• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

double murder case revealed after 30 years
ବିନ୍ଦୁଏ ରକ୍ତ ଖୋଲିଦେଲା ୩୦ ବର୍ଷ ତଳର ହତ୍ୟା ଗୁମର

ଅପରାଧୀ ପାଖରେ ପହଞ୍ଚିବା ପାଇଁ ପୋଲିସକୁ ଲାଗିଥିଲା ତିନି ଦଶନ୍ଧି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମାତ୍ର ବିନ୍ଦୁଏ ରକ୍ତ ହିଁ ଖୋଲିଦେଲା ହତ୍ୟା ଗୁମର।

Congress President Poll today
୨୫ ବର୍ଷ ପରେ କଂଗ୍ରେସ ମୁଖିଆ ହେବେ ଅଣଗାନ୍ଧି ନେତା

ଆଜି ହେଉଛି ଏଆଇସିସି ସଭାପତି ପାଇଁ ନିର୍ବାଚନ । ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓ ଶଶି ଥରୁରଙ୍କ ମଧ୍ୟରେ ହେବ ଟକ୍କର। ୯ ହଜାର ପିସିସି ପ୍ରତିନିଧିଙ୍କ ଦ୍ୱାରା ଗଠିତ ଇଲେକ୍ଟୋରାଲ୍ କଲେଜ୍ ସିକ୍ରେଟ୍ ବାଲଟ ଜରିଆରେ ସଭାପତିଙ୍କୁ ବାଛିବେ ।

Kantara Beats KGF
ପରଦାକୁ ଆସିଲା ଛାତି ଥରାଇଦେଲା ପରି ଫିଲ୍ମ

ଯିଏ ଦେଖୁଛି ସିଏ କହୁଛି ଫେରିଲେ 'ରକି ଭାଇ'

President Droupadi Murmu undergoes cataract surgery at Army hospital
ମୋତିଆବିନ୍ଦୁ ଅସ୍ତ୍ରୋପଚାର କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

 ବ୍ରିଗେଡିୟର ସଂଜୟ ମିଶ୍ରଙ୍କ ନେତୃତ୍ୱରେ ଦିଲ୍ଲୀ ସ୍ଥିତ ସେନା ହସପିଟାଲରେ ରାଷ୍ଟ୍ରପତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା। 

Jojana Ra Naa Hariloot
ମଧ୍ୟାହ୍ନ ଭୋଜନ ଚାଉଳ ବାଟମାରଣା : ପ୍ରତି ବସ୍ତାରେ ୨ରୁ ୫ କେଜି କମ୍

କେବଳ ଦେଢନମାଲ ନୁହେଁ, କଣ୍ଟାମାଳ ବ୍ଲକର ଅନେକ ସ୍କୁଲରେ ଚାଉଳ ଯୋଗାଣ ସମୟରେ ଏଭଳି ଅନିୟମିତତା ହେଉଥିବା ନଜରକୁ ଆସୁଛି ।

Sasural Simar Ka Actress Vaishali Takkar Commits Suicide
‘ଶଶୁରାଲ୍‌ ସିମର୍‌ କା’ର ଅଭିନେତ୍ରୀ ବୈଶାଳୀଙ୍କ ଆତ୍ମହତ୍ୟା

ଜଣାଶୁଣା ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆଜି ଇନ୍ଦୋର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। 

PSU insurance staff to get 12% pay hike
ସରକାରଙ୍କ ଦୀପାବଳି ଭେଟି, ବଢ଼ିଲା ଏହି ସରକାରୀ କର୍ମଚାରୀଙ୍କ ଦରମା...

ସରକାରୀ ସେକ୍ଟରର ୪ଟି ଜେନେରାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀର କର୍ମଚାରୀଙ୍କୁ ମୋଦି ସରକାରଙ୍କ ଦୀପାବଳି ଭେଟି। ଏହିସବୁ ଇନ୍‌ସ୍ୟୁରାନ୍ସ କମ୍ପାନୀର କର୍ମଚାରୀ ଓ ଅଧିକାରୀଙ୍କ ଦରମା ସରକାର ୧୨% ବୃଦ୍ଧି ନେଇ ଘୋଷଣା କରିଛନ୍ତି।

4 Congress Workers Electrocuted During Bharat Jodo Yatra In Karnataka
‘ଭାରତ ଯୋଡୋ ଯାତ୍ରା’ ବେଳେ ଅଘଟଣ, କରେଣ୍ଟ ଲାଗି ୪ କଂଗ୍ରେସ କର୍ମୀ ଗୁରୁତର

କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ବେଳେ ଅଘଟଣ। ଏଥିରେ ସାମିଲ ଦଳର ୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିବା ଯୋଗୁ ଗୁରୁତର ହୋଇପଡ଼ିଛନ୍ତି।

Happy Birthday Hema Malini
ଅଭିନେତ୍ରୀ ହେବାକୁ ଚାହୁଁନଥିଲେ ଡ୍ରିମ୍‌ ଗର୍ଲ ! କେମିତି ହେଲା ହେମାଙ୍କର ସିନେ ଦୁନିଆରେ ଏଣ୍ଟ୍ରି ?

ପତଳାପଣ ପାଇଁ ଅନେକ ଥର ରିଜେକ୍ଟ ହେବାପରେ କିପରି ସୁପରଷ୍ଟାର ହେଲେ ହେମା ମାଳିନୀ ?

Black Water
ବ୍ଲାକ୍ ୱାଟର୍ ପ୍ରେମରେ ବଲିଉଡ୍ : ହେଲେ କାହିଁକି ?

ବ୍ଲାକ୍ ୱାଟରରେ ମିନେରାଲସ୍ ଥିବାରୁ ଏହାର ଚାହିଦା ବଢ଼ି ବଢ଼ି ଚାଲିଛି । ମଲାଇକା, ଉର୍ବଶୀ, କରନ ଜୋହର, ଗୌରୀ ଖାନ୍ ପିଉଛନ୍ତି ବ୍ଲାକ ୱାଟର ।

Terrorism
ଆତଙ୍କବାଦର ହେବ ମୂଳୋତ୍ପାଟନ : ଆତଙ୍କୀକୁ କଡ଼ା ଚେକ୍ ଦେବାକୁ ବୈଠକ, ନେତୃତ୍ୱ ନେଉଛି ଭାରତ

ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ଚଳିତ ମାସ ୨୮ ଏବଂ ୨୯ରେ ଅନୁଷ୍ଠିତ ହେବ ମିଳିତ ଜାତିସଂଘର ଆତଙ୍କବାଦୀ ବିରୋଧୀ ସମିତିର ସ୍ୱତନ୍ତ୍ର ବୈଠ

11 dead, 15 wounded in terrorist attack in Russia
ସାମରିକ ଟ୍ରେନିଂ ଗ୍ରାଉଣ୍ଡରେ ଆତଙ୍କବାଦୀ ହମ୍‌ଲା, ହଠାତ୍‌ ଆସିଲେ ଅତର୍କିତ ଗୁଳି ଚଳାଇଲେ...

ଦକ୍ଷିଣ-ପଶ୍ଚିମ ରୁଷିଆର ବେଲଗୋରଡର ଏକ ସାମରିକ ଟ୍ରେନିଂ ଗ୍ରାଉଣ୍ଡରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

FIFA U-17 Women's WC
ଭାରତ ପାଇଁ ସମ୍ଭାବନା ଆଣିଛି ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍

ଭାରତରେ ଫୁଟବଲ୍ ମହାକୁମ୍ଭର ଆୟୋଜନ ଫୁଟବଲ୍ ସଂସ୍କୃତିର ବିକାଶ ପାଇଁ ପରୋକ୍ଷରେ ପ୍ରୋତ୍ସାହିତ କରିଛି। ଆମକୁ ନିଜ ସାମର୍ଥ୍ୟ ପରଖିବାର ସୁଯୋଗ ଦେଇଛି। ଆଗକୁ ଯିବାର ବାଟ ଫିଟାଇଛି। ଏବେ ଆମକୁ ବିଧିବଦ୍ଧ ଯୋଜନା ସହ ଲକ୍ଷ୍ୟପଥରେ ଆଗକୁ ବଢ଼ିବାକୁ ହେବ ସବୁ ଅନ୍ତରାୟକୁ ଅତିକ୍ରମ କରି।

9 People Died In An Accident In Karnataka
ମନ୍ଦିରରୁ ଦର୍ଶନ ସାରି ଘରକୁ ଫେରୁଥିଲେ, ବାଟରେ ଘଟିଲା ଭୟଙ୍କର ଦୁର୍ଘଟଣା; ୯ ମୃତ

ଗତକାଲି ରାତି ୧୧ଟାରେ କର୍ଣ୍ଣାଟକର ହାସନ ଜିଲ୍ଲାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ଓ କ୍ଷୀର ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। 

Terrrorist Attack
ପୁଣି ଜଣେ କାଶ୍ମୀର ପଣ୍ତିତଙ୍କୁ ଗୁଳିକରି ହତ୍ୟା

ପୁଣିଥରେ ଜମ୍ମୁ-କଶ୍ମୀରରେ ସଂଖ୍ୟାଲଘୁ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଆଜି ଆତଙ୍କବାଦୀମାନେ ଶୋପିଆନରେ ଜଣେ କଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

Former High Court Chief Justice
ପାକିସ୍ତାନର ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ଗୁଳି କରି ହତ୍ୟା

ମସଜିଦ ବାହାରେ ଭୟଙ୍କର ଗୁଳିକାଣ୍ଡ। ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ହାଇକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତି।

India Champion
ଶ୍ରୀଲଙ୍କାକୁ ମାତ୍‌ ଦେଇ ୭ମ ଟାଇଟଲ୍‌ ହାସଲ କଲା ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌

ମହିଳା ଏସିଆ କପ୍‌ କ୍ରିକେଟ୍‌ରେ ଶ୍ରୀଲଙ୍କାକୁ ହରାଇ ଟିମ୍‌ ଇଣ୍ତିଆ ଚାମ୍ପିୟନ । ସ୍ମୃତି ମନ୍ଦନା ସର୍ବାଧିକ ୫୧ ରନ୍‌ କରି ଟିମ୍‌ ପାଇଁ ବିଜୟୀ ଇନିଂସ ଖେଳିଲେ ।

Joe Baiden
ରେଷ୍ଟୁରାଣ୍ଟରୁ ଡିସ୍‌କାଉଣ୍ଟରେ ଖାଇବା ଅର୍ଡର କଲେ ବାଇଡେନ; ଭିଡିଓ ଭାଇରାଲ

ଆମେରିକା ରାଷ୍ଟ୍ରପତି ବି ରେଷ୍ଟୁରାଣ୍ଟକୁ ଯାଆନ୍ତି ଏବଂ ଡିସ୍‌କାଉଣ୍ଟରେ ଖାଦ୍ୟ କିଣନ୍ତି। କେଉଁ ରାଷ୍ଟୁରାଣ୍ଟ ଏମିତି ଅଫର ଦିଏ ? କାହିଁକି ଦିଏ ?

Know The Discussion Between Cricketers Ahead Of India Vs Pakistan Match
ଭାରତ ଓ ପାକିସ୍ତାନ କ୍ରିକେଟର ଭେଟ ହେଲେ, ପରସ୍ପର ମଧ୍ୟରେ କ’ଣ କଥା ହୋଇଥାନ୍ତି ? ଜାଣନ୍ତୁ...

ଯେତେବେଳେ ବି ଭାରତ ଓ ପାକିସ୍ତାନ କ୍ରିକେଟ ଟିମ୍‌ ମୈଦାନକୁ ଓହ୍ଲାଇଥାନ୍ତି, ସେହି ସମୟରେ ଖାଲି ଖେଳାଳି ନୁହେଁ ମ୍ୟାଚ୍‌କୁ ନେଇ ଫ୍ୟାନ୍ସଙ୍କ ଭିତରେ ମଧ୍ୟ ଉତ୍କଣ୍ଠା ଦେଖିବାକୁ ମିଳିଥାଏ।

US President Joe Biden Says Pakistan One Of The Most Dangerous Nation
ପାକିସ୍ତାନ ବିରୋଧରେ ନିଆଁ ଉଗାଳିଲେ ବାଇଡେନ, କହିଲେ ବିଶ୍ୱ ପାଇଁ ଏକ ବଡ଼ ବିପଦ

ସବୁବେଳେ ପାକିସ୍ତାନର ପକ୍ଷ ନେଇ ଆସୁଥିବା ଆମେରିକା ମୁହଁରେ ଓଲଟା ଭାଷା। ଲଙ୍କାରେ ହରି ଶବ୍ଦ ପରି ଆମେରିକା ରାଷ୍ଟପତି ଜୋ ବାଇଡେନ ପାକିସ୍ତାନ ବିରୋଧରେ ନିଆଁ ଉଗାଳିଲେ।

Ram Rahim Singh gets 40-day parole
୪୦ ଦିନ ପାଇଁ ଜେଲ୍‌ରୁ ବାହାରିଲେ ଆତ୍ମଘୋଷିତ ଗୁରୁ ରାମ ରହିମ୍‌

୪୦ ଦିିନିଆ ପାରୋଲରେ ଜେଲରୁ ମୁକୁଳିଲେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ୍। ହରିୟାଣାରେ ପଞ୍ଚାୟତ ନିର୍ବାଚନ ଓ ନଭେମ୍ବର ୩ରେ ହେବାକୁ ଥିବା ଆଦମପୁର ବିଧାନସଭା ଉପ ନିର୍ବାଚନ ପୂର୍ବରୁ ସେ ଜେଲରୁ ପାରୋଲରେ ଛାଡ଼ ପାଇଛନ୍ତି।

gold price today
Today Gold Price- 15th Oct : କମିଲା ସୁନା ଦର: ଆଜି ହିଁ କିଣି ଆଣନ୍ତୁ, ରହିଛି ମନଲୋଭା ଅଫର

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୪୯ ହଜାର ୮୦୦ ଟଙ୍କା ରହିଛି ।

Russian President Vladimir Putin Warned Global Catastrophe
ବିଶ୍ୱକୁ ପୁଟିନ୍‌ଙ୍କ ଧମକ- ରୁଷ୍‌ ସେନା ସହ ନାଟୋ ସୈନ୍ୟଙ୍କର ସଂଘର୍ଷ ହେଲେ, ପରିଣାମ ଭୟଙ୍କର ହେବ

କିଛିଦିନ ପୂର୍ବରୁ ୟୁକ୍ରେନର ୪ଟି ଅଞ୍ଚଳକୁ ନିଜ ଅକ୍ତିଆରକୁ ଆଣିବା ପରେ ପୁଟିନ୍‌ କହିଥିଲେ ଯେ, ରୁଷ୍‌ର ସାମ୍ରାଜ୍ୟକୁ ସୁରକ୍ଷା ଦେବାକୁ ସେ ଆଣବିକ ଅସ୍ତ୍ରର ପ୍ରୟୋଗ କରିବାକୁ ବି ପଛେଇବେ ନାହିଁ।

Mine Blast in Turkey
କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୨୫ ମୃତ

ତୁର୍କୀରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୃଦୟ ବିଦାରକ ଦୁର୍ଘଟଣା ଘଟି ଯାଇଛି। ବାର୍ଟିନ୍‌ର ଏକ କୋଇଲା ଖାଦାନରେ ଭୟଙ୍କର ବିସ୍ଫୋରଣ ଘଟି ଅତି କମ୍‌ରେ ୨୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।  ଏକାଧିକ ଲୋକ ଏବେ ବି ଫସି ରହିଛନ୍ତି।