ଜଣଙ୍କ ବିରୋଧରେ ମଧ୍ୟ ଲୁକ ଆଉଟ ସର୍କୁଲାର ଜାରି କରିଛି ସିବିଆଇ ।

Manish Sisodia
ସିସୋଦିଆଙ୍କୁ ଲୁକ୍‌ଆଉଟ୍‌ ସର୍କୁଲାର ନୋଟିସ୍‌, ଆଉ ଘୁଞ୍ଚିପାରିବେନି..

ବଢ଼ିଲା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ତାଙ୍କ ବିଦେଶ ଗସ୍ତ ଉପରେ ଲାଗିଲା ପ୍ରତିବନ୍ଧକ। ମଦ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି।

manish sisodia
ବଢ଼ିଲା ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଅଡ଼ୁଆ, ସିବିଆଇ କହିଲା ସେ ୧ ନମ୍ବର ଅଭିଯୁକ୍ତ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଆଜି ସକାଳେ CBI ରେଡ୍ କରିଥିଲା । ଅବକାରୀ ପଲିସିକୁ ନେଇ ସିବିଆଇ ରେଡ କରିଥିଲା ।

Special story
CBI ସ୍କାନରରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ : ଘରେ ଚାଲିଛି ରେଡ୍‌

ବିବାଦୀୟ ଅବକାରୀ ନୀତିକୁ ନେଇ ରେଡ୍ କରୁଛି CBI