୩୦୫ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ହିଟ୍ମ୍ୟାନ୍ ତଥା ଅଧିନାୟକ ରୋହିତ୍ ଶର୍ମା ଓ ଶୁଭମନ୍ ଗିଲ୍।
ଶୁଭୁଥିଲା ଇଣ୍ଡିଆ ଇଣ୍ଡିଆ। କିଏ କୋହଲି ଫ୍ୟାନ୍, କିଏ ରୋହିତ ଫ୍ୟାନ୍। କିନ୍ତୁ ସବୁ ଏଠି ଏକାକାର। ମ୍ୟାଚ୍ ସମୟ ପାଖେଇବା ସହ ବଢ଼ିଥିଲା ଉତ୍ସାହ ଓ ଉତ୍କଣ୍ଠା। କ୍ରିକେଟ୍ ପ୍ରେମୀଙ୍କ ଗହଳି ଭିତରେ ବାରି ହୋଇ ପଡ଼ୁଥିଲେ କିଛି ସ୍ୱତନ୍ତ୍ର ଫ୍ୟାନ।
ଆସନ୍ତାକାଲି ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା। ଦୀର୍ଘବର୍ଷର ବ୍ୟବଧାନ ପରେ ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ହେବ ମହାଟକ୍କର। କାଲିର ଲଢ଼େଇ ପୂର୍ବରୁ ଆଜି ଷ୍ଟାଡ଼ିୟମରେ ରୋହିତ ବାହିନୀ ଜୋରଦାର ନେଟ୍ ପ୍ରାକ୍ଟିସ୍ କରିଥିବାବେଳେ ଭୁବନେଶ୍ବରରେ ଗଲ୍ଫ ପଡ଼ିଆରେ ଅଭ୍ୟାସ କରିଛି ଟିମ୍ ଇଂଲଣ୍ଡ।
ଦିନକ ପରେ ବାରବାଟୀ ବ୍ୟାଟେଲ୍। ସୁପରସଣ୍ଡେରେ ହେବ ସୁପର୍ ସୋ’। ଇଂଲଣ୍ଡ-ଇଣ୍ଡିଆ ଦିନିକିଆରେ ଉଡ଼ିବ ଚୌକା ଛକ୍କା। ଫ୍ୟାନଙ୍କ ଉପସ୍ଥିତିରେ ଗର୍ଜିବ କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମ।
ଭାରତ ଓ ଇଂଲଣ୍ଡ ମ୍ୟାଚ ଦେଖିବା ପାଇଁ ଟିକଟ ଖଣ୍ଡେ ମିଳୁନାହିଁ। ହେଲେ ଟିକଟ ପାଇଁ ହାଟବଜାରରେ ମୁଲଚାଲ୍ ହେଉଛି। ବ୍ଲାକର ଓ ଗ୍ରାହକଙ୍କ ମଧ୍ୟରେ ଚାଲିଛି ଦର କଷାକଷି। ଯେଉଁ ଟିକଟର ଦାମ୍ ମାତ୍ର ୧୧ ଶଙ୍କ ଟଙ୍କା, ତାକୁ ବ୍ଲାକର କହୁଛି ୫ ହଜାର ନହେଲେ ହେବନାହିଁ।
ଭାରତ ଓ ଇଂଲଣ୍ଡ ମ୍ୟାଚ ଦେଖିବା ପାଇଁ ଟିକଟ ଖଣ୍ଡେ ମିଳୁନାହିଁ। ହେଲେ ଟିକଟ ପାଇଁ ହାଟବଜାରରେ ମୁଲଚାଲ୍ ହେଉଛି। ବ୍ଲାକର ଓ ଗ୍ରାହକଙ୍କ ମଧ୍ୟରେ ଚାଲିଛି ଦର କଷାକଷି। ଯେଉଁ ଟିକଟର ଦାମ୍ ମାତ୍ର ୧୧ ଶଙ୍କ ଟଙ୍କା, ତାକୁ ବ୍ଲାକର କହୁଛି ୫ ହଜାର ନହେଲେ ହେବନାହିଁ।
ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚ ପୂର୍ବରୁ ୭ଜଣଙ୍କୁ ଟିକେଟ କଳାବଜାର ସନ୍ଦେହରେ ଅଟକ ରଖିଛି ପୋଲିସ। ବାରବାଟୀ ଦିନିକିଆରେ ଚଳିତ ବର୍ଷ ଟିକେଟ ପାଇଁ ଅନେକ ଅବ୍ୟବସ୍ଥା ସାମନାକୁ ଆସିଛି ।
୨୦୦୨ ମସିହାରେ ଶେରସାହ ଖଡ଼ଗପୁର ତରଫରୁ ମ୍ୟାଚ ଖେଳିଥିଲେ ମହେନ୍ଦ୍ର ସିଂ ଧୋନି। ପରେ ୨୦୧୪ ମସିହାରେ ସେଲ ରାଞ୍ଚି ପାଇଁ ଅଣ୍ଡର ୧୬ ଟିମରୁ ଖେଳିଥିଲେ ଈଶାନ କିଶାନ୍।
ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ପଦରୁ ପ୍ରଣବ ପ୍ରକାଶ ଦାସ ଇସ୍ତଫା ଦେବା ପରେ କିଏ ହେବେ ପରବର୍ତ୍ତୀ ସଭାପତି ? ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ବେଳେ ରେସରେ ଆଗରେ ଅଛନ୍ତି ବିଜେପିର ଏହି ନେତା । ସେ ସଭାପତି ହେଲେ ଭଲ ହେବ ବୋଲି କହିଛନ୍ତି ଓସିଏ ସଂପାଦକ ।
OCA ସଭାପତି ପଦରୁ ଇସ୍ତଫା ଦେଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ଇସ୍ତଫା ଦେଇଥିବା କହିଲେ ସମ୍ପାଦକ ସଞ୍ଜୟ ବେହେରା।
ଚୟନ ପ୍ରକ୍ରିୟାରେ ସିନିୟର ଖେଳାଳିଙ୍କୁ ଅଣଦେଖା କରାଯାଉଛି । ପ୍ରତିଭା ଓ ଭଲ ପ୍ରଦର୍ଶନ ଥିବା ସତ୍ତ୍ୱେ ଟିମରେ ତାଙ୍କୁ ସ୍ଥାନ ମିଳିନଥିବା ଅଭିଯୋଗ କରିଛନ୍ତି । ଚୟନ କମିଟି ଉପରେ ଆରୋପ ଲଗାଇ ସେ କହିଛନ୍ତି ଯେ, ନିଜ ପରିଚିତ ଖେଳାଳିଙ୍କୁ ଟିମରେ ସ୍ଥାନ ଦେଉଛନ୍ତି ଚୟନକର୍ତ୍ତା ।
A unique chat show that probes our celebrities to face the facts and rumors about themselves and bring forth the truth for the audience. This show aims